ଅନୁସନ୍ଧାନ କରୁଥିବା ବର୍ଗ

କରୋନା

ଦେଶରେ ଆରୋଗ୍ୟ ହେଲେଣି ୨୬ ଲକ୍ଷ

ନୂଆଦିଲ୍ଲୀ : ଦେଶରେ ଦିନକରେ ୭୭ ହଜାର ୨୬୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୦୫୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩୩ ଲକ୍ଷ ୮୭ ହଜାର ୫ଶହକୁ ବୃଦ୍ଧି ପାଇଛି। ମୃତ୍ୟୁସଂଖ୍ୟା ମଧ୍ୟ ୬୧ ହଜାର ୫୨୯ରେ ପହଞ୍ଚିଛି। ଦେଶରେ ଏବେ ୭ ଲକ୍ଷ ୪୨ ହଜାର ୨୩…
ଅଧିକ ଖବର ଦେଖନ୍ତୁ...

ଦିନକରେ ୩୫୪ ପଜିଟିଭ୍, ୯ହଜାର ଟପିଲା ରାଜଧାନୀ

ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ହଜାର ପାର୍ କରିଛି। ଗତ ୨୮ ଦିନରେ ଭୁବନେଶ୍ବରରେ ୬୧୪୦ରୋଗୀ ଚିହ୍ନଟ ହୋଇଛନ୍ତି। ପ୍ରତ୍ୟେକ ଦିନ ହାରାହାରି ୨୧୯ ରୋଗୀ ସମୁଦାୟ ସଂଖ୍ୟାରେ ସାମିଲ୍ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୩୫୪ ଆକ୍ରାନ୍ତଙ୍କୁ ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

ପୁରୀ ବାଇପାସ୍‌ ହୋଟେଲ୍‌ ସିଲ୍‌

ଭୁବନେଶ୍ୱର : ପୁରୀ ବାଇପାସ୍‌ରେ ଥିବା ପୁରୀ ବାଇପାସ୍‌ ରେସ୍ତୋରାଁ ଆଣ୍ଡ ହୋଟେଲକୁ ଆଜି ବିଏମ୍‌ସି ସ୍କ୍ବାଡ୍‌ ସିଲ୍‌ କରିଛି। ଏହି ହୋଟେଲରେ କୋଭିଡ୍‌ ନିୟମକୁ ଉଲ୍ଲଂଘନ କରି ଜଣେ ବ୍ୟକ୍ତି ଜନ୍ମଦିନ ପାର୍ଟି କରୁଥିଲେ। ତେଣୁ ବିଏମ୍‌ସି ସ୍କ୍ବାଡ୍‌ ଓ ମଞ୍ଚେଶ୍ବର ଥାନା ପୁଲିସ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମିତ ‌ହେଲେଣି ୨୧ ଆୟୁଷ ଡାକ୍ତର

ଭୁବନେଶ୍ୱର : କରୋନା ସମୟରେ ଯୋଦ୍ଧା ଭାବେ ଆଗରେ ରହିଥିବା ଆୟୁଷ ଡାକ୍ତର ମଧ୍ୟ କ‌ରୋନାରେ ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨୧ଜଣ ଡାକ୍ତର କରୋନା ପଜିଟିଭ୍ ଥିବା ବେଳେ ତହିଁରୁ ୨ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ୨୧ ସଂକ୍ରମିତ…
ଅଧିକ ଖବର ଦେଖନ୍ତୁ...

ଆର୍‌ଏମ୍‌ଆରସିରେ ଲକ୍ଷେ ନମୁନା ପରୀକ୍ଷା ଟପିଲା

ଭୁବନେଶ୍ୱର : ଆରଏମ୍‌ଆରସି ଭୁବନେଶ୍ବରର ଭିଆରଡିଏଲ୍‌ ପରୀକ୍ଷାଗାରରେ ୧ଲକ୍ଷ କୋଭିଡ୍ ନମୁନା ପରୀକ୍ଷା ପାର୍ କରିଛି। ଆରଏମ୍‌ଆରସିରେ ଏ ପର୍ଯ୍ୟନ୍ତ ୧ଲକ୍ଷ ୮୩ହଜାର ୮୦୭ ନମୁନା ପରୀକ୍ଷା କରାଯାଇଥିବା ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଅପରପକ୍ଷରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୬ଲକ୍ଷ ୧୨ହଜାର…
ଅଧିକ ଖବର ଦେଖନ୍ତୁ...

ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଆରମ୍ଭ : ୧୦ ୱାର୍ଡରୁ ୬୩୫ ନମୁନା ସଂଗ୍ରହ

ଭୁବନେଶ୍ୱର :ବିଏମ୍‌ସି ଓ ଆର୍‌ଏମ୍‌ଆର୍‌ସି ପକ୍ଷରୁ ଆଜିଠାରୁ ରାଜଧାନୀରେ ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଆରମ୍ଭ ହୋଇଛି। ଏଥିରେ ୧୦ଟି ୱାର୍ଡର ବିଭିନ୍ନ ଅଞ୍ଚଳରୁ ୬୩୫ଜଣଙ୍କର ନମୁନା ସଂଗ୍ରହ ହୋଇଛି। ବିଶେଷକରି ବସ୍ତି ଓ କଲୋନି ଅଞ୍ଚଳରୁ ଏହି ନମୁନା ସଂଗ୍ରହ ହୋଇଛି। କେତେକ…
ଅଧିକ ଖବର ଦେଖନ୍ତୁ...

