ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ଜନଧନ ଖାତା ସଂଖ୍ୟା ୩୨ କୋଟି ଟପିଲା

ନୂଆଦିଲ୍ଲୀ: ଦେଶରେ ପ୍ରଧାନମନ୍ତ୍ରୀ ଜନଧନ ଖାତା ଯୋଜନା(ପିଏମ୍‌ଜେଡିଓ୍ଵାଇ)ର ହିତାଧିକାରୀଙ୍କ ସଂଖ୍ୟା ୩୨ କୋଟି ଟଙ୍କା ଟପିଗଲାଣି। ଚଳିତମାସ ୫ ତାରିଖ ସୁଦ୍ଧା ଏହି ଯୋଜନାରେ ମୋଟ ୩୨.୬୧ କୋଟି ଲୋକ ଖାତା ଖୋଲିଛନ୍ତି। ଲୋକଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କରିବା ପାଇଁ ୨୦୧୪ ମସିହାରେ ଏହି…
ଅଧିକ ଖବର ଦେଖନ୍ତୁ...

ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ ଲଞ୍ଚ କଲା ଏହି ନୂଆ ପ୍ଲାନ୍‌, ମିଳିବ ୧୦୫ଜିବି ଡାଟା

ନୂଆଦିଲ୍ଲୀ: ଜିଓ ଟେଲିକମ୍‌ ଇଣ୍ଡଷ୍ଟ୍ରିରେ ଦୁଇ ବର୍ଷ ପୂରା ହେବାକୁ ନେଇ ମାଗଣା ଡାଟା ଓ ଟଙ୍କା ଫେରସ୍ତ ଆଦି ଯୋଜନା ଦେବା ପାଇଁ ଘୋଷଣା କରିଥିଲା। ଏବେ ଜିଓର ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ନିଜର ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ନୂଆ ପ୍ୟାକ୍‌ ଲଞ୍ଚ କରିଛି। ଏହି ନୂତନ ଏୟାରଟେଲ ରିଚାର୍ଜ ମୂଲ୍ୟ…
ଅଧିକ ଖବର ଦେଖନ୍ତୁ...

ବିମାନରେ ମଶା ବାହାରିବା ମହଙ୍ଗା ପଡ଼ିଲା; ୩ ଯାତ୍ରୀଙ୍କୁ ୪୦ ହଜାର ଲେଖାଏ ଜରିମାନା ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ: ବିମାନରୁ ମଶା ବାହାରିବା ଇଣ୍ଡିଗୋକୁ ମହଙ୍ଗା ପଡ଼ିଛି। ଗତ ଏପ୍ରିଲ୍‌ ମାସରେ ଦିଲ୍ଲୀରୁ ଯାଉଥିବା ଇଣ୍ଡିଗୋ ବିମାନରୁ ମଶା ବାହାରିବା ପରେ ସେହି ବିମାନରେ ଯାତ୍ରା କରୁଥିବା ୩ ଜଣ ଓକିଲ ଅଭିଯୋଗ ଆଣିଥିଲେ। ସେମାନଙ୍କ ଅଭିଯୋଗର ଶୁଣାଣି କରି ଅମ୍ରିତସର୍‌ର ଖାଉଟି ଅଦାଲତରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ଏହି ଯୋଜନା ଦ୍ୱାରା ଏଣିକି ମହିଳାଙ୍କୁ ମିଳିବ ଅଧା ମୂଲ୍ୟରେ ସ୍କୁଟି

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ୱାରା ନିକଟରେ ଏଭଳି ଏକ ଜନହୀତକର ଯୋଜନା କାର୍ଯ୍ୟକାରୀ ହୋଇଛି, ଯାହାର ଲାଭ କେବଳ ମହିଳାମାନେ ହିଁ ଲାଭ ଉଠାଇ ପାରିବେ। ସୂଚନା ମୁତାବକ, ଯଦି ଆପଣଙ୍କ ଘରେ ୧୮ରୁ ୪୦ ବର୍ଷ ବୟସ ମଧ୍ୟରେ ମହିଳା ରହିଛନ୍ତି ତେବେ ସେ ମୋଦି ସରକାରଙ୍କ ଦ୍ୱାରା ଏବଂ ସ୍ୱର୍ଗତ…
ଅଧିକ ଖବର ଦେଖନ୍ତୁ...

ଭାରତର ପ୍ରଥମ ଅଟୋମେଟେଡ୍‌ କନସେପ୍ଟ ଟ୍ରାକ୍ଟର ସଂପର୍କରେ ଘୋଷଣା କଲା ଏସକର୍ଟ୍ସ

ନୂଆଦିଲ୍ଳୀ : ଏସ୍କର୍ଟସ ଲିମିଟେଡ୍‌, ଏହାର ସ୍ୱତନ୍ତ୍ର ଅଟୋମେଟେଡ୍‌ ଫାର୍ମିଂ ସଲ୍ୟୁସନ୍‌ ସହିତ ଭାରତର ପ୍ରଥମ ଅଟୋନୋମସ୍‌ କନସେପ୍ଟ ଟ୍ରାକ୍ଟର ଲଞ୍ଚ ବିଷୟରେ ଘୋଷଣା କରିଛନ୍ତି, ଯାହାକି ଆଗାମୀ ପିିଢିର ଡିଜିଟାଲ୍‌ ଭେହିକିଲ୍‌ ଟେକ୍ନୋଲୋଜିର ପାୱାର୍‌ ସହିତ ପ୍ରିସିସନ୍‌ ବା…
ଅଧିକ ଖବର ଦେଖନ୍ତୁ...

ନିରାଶ କଲା ମୋଦୀଙ୍କ ମାନସମନ୍ଥନ

ନୂଆଦିଲ୍ଲୀ: ସରକାର ଚଳିତ ଆର୍ଥିକ ବର୍ଷ ପୁଞ୍ଜି ବ୍ୟୟରେ କୌଣସି ହ୍ରାସ କରିବେ ନାହିଁ। ଅର୍ଥନୀତିର ଅଭିବୃଦ୍ଧି ପାଇଁ ବ୍ୟୟ ଅପରିହାର୍ଯ୍ୟ ହୋଇଥିବାରୁ ସରକାର ଏହାକୁ ବଜାୟ ରଖିବେ। ଏହା କହିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି। ତେବେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଏବେ ଲୋକଙ୍କ ପାଇଁ ବଡ଼…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବରର ନୂଆ ଉତ୍ପାଦ

ସେପ୍ଟେମ୍ବର ମାସରେ ଭାରତୀୟ ଗ୍ରାହକ ଅନେକ ନୂଆ ଗେଜେଟ୍‌ କିଣିବା ସୁଯୋଗ ପାଇପାରିବେ। ସେଗୁଡ଼ିକ ମଧ୍ୟରେ ସ୍ମାର୍ଟଫୋନ୍‌ ଠାରୁ ଆରମ୍ଭ କରି ଲାପ୍‌ଟପ୍‌ ଏବଂ ଇୟରବଡ୍‌ ଆଦି ଉତ୍ପାଦ ରହିଛି। ଚୀନ୍‌ କମ୍ପାନି ଭିଭୋ, ସାଓମି, ଅନରର ଫୋନ୍‌ ସମେତ ଲେନୋଭୋର ଲାପଟପ୍‌ ଏବଂ ବୋସ୍‌ର ଇୟରଫୋନ୍‌ ରହିଛି।…
ଅଧିକ ଖବର ଦେଖନ୍ତୁ...

ପାରିବାରିକ ବ୍ୟବସାୟ ର‍୍ୟାଙ୍କରେ ଭାରତ ତୃତୀୟ

ମୁମ୍ବାଇ: ପାରିବାରିକ ବ୍ୟବସାୟ ର‍୍ୟାଙ୍କରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଚୀନ୍‌ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଆମେରିକା ଅଛି। ଚୀନ୍‌ରେ ସର୍ବାଧିକ ୧୫୯ଟି କମ୍ପାନି ପାରିବାରିକ ମାଲିକାନାରେ ଥିବାବେଳେ ଆମେରିକାରେ ୧୨୧ଟି କମ୍ପାନି ପାରିବାରିକ ମାଲିକାନାରେ…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କଗୁଡ଼ିକ ପାଇଁ ଆଇବିସି ଆଣିଛି ସଫଳତା, ଆଦାୟ ହେଲାଣି ୮୧ ହଜାର କୋଟି ଋଣ

ଭୁବନେଶ୍ୱର: ଦୀର୍ଘଦିନ ଧରି ଋଣଗ୍ରହୀତାଙ୍କ ନିକଟରେ ଫସି ରହିଥିବା ୮୧ ହଜାର କୋଟି ଟଙ୍କାର ଋଣ ଅର୍ଥକୁ ଇନ୍‌ସଲ୍‌ଭେନ୍ସି ବା ଦେବାଳିଆ ଆଇନ କାର୍ଯ୍ୟକାରୀ ହେବା ଫଳରେ ଆଦାୟ କରାଯାଇ ପାରିଛି। ଖୁବ୍‌ କମ୍‌ ସମୟ ଭିତରେ ବ୍ୟାଙ୍କ ଗୁଡ଼ିକୁ ଏହି ସଫଳତା ମିଳିଛି। ଆଗାମୀ ଦିନରେ ଏହି ସଫଳତା ଆହୁରି…
ଅଧିକ ଖବର ଦେଖନ୍ତୁ...

ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ: ୧୯ଟି ସରକାରୀ ବ୍ୟାଙ୍କରେ ୭୨୭୫ଟି ପଦବୀ ପାଇଁ ପ୍ରକାଶ ପାଇଲା ନିଯୁକ୍ତି ବିଜ୍ଞପ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରାୟାତ୍ତ ବ୍ୟାଙ୍କମାନଙ୍କରେ ୭୨୭୫ଟି ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଉତ୍ତରପ୍ରଦେଶରେ ସର୍ବାଧିକ ୯୪୪ଟି ପଦବୀ ରହିଛି। ସେହିପରି ତାମିଲନାଡୁରେ ୭୯୨ଟି ଏବଂ ମହାରଷ୍ଟ୍ରରେ ୭୭୨ଟି, ବିହାରରେ ୧୭୮ଟି ଏବଂ ଝାଡଖଣ୍ଡରେ ୧୧୦ ଟି ପଦବୀରେ…
ଅଧିକ ଖବର ଦେଖନ୍ତୁ...