ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ରେଳ ଇ-ଟିକଟ ଉପରେ ମାର୍ଚ ପର୍ଯ୍ୟନ୍ତ ସର୍ଭିସ୍‌ ଚାର୍ଜ ଛାଡ଼

ନୂଆଦିଲ୍ଲୀ: ଅନଲାଇନ୍‌ରେ ବୁକିଙ୍ଗ ହେଉଥିବା ରେଳ ଟିକଟ ଉପରେ ସର୍ଭିସ୍‌ ଚାର୍ଜକୁ ୨୦୧୮ ମାର୍ଚ ପର୍ଯ୍ୟନ୍ତ ଛାଡ଼ କରାଯାଇଛି। ଗତବର୍ଷ ନଭେମ୍ବରରେ ବିମୁଦ୍ରାକରଣ ଘୋଷଣା କରାଯିବା ପରେ ସର୍ଭିସ୍‌ ଚାର୍ଜ ଛାଡ଼ କରାଯାଇଥିଲା। ଡିଜିଟାଲ୍‌ ମାଧ୍ୟମରେ ବୁକିଙ୍ଗ କରିବା ନିମନ୍ତେ ଲୋକମାନଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ରେନଲ୍ଟ କାପ୍‌ଚର୍‌ର ବୁକିଙ୍ଗ ଆରମ୍ଭ

ଭୁବନେଶ୍ୱର ରେନଲ୍ଟର ନୂଆ ଏସ୍‌ୟୁଭି କାପ୍‌ଚର୍‌ର ବୁକିଙ୍ଗ ଆରମ୍ଭ ହୋଇଛି। ଗ୍ରାହକମାନେ ରେନଲ୍ଟ କାପ୍‌ଚର୍‌ ଆପ୍‌ ଏବଂ େଓ୍ଵବସାଇଟ୍‌ ଜରିଆରେ ୨୫ ହଜାର ଟଙ୍କା ଦେଇ ଏହାର ବୁକିଙ୍ଗ କରିପାରିବେ। କ୍ରସ୍‌ଓଭର୍‌ ଡିଏନ୍‌ଏ ଥିବା ଏହି ଯାନକୁ ରେନଲ୍ଟର ଭାରତ ଏବଂ ବିଶ୍ୱ ଟିମ୍‌ ମିଳିତ ଭାବେ…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ୍‌ରେ ଆସିବ ନୂଆ ୧୦୦ ଟଙ୍କିଆ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ନୂଆ ୧୦୦ ଟଙ୍କିଆ ନୋଟ୍‌ ଜାରି କରିବ। ଆସନ୍ତା ବର୍ଷ ଏପ୍ରିଲ୍‌ ସୁଦ୍ଧା ନୂଆ ନୋଟ୍‌ ବଜାରକୁ ଆସିବ। ନିକଟରେ ରିଜର୍ଭ ବ୍ୟାଙ୍କ ନୂଆ ୨୦୦ ଟଙ୍କିଆ ନୋଟ୍‌ ଛପାଇବା ଆରମ୍ଭ କରିଥିଲା। ସେହି ନୋଟ୍‌ଗୁଡ଼ିକ ଛପା ଶେଷ ହେବା ପରେ ନୂତନ ଡିଜାଇନ୍‌ର…
ଅଧିକ ଖବର ଦେଖନ୍ତୁ...

ଏୟାରଟେଲ ନୂତନ ଅଫର: ୧୯୯ଟଙ୍କାରେ ଅସୀମିତ ଭଏସ୍‌ କଲ ସହିତ ୧ଜିବି ଡାଟା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓକୁ ଟକ୍କର ଦେବା ପାଇଁ ଟେଲିକମ୍‌ କମ୍ପାନି ବିଭିନ୍ନ ପ୍ରକାର ଅଫର ଲଞ୍ଚ କରିଛି। ଏହି କ୍ରମରେ ଭାରତୀ ଏୟାରଟେଲ ୧୯୯ଟଙ୍କାର ଏକ ଟାରିଫ ପ୍ଲାନ୍‌ର ଶୁଭାରମ୍ଭ କରିଛି। ଯେଉଁଥିରେ ଗ୍ରାହକ ୧ଜିବି ୪ଜି/୩ଜି/୨ଜି ଇଣ୍ଟରନେଟ ଡାଟା ସହିତ ଅସୀମିତ କଲ ସୁବିଧା ପାଇ ପାରିବେ।…
ଅଧିକ ଖବର ଦେଖନ୍ତୁ...

ଏଟିଏମ୍‌ରୁ ମିଳିପାରିବ ପର୍ସନାଲ ଲୋନ୍‌, ବ୍ୟାଙ୍କ ଯିବାକୁ ପଡ଼ିବ ନାହିଁ

ନୂଆଦିଲ୍ଲୀ: ଏଣିକି ଆପଣ ବ୍ୟାଙ୍କ ବ୍ୟତୀତ ଏଟିଏମରୁ ମଧ୍ୟ ଋଣ ନେଇପାରିବେ। ତାହା ପୁଣି ମାତ୍ର ୧୦ ସେକେଣ୍ଡ ମଧ୍ୟରେ। ତେବେ ଏହି ସୁବିଧା ବର୍ତ୍ତମାନ ଦେଶର କେତେକ ବ୍ୟାଙ୍କରେ ଉପଲବ୍ଧ ରହିଛି। ସୂଚନା ମୁତାବକ, ଏଟିଏମ ଜରିଆରେ ବ୍ୟାଙ୍କ ଆପଣଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପର୍ସନାଲ ଲୋନ…
ଅଧିକ ଖବର ଦେଖନ୍ତୁ...

ପୂଜାରେ ଜମିଲା ବେପାର: ଗତବର୍ଷ ତୁଳନାରେ ଅଧିକ କାର୍‌, ବାଇକ୍‌, ଟିଭି, ଫ୍ରିଜ୍‌ ବିକ୍ରି

ମୁମ୍ବାଇ: ନବରାତ୍ରୀ ଏବଂ ଦଶହରାରେ ଦେଶରେ ବିପୁଳ ପରିମାଣର କାର୍‌, ବାଇକ୍‌, ଟିଭି ଏବଂ ଫ୍ରିଜ୍‌ ବିକ୍ରି ହୋଇଛି। ଏହି କିଛି ଦିନରେ ବ୍ୟବସାୟୀମାନେ ବିପୁଳ ପରିମାଣର ବେପାର କରିଛନ୍ତି। ଗତବର୍ଷ ତୁଳନାରେ ପାର୍ବଣ ଋତୁରେ ୧୫% ଅଧିକ କାର୍‌, ଟିଭି ଏବଂ ଫ୍ରିଜ୍‌ ବିକ୍ରି ହୋଇଛି। ଗ୍ରାହକମାନେ…
ଅଧିକ ଖବର ଦେଖନ୍ତୁ...

ଆଧାର କେନ୍ଦ୍ରର ଅଡିଟ୍‌ ହେବ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ୫୦,୦୦୦ରୁ ଅଧିକ ଆଧାର ପଞ୍ଜୀକରଣ କେନ୍ଦ୍ରର ଅଡିଟ୍‌ କରିବେ କେନ୍ଦ୍ର ସରକାର। ସରକାରଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବେ କେନ୍ଦ୍ରଗୁଡ଼ିକରେ ପହଞ୍ଚି ବିଭିନ୍ନ ବିଷୟ ଯାଞ୍ଚ କରିବେ। ତିନି ସ୍ୱାଧୀନ ଅଡିଟର୍‌ଙ୍କୁ ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ଅଭିବୃଦ୍ଧି ୬.୯%କୁ କମିବ: ଫିଚ୍‌

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୬.୯% ହେବ ବୋଲି ଫିଚ୍‌ ରେଟିଂ ଏଜେନ୍ସି ଆକଳନ କରିଛି। ପୂର୍ବରୁ ଏହି ସଂସ୍ଥା ଆକଳନ କରିଥିଲା ଯେ ଅଭିବୃଦ୍ଧି ୭.୪% ହେବ। ନିଜର ସଦ୍ୟତମ ରିପୋର୍ଟରେ ଫିଚ୍‌ ପକ୍ଷରୁ ଭାରତର ଜିଡିପି ଆକଳନକୁ କମ୍‌ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଜିଏସ୍‌ଟି ସ୍ଲାବ୍‌ ୪,୧୬, ୨୪% ହୋଇପାରେ

ନୂଆଦିଲ୍ଲୀ: ଦେଶରେ ଗତ ଜୁଲାଇରୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) କାର୍ଯ୍ୟକାରୀ ହେଉଛି। ଏଥିରେ ୪ଟି ସ୍ଲାବ୍‌ ରହିଛି। ସେଗୁଡ଼ିକ ହେଲା ୫, ୧୨, ୧୮ ଏବଂ ୨୮ ପ୍ରତିଶତ। ଏଥିସହିତ ସୁନା ଉପରେ ଜିଏସଟି ହାର ୩ ପ୍ରତିଶତ ରହିଥିବାବେଳେ କେତେକ ଅତ୍ୟାବଶ୍ୟକ ସାମଗ୍ରୀକୁ ଜିଏସ୍‌ଟି ପରିସରରୁ…
ଅଧିକ ଖବର ଦେଖନ୍ତୁ...

୧୦ ବର୍ଷରେ ଭାରତର ଜିଡିପି ୬ ଟ୍ରିଲିଅନ୍‌ ଡଲାର ହେବ

ନୂଆଦିଲ୍ଲୀ: ଆସନ୍ତା ୧୦ ବର୍ଷ ଭିତରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପରିମାଣ ୬ ଟ୍ରିଲିଅନ୍‌ ଡଲାରରେ ପହଞ୍ଚିବ ବୋଲି ମର୍ଗାନ୍‌ ଷ୍ଟାନ୍‌ଲି ଆକଳନ କରିଛି। ସଂସ୍କାର, ଜଗତିକରଣ ଏବଂ ଡିଜିଟାଇଜେସନ୍‌ ଅଭିଯାନ ଯୋଗୁଁ ଭାରତ ଏହି ସ୍ତରରେ ପହଞ୍ଚିଯିବ। ୧୯୯୦ରେ ଦେଶର ଅଭିବୃଦ୍ଧି ହାର ୫.୮%…
ଅଧିକ ଖବର ଦେଖନ୍ତୁ...