ସୁଧ ବଢ଼ାଇଲା ବ୍ୟାଙ୍କ ଅଫ୍‌ ଇଂଲଣ୍ଡ

ନୂଆଦିଲ୍ଲୀ : ଦରଦାମ୍ ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ବ୍ରିଟେନ୍‌ର କେନ୍ଦ୍ରୀୟ ବ୍ୟାଙ୍କ-ବ୍ୟାଙ୍କ ଅଫ୍‌ ଇଂଲଣ୍ଡ୍‌ ପକ୍ଷରୁ ଲଗାତାର ଦଶମ ଥର ପାଇଁ ସୁଧ ହାରରେ ବୃଦ୍ଧି କରାଯାଇଛି। ସୁଧ ହାରକୁ ଏହା ୪ ପ୍ରତିଶତକୁ ବୃଦ୍ଧି କରିଛି ଯାହା ୨୦୦୮ ପରେ ସର୍ବୋଚ୍ଚ ବୋଲି କୁହାଯାଉଛି। ଆମେରିକାର ଫେଡେରାଲ୍ ରିଜର୍ଭ ଓ ବ୍ୟାଙ୍କ ଅଫ୍‌ ଇଂଲଣ୍ଡ୍‌ ସୁଧ ବଢ଼ାଇଥିବାରୁ ଭାରତରେ ମଧ୍ୟ ସୁଧ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର