ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

୧୩ ତାରିଖରେ ଦେଶର ୫୪ ହଜାର ପେଟ୍ରୋଲ୍‌ ପମ୍ପ ବନ୍ଦ ରହିବ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ ଜିଏସଟି ଲାଗୁସହ ଅନ୍ୟାନ୍ୟ ୧୧ ଦଫା ଦାବି ନେଇ ଡିଲର ସଂଘର ଦାବି ନ ମାନିଲେ ୨୭ ତାରିଖରୁ ଅର୍ନିଦ୍ଦିଷ୍ଟ କାଳ ଯାଏଁ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ସଂଘ ଚେତାବନୀ ଦେଇଛି। ତେବେ ଆଗାମୀ ୧୩ ତାରିଖରେ ଦେଶର ୫୪ ହଜାର ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଆଧାରକାର୍ଡରେ ତ୍ରୁଟି ଅଛି କି? ଘରେ ବସି ଏପରି କରନ୍ତୁ ସଂଶୋଧନ

ନୂଆଦିଲ୍ଲୀ: ଆଧାରକାର୍ଡରେ ତ୍ରୁଟିପୂର୍ଣ୍ଣ ନାମ,ଠିକଣା କିମ୍ବା ଫୋନ୍‌ ନମ୍ବର ରହିଯାଇଥିଲେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। କାହିଁକି ନା, ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ଏହାର ସମାଧାନର ବାଟ କାଢ଼ିଛି। ଏଣିକି ବ୍ୟବହରକାରୀ ନିଜ ଘରେ ବସି ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଶସ୍ତା ଫୋନ୍‌ ଲଞ୍ଚ୍‌ କରିବାକୁ ଲାଭା ଓ ମାଇକ୍ରୋମ୍ୟାକ୍ସ୍‍ ସହ ବିଏସ୍‌ଏନ୍‌ଏଲ୍‌ର ଚୁକ୍ତି

ନୂଆଦିଲ୍ଲୀ: ଅଫର୍‌ ସହ ସ୍ୱଳ୍ପ ମୂଲ୍ୟରେ ହ୍ୟାଣ୍ଡ୍‌ସେଟ୍‌ ଯୋଗାଇ ଦେବାକୁ ରାଷ୍ଟ୍ରାୟାତ ଟେଲିକମ୍‌ ଅପରେଟର୍‌ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଘରୋଇ ସ୍ମାର୍ଟଫୋନ୍‌ ନିର୍ମାତା ଲାଭା ଏବଂ ମାଇକ୍ରୋମ୍ୟାକ୍ସ ସହ ଚୁକ୍ତି ସ୍ୱାକ୍ଷର କରିଛି। ସ୍ୱଳ୍ପ ମୂଲ୍ୟରେ…
ଅଧିକ ଖବର ଦେଖନ୍ତୁ...

ଜିଏସ୍‌ଟି କମିଲା : ଆଉ ୨୭ଟି ସାମଗ୍ରୀ ଶସ୍ତା

ନୂଆଦିଲ୍ଲୀ : ବିମୁଦ୍ରାକରଣ ଏବଂ ଜିଏସ୍‌ଟି କାର୍ଯ୍ୟକାରୀ ହେବାପରେ ଦେଶର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୫.୭ ପ୍ରତିଶତକୁ କମିଯିବା ପରେ ସରକାରଙ୍କୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଉଛି। ଏହି ସମାଲୋଚନାରୁ ବର୍ତ୍ତିବା…
ଅଧିକ ଖବର ଦେଖନ୍ତୁ...

ଜାଲ୍‌ କଂପାନିଙ୍କ କାରସାଦି ଧରାପଡ଼ିଲା

ନୂଆଦିଲ୍ଲୀ: ଗତବର୍ଷ ନଭେମ୍ବର ୮ରେ ବିମୁଦ୍ରାକରଣ ପରେ ଜାଲ୍‌ କଂପାନିଗୁଡ଼ିକ ଜରିଆରେ ବିପୁଳ ପରିମାଣର କଳାଟଙ୍କା ଧଳା କରାଯାଇଛି। ସରକାର ୧୩ଟି ବ୍ୟାଙ୍କରୁ ହାସଲ କରିଥିବା ତଥ୍ୟକୁ ଅନୁଧ୍ୟାନ କରାଯିବା ପରେ ତାହା ଜାଣିପାରିଛନ୍ତି। ପାଖାପାଖି ୫୮୦୦ଟି କଂପାନିର କାରବାର ଉପରେ ସନ୍ଦେହ ପ୍ରକଟ…
ଅଧିକ ଖବର ଦେଖନ୍ତୁ...

ଡାକଘର ଜମା, ପିପିଏଫ୍‌ ପାଇଁ ଆଧାର ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସରକାର ବିଭିନ୍ନ ପ୍ରକାର ଜମା ଏବଂ ଯୋଜନାର ସୁଫଳ ପାଇବା ଲାଗି ଆଧାରକାର୍ଡକୁ ବାଧ୍ୟତାମୂଳକ କରିବାରେ ଲାଗିଛନ୍ତି। ଏବେ ସମସ୍ତ ପ୍ରକାର ଡାକଘର ଜମା, ପିପିଏଫ୍‌, ଜାତୀୟ ସଞ୍ଚୟ ସାର୍ଟିଫିକେଟ୍‌ (ଏନ୍‌ଏସ୍‌ସି) ସ୍କିମ୍‌ ଏବଂ କିସାନ ବିକାଶ ପତ୍ର (କେଭିପି) ପାଇଁ ଆଧାରକାର୍ଡକୁ…
ଅଧିକ ଖବର ଦେଖନ୍ତୁ...

‘ସାକ୍ଷୀ’ର ନୂଆ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର : ରୁପା ଏବଂ ଫେସନ ଜୁଏଲାରି ସୋ’ରୁମ୍‌ ’ସାକ୍ଷୀ’ ଉଦ୍‌ଘାଟିତ ହୋଇଯାଇଛି। ବିଏମ୍‌ସି ଭବାନୀ ମଲ୍‌ ପରିସରରେ ଏହି ଷ୍ଟୋରକୁ ଆଜି ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଉଦ୍‌ଘାଟନ କରିଛନ୍ତି। କୋଲକାତା, ଦୁର୍ଗାପୁର, ନାଗପୁର, କଟକ, ଜୟପୁର, ବିଳାସପୁର ଆଦି ସହର ପରେ କମ୍ପାନି…
ଅଧିକ ଖବର ଦେଖନ୍ତୁ...

‘ପ୍ୟାରିସ ବେକେରି ଫୁଡ୍‌ ପ୍ଲାଜା’ ଉଦ୍‌ଘାଟିତ

ଭୁବନେଶ୍ୱର: ପ୍ୟାରିସ ବେକେରି ଏକ ନୂତନ ଫର୍ମାଟରେ ଏବେ ବଜାରକୁ ଆସିଛି। ବେକେରି ଏବଂ ରେସ୍ତୋରାଁର ମିଶ୍ରଣରେ ‘ପ୍ୟାରିସ୍‌ ବେକେରି ଫୁଡ୍‌ ପ୍ଲାଜା’ର ପ୍ରଥମ ଷ୍ଟୋର ଗଜପତି ନଗରସ୍ଥିତ ଟ୍ରିପ୍‌ଲେକ୍ସ ବିଲଡିଂରେ ଆଜି ଉଦ୍‌ଘାଟିତ ହୋଇଛି। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୁଖ୍ୟ ସାଧାରଣ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁରରେ ଖିମ୍‌ଜି ଜୁଏଲର୍ସ ସୋ’ରୁମ୍‌

ବ୍ରହ୍ମପୁର: ଗହଣା ବିକ୍ରି କ୍ଷେତ୍ରରେ ରାଜ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଖିମ୍‌ଜି ଜୁଏଲର୍ସର ନୂତନ ସୋ’ରୁମ୍‌ ବ୍ରହ୍ମପୁର ସାନବଜାରରେ ଆଜି ଉଦ୍‌ଘାଟିତ ହୋଇଛି। ଭୁବନେଶ୍ୱର, କଟକ ଓ ରାଉରକେଲା ପରେ ବ୍ରହ୍ମପୁରରେ ଖିମ୍‌ଜି ସୋ’ ରୁମ୍‌ ଖୋଲିଛି। ଖିମ୍‌ଜି ଜୁଏଲର୍ସର ଅଧ୍ୟକ୍ଷ ଦିନେଶ…
ଅଧିକ ଖବର ଦେଖନ୍ତୁ...

ରେସିଡେନ୍ସି ଓଭରସିଜ୍‌କୁ ପ୍ରତିନିଧି ନିଯୁକ୍ତ କଲା ସାଇପ୍ରସ୍‌ର ଆରିଷ୍ଟୋ ଡେଭଲପର୍ସ

ନୂଆଦିଲ୍ଲୀ: ସାଇପ୍ରସ୍‌ରେ ଭାରତୀୟମାନଙ୍କୁ ପୁଞ୍ଜିନିବେଶ ସୁଯୋଗ ଯୋଗାଇ ଦେବା ଉଦ୍ଦେଶ୍ୟରେ ସେଠାରେ ପ୍ରତିଷ୍ଠିତ ରିଅଲ ଇଷ୍ଟେଟ ଗ୍ରୁପ୍‌ ଆରିଷ୍ଟୋ ଡେଭଲପର୍ସ ଦ୍ୱାରା ଭାରତର ଅଗ୍ରଣୀ ସମ୍ପତ୍ତି ପରାମର୍ଶଦାତା ରେସିଡେନ୍ସି ଓଭରସିଜ୍‌କୁ ଭାରତୀୟ ପ୍ରତିନିଧି ରୂପେ ନିଯୁକ୍ତି ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...