ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ବ୍ରିଟିଶ୍‌ ଏୟାରୱେଜ୍‌ର ୱେବ୍‌ସାଇଟ୍‌ ଓ ଆପ୍‌ ହ୍ୟାକ୍‌: ୩,୮୦,୦୦୦ ଗ୍ରାହାକଙ୍କ ତଥ୍ୟ ପ୍ରଘଟ

ନୂଆଦିଲ୍ଲୀ: ଅତ୍ୟାଧୁନିକ କୌଶଳର ବିକାଶ ହେବା ସହ ସହ ଏହା ଆମ ଦୈନନ୍ଦିନ ଜୀବନକୁ ବିଭିନ୍ନ ଆଡୁ ପ୍ରଭାବିତ କରିବାରେ ଲାଗିଛି। ତଥ୍ୟା ପ୍ରଘଟ ହେବା ଆଜିକାଲି ଏକ ସାଧାରଣ କଥା ପାଲଟିଗଲାଣି। ନିକଟରେ ବ୍ରିଟିଶ୍‌ ଏୟାରୱେଜ୍‌ ଏପରି ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ବ୍ରିଟିଶ୍‌ ଏୟାରୱେଜ୍‌ର…
ଅଧିକ ଖବର ଦେଖନ୍ତୁ...

ଏୟାରଟେଲ ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ମିଳିବ ୨୦ଜିବି ଅତିରିକ୍ତ ଡାଟା ସହିତ ୩୦୦ଟଙ୍କାର ରିହାତି !

ନୂଆଦିଲ୍ଲୀ: ଏୟାରଟେଲ କିଛିଦିନ ହେବ ନିଜର ପୋଷ୍ଟପେଡ୍‌ ପ୍ଲାନ୍‌ ଉପରେ ଅଧିକ ଧ୍ୟାନ ଦେଉଛି। ଏବେ କମ୍ପାନି ନିଜର ପୋଷ୍ଟପେଡ୍‌ ଗ୍ରାହକଙ୍କୁ ଏକ ଉପହାର ଦେଇଛି। କମ୍ପାନି ବ୍ୟବହାରଙ୍କୁ ୩୯୯ଟଙ୍କାର ରିଚାର୍ଜ କରିବା ଦ୍ୱାରା ୬ମାସ ପର୍ଯ୍ୟନ୍ତ ୩୦୦ ଟଙ୍କାର (୫୦ଟଙ୍କା/ପ୍ରତିମାସ)ର…
ଅଧିକ ଖବର ଦେଖନ୍ତୁ...

ଆଇଆର୍‌ସିଟିସିର ବିକଳ୍ପ ନାମ ବଛା ପ୍ରତିଯୋଗିତାରେ ଭାଗ ନେଇ ସରକାରଙ୍କଠାରୁ ପାଇପାରନ୍ତି ୧ଲକ୍ଷ ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଉଛନ୍ତି ଲକ୍ଷପତି ହେବାର ସୁବର୍ଣ୍ଣ ସୁଯୋଗ। ସରକାରଙ୍କ ଜରିଆରେ ଆପଣ ଅତି ସହଜରେ ଲକ୍ଷେ ଟଙ୍କାର ମାଲିକ ହୋଇପାରିବେ। କେବଳ ଜଣେ ବ୍ୟକ୍ତି ହିଁ ଏହାର ଭାଗ୍ୟଶାଳୀ ବିଜେତା ହୋଇପାରିବେ। ଦୁଇ ମାସ ପୂର୍ବରୁ ସରକାରଙ୍କ ପକ୍ଷରୁ ଏକ ପ୍ରତିଯୋଗିତା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଆଇଆରସିଟିସିର ସ୍ୱତନ୍ତ୍ର ଖାଦ୍ୟ ତାଲିକା: ଏଣିକି ଅକ୍ଟୋବର ୨ରେ ରେଳ ଯାତ୍ରୀଙ୍କୁ କେବଳ ମିଳିବ ନିରାମିଷ ଖାଦ୍ୟ

ନୂଆଦିଲ୍ଲୀ: ଯଦି ଆପଣ ଅକ୍ଟୋବର ଦୁଇରେ ଟ୍ରେନ୍‌ରେ ଯାତ୍ରା କରିବାକୁ ଯୋଜନା ରଖିଛନ୍ତି ତେବେ ଏହି ଦିନ ଟ୍ରେନ୍‌ରେ କେବଳ ନିରାମିଷ ଖାଦ୍ୟ ଖାଇବାକୁ ପଡ଼ିବ। ଅକ୍ଟୋବର ୨ ତାରିଖ ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଆଇଆରସିଟି ସ୍ୱତନ୍ତ୍ର ନିରାମିଷ ଖାଦ୍ୟ ତାଲିକା ପ୍ରସ୍ତୁତ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ରେଳ ପ୍ରକାଶ କଲା ଶ୍ରେଷ୍ଠ ସୁରକ୍ଷା ରିପୋର୍ଟ; କମିଲା ମୃତ୍ୟୁ ସଂଖ୍ୟା, ୭୫ ଦୁର୍ଘଟଣାରେ ୪୦ ମୃତ

