ଅନୁସନ୍ଧାନ କରୁଥିବା ବର୍ଗ

କରୋନା

ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ସରିଲା, ୧୩୨୦ ନମୁନା ସଂଗ୍ରହ

ଭୁବନେଶ୍ୱର : ଆର୍ଏମ୍‌ଆର୍‌ସି ଏବଂ ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଆଜି ଶେଷ ହୋଇଛି। ଏଥିରେ ଦୁଇ ଦିନରେ ୨୫ଟି ୱାର୍ଡରୁ ୧୩୨୦ଟି ନମୁନା ସଂଗ୍ରହ ହୋଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଶୁକ୍ରବାର ୬୩୫ ଜଣଙ୍କର ନମୁନା ସଂଗ୍ରହ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଲକ୍ଷେ ଟପିବ କରୋନା ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ୧ଲକ୍ଷ ଟପିବ। ଗତ କିଛିଦିନ ଧରି ରାଜ୍ୟର ଦ୍ରୁତ ସଂକ୍ରମଣର ଧାରା ବା ଟ୍ରେଣ୍ଡ୍‌କୁ ଲକ୍ଷ୍ୟ କଲେ ଆସନ୍ତାକାଲି ରିପୋର୍ଟରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଟପିଯିବା ନେଇ ଆଶଙ୍କା କରାଯାଉଛି। ଗତ ମାର୍ଚ ୧୫ତାରିଖରେ ରାଜ୍ୟରେ ପ୍ରଥମ କରୋନା…
ଅଧିକ ଖବର ଦେଖନ୍ତୁ...

ସବୁଜରୁ ଗାଢ଼ଲାଲ୍ : ମାସକରେ ହଜିଗଲା ୪ ମାସ ଲଢ଼େଇର ଖୁସି, ଦିନିକିଆ ସଂକ୍ରମଣରେ ଲଗାତାର ରାଜ୍ୟରେ ଦ୍ୱିତୀୟ ସ୍ଥାନରେ…

୪୮ ଘଣ୍ଟାରେ ୯୪୫ ପଜିଟିଭ୍ ଚିହ୍ନଟ ଗାଁ ଗାଁକୁ ବ୍ୟାପୁଛି ସଂକ୍ରମଣ, ସ୍ଥିତି ସଙ୍ଗୀନ୍ ରାୟଗଡ଼ା, (ନବୀନ ଚନ୍ଦ୍ର ସାହୁ): ମାର୍ଚ୍ଚ, ଏପ୍ରିଲ୍, ମେ’ ତିନି ମାସ ଧରି ଗ୍ରିନ୍ ଜୋନରେ ଥିଲା ରାୟଗଡ଼ା। ଏହି ସମୟ ମଧ୍ୟରେ ରାଜ୍ୟର ଅନ୍ୟ ୨୯ ଜିଲ୍ଲାକୁ ଛୁଇଁ ସାରିଥିଲା କରୋନା। ହେଲେ…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧ ଜିଲ୍ଲାରେ ପ୍ରଥମ କୋଭିଡ ମୃତ୍ୟୁ!

ବୌଦ୍ଧ: ଶନିବାର ବୌଦ୍ଧ ଜିଲ୍ଲାରେ ପ୍ରଥମ କୋଭିଡ ରୋଗାକ୍ରାନ୍ତ କରୋନା ଯୋଦ୍ଧା(୪୫)ଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଭୁବନେଶ୍ୱର ଠାରେ ପୁଲିସ ବିଭାଗରେ ସେ କାର୍ଯ୍ୟ କରୁଥିଲେ। ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଅଙ୍ଗରକ୍ଷୀ ଦାୟିତ୍ୱରେ ଥିଲେ। ସେ କରୋନା ଭୁତାଣୁ ଦ୍ୱାରା ସଂକ୍ରମିତ…
ଅଧିକ ଖବର ଦେଖନ୍ତୁ...

କଟକରୁ ଆଜି ୧୯୬ କରୋନା ପଜିଟିଭ୍‌ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୭୬ ଜଣ

କଟକ: ଆଜି କଟକ ସହରରୁ ୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୧୨୦ ଜଣ ଓ ୭୬ ଜଣ ଆକ୍ରାନ୍ତ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସରକାରୀ ସଂଗରୋଧରୁ ଆଜି ମୋଟ ୫୯…
ଅଧିକ ଖବର ଦେଖନ୍ତୁ...

ଶିକ୍ଷା କ୍ଷେତ୍ର ଲାଗି ଅନ୍‌ଲକ୍ ୪.୦ରେ ମିଳିଛି ଅନେକ କୋହଳ

ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହ ବ୍ୟାପକ ପରାମର୍ଶ ପରେ ସେପ୍ଟମ୍ବର ୩୦ ପର୍ଯ୍ୟନ୍ତ ସ୍କୁଲ୍, କଲେଜ, ଶିକ୍ଷାନୁଷ୍ଠାନ ଓ କୋଚିଙ୍ଗ୍ ପ୍ରତିଷ୍ଠାନ ସବୁ ବନ୍ଦ ରଖିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ଶନିବାର ଦିନ ଅନ୍‌ଲକ୍ ୪.୦ରେ ଘୋଷଣା କରିଛନ୍ତି। କିନ୍ତୁ, ଅନ୍‌ଲାଇନ୍ ଓ…
ଅଧିକ ଖବର ଦେଖନ୍ତୁ...

ସର୍ବାଧିକ ୧୦୦ଲୋକଙ୍କୁ ନେଇ ସମାବେଶକୁ ଅନୁମତି, ସେପ୍ଟେମ୍ବର ୨୧ରୁ ଲାଗୁ ହେବ କୋହଳ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ‘ଅନ୍‌ଲକ୍‌ -୪’ ଲାଗି ଗାଇଡଲାଇନ୍‌ ଜାରି କରିଛନ