ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ପୋଷ୍ଟ୍‍ ଅଫିସ୍‌, ପ୍ରୋଭିଡେଣ୍ଟ୍‌ ଫଣ୍ଡ ଜମା ଓ କିସାନ ବିକାଶ ପତ୍ର ଲାଗି ଆଧାର ବାଧ୍ୟତାମୂଳକ ହେଲା

ନୂଆଦିଲ୍ଲୀ: ପୋଷ୍ଟ୍‍ ଅଫିସ୍‌ରେ ସମସ୍ତ ପ୍ରକାର ଜମା, ଜାତୀୟ ସଞ୍ଚୟ ସାର୍ଟିଫିକେଟ ଓ କିସାନ୍‌ ବିକାଶ ପତ୍ର ଖରିଦ ସମୟରେ ଆଧାର ସଂଯୁକ୍ତ କରିବା ବାଧ୍ୟତାମୂଳକ ହୋଇଛି। ଯେଉଁମାନେ ଆଗରୁ ପୋଷ୍ଟ୍‍ ଅଫିସ୍‌ରେ ଜମା କରିଛନ୍ତି କିମ୍ବା ଜାତୀୟ ସଞ୍ଚୟ ସାର୍ଟିଫିକେଟ ଓ କିସାନ୍‌ ବିକାଶ ପତ୍ର ଖରିଦ…
ଅଧିକ ଖବର ଦେଖନ୍ତୁ...

ଧନୀ ହେଉଛନ୍ତି ଅଧିକ ଧନୀ: ବର୍ଷକରେ ମୁକେଶଙ୍କ ସମ୍ପତ୍ତି ୬୭% ବଢ଼ିଛି, କ୍ରମାଗତ ଦଶ ବର୍ଷ ଧରି ଏକ ନମ୍ବର ଧନୀ

ନୂଆଦିଲ୍ଲୀ: ଭାରତରେ ଧନୀ ବ୍ୟକ୍ତିମାନେ ଅଧିକ ଧନୀ ହେବାରେ ଲାଗିଛନ୍ତି। ଏପରିକି ଦେଶରେ ଆର୍ଥିକ ଅଭିବୃଦ୍ଧିରେ ମନ୍ଥରତା ପରିଲକ୍ଷିତ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ଧନୀ ବ୍ୟକ୍ତିମାନଙ୍କ ଉପରେ ପଡ଼ିନାହିଁ। ସେମାନଙ୍କ ସମ୍ପତ୍ତି ବଢ଼ିବାରେ ଲାଗିଛି। ଧନୀ ତାଲିକାର ଶୀର୍ଷ ୧୦୦ ସ୍ଥାନରେ ରହିଥିବା…
ଅଧିକ ଖବର ଦେଖନ୍ତୁ...

ଦେଢ଼ ଲକ୍ଷ ଟେଲିକମ ଚାକିରି ପ୍ରତି ବିପଦ

ନୂଆଦିଲ୍ଲୀ: ଦେଶର ଟେଲିକମ୍‌ (ଦୂରସଂଚାର) କ୍ଷେତ୍ର ଏବେ ଋଣ ବୋଝ ତଳେ ଚାପି ହୋଇଗଲାଣି। ଅନେକ କଂପାନିର କ୍ଷତି ବଢ଼ିଚାଲିଛି। ଏଭଳି ପରିସ୍ଥିତି ଯୋଗୁଁ ଏହି କ୍ଷେତ୍ର ସହିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡ଼ିତ ଥିବା ଦେଢ଼ ଲକ୍ଷ ଚାକିରି ପ୍ରତି ବିପଦ ସୃଷ୍ଟି ହୋଇଛି। ମୋବାଇଲ୍‌ ସେବା…
ଅଧିକ ଖବର ଦେଖନ୍ତୁ...

କ୍ୟାଷ୍ଟ୍ରଲ୍‌ ସୁପର ମେକାନିକ୍‌ ପ୍ରତିଯୋଗିତା ବିଜେତା

ଭୁବନେଶ୍ୱର: ମୁମ୍ବାଇଠାରେ ଅନୁଷ୍ଠିତ କ୍ୟାଷ୍ଟ୍ରଲ୍‌ ସୁପର ମେକାନିକ୍‌ ସର୍ବଭାରତୀୟ ପ୍ରତିଯୋଗିତାର ଫାଇନାଲ୍‌ରେ ଭାରତ ଶ୍ରେଷ୍ଠ କ୍ୟାଷ୍ଟ୍ରଲ୍‌ ସୁପରମେକାନିକ୍‌ ମୁକୁଟ ହାସଲ କରିବା ପାଇଁ ସାରା ଦେଶରୁ ବଛା ହୋଇଥିବା ତିନି ଜଣିଆ ମେକାନିକ୍‌ ବିଶିଷ୍ଟ ୮ଟି ଟିମ୍‌ ପ୍ରତିଦ୍ୱନ୍ଦିତା…
ଅଧିକ ଖବର ଦେଖନ୍ତୁ...

ଆନ୍ତର୍ଜାତିକ ପ୍ରତିଯୋଗିତାରେ ଆଶାନି ଆବାକସ୍‌ର ସଫଳତା

ଭୁବନେଶ୍ୱର: ବ୍ୟାଙ୍କକ୍‌ଠାରେ ଆୟୋଜିତ ହୋଇଥିବା ଆନ୍ତର୍ଜାତିକ ଆବାକସ୍‌ ପ୍ରତିଯୋଗିତାରେ ଆଶାନି ଆବାକସ୍‌ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନର ନିର୍ଦେଶିକା ଗୀତାଞ୍ଜଳି ଗୌଡ଼ ଶୁଭେଚ୍ଛା…
ଅଧିକ ଖବର ଦେଖନ୍ତୁ...

ଏଲ୍‌ଜିର ମାଗଣା ଚକ୍ଷୁ ଚିକିତ୍ସା ସେବା

ଚେନ୍ନାଇ: ଏଲ୍‌ଜି ଇଲେକ୍‌ଟ୍ରୋନିକ୍ସ ଇଣ୍ଡିଆ ପକ୍ଷରୁ ‘କରେରୋଶନି’ ନାମକ ଅଭିଯାନ ଆରମ୍ଭ କରାଯାଇଥିଲା। ଶଙ୍କର ଆଇ ହସ୍‌ପିଟାଲ୍‌ ସହଯୋଗରେ ଆରମ୍ଭ କରାଯାଇଥିବା ଏହି ଅଭିଯାନରେ ହଜାର ହଜାର ଲୋକଙ୍କୁ ମାଗଣା ଚକ୍ଷୁ ଅସ୍ତ୍ରୋପଚାର ସୁବିଧା ପ୍ରଦାନ କରାଯାଉଛି। ପୂର୍ବରୁ ସେନା ଯବାନମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଏସ୍‌ଆର୍‌ଏମ୍‌ ବିଶ୍ୱବିଦ୍ୟାଳୟକୁ ୪ ଷ୍ଟାର୍‌ ରେଟିଂ ପୁରସ୍କାର

ଭୁବନେଶ୍ୱର: ଅଗ୍ରଣୀ ଉଚ୍ଚ ଶିକ୍ଷା କଂପାନି କ୍ୱାକ୍ୱାରେଲି ସାଇମଣ୍ଡସ୍‌ (କ୍ୟୁଏସ୍‌) ତରଫରୁ ଏସ୍‌ଆର୍‌ଏମ୍‌ ବିଶ୍ୱବିଦ୍ୟାଳୟକୁ ୪ ଷ୍ଟାର୍‌ ରେଟିଂ ପୁରସ୍କାର ପ୍ରଦାନ କରାଯାଇଛି। ଶିକ୍ଷାଦାନ, ନିଯୁକ୍ତି ପ୍ରଦାନ ଏବଂ ଅନ୍ତୁର୍ଭକ୍ତୀକରଣ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟକୁ ୫ ଷ୍ଟାର୍‌ ରେଟିଂ…
ଅଧିକ ଖବର ଦେଖନ୍ତୁ...

ଅଧ୍ୟକ୍ଷ, ପରିଚାଳନା ନିର୍ଦେଶକ ପଦ ଅଲଗା କର

ନୂଆଦିଲ୍ଲୀ: କର୍ପୋରେଟ୍‌ ଜଗତରେ ସ୍ୱଚ୍ଛତା ଆଣିବା ପାଇଁ କୋଟାକ୍‌ କମିଟି ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି)କୁ କେତେକ ଗୁରୁତ୍ୱପୂର୍ଣ୍ଣ ସୁପାରିସ ପ୍ରଦାନ କରିଛି। ଷ୍ଟକ ବଜାରରେ ତାଲିକାଭୁକ୍ତ ହୋଇଥିବା କଂପାନିଗୁଡ଼ିକର ସିଏମ୍‌ଡି ପଦକୁ ବିଭାଜିତ କରିବାକୁ ଏହା ପରାମର୍ଶ…
ଅଧିକ ଖବର ଦେଖନ୍ତୁ...

ବଜାରରେ ନୂଆ କାର୍‌

ଅଡି ଆଣିଲା ୩ ନୂଆ କାର୍‌ ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ କାର୍‌ ନିର୍ମାତା ଅଡି ଇଣ୍ଡିଆ ପକ୍ଷରୁ ତିନିଟି ନୂଆ କାର୍‌କୁ ଉନ୍ମୋଚନ କରାଯାଇଛି। ତାହା ହେଉଛି ଏ୫ ସ୍ପୋର୍ଟସ୍‌ବ୍ୟାକ୍‌, ଏ୫ କାବ୍ରିଓଲେଟ୍‌ ଏବଂ ଏସ୍‌୫ ସ୍ପୋର୍ଟସ୍‌ବ୍ୟାକ୍‌। ଏ୫ ସ୍ପୋର୍ଟସ୍‌ବ୍ୟାକ୍‌ର ମୂଲ୍ୟ ୫୪ ଲକ୍ଷ ଟଙ୍କାରୁ…
ଅଧିକ ଖବର ଦେଖନ୍ତୁ...

ରେଳବାଇର ନୂଆ ଯୋଜନା: ଡିଉଟି ସମୟରେ ହ୍ଵାଟ୍‌ସଆପ୍‌, ୟୁଟ୍ୟୁବ ବ୍ୟବହାର କରିପାରିବେ ନାହିଁ କର୍ମଚାରୀ

ନୂଆଦିଲ୍ଲୀ: ଭିନ୍ନ ଭିନ୍ନ ରେଳ ଦୁର୍ଘଟଣା ନେଇ ୨୦୧୭ ମସିହାରେ ବହୁ ଲୋକଙ୍କ ଜୀବନ ଯାଇ ସାରିଲାଣି। ଏହି ଦୁର୍ଘଟଣାକୁ ଲକ୍ଷ୍ୟ କରି ରେଳବ ମନ୍ତ୍ରୀ ଏକ ନୂତନ ଯୋଜନା ଲାଗି ନିଷ୍ପତ୍ତି ନେଇଛନ୍ତି। ଅନ୍ୟମନସ୍କତା ଦୁର୍ଘଟଣାର କାରଣ ହୋଇପାରେ ବୋଲି ଚିନ୍ତା କରି ଏଣିକି ରେଳବାଇ କର୍ମଚାରୀଙ୍କ…
ଅଧିକ ଖବର ଦେଖନ୍ତୁ...