ନୂଆଦିଲ୍ଲୀ: ଗତ ୫ ବର୍ଷ ମଧ୍ୟରେ ଭାରତୀୟ ରେଳବାଇ ନିଜର ଶ୍ରେଷ୍ଠ ସୁରକ୍ଷା ରିପୋର୍ଟ ପ୍ରକାଶ କରିଛି। ୨୦୧୭ ମସିହା ସେପ୍ଟେମ୍ବରରୁ ୨୦୧୮ ମସିହା ଅଗଷ୍ଟ ମଧ୍ୟରେ ସମୁଦାୟ ୭୫ ଦୁର୍ଘଟଣା ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ମାତ୍ର ୪୦। ଯଦିଓ ୨୦୧୬ ସେପ୍ଟେମ୍ବରରୁ ୨୦୧୭ ଅଗଷ୍ଟ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ: ଦେଶରେ ଲଗାତର ଭାବରେ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ତେବେ ଆଜି ପୁଣିଥରେ ଦେଶରେ ଲଗାତାର ତୈଳଦର ବୃଦ୍ଧି ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ତୈଳଦର ବୃଦ୍ଧିକୁ ପ୍ରତିବାଦ କରି ସାରା ଦେଶରେ ବନ୍ଦ ଡାକରା ଦେଇଛି କଂଗ୍ରେସ। ତେବେ ଏହାର…
ଅଧିକ ଖବର ଦେଖନ୍ତୁ...

ୟୁଏଏନ୍‌ -ଆଧାର ତଥ୍ୟ ସଂଯୋଗ ନେଇ ନିଯୁକ୍ତିଦାତାଙ୍କ ବୈଠକ

ଭୁବନେଶ୍ୱର: ଭବିଷ୍ୟନିଧି ସଦସ୍ୟଙ୍କର ୟୁଏଏନ୍‌ ସହିତ ଆଧାର ସମ୍ବନ୍ଧିତ ତଥ୍ୟ ସଂଯୋଗ ଲାଗି ଇପିଏଫଓ ପକ୍ଷରୁ ନିଯୁକ୍ତିଦାତା ମାନଙ୍କର ଏକ ବୈଠକ ଗତ ୫ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ସଂଯୋଗ ପ୍ରକ୍ରିୟାକୁ ଆସନ୍ତା ୩୦ ତାରିଖ ଭିତରେ ଶେଷ କରିବା ସମ୍ପର୍କରେ ନିର୍ଦ୍ଦେଶ ଦେବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଭାରତ, ଚୀନ୍‌କୁ ଟ୍ରମ୍ପ୍‌ଙ୍କ ଧମକ

ସିକାଗୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଏବଂ ଚୀନ୍‌କୁ ଧମକାଇଛନ୍ତି। ଭାରତ ଏବଂ ଚୀନ୍‌କୁ ପ୍ରଦାନ କରାଯାଉଥିବା ସବ୍‌ସିଡିକୁ ବନ୍ଦ କରିବା ଲାଗି ଟ୍ରମ୍ପ୍‌ ମତ ଦେଇଛନ୍ତି। ଏପରିକି ଆମେରିକାକୁ ସେ ଏକ ବିକାଶଶୀଳ ରାଷ୍ଟ୍ର ଭାବେ ବିବେଚନା କରନ୍ତି। ଅନ୍ୟ ଦେଶ ତୁଳନାରେ…
ଅଧିକ ଖବର ଦେଖନ୍ତୁ...

ଆଲିବାବାକୁ ଅଲ୍‌ବିଦା କରିବେ ଜ୍ୟାକ୍‌ ମା

ହଂକଂ: ଇ-କମର୍ସ କମ୍ପାନି ଆଲିବାବାର ସହ ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜ୍ୟାକ୍‌ ମା ଆସନ୍ତା ସୋମବାର ସେ ପ୍ରତିଷ୍ଠା କରିଥିବା କମ୍ପାନିରୁ ଅବସର ନେବେ। ଆଜି ସେ ଏ ନେଇ ଘୋଷଣା କରିଛନ୍ତି। ଆଲିବାବାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ସୋମବାର ହେବ ତାଙ୍କର ଶେଷଦିନ। ଇଂରାଜୀ…
ଅଧିକ ଖବର ଦେଖନ୍ତୁ...

ତେଲ ତାତି, ନଭେମ୍ବରରେ ମିଳିବ ରିହାତି!

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରତିଦିନ ବଢ଼ିବା ସହିତ ନୂଆ ସ୍ତର ଛୁଉଁଛି। ଦିଲ୍ଲୀରେ ଆଜି ପେଟ୍ରୋଲ ଦର ପ୍ରଥମ ଥର ପାଇଁ ୮୦ ଟଙ୍କା ଟପିଯାଇଥିବାବେଳେ ଡିଜେଲ ଦର ୭୨ ଟଙ୍କା ୫୧ ପଇସାରେ ପହଞ୍ଚି ଯାଇଛି। ଅନ୍ୟପକ୍ଷରେ ମୁମ୍ବାଇରେ ଆଜି ପେଟ୍ରୋଲ ଦର ୮୭ ଟଙ୍କା ୭୭ ପଇସା ଏବଂ…
ଅଧିକ ଖବର ଦେଖନ୍ତୁ...