ଅନୁସନ୍ଧାନ କରୁଥିବା ବର୍ଗ

କରୋନା

ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଆରମ୍ଭ : ୧୦ ୱାର୍ଡରୁ ୬୩୫ ନମୁନା ସଂଗ୍ରହ

ଭୁବନେଶ୍ୱର :ବିଏମ୍‌ସି ଓ ଆର୍‌ଏମ୍‌ଆର୍‌ସି ପକ୍ଷରୁ ଆଜିଠାରୁ ରାଜଧାନୀରେ ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଆରମ୍ଭ ହୋଇଛି। ଏଥିରେ ୧୦ଟି ୱାର୍ଡର ବିଭିନ୍ନ ଅଞ୍ଚଳରୁ ୬୩୫ଜଣଙ୍କର ନମୁନା ସଂଗ୍ରହ ହୋଇଛି। ବିଶେଷକରି ବସ୍ତି ଓ କଲୋନି ଅଞ୍ଚଳରୁ ଏହି ନମୁନା ସଂଗ୍ରହ ହୋଇଛି। କେତେକ…
ଅଧିକ ଖବର ଦେଖନ୍ତୁ...

‌ଘରୋଇ ହସ୍ପିଟାଲରେ କୋଭିଡ୍‌ ଚିକିତ୍ସା ଦର ଧାର୍ଯ୍ୟ କଲେ ସରକାର : ସାଧାରଣ ଶଯ୍ୟା ୨୯୫୦-୪୭୫୦, ଆଇସିୟୁ ସହ…

ଭୁବନେଶ୍ୱର : ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା ନେଇ ରାଜ୍ୟ ସରକାର ଆଜି ଦର ଧାର୍ଯ୍ୟ କରିଛନ୍ତି। ସାଧାରଣ ଶଯ୍ୟା ପାଇଁ ଦୈନିକ ୨୯୫୦ରୁ ୪୭୫୦, ଆଇସିୟୁ ୧୦ରୁ ୧୭ ହଜାର ଓ ଆଇସିୟୁ ସହ ଭେଣ୍ଟିଲେଟର୍‌ ପାଇଁ ୧୨ରୁ ୧୮ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଦର ୩୦ରୁ ଅଧିକ ଶଯ୍ୟା…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମକୁ ପଛରେ ପକାଇଲା ଖୋର୍ଧା : ଦିନିକିଆ ସଂକ୍ରମଣରେ ରେକର୍ଡ, ୨୪ ଘଣ୍ଟାରେ ଖୋର୍ଧାରେ ୭୭୫ ପଜିଟିଭ୍‌

ରାଜ୍ୟରେ ସଂକ୍ରମଣ ୧ ଲକ୍ଷ ନିକଟତର ୩ ଦିନରେ ବଢ଼ିଲେ ୧୦ ହଜାରରୁ ଅଧିକ କରୋନା ମୃତ୍ୟୁ ସାଢ଼େ ୪ଶହ ଟପିଲା ସୁସ୍ଥ ହେଲେ ୨୫୦୩ଜଣ ଭୁବନେଶ୍ୱର : ଜୁଲାଇ ୨୪ ତାରିଖରେ ଗଞ୍ଜାମ ଜିଲ୍ଲାରେ ଦିନକରେ ରେକର୍ଡ ସଂଖ୍ୟକ ୭୩୨ପଜିଟିଭ୍ ଚିହ୍ନଟ ହୋଇଥିଲେ। ‌ଦିନକରେ ଗୋଟିଏ ଜିଲ୍ଲାରେ ଏତେ…
ଅଧିକ ଖବର ଦେଖନ୍ତୁ...

ସଂକ୍ରମଣ ସଂଖ୍ୟା କମ୍ ଦେଖାଇବାକୁ ଯୋଜନା!

କଟକ : ପ୍ରତିଦିନ ଶହେ କିଟ୍‌ ନ ଦେଲେ ଗୁରୁତର ଭାବେ ପ୍ରଭାବିତ ହେବ ରୋଗୀସେବା। ଏଭଳି ଚିଠି ଲେଖି ପ୍ରଶାସନକୁ ଜଣାଇଛନ୍ତି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର କର୍ତ୍ତୃପକ୍ଷ। ଏସ୍‌ସିବିରେ ବି ସମାନ ଅବସ୍ଥା। ଏଭଳି ସ୍ଥିତିର କାରଣକୁ ନେଇ ଏବେ ବିଭିନ୍ନ ମହଲରେ ସନ୍ଦେହ ବଢିବାରେ ଲାଗିଛି।…
ଅଧିକ ଖବର ଦେଖନ୍ତୁ...

କରୋନାରେ କନ୍ୟାକୁମାରୀ ଏମ୍‌ପିଙ୍କ ପରଲୋକ

ଚେନ୍ନାଇ : ତାମିଲନାଡ଼ୁର କନ୍ୟାକୁମାରୀ ଲୋକସଭା ଆସନର କଂଗ୍ରେସ ସାଂସଦ ଏଚ୍‌. ବସନ୍ତକୁମାରଙ୍କର ଆଜି କରୋନାରେ ପରଲୋକ ହୋଇଯାଇଛି। କଂଗ୍ରେସ ଦଳ ପକ୍ଷରୁ ଏ ନେଇ ଟ୍ବିଟରରେ ସୂଚନା ଦିଆଯାଇଛି। ଦଳ ଜଣେ ସଚ୍ଚା କଂଗ୍ରେସ ମଣିଷ, ଲୋକଙ୍କ ନେତା ଓ ପ୍ରିୟ ଏମପିଙ୍କୁ ହରାଇଲା ବୋଲି କହିଛି। ୭୦…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ଲାଜ୍‌ମା ଦାନ କରିଥିବା କୋଭିଡ୍ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବାରିପଦା : କରୋନା ଚିକିତ୍ସା କ୍ଷେତ୍ରରେ ପ୍ଲାଜ୍‌ମା ଥେରାପୀ ଏକ ବିକଳ୍ପ ଭାବେ ଉଭା ହୋଇଛି। ଏଥିପାଇଁ ଜିଲ୍ଲାରେ କରୋନାରୁ ସୁସ୍ଥ ହୋଇ ପ୍ଲାଜ୍‌ମା ଦାନ କରିଥିବା କୋଭିଡ୍ ଯୋଦ୍ଧାଙ୍କୁ ଆଜି ଜିଲ୍ଲାପାଳ ବିନୀତ ଭରଜ୍ୱାଜ ସମ୍ବର୍ନ୍ଧିତ କରିଛନ୍ତି।ସ୍ୱେଚ୍ଛାକୃତ ଭାବେ ପ୍ଲାଜ୍‌ମା ଦାନ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ ଜିଲ୍ଲାରେ ରେକର୍ଡ ଭାଙ୍ଗୁଛି କରୋନା: ୩ହଜାର ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ୭ ଓ ୮ମାସର ଶିଶୁଙ୍କୁ କରୋନା

ବାରିପଦା: ମୟୂରଭଞ୍ଜରେ କାୟା ବିସ୍ତାର କରିଚାଲୁଥିବା କରୋନା ଏବେ ଶିଶୁ ଓ ବୟସ୍କଙ୍କ ପାଇଁ ଅତ୍ୟଧିକ ଚିନ୍ତାର କାରଣ ସାଜିଛି। ଜିଲ୍ଲାରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଥିବା କରୋନାରେ ଆଜି ୨୭୨ ଜଣ ନୂତନ ସଂକ୍ରମିତ ସ୍ଥାନ ପାଇଛନ୍ତି। ତେବେ ଏମାନଙ୍କ ମଧ୍ୟରୁ  ଜିଲ୍ଲାର ସରକାରୀ ସଙ୍ଗରୋଧ…
ଅଧିକ ଖବର ଦେଖନ୍ତୁ...

ପ୍ଲାଜ୍‌ମା ସଂଗ୍ରହରେ ଏମ୍‌କେସିଜିର ରେକର୍ଡ: ମାସକ ମଧ୍ୟରେ ୧୦୨ ୟୁନିଟ୍‌ ସଂଗ୍ରହ, ସୁସ୍ଥ ହେଲେଣି ୨୦ କରୋନା ରୋଗୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭ୍‌ ସଂଖ୍ୟା କମିବାରେ ଲାଗିଛି। ଲୋକେ ସଚେତନ ହେବା ସହିତ ପ୍ରଶାସନର ସଠିକ୍ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇଛି। କରୋନା ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଏବେ ପ୍ଲାଜ୍‌ମା ମଧ୍ୟ ଦିଆଯାଉଛି। ବ୍ରହ୍ମପୁର ଏମ୍‌କେସିଜି ବଡ଼…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱରରେ କରୋନା ଯୋଦ୍ଧା ଡାକ୍ତରଙ୍କୁ ଗାର୍ଡ ଅଫ୍‌ ଅନର

ବାଲେଶ୍ୱର: ଜିଲ୍ଲାରେ କରୋନା ଆକ୍ରାନ୍ତ ଜଣେ ଡାକ୍ତରଙ୍କର ମୃତ୍ୟୁ ହୋଇଛି। ଆଜି ଜିଲ୍ଲା ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ମୃତକ ଡାକ୍ତରଜଣକ ହେଲେ ନିହାର ରଂଜନ ପରିଡ଼ା। ତାଙ୍କ ଘର ବସ୍ତା ଅଞ୍ଚଳରେ। ସୂଚନା ଅନୁସାରେ ଡାକ୍ତର…
ଅଧିକ ଖବର ଦେଖନ୍ତୁ...

ଆଜି ସୁସ୍ଥ ହେଲେ ୨୫୦୩ କରୋନା ଆକ୍ରାନ୍ତ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ହେଲା ୬୭ ହଜାର ୮୨୬

ଭୁବନେଶ୍ୱର: ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ୨୫୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୬୭ ହଜାର ୮୨୬ରେ ପହଂଚିଛି।…
ଅଧିକ ଖବର ଦେଖନ୍ତୁ...