ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ଫିଲିପ୍ସର ନୂଆ ଆଇରନ୍‌, ଟ୍ରିମର୍‌

ଭୁବନେଶ୍ୱର: ଫିଲିପ୍ସ ପକ୍ଷରୁ ଏକ ବିଜନେସ୍‌ ପାର୍ଟନର୍‌ ସମ୍ମିଳନୀରେ ଅନେକ ନୂତନ ଉତ୍ପାଦକୁ ଉନ୍ମୋଚନ କରାଯାଇଛି। କଂପାନି ପ୍ରଥମ ଥର ପାଇଁ ୬୦୦ ଟଙ୍କାରୁ କମ୍‌ ମୂଲ୍ୟର ଆଇରନ୍‌ ଆଣିଛି। କଂପାନିର ଆଞ୍ଚଳିକ ମୁଖ୍ୟ ଅମିତାଭ ଶାହ କହିଛନ୍ତି ଯେ, ଆମେ ଆଜି ମିକ୍ସଚର୍‌ ଗ୍ରାଇଣ୍ଡର୍‌, ହ୍ୟାଣ୍ଡ…
ଅଧିକ ଖବର ଦେଖନ୍ତୁ...

ସେସୁକୁ କିଣିବା ଦୌଡ଼ରେ ୨ କମ୍ପାନି

ନୂଆଦିଲ୍ଲୀ: ଓଡ଼ିଶାର ସେଣ୍ଟ୍ରାଲ ଇଲେକ୍ଟି୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)କୁ କିଣିବା ଲାଗି ଦେଶର ଦୁଇ ପ୍ରମୁଖ କମ୍ପାନି ଏବେ ଦୌଡ଼ରେ ଅଛନ୍ତି। ସେହି ଦୁଇଟି କମ୍ପାନି ହେଲେ ଟାଟା ପାଓ୍ଵାର ଓ ହେମନ୍ତ କାନୋଡ଼ିଆଙ୍କ ଦ୍ୱାରା ପରିଚାଳିତ କମ୍ପାନି ଇଣ୍ଡିଆ ପାଓ୍ଵାର କର୍ପୋରେସନ୍‌…
ଅଧିକ ଖବର ଦେଖନ୍ତୁ...

ନେତା, ମ୍ୟାନେଜରଙ୍କ ଦରମାରେ ସର୍ବାଧିକ ବୃଦ୍ଧି

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ) ପକ୍ଷରୁ କୁହାଯାଇଛି ଯେ ୧୯୯୩ ପରେ ଦେଶରେ ନେତା ଓ କଂପାନି ମ୍ୟାନେଜର୍‌ମାନଙ୍କ ଦରମା ସର୍ବାଧିକ ବଢ଼ିଛି। ୧୯୯୩ରୁ ୨୦୧୨ ମଧ୍ୟରେ ସାଂସଦ, ବିଧାୟକ, କଂପାନିର ବରିଷ୍ଠ ଅଧିକାରୀ ଓ ପ୍ରବନ୍ଧକଙ୍କ ଦୈନିକ ହାରାହାରି ଦରମାରେ ସବୁଠୁ ଅଧିକ…
ଅଧିକ ଖବର ଦେଖନ୍ତୁ...

୬୮ ସ୍ତରକୁ ଫେରିବ ଟଙ୍କା

ନୂଆଦିଲ୍ଲୀ: ଆଗାମୀ ଦିନରେ ଟଙ୍କାର ବିନିମୟ ମୂଲ୍ୟରେ ସୁଧାର ଆସିବ। ଅନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ଘଟିଲେ ଏବଂ ବହୁ ପରିମାଣରେ ଟଙ୍କା ବିକ୍ରି ହୋଇଛି ବୋଲି ନିବେଶକମାନେ ବୁଝିଗଲା ପରେ ଭାରତୀୟ ମୁଦ୍ରା ମୂଲ୍ୟରେ ସୁଧାର ଆସିବ ବୋଲି ସିଙ୍ଗାପୁରଠାରେ ଅବସ୍ଥାପିତ ଭାରତୀୟ ଷ୍ଟେଟ…
ଅଧିକ ଖବର ଦେଖନ୍ତୁ...

ମୋବାଇଲର ଏହି ମଡେଲରେ କାମ କରିବା ବନ୍ଦ କରିଦେବ ହ୍ଵାଟ୍‌ସଆପ୍‌,ଆପଣଙ୍କ ଫୋନର ମଡେଲ ସେଥିରେ ସାମିଲ ନାହିଁ ତ?

ନୂଆଦିଲ୍ଲୀ : ସବୁଠାରୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଙ୍ଗ ଆପ୍‌ ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର । ଏବେ କିଛି ମଡ଼େଲର ମୋବାଇଲ ଫୋନରେ ହ୍ଵାଟ୍‌ସଆପ କାମ କରିବା ବନ୍ଦ କରିଦେବ ବୋଲି ସୂଚନା ମିଳିଛି । ସେଥିରେ ରହିଛି ଆପଲର ଆଇଓଏସ୍‌ ୭.୧.୨ ଏବଂ ତା’ଠାରୁ ପୁରୁଣା ଭର୍ସନ ।…
ଅଧିକ ଖବର ଦେଖନ୍ତୁ...

ଏବେ ଜିଓଟିଭିରେ ଉପଲବ୍ଧ ହେବ ଭାରତୀୟ କ୍ରିକେଟ ପ୍ରସାରଣ

ମୁମ୍ବାଇ : ବିଶ୍ୱର ସର୍ବବୃହତ୍‌ ମୋବାଇଲ୍‌ ଡାଟା ନେଟ୍‌ୱର୍କ ଜିଓ ଭାରତର ଅଗ୍ରଣୀ ପ୍ରସାରଣ ସଂସ୍ଥା ଷ୍ଟାର ଇଣ୍ଡିଆ ସହିତ ଏକ ୫ ବର୍ଷୀୟ ସହବନ୍ଧନ ଘୋଷଣା କରିଛି ଯାହା ଦେଶରେ କ୍ରୀଡା ମନୋରଂଜନ କ୍ଷେତ୍ରରେ ଏକ ନୂଆ ଧାରା ସୃଷ୍ଟି କରିବ। ଜିଓ ଏବଂ ଷ୍ଟାର ମିଳିତ ଭାବରେ ପ୍ରସାରିତ ହେଉଥିବା…
ଅଧିକ ଖବର ଦେଖନ୍ତୁ...

ଟାଟା ମୋଟର୍ସ ପକ୍ଷରୁ ଟାଟା ଟିଆଗୋ ଏନ୍‌ଆର୍‌ଜିର ବଜାର ପ୍ରବେଶ

ନୂଆଦିଲ୍ଲୀ: ଟାଟା ମୋଟର୍ସ ପକ୍ଷରୁ ନୂତନ ଏସୟୁଭି ଟାଟା ଟିଆଗୋ ଏନଆରଜିର ବଜାର ପ୍ରବେଶ କରାଯାଇଛି । ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅଲ୍‌ ନିୟୁ ଏସୟୁଭିର ନିର୍ମାଣ କରାଯାଇଛି। ଏଥିରେ ୧.୦୫ ଲିଟର ରେଭୋଟର୍କ ଡିଜେଲ ଇଂଜିନ୍‌, ୧.୨ ଲିଟର ରେଭୋଟର୍କ ପେଟ୍ରୋଲ ଇଂଜିନ୍‌, ୫…
ଅଧିକ ଖବର ଦେଖନ୍ତୁ...

ଷ୍ଟକବଜାରରେ ଭୂକମ୍ପ , ସେନସେକ୍ସ ୧୧୨୭ ପଏଣ୍ଟ କମିଲା

ମୁମ୍ବାଇ : ଶୁକ୍ରବାରଦିନ ଭାରତୀୟ ଷ୍ଟକ ବଜାରରେ ହଠାତ ହ୍ରାସ ପରିଲକ୍ଷିତ ହୋଇଛି । ଦିନ ପ୍ରାୟ ୧ଟା ବେଳକୁ ଏହି ହ୍ରାସ ଦେଖାଦେଇଥିଲା । ବିଏସଇ ସେନସେକ୍ସ ପ୍ରାୟ ୧୧୨୭.୫୮ ପଏଣ୍ଟ ହ୍ରାସ ପାଇ ୩୬,୪୮୫.୮୪ ପଏଣ୍ଟରେ ପହଞ୍ଚିଥିଲା । ତେବେ ସେନସେକ୍ସ ହଠାତ ହ୍ରାସ ପାଇ ଅଳ୍ପ ସମୟ ମଧ୍ୟରେ ନିଜକୁ…
ଅଧିକ ଖବର ଦେଖନ୍ତୁ...

ସିଏଜି ରିପୋର୍ଟ: ୩୩% ଜନବସତିକୁ ରାସ୍ତା ନାହିଁ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିସଏ୍‌ଓ୍ଵ୍‌ାଇ)ରେ ରାଜ୍ୟର ୬୦୮୪ଟି ଯୋଗ୍ୟ ଜନବସତିକୁ ୨୦୧୭ ମାର୍ଚ୍ଚ ସୁଦ୍ଧା ରାସ୍ତା ନିର୍ମାଣ ହୋଇନାହିଁ। ଅର୍ଥାତ୍‌ ୧୮,୧୬୭ଟି ଯୋଗ୍ୟ ଜନବସତି ମଧ୍ୟରୁ ୧୨,୧୨୮(୬୭%)କୁ ସଂଯୋଗୀକରଣ ହୋଇଥିବା ବେଳେ ଯୋଜନା କାର୍ଯ୍ୟକାରୀ ହେବାର ୧୬…
ଅଧିକ ଖବର ଦେଖନ୍ତୁ...

ସିଏଜି ରିପୋର୍ଟ ମୁଖ୍ୟାଂଶ, ହରାଇଲେ ୧୫ କୋଟିର ସୁଧ

ଭୁବନେଶ୍ୱର: ଅର୍ଥ ବିଭାଗର ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଖର୍ଚ୍ଚ ହୋଇ ନଥିବା ପ୍ରକଳ୍ପ ପାଣ୍ଠିକୁ ଫ୍ଲେକ୍ସି ଖାତାରେ ରଖିବା ପରିବର୍ତ୍ତେ ସଞ୍ଚୟ/ଚଳନ୍ତି ଖାତାରେ ରଖାଯାଇ ଥିଲା। ଫଳରେ ସୁଧ ବାବଦରେ ୧୫ କୋଟି ୩୯ ଲକ୍ଷ ଟଙ୍କା କ୍ଷତି ରାଜ୍ୟ ସରକାରଙ୍କୁ ହୋଇଛି। ସିଏଜି ଆଜି ଏହି ବିଷୟ ପଦାକୁ…
ଅଧିକ ଖବର ଦେଖନ୍ତୁ...