ଜୋମାଟୋ ସହ-ପ୍ରତିଷ୍ଠାତାଙ୍କ ଇସ୍ତଫା

ନୂଆଦିଲ୍ଲୀ : ଜୋମାଟୋର ସହ ପ୍ରତିଷ୍ଠାତା ମୋହିତ ଗୁପ୍ତା କଂପାନିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଜୋମାଟୋ ପାଇଁ କାମ କରିବା ଏକ ଗର୍ବର ବିଷୟ ବୋଲି ସେ କହିଛନ୍ତି। ଚାରି ବର୍ଷ ପୂର୍ବେ ମୁଁ ଜୋମାଟୋର ଅନ୍ୟ ପ୍ରତିଷ୍ଠାତାମାନଙ୍କ ସହ ଯୋଗ ଦେଇଥିଲି ବୋଲି ମୋହିତ କହିଛନ୍ତି। ମୋହିତଙ୍କୁ ଜୋମାଟୋର ସିଇଓ ଦୀପିନ୍ଦର ଗୋୟଲ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର