ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ଓଡ଼ିଶା ତୃତୀୟ

ଭୁବନେଶ୍ୱର: ଦେଶରେ ବିଭିନ୍ନ ଘରୋଇ ଏବଂ ସରକାରୀ କମ୍ପାନିମାନେ ଦେଶରେ ଗତ ୫ ବର୍ଷ ମଧ୍ୟରେ ମୋଟ ୧୭୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିଛନ୍ତି। ୨୦୧୨ରୁ ୨୦୧୭ ମସିହା ମଧ୍ୟରେ ଏହି ନିବେଶ ହୋଇଛି। ଉକ୍ତ ନିବେଶ ଆକୃଷ୍ଟ କରିବାରେ ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି।…
ଅଧିକ ଖବର ଦେଖନ୍ତୁ...

ବଜାରରେ ଜିଓ ଫିଚର୍‌ ଫୋନ୍‌, ଏଲ୍‌ଓ୍ଵାଇଏଫ୍‌ ସ୍ମାର୍ଟଫୋନ୍‌ ଦାମ କମିଲା

ଭୁବନେଶ୍ୱର: ଏଲ୍‌ଓ୍ଵାଇଏଫ୍‌ ସ୍ମାର୍ଟଫୋନ୍‌ ଉପରେ ମେଗା ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ଅକ୍ଟୋବର ୨୨ ପର୍ଯ୍ୟନ୍ତ ଏଲ୍‌ଓ୍ଵାଇଏଫ୍‌ ସି୪୫୯କୁ ୨୩୯୨ ଟଙ୍କାରେ କିଣିପାରିବେ। ପୂର୍ବରୁ ଏହି ଫୋନ୍‌ର ମୂଲ୍ୟ ୪୬୯୯ ଟଙ୍କା ଥିଲା। ସେହିପରି ଏଲ୍‌ଓ୍ଵାଇଏଫ୍‌ ସି ୪୫୧କୁ ଗ୍ରାହକମାନେ ୨୬୯୨…
ଅଧିକ ଖବର ଦେଖନ୍ତୁ...

ରେଳବାଇ ବନ୍ଦ କରିବ ୧୪ଟି ପ୍ରିଣ୍ଟିଂ ପ୍ରେସ୍‌! ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ଆଉ ଏକ ନୂତନ ନିଷ୍ପତ୍ତି। ଅଣଉତ୍ପାଦକ ଉପକ୍ରମଗୁଡ଼ିକୁ ଭାରତୀୟ ରେଳବାଇ ବନ୍ଦ କରିବାର ନିଷ୍ପତ୍ତି ନେଇଛି। ଜାଣିବାକୁ ମିଳିଛି ଯେ ଭାରତୀୟ ରେଳବାଇ ଖୁବ୍‌ ଶୀଘ୍ର। ଏ ନେଇ ପ୍ରାୟ ୧୪ଟି ଛାପାକଳ( ପ୍ରିଣ୍ଟିଂ ପ୍ରେସ୍‌) ବନ୍ଦ କରିବ। ଏହି ୧୪ଟି ଛାପାକଳରେ ଥିବା…
ଅଧିକ ଖବର ଦେଖନ୍ତୁ...

ଅନ୍‌-ଜବ୍‌ ଟ୍ରେନିଙ୍ଗ୍‌ ନିମନ୍ତେ ୩ ଲକ୍ଷ ଯୁବକ ଯୁବତୀଙ୍କୁ ଜାପାନ ପଠାଇବ ଭାରତ

ନୂଆଦିଲ୍ଲୀ: ସରକାରଙ୍କର ସ୍କିଲ୍‌ ଡେଭେଲପ୍‌ମେଣ୍ଟ୍‌ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ୩ରୁ ୫ ବର୍ଷ ସକାଶ ଭାରତ ତିନି ଲକ୍ଷ ଯୁବକ ଯୁବତୀଙ୍କୁ ଅନ୍‌-ଜବ୍‌ ଟ୍ରେନିଙ୍ଗ୍‌ରେ ଜାପାନ ପଠାଇବ ବୋଲି ବୁଧବାର ଦିନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭାରତୀୟ ଟେକ୍‌ନିକାଲ୍‌…
ଅଧିକ ଖବର ଦେଖନ୍ତୁ...

ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କୁ ଉପହାର: ୨୦୧୬ ଜାନୁଆରି ପହିଲାରୁ ମିଳିବ ସପ୍ତମ ବେତନ ଆୟୋଗ ଦରମା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ସପ୍ତମ ବେତନ କମିସନର ସୁପାରିସ ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ବିଶ୍ୱବିଦ୍ୟାଳୟ, ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଅଧ୍ୟାପକମାନଙ୍କୂ ବର୍ଦ୍ଧିତ ହାରରେ ଦରମା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱବିଦ୍ୟାଳୟ ଅଧ୍ୟାପକମାନଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

ମୁଦ୍ରା ପ୍ରୋତ୍ସାହନ ଅଭିଯାନ ଉଦ୍‌ଘାଟିତ

କୋଲକାତା: ସାଇନ୍ସ ସିଟି ପ୍ରେକ୍ଷାଳୟରେ ଦେଶବ୍ୟାପୀ ସ୍ୱତନ୍ତ୍ର ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ୟାମ୍ପ୍‌ ଏବଂ ‘ମୁଦ୍ରା’ ପ୍ରୋତ୍ସାହନ ଅଭିଯାନ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଅଧ୍ୟକ୍ଷ ତଥା ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏମ୍‌ ଡି ତଥା ସିଇଓ ପଓ୍ଵନ…
ଅଧିକ ଖବର ଦେଖନ୍ତୁ...

ଘାରିଲା ଅର୍ଥନୀତି ଚିନ୍ତା

ନୂଆଦିଲ୍ଲୀ: ଅର୍ଥନୀତିର ଅଭିବୃଦ୍ଧି ହ୍ରାସ ପାଉଛି। ସରକାରଙ୍କୁ ଏବେ ଏହି ଚିନ୍ତା ଘାରିଛି। ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଏହି ପରିପ୍ରେକ୍ଷୀରେ ଆଜି ନବଗଠିତ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ(ପିଏମ୍‌ଇଏସି)ର ପ୍ରଥମ ବୈଠକରେ ୧୦ଟି କ୍ଷେତ୍ରକୁ ଚିହ୍ନଟ କରାଯାଇଛି। ପରିଷଦ…
ଅଧିକ ଖବର ଦେଖନ୍ତୁ...

ରିଲାଏନ୍ସ ଜିଓର ନୂତନ ପ୍ଲାନ୍‌ ଓ ଡାଟା ସମ୍ପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ଧନ ଧନା ଧନ ଅଫର ବ୍ୟବହାରକାରୀଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହୋଇଛି । ତେବେ ଏହି ୩୯୯ ଟଙ୍କିଆ ପ୍ଲାନର ବୈଧତା ରହିଛି ୮୪ ଦିନ ରହିଛି। ଏଥିରେ ୟୁଜର୍ସଙ୍କୁ ୮୪ଦିନ ପର୍ଯ୍ୟନ୍ତ ଅସୀମିତ ଡାଟା ମିଳୁଛି। ଏହି ଅଫର ପ୍ଲାନରେ ଜିଓର ଗୋଟିଏ ସର୍ତ୍ତ ରହିଛି କି,…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଷ୍ଟାଟସ୍‌ରୁ ବି ହୋଇପାରେ ହ୍ଵାଟ୍‌ସଆପ୍‌ ହ୍ୟାକ୍‌!

ସାନ ଫ୍ରାନସିକୋ: ଶୀର୍ଷକଟି ଅଶ୍ଚର୍ଯ୍ୟଜନକ ଲଗୁଥିଲେ ବି କଥାଟି ସତ। ହ୍ୟାକର୍‌ମାନେ ଆପଣଙ୍କ ହ୍ଵାଟ୍‌ସଆପ୍‌ ଷ୍ଟାଟସ୍‌ ସହାୟତାରେ ମଧ୍ୟ କରିପାରନ୍ତି ଆପଣଙ୍କ ହ୍ଵାଟ୍‌ସଆପ୍‌ ହ୍ୟାକ୍‌। ହ୍ଵାଟ୍‌ସଆପ୍‌ରେ କେତେକ ତ୍ରୁଟି ପରିଲକ୍ଷିତ ହେବା ପରେ ରବ୍‌ ହିଟନ୍‌ ତ୍ରୁଟି ସଂଶୋଧନ କରିବା…
ଅଧିକ ଖବର ଦେଖନ୍ତୁ...

୧୩ରେ ବନ୍ଦ ରହିବନି ପେଟ୍ରୋଲ ପମ୍ପ, ଧର୍ମଘଟ ସ୍ଥଗିତ

ମୁମ୍ବାଇ: ଆସନ୍ତା ଅକ୍ଟୋବର ୧୩ରେ ଦେଶର ୫୪ହଜାର ପେଟ୍ରୋଲ ପମ୍ପ ବନ୍ଦ ରଖିବା ନେଇ ପୂର୍ବରୁ ଦିଆଯାଇଥବା ପମ୍ପ ଡିଲରଙ୍କ ଧର୍ମଘଟ ଚେତାବନୀକୁ ସ୍ଥଗିତ ରଖାଯାଇଛି। ପେଟ୍ରୋଲ ପମ୍ପ ସଙ୍ଘ ପକ୍ଷରୁ ଗତ ଶନିବାର ଏହି ବନ୍ଦ ଡାକରା ଦିଆଯାଇଥିଲା। ପେଟ୍ରୋଲ ପମ୍ପ ଡିଲରମାନେ ଏକାଧିକ ଦାବି କରିଥିଲେ।…
ଅଧିକ ଖବର ଦେଖନ୍ତୁ...