ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ଭାରତର ଅଭିବୃଦ୍ଧି କମିବ: ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଆଜି ଭାରତର ଅର୍ଥନୈତିକ ଅଭିବୃଦ୍ଧି ଆକଳନକୁ ୦.୫ ପ୍ରତିଶତ କମାଇ ଦେଇଛି। ଗତବର୍ଷର ବିମୁଦ୍ରାକରଣ ଏବଂ ଚଳିତବର୍ଷର ଜିଏସ୍‌ଟି ପ୍ରଭାବରେ ଭାରତର ଅଭିବୃଦ୍ଧି ୨୦୧୭ରେ ୬.୭%କୁ ହ୍ରାସ ପାଇବ ବୋଲି ଆଇଏମ୍‌ଏଫ୍‌ କହିଛି। ତେବେ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

ସମ୍‌ ହସ୍ପିଟାଲରେ ବିଶ୍ୱମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଭୁବନେଶ୍ୱର: ସମ୍‌ ହସ୍ପିଟାଲର ସମ୍ମିଳନୀ କକ୍ଷରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏଥିରେ ପୂର୍ବତନ ଡିଏମ୍‌ଇଟି ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ମହାନ୍ତି ଯୋଗଦେଇ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ, ଡିଜେଲରୁ ଭାଟ୍‌ କମାଇଲେ ୨ ରାଜ୍ୟ

ମୁମ୍ବାଇ: ପେଟ୍ରୋଲ ଏବଂ ଡିଜେଲ ଉପରୁ ଦୁଇଟି ରାଜ୍ୟ ଭାଟ୍‌ ବା ମୂଲ୍ୟଯୁକ୍ତ ଟିକସ ହ୍ରାସ କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଗୁଜରାଟ ପେଟ୍ରୋଲ ଏବଂ ଡିଜେଲ ଉପରୁ ୪ ପ୍ରତିଶତ ଭାଟ୍‌ କମାଇଛି। ଫଳରେ ଆଜି ମଧ୍ୟରାତ୍ରରୁ ଗୁଜରାଟରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୨ ଟଙ୍କା ୯୩ ପଇସା ଏବଂ ଡିଜେଲ…
ଅଧିକ ଖବର ଦେଖନ୍ତୁ...

ଟାଟା ହାତକୁ ଫେରିବ ଏୟାର ଇଣ୍ଡିଆ!

ନୂଆଦିଲ୍ଲୀ: ଆଜକୁ ପ୍ରାୟ ୮୫ ବର୍ଷ ପୂର୍ବେ ଏୟାର ଇଣ୍ଡିଆର ସ୍ଥାପନା କରିଥିଲା ଘରୋଇ କମ୍ପାନି ଟାଟା। କିନ୍ତୁ ପରେ ସରକାର ଏହି କମ୍ପାନିର ସରକାରୀକରଣ କରି ଦେଇଥିଲେ। ଫଳରେ ଆଜକୁ ୬୪ ବର୍ଷ ପୂର୍ବେ ଟାଟାକୁ ଏୟାର ଇଣ୍ଡିଆର ମାଲିକାନା ହରାଇବାକୁ ପଡ଼ିଥିଲା। କିନ୍ତୁ କ୍ଷତିରେ ଚାଲୁଥିବା ଏୟାର…
ଅଧିକ ଖବର ଦେଖନ୍ତୁ...

ଅସମ୍ଭାଳ ହେଲାଣି ବ୍ୟାଙ୍କ ଏନ୍‌ପିଏ

ମୁମ୍ବାଇ: ଦେଶରେ ବ୍ୟାଙ୍କ ଗୁଡ଼ିକର ଅନାଦାୟ ଋଣ (ଏନ୍‌ପିଏ) ଏବଂ ଚାପଗ୍ରସ୍ତ ଋଣ ପରିମାଣ ଅସମ୍ଭାଳ ହେଲାଣି। ଚଳିତବର୍ଷ ଜୁନ୍‌ ସୁଦ୍ଧା ଦେଶର ବ୍ୟାଙ୍କ ଗୁଡ଼ିକର ଏନ୍‌ପିଏ ଏବଂ ପୁନର୍ଗଠିତ ଋଣ ପରିମାଣ ରେକର୍ଡ ୯.୫ ଲକ୍ଷ କୋଟି ଟଙ୍କା ବା ୧୪୫.୫୬ ବିଲିଅନ ଡଲାରରେ ପହଞ୍ଚିଥିବା ବିଷୟ ସୂଚନା…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ଫେରସ୍ତ କଲା ଆକାଉଣ୍ଟରୁ ଅନଲାଇନ୍ ଚୋରି ଯାଇଥିବା ଟଙ୍କା ! ଜାଣନ୍ତୁ କେମିତି

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ବେଙ୍ଗାଲୁରୁରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଜଣେ ଜମାଧାରୀଙ୍କ ଖାତାରୁ ଅନଲାଇନ ଚୋରି ହୋଇଥିବା ଟଙ୍କା ଫେରସ୍ତ କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଯେ , ବ୍ୟାଙ୍କ୍ ଗୋଟିଏ ଖାତାକୁ ଦୁଇଥର ଟଙ୍କା ପଠାଇଛି ବ୍ୟାଙ୍କ ।…
ଅଧିକ ଖବର ଦେଖନ୍ତୁ...

ରିଲାଏନ୍ସ ଜିଓର ନୂତନ ପ୍ଲାନ୍‌ : ମାତ୍ର ୧୪୯ଟଙ୍କାରେ ଅସୀମିତ ଡାଟା

ନୂଆଦିଲ୍ଲୀ: ଗତବର୍ଷ ସେପ୍ଟେମ୍ବର ୫ରେ ରିଲାଏନ୍ସ ଜିଓ ଟେଲିକମ୍‌ ମାର୍କେଟରେ ପ୍ରବେଶ କରି ଧମାକା ସୃଷ୍ଟି କରିଥିଲା। ରିଲାଏନ୍ସ ଜିଓର ଅଫରକୁ ଦେଖି ଅନ୍ୟ ଟେଲିକମ୍‌ କମ୍ପାନି ମଧ୍ୟ ସେମାନଙ୍କ ଡାଟା ପ୍ଲାନରେ ପରିବର୍ତ୍ତନ କରିବାରେ ଲାଗଥିିଲେ। ଏଯାତବ୍‌ ରିଲାଏନ୍ସ ବ୍ୟବହାରକାରୀଙ୍କ ପସନ୍ଦ ଓ…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟ ପରେ ମହାରାଷ୍ଟ୍ର ସରକାର ପେଟ୍ରୋଲ ଓ ଡିଜେଲରେ କଲେ ଭାଟ୍‌ ହ୍ରାସ

ମୁମ୍ବାଇ: ଗୁଜୁରାଟ ପରେ ମହାରାଷ୍ଟ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍‌ ହ୍ରାସ କରିବା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଫଳରେ ମହାରାଷ୍ଟ୍ରରେ ପେଟ୍ରୋଲର ମୂଲ୍ୟରେ ୨ ଟଙ୍କାର ହ୍ରାସ ଘଟିଥିବା ବେଳେ ଡିଜେଲର ମୂଳ୍ୟରେ ୧ ଟଙ୍କାର ହ୍ରାସ ଘଟିବ। ଆଜି…
ଅଧିକ ଖବର ଦେଖନ୍ତୁ...

ଆମାଜନରେ ମିଳୁଛି ଚାଟସିମ୍ ! ବିନା ଇଣ୍ଟରନେଟରେ ଚାଲିବ ହ୍ୱାଟସଆପ୍

ପିଲାଠୁ ବୁଢ଼ା, ଏବେ ସୋସିଆଲ ମିଡିଆର ମାୟାରେ ସମସ୍ତେ ମତୁଆଲ ହୋଇଛନ୍ତି । ସେ  ଅଫିସ୍ ହେଉ କି ଘରକାମ, ସବୁଠି  ଯୋଗାଯୋଗ ଓ ବାର୍ତ୍ତଳାପର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ-ସେ ଫେସବୁକ ହେଉ ଅବା ହ୍ୱାଟସଆପ କିମ୍ବା ଟ୍ୱିଟର । ବର୍ତ୍ତମାନ ଫେସବୁକ ଓ ଟ୍ୱିଟର ଅପେକ୍ଷା ହ୍ୱାଟସଆପକୁ…
ଅଧିକ ଖବର ଦେଖନ୍ତୁ...

ଜିଓ ଉପଭୋକ୍ତା କରନ୍ତୁ ନାହିଁ ଏହିଭୁଲ୍‌, ସୀମିତ ହୋଇପାରେ ମାଗଣା କଲିଙ୍ଗ୍‌

ମୁମ୍ବାଇ : ଗତବର୍ଷ ଲଞ୍ଚ୍‌ ହୋଇଥିବା ରିଲାଏନ୍ସେ ଜିଓ ତାହାର ଉପଭୋକ୍ତାଙ୍କ ଲାଗି ମାଗଣା ଅସୀମିତ କଲିଙ୍ଗ୍‌ ସେବା ଯୋଗାଉଛି। ତେବେ ମାଗଣାରେ ଅସୀମିତ କଲିଙ୍ଗ୍‌ ସେବା ଓ ଡ଼ାଟା ପ୍ୟାକ୍‌ର ସୁବିଧାକୁ ଯୋଗାଇ କଂପାନି ତା’ର ନିଜ ସହିତ ଗ୍ରାହକଙ୍କୁ ଯୋଡ଼ିବାରେ ମଧ୍ୟ ଲାଗିଛି। ଯଦି ମିଡ଼ିଆ…
ଅଧିକ ଖବର ଦେଖନ୍ତୁ...