‌ଘରୋଇ ହସ୍ପିଟାଲରେ କୋଭିଡ୍‌ ଚିକିତ୍ସା ଦର ଧାର୍ଯ୍ୟ କଲେ ସରକାର : ସାଧାରଣ ଶଯ୍ୟା ୨୯୫୦-୪୭୫୦, ଆଇସିୟୁ ସହ…

ଭୁବନେଶ୍ୱର : ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା ନେଇ ରାଜ୍ୟ ସରକାର ଆଜି ଦର ଧାର୍ଯ୍ୟ କରିଛନ୍ତି। ସାଧାରଣ ଶଯ୍ୟା ପାଇଁ ଦୈନିକ ୨୯୫୦ରୁ ୪୭୫୦, ଆଇସିୟୁ ୧୦ରୁ ୧୭ ହଜାର ଓ ଆଇସିୟୁ ସହ ଭେଣ୍ଟିଲେଟର୍‌ ପାଇଁ ୧୨ରୁ ୧୮ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଦର ୩୦ରୁ ଅଧିକ ଶଯ୍ୟା…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମକୁ ପଛରେ ପକାଇଲା ଖୋର୍ଧା : ଦିନିକିଆ ସଂକ୍ରମଣରେ ରେକର୍ଡ, ୨୪ ଘଣ୍ଟାରେ ଖୋର୍ଧାରେ ୭୭୫ ପଜିଟିଭ୍‌

ରାଜ୍ୟରେ ସଂକ୍ରମଣ ୧ ଲକ୍ଷ ନିକଟତର ୩ ଦିନରେ ବଢ଼ିଲେ ୧୦ ହଜାରରୁ ଅଧିକ କରୋନା ମୃତ୍ୟୁ ସାଢ଼େ ୪ଶହ ଟପିଲା ସୁସ୍ଥ ହେଲେ ୨୫୦୩ଜଣ ଭୁବନେଶ୍ୱର : ଜୁଲାଇ ୨୪ ତାରିଖରେ ଗଞ୍ଜାମ ଜିଲ୍ଲାରେ ଦିନକରେ ରେକର୍ଡ ସଂଖ୍ୟକ ୭୩୨ପଜିଟିଭ୍ ଚିହ୍ନଟ ହୋଇଥିଲେ। ‌ଦିନକରେ ଗୋଟିଏ ଜିଲ୍ଲାରେ ଏତେ…
ଅଧିକ ଖବର ଦେଖନ୍ତୁ...

ସଂକ୍ରମଣ ସଂଖ୍ୟା କମ୍ ଦେଖାଇବାକୁ ଯୋଜନା!

କଟକ : ପ୍ରତିଦିନ ଶହେ କିଟ୍‌ ନ ଦେଲେ ଗୁରୁତର ଭାବେ ପ୍ରଭାବିତ ହେବ ରୋଗୀସେବା। ଏଭଳି ଚିଠି ଲେଖି ପ୍ରଶାସନକୁ ଜଣାଇଛନ୍ତି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର କର୍ତ୍ତୃପକ୍ଷ। ଏସ୍‌ସିବିରେ ବି ସମାନ ଅବସ୍ଥା। ଏଭଳି ସ୍ଥିତିର କାରଣକୁ ନେଇ ଏବେ ବିଭିନ୍ନ ମହଲରେ ସନ୍ଦେହ ବଢିବାରେ ଲାଗିଛି।…
ଅଧିକ ଖବର ଦେଖନ୍ତୁ...

କରୋନାରେ କନ୍ୟାକୁମାରୀ ଏମ୍‌ପିଙ୍କ ପରଲୋକ

ଚେନ୍ନାଇ : ତାମିଲନାଡ଼ୁର କନ୍ୟାକୁମାରୀ ଲୋକସଭା ଆସନର କଂଗ୍ରେସ ସାଂସଦ ଏଚ୍‌. ବସନ୍ତକୁମାରଙ୍କର ଆଜି କରୋନାରେ ପରଲୋକ ହୋଇଯାଇଛି। କଂଗ୍ରେସ ଦଳ ପକ୍ଷରୁ ଏ ନେଇ ଟ୍ବିଟରରେ ସୂଚନା ଦିଆଯାଇଛି। ଦଳ ଜଣେ ସଚ୍ଚା କଂଗ୍ରେସ ମଣିଷ, ଲୋକଙ୍କ ନେତା ଓ ପ୍ରିୟ ଏମପିଙ୍କୁ ହରାଇଲା ବୋଲି କହିଛି। ୭୦…
ଅଧିକ ଖବର ଦେଖନ୍ତୁ...