ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ଷ୍ଟେଟ୍‌ ବ୍ୟାଙ୍କ୍‌ ନେଲା ବଡ଼ ନିଷ୍ପତ୍ତି; ଏଣିକି ଜଣଙ୍କ ଏସ୍‌ବିଆଇ ଆକାଉଣ୍ଟ୍‌ରେ ଅନ୍ୟ ଜଣେ କରିପାରିବେ ନାହିଁ ଅର୍ଥ…

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌(ଏସ୍‌ବିଆଇ) ଏକ ନୂଆ ନିୟମ ଜାରି କରିଛି। ଏଣିକି ଆପଣଙ୍କ ସଞ୍ଚୟ ଖାତାରେ ଅନ୍ୟ କେହି ଟଙ୍କା ଜମା କରିପାରିବେ ନାହିଁ। ଅତ୍ୟାବଶ୍ୟକ କ୍ଷେତ୍ରରେ ଏସ୍‌ବିଆଇ ପକ୍ଷରୁ ରହିଥିବା ପ୍ରକ୍ରିୟା ଅନୁସାରେ ଜମା କରିହେବ। ଆପଣଙ୍କ ବ୍ୟାଙ୍କ୍‌ ଖାତାରେ ଯଦି ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ଆମେରିକୀୟ ଡଲାର୍‌ ତୁଳନାରେ ଟଙ୍କାର ମୂଲ୍ୟ ଆହୁରି ହ୍ରାସ ପାଇଲା

ନୂଆଦିଲ୍ଲୀ: ଆମେରିକୀୟ ଡଲାର୍‌ ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସୋମବାର ଦିନ ଆହୁରି ୯୪ ପଇସା କମି ଯାଇ ଟ ୭୨. ୬୭ରେ ପହଞ୍ଚିଛି। ଆମେରିକୀୟ ଡଲାର୍‌ ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ଏ ବର୍ଷ ୧୨ ପ୍ରତିଶତ କମି ସର୍ବକାଳୀନ ହ୍ରାସ ପାଇଛି। କିନ୍ତୁ, ଅନ୍ୟାନ୍ୟ ମୁଦ୍ରା ତୁଳନାରେ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

୨୦୧୯ରେ ଇସ୍ତଫା ଦେବେ ଜ୍ୟାକ୍‌ ମା’: ଆଲିବାବା

ବେଜିଙ୍ଗ୍‌: ଇ-କର୍ମସ୍‌ କମ୍ପାନି ଆଲିବାବାର ସହ-ସଂସ୍ଥାପକ ଓ ଅଧ୍ୟକ୍ଷ ଜ୍ୟାକ୍‌ ମା’ ୨୦୧୯ ମସିହା ସେପ୍ଟେମ୍ବର ୧୦ ତାରିଖରେ ଅବସର ଗ୍ରହଣ କରିବେ ବୋଲି ସୋମବାର ଦିନ କମ୍ପାନି ତରଫରୁ କୁହାଯାଇଛି। ଚିଫ୍‌ ଏକ୍‌ଜୁକ୍ୟୁଟିଭ୍‌ ଅଧିକାରୀ ଡାନିଏଲ୍‌ ଝାଙ୍ଗ୍‌ଙ୍କୁ ନିଜର ଭୂମିକା ହସ୍ତାନ୍ତର…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ କମାଇଲା ଅଢ଼େଇ ଟଙ୍କା

ଜୟପୁର: ତେଲ ଦର ବୃଦ୍ଧି ଏବଂ ଟଙ୍କାର ମୂଲ୍ୟ ହ୍ରାସ ପ୍ରତିବାଦରେ ବିରୋଧୀ କଂଗ୍ରେସ ଦଳ ପକ୍ଷରୁ ହେବାକୁ ଥିବା ଭାରତ ବନ୍ଦର ପୂର୍ବଦିନ ବିଜେପି ଶାସିତ ରାଜସ୍ଥାନ ସରକାର ଆଜି ପେଟ୍ରୋଲ ଏବଂ ଡିଜେଲ ଦର ଅଢ଼େଇ ଟଙ୍କା କମାଇ ଦେଇଛନ୍ତି। ତେଲ ଉପରୁ ରାଜ୍ୟ ସରକାର ୪% ଭାଟ୍‌ ହ୍ରାସ କରିବା ଫଳରେ…
ଅଧିକ ଖବର ଦେଖନ୍ତୁ...

ଡିଜେଲ ମହଙ୍ଗା ହେଲେ ପରିବହନ, ଚିକିତ୍ସା ଖର୍ଚ ବଢ଼ିବ

ନୂଆଦିଲ୍ଲୀ: ପେଟ୍ରୋଲ୍‌ ଓ ଡିଜେଲ୍‌ ଦରରେ ହେଉଥିବା ଲଗାତାର ବୃଦ୍ଧି ଯୋଗୁ ଅନେକ ସାମଗ୍ରୀ ମହଙ୍ଗା ହେବ। କେଉଁ କେଉଁ କ୍ଷେତ୍ରକୁ ତେଲ ଦର ପ୍ରଭାବିତ କରିବ ସେ ବିଷୟରେ ବିସ୍ତତ ସୂଚନା ଦେଇଛନ୍ତି କେୟାର ରେଟିଂର ଅର୍ଥନୀତିଜ୍ଞ ମଦନ ଶିବ୍‌ନଭିସ୍‌। ସେ କହିଛନ୍ତି ଯେ, ତେଲ ଦର ବୃଦ୍ଧି ଯୋଗୁ…
ଅଧିକ ଖବର ଦେଖନ୍ତୁ...

