ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ପେଟିଏମ୍‌ ଲଞ୍ଚ୍‌ କଲା ଆକର୍ଷଣୀୟ ଅଫର୍‌; ପେଟ୍ରୋଲ୍‌, ଡିଜେଲ୍‌ କ୍ରୟ କଲେ ମିଳିବ ୭,୫୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌

ମୁମ୍ବାଇ: ଦେଶର ସବୁଠାରୁ ବଡ଼ ପେମେଣ୍ଟ୍‌ ଆପ୍‌ ପେଟିଏମ୍‌ ଏବେ ଗ୍ରାହକଙ୍କ ପାଇଁ ଆଣିଛି ଏକ ଆକର୍ଷଣୀୟ ଅଫର୍‌। ପେଟିଏମ୍‌ ଦ୍ୱାରା ପେଟ୍ରୋଲ୍‌ ଓ ଡିଜେଲ୍‌ କ୍ରୟ କଲେ ୭,୫୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ ଅଫର୍‌ ମିଳିବ ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି। ତେବେ ଚାଲନ୍ତୁ ଜାଣିବା ଅଫର୍‌…
ଅଧିକ ଖବର ଦେଖନ୍ତୁ...

ମାଲ୍ୟା ବିବାଦ: ଷ୍ଟେଟ୍‌ ବ୍ୟାଙ୍କକୁ ଟାଣିଲେ

ନୂଆଦିଲ୍ଲୀ: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ନେଇ ରାଜନୈତିକ ମହଲରେ ହଟଚମଟ ଲାଗି ରହିଥିବା ବେଳେ ବିବାଦ ମଧ୍ୟକୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କକୁ ଟଣାଯାଇଛି। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଦୁଶ୍ୟାନ୍ତ ଡାଭେ କହିଛନ୍ତି ଯେ ମାଲ୍ୟା ଦେଶର ଛାଡ଼ିବାର ଚାରି ଦିନ ପୂର୍ବରୁ ଷ୍ଟେଟ୍‌ ବ୍ୟାଙ୍କକୁ…
ଅଧିକ ଖବର ଦେଖନ୍ତୁ...

ଅଣ ଦରକାରୀ ସାମଗ୍ରୀ ଆମଦାନି ଉପରେ କଟକଣା, ମୋଦୀଙ୍କ ଟଙ୍କା ଚିନ୍ତା

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଦୁର୍ବଳ ହୋଇପଡ଼ୁଥିବା ଟଙ୍କାକୁ ଶକ୍ତି ଦେବା ପାଇଁ ଆଜି ୫ଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ସେଥି ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଟି ହେଉଛି ଅଣ ଦରକାରୀ ସାମଗ୍ରୀର ଆମଦାନି ଉପରେ କଟକଣା ଲଗାଇବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
ଅଧିକ ଖବର ଦେଖନ୍ତୁ...

ବ୍ରିଟେନ୍‌ର ‘ମାର୍କସ୍‌ ଆଣ୍ଡ୍‌ ସ୍ପେନ୍‌ସର୍‌’ ଏବେ ଓଡ଼ିଶାରେ

ଭୁବନେଶ୍ୱର: ବ୍ରିଟେନ୍‌ର ମାର୍କସ୍‌ ଆଣ୍ଡ୍‌ ସ୍ପେନ୍‌ସର୍‌ ଓଡ଼ିଶା ବଜାରରେ ପ୍ରବେଶ କରିଛି। ଭୁବନେଶ୍ୱରର ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌ ମଲ୍‌ରେ ଏହାର ପ୍ରଥମ ଷ୍ଟୋର୍‌କୁ ବଲିଉଡ୍‌ ଅଭିନେତ୍ରୀ ଦିଶା ପାଟାନି ଉଦ୍‌ଘାଟନ କରିଛନ୍ତି। ୬୭୦୦ ବର୍ଗଫୁଟରେ ସ୍ଥାପନ କରାଯାଇଥିବା ଏହି ଷ୍ଟୋର୍‌ରେ ରହିଛି…
ଅଧିକ ଖବର ଦେଖନ୍ତୁ...

ପୁଣି ଧମକାଇଲା ଆମେରିକା

ଓ୍ଵାସିଂଟନ୍‌: ଇରାନ୍‌ ବିରୋଧରେ ଆମେରିକା ଲଗାଇଥିବା କଟକଣାକୁ ଯେଉଁ ଦେଶ ଓ କମ୍ପାନି ନମାନିବ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆମେରିକାର ଆଇନ ପ୍ରଣେତାମାନଙ୍କ ସମ୍ମୁଖରେ ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଏହି ପ୍ରତିଶ୍ରୁତି ଦେଇଛନ୍ତି। ଗୁରୁବାର ଦିନ…
ଅଧିକ ଖବର ଦେଖନ୍ତୁ...

୨୦ ବର୍ଷ ପରେ ଫ୍ରିଜ୍‌, ଓ୍ଵାସିଂ ମେସିନ୍‌ ଆଣିଲା ଟାଟା

ଭୁବନେଶ୍ୱର: ଦେଶରେ ବହୁ ପୂର୍ବରୁ ଟାଟା ଗ୍ରୁପ୍‌ ଏହାର ନିଜ ସଂସ୍ଥା ଭୋଲ୍‌ଟାସ୍‌ ଜରିଆରେ ଫ୍ରିଜ୍‌, ଓ୍ଵାସିଂ ମେସିନ୍‌ ଆଦି ବିକ୍ରି କରୁଥିଲା। ୧୯୯୮ ମସିହାରେ ଭୋଲ୍‌ଟାସ୍‌ ଏହାର ଅନ୍ୟ ଅନେକ ଉତ୍ପାଦ ବିକ୍ରି ବନ୍ଦ କରି କେବଳ ଏସି ଉପରେ ଧ୍ୟାନ କେନ୍ଦ୍ରୀତ କରିଥିଲା। ଦୀର୍ଘ ୨୦ ବର୍ଷ ପରେ…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବରରୁ ଜିଏସ୍‌ଟିରେ ଲାଗୁହେବ ଟିଡିଏସ୍‌, ଟିସିଏସ୍‌

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ପହିଲାରୁ ଦେଶରେ ଜିଏସଟି ବ୍ୟବସ୍ଥାରେ ଟିଡିଏସ୍‌ ଏବଂ ଟିିସିଏସ୍‌ ଆଦାୟ କରାଯିବ। ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ସିଜିଏସ୍‌ଟି ଆଇନ ଅନୁଯାୟୀ, ଅଧିସୂଚିତ ସଂସ୍ଥା ଗୁଡ଼ିକ ସାମଗ୍ରୀ ଓ ସେବା ଯୋଗାଣକାରୀଙ୍କୁ ଅଢ଼େଲ ଲକ୍ଷ ଟଙ୍କାରୁ ଅଧିକ…
ଅଧିକ ଖବର ଦେଖନ୍ତୁ...

ହ୍ଵାଟସଆପ୍‌, ଇ-ମେଲ୍‌ରେ ବ୍ୟାଙ୍କ ସମନ୍‌

ନୂଆଦିଲ୍ଲୀ: ଚେକ୍‌ ବାଉନ୍ସ ଓ ଅନ୍ୟାନ୍ୟ ମାମଲାର ତୁରନ୍ତ ସମାଧାନ ପାଇଁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଲୋକଙ୍କ ନିକଟକୁ ହ୍ଵାଟସଆପ୍‌ ଓ ଇ-ମେଲ୍‌ରେ ସମନ୍‌ ପଠାଉଛି। ବ୍ୟାଙ୍କ ପକ୍ଷରୁ ପାଖାପାଖି ୨୫୦ ଜଣ ଗ୍ରାହକଙ୍କ ନିକଟକୁ ଏଭଳି ସମନ୍‌ ପଠାଯାଉଛି। ଡିଜିଟାଲ ମାଧ୍ୟମରେ ସମନ୍‌ ପଠାଇବା ଲାଗି…
ଅଧିକ ଖବର ଦେଖନ୍ତୁ...

ପାର୍ବଣରେ ଆମାଜନ ପେ ପ୍ରଦାନ କରୁଛି ଡେବିଟ୍‌ କାର୍ଡରେ ଇଏମଆଇ ସୁବିଧା

ନୂଆଦିଲ୍ଲୀ : ଚଳିତ ପାର୍ବଣ ଋତୁକୁ ଲକ୍ଷ୍ୟରେ ରଖି ଆମାଜନ ପେ ପକ୍ଷରୁ ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ ଡେବିଟ୍‌ କାର୍ଡ ଥିବା ଗ୍ରାହକ ମାନଙ୍କ ପାଇଁ ଇଏମଆଇ ସୁବିଧା ଉପଲବ୍ଧ କରାଇଛି। ଏହାଛଡା ପୂର୍ବରୁ ଆମାଜନ ପେ ଏଚଡିଏଫସି ବ୍ୟାଙ୍କର ଡେବିଟ୍‌ କାର୍ଡ ଥିବା ଗ୍ରାହକଙ୍କୁ ଇଏମଆଇ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ପ୍ରଥମଥର ପାଇଁ ପେଟ୍ରୋଲ ଦର ୮୦ ଟପିଲା, ମାଲକାନଗିରିରେ ଟ.୮୩.୯୫

ଭୁବନେଶ୍ୱର: ସଧାରଣ ଲୋକ ଯେତେ ହିନସ୍ତା ହୁଅନ୍ତୁ, ବିରୋଧୀ ଦଳ ଯେତେ ହୋ ହାଲ୍ଲା କରନ୍ତୁ ବା ସରକାର ଯେତେ ଚିନ୍ତା ପ୍ରକଟ କରନ୍ତୁ, ତେଲଦର କିନ୍ତୁ ପ୍ରତିଦିନ ବଢିଚାଲିଛି । ଆଜି ରାଷ୍ଟ୍ରାୟତ ତେଲ କମ୍ପାନିମାନେ ପେଟ୍ରୋଲ ଲିଟର ପିଛା ୨୮ ପଇସା ଓ ଡିଜେଲ ୨୨ ପଇସା ବଢାଇଛନ୍ତି ଏହା ଫଳରେ ଦେଶର…
ଅଧିକ ଖବର ଦେଖନ୍ତୁ...