ଅନୁସନ୍ଧାନ କରୁଥିବା ବର୍ଗ

କରୋନା

କରୋନା ଯୋଦ୍ଧାଙ୍କ ମହାନତା: ରୋଗୀକୁ ହସ୍ପିଟାଲ୍‌ରେ ପହଞ୍ଚାଇବାକୁ ଆମ୍ବୁଲାନ୍ସ ଚଳାଇଲେ ଡାକ୍ତର

ପୁଣେ: ଜଣେ ରୋଗୀର ଜୀବନ ବଞ୍ଚାଇବାକୁ ଆମ୍ବୁଲାନ୍ସ ଡ୍ରାଇଭର୍‌ ସାଜିଥିବା ଜଣେ ଡାକ୍ତର ଏବେ ତାଙ୍କର ମହାନତା ପାଇଁ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି। ସେ ଯେ ଜଣେ ପ୍ରକୃତ କରୋନା ଯୋଦ୍ଧା ତାହା ପ୍ରମାଣ କରି ଦେଖାଇଛନ୍ତି। ଜଣେ ଗୁରୁତର ଅସୁସ୍ଥ ବୃଦ୍ଧ କରୋନା ଭାଇରସ୍ ରୋଗୀଙ୍କୁ କେୟାର…
ଅଧିକ ଖବର ଦେଖନ୍ତୁ...

ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ କରୋନା ଆକ୍ରାନ୍ତ ମୃତ, ମୋଟ ମୃତ୍ୟୁସଂଖ୍ୟା ୪୫୬ ଛୁଇଁଲା

ଭୁବନେଶ୍ୱର : ଦୈନିକ ସଂକ୍ରମଣରେ ଓଡ଼ିଶା ଦିନକୁ ଦିନ ରେକର୍ଡ କରିଚାଲିଥିବାବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୪୫୬ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା : ଦିନକରେ ରେକର୍ଡ ୩୬୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ ୭୭୫

ଭୁବନେଶ୍ୱର : ଓଡ଼ିଶାରେ ଗତ ୨୪ ଘଣ୍ଟାରେ ରେକର୍ଡ ୩୬୮୨ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୧୪୪୧ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୨୪୧ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା : କରୋନା ଆକ୍ରାନ୍ତ ଡାକ୍ତରଙ୍କ ପରଲୋକ

ରାଉରକେଲା : କରୋନା ସହ ଲଢି ହାରିଗଲେ ସୁନ୍ଦରଗଡର ଆଉ ଜଣେ କରୋନା ଯୋଦ୍ଧା ଡାକ୍ତର ରାହାସ ବିହାରୀ ମହାପାତ୍ର । ଗତକାଲି ରାତି ୨ଟା  ୩୦ମିନିଟ୍ ସମୟରେ ଭୁବନେଶ୍ବର କିମ୍ସ କୋଭିଡ ହସପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି । ଗତ ୩ ତାରିଖରେ ସେ କରୋନା ପଜିଟିଭ ଜଣାପଡ଼ିବା ପରେ  ତାଙ୍କୁ  ହାଇଟେକ…
ଅଧିକ ଖବର ଦେଖନ୍ତୁ...

ମାତ୍ର ୫୦ ଦିନ ରହିପାରେ କୋଭିଡ୍-୧୯ ଆଣ୍ଟିବଡ଼ି: ଅଧ୍ୟୟନ

ମୁମ୍ବାଇ: କୋଭିଡ୍-୧୯ ଆଣ୍ଟିବଡ଼ି ଦୁଇ ମାସରୁ ଅଧିକ ଦିନ ରହି ନ ପାରେ ବୋଲି ‘ଜେ ଜେ ଗ୍ରୁପ୍‌ ଅଫ୍ ହସ୍‌ପିଟାଲ୍ସର ସଂକ୍ରମିତ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଧ୍ୟୟନର ମୁଖ୍ୟ ରଚୟିତା ଡାକ୍ତର ନିଶାନ୍ତ କୁମାର କହନ୍ତି,  ‘ଜେ‌ଜେ’,…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟାରେ ୭୭, ୨୬୬ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୩. ୩୮ ନିୟୁତ ଟପିଲା

ନୂଆଦିଲ୍ଲୀ: ଅଗଷ୍ଟ ୨୮ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୩, ୮୭, ୫୦୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୫,୮୩,୯୪୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଭାରତର ମୋଟ ସଂକ୍ରମିତ ସଂଖ୍ୟା ୩୩ ଲକ୍ଷ ୮୭ ହଜାରକୁ ବୃଦ୍ଧି, ମୃତ୍ୟୁସଂଖ୍ୟା ୬୧ ହଜାର ଟପିଲା

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢିତାଲିଛି ଓ ଦୈନିକ ସଂକ୍ରମଣ ସଂଖ୍ୟାରେ ଏହା ଅନ୍ୟସମସ୍ତ ଦେଶକୁ ଟପିଯାଇଛି । ଶୁକ୍ରବାର ସୁଦ୍ଧା ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୩୩ ଲକ୍ଷ ୮୭ ହଜାର ଟପିଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା ସହରରେ ୭ ଦିନିଆ ସଟଡାଉନ, ଅଗଷ୍ଟ ୩୦ରୁ ୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ

ଭୁବନେଶ୍ୱର : ଶିଳ୍ପ ନଗରୀ ଝାରସୁଗୁଡ଼ାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ  କେବଳ ଝାରସୁଗୁଡ଼ା ମୁନିସପାଲିଟି ଅଂଚଳରେ ୭ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଏହି ସଟଡାଉନ ଆସନ୍ତା ୩୦ ତାରିଖରୁ ଆରମ୍ଭ ହୋଇ…
ଅଧିକ ଖବର ଦେଖନ୍ତୁ...

ଆଣ୍ଡାମାନର ବିରଳ ଜନଜାତିଙ୍କୁ କରୋନା

ପୋର୍ଟବ୍ଲେୟାର: ଆଣ୍ଡାମାନ ନିକୋବରରେ ବା‌ସ କରୁଥିବା ଏକ ବିରଳ ଜନଜାତିର ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜିର ଦିନରେ ଆଣ୍ଡାମାନରେ ଉକ୍ତ ନିର୍ଦ୍ଦିଷ୍ଟ ବିରଳ ଜନଜାତି ଗୋଷ୍ଠୀର ମାତ୍ର ୫୦ ଜଣ ଲୋକ ବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଦିନକରେ ୭୫ ହଜାରରୁ ଅଧିକ ସଂକ୍ରମିତ, ମୃତ୍ୟୁସଂଖ୍ୟା ୬୦ ହଜାର ଟପିଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭୫ ହଜାର ୭୬୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୧ ହଜାରରୁ ଅଧିକ ଲୋକଙ୍କର ଏହି ମହାମାରୀରେ ମୃତ୍ୟୁ ହୋଇଛି। ଦିନକରେ ୭୫,୭୬୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ପରେ ଦେଶ‌ରେ ମୋଟ ମାମଲା ୩୩ ଲକ୍ଷ ଟପିଯାଇଛି। ସେହିଭଳି କରୋନାଜନିତ…
ଅଧିକ ଖବର ଦେଖନ୍ତୁ...