ଟିଟିପିଏସ୍‌ ସମ୍ପ୍ରସାରଣକୁ ଅନୁମୋଦନ, ୯୭୮୫ କୋଟି ନିବେଶ କରିବ ଏନ୍‌ଟିପିସି

ନୂଆଦିଲ୍ଲୀ: ଦେଶର ଅନ୍ୟତମ ପୁରୁଣା ତାପଜ ବିଦ୍ୟୁତ କେନ୍ଦ୍ର ‘ତାଳଚେର ଥର୍ମାଲ୍‌ ପାଓ୍ଵାର ଷ୍ଟେସନ୍‌ (ଟିଟିପିଏସ୍‌)ର ସମ୍ପ୍ରସାରଣ ପାଇଁ ଏନ୍‌ଟିପିସି ୯୭୮୫ କୋଟି ଟଙ୍କା ବିନିଯୋଗ କରିବ। ଏହି କାରଖାନାରେ ୧୩୨୦ ମେଗାଓ୍ଵାଟ୍‌ର ସମ୍ପ୍ରସାରଣ ହେବ। ଏହି କାରଖାନାର ଏହା ହେଉଛି ତୃତୀୟ…
ଅଧିକ ଖବର ଦେଖନ୍ତୁ...

ଭିଭୋର ନୂଆ ଫୋନ୍‌ ‘ଭି୧୧ ପ୍ରୋ’, ଭାରତରେ ସ୍ଥାପନ କରିବ ଦ୍ୱିତୀୟ କାରଖାନା

ଭୁବନେଶ୍ୱର: ଭିଭୋ ପକ୍ଷରୁ ଓଡ଼ିଶା ବଜାରରେ ଏହାର ଫ୍ଲାଗ୍‌ସିପ୍‌ ମଡେଲ୍‌ ଭି୧୧ ପ୍ରୋକୁ ଉନ୍ମୋଚନ କରାଯାଇଛି। ହୋଟେଲ୍‌ ସ୍ୱସ୍ତି ପ୍ରିମିୟମ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂପାନିର ମହାପ୍ରବନ୍ଧକ ଲୁସିଏନ୍‌ ଝାଙ୍ଗ୍‌ ଓ ସହକାରୀ ମହାପ୍ରବନ୍ଧକ ବେଞ୍ଜାମିନ୍‌ ପେଙ୍ଗ ଏହାକୁୁ ଉନ୍ମୋଚନ…
ଅଧିକ ଖବର ଦେଖନ୍ତୁ...

ଡାକ ବିଭାଗ ଖୋଲିବ ବୀମା କଂପାନି

ନୂଆଦିଲ୍ଲୀ: ଡାକ ବିଭାଗ ପକ୍ଷରୁ ନିକଟରେ ପେମେଣ୍ଟ୍‌ ବ୍ୟାଙ୍କ ଖୋଲାଯାଇଛି। ଏଥି ସହିତ ଦେଶର ବିଭିନ୍ନ ଡାକ ଘରେ ବ୍ୟାଙ୍କ ସେବା ଉପଲବ୍ଧ ହେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପେମେଣ୍ଟ୍‌ ବ୍ୟାଙ୍କକୁ ନେଇ ଉତ୍ସାହିତ ଥିବା ଡାକ ବିଭାଗ ଆଗାମୀ ଦିନରେ ଆର୍ଥିକ ସେବା କ୍ଷେତ୍ରରେ ଏହାର…
ଅଧିକ ଖବର ଦେଖନ୍ତୁ...

ଅବସର ପାଇଁ ଚିନ୍ତା ନାହିଁ: ମାତ୍ର ୩୩% ଲୋକ କରୁଛନ୍ତି ସଞ୍ଚୟ

ମୁମ୍ବାଇ: ଅବସର ପରବର୍ତୀ ସମୟ ପାଇଁ ଭାରତୀୟମାନେ ଅଧିକ ଚିନ୍ତା କରୁନାହାନ୍ତି। ମାତ୍ର ୩୩% ଭାରତୀୟ ଅବସର ପରବର୍ତୀ ସମୟ ଆବଶ୍ୟକତା ମେଣ୍ଟାଇବା ପାଇଁ ସଞ୍ଚୟ କରୁଛନ୍ତି। ଏଚ୍‌ଏସ୍‌ବିସି ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଏହା କୁହାଯାଇଛି। କାହିଁକି ଲୋକମାନେ ଅବସର ପରବର୍ତୀ ସମୟ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କାକୁ ୧୬୦ଟି ରେଳବାଇ ଯାତ୍ରୀ କୋଚ୍‌ ପ୍ରଦାନ କରିବ ଭାରତ

ନୂଆଦିଲ୍ଲୀ: ଗତକାଲି ସଂଧ୍ୟାରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହି ଚୁକ୍ତି ମୁତାବକ ଭାରତ ଶ୍ରୀଲଙ୍କାକୁ ୧୬୦ଟି ରେଳବାଇ ଯାତ୍ରୀ କୋଚ୍‌ ପ୍ରଦାନ କରିବ। ଏହି ୧୬୦ଟି ଯାତ୍ରୀ କୋଚ୍‌ର ଦର ଆମେରିକୀୟ ଡଲାର ଅନୁସାରେ ୮୨ ମିଲିୟନ୍‌ ଡଲାର୍‌ ବୋଲି ଜାଣିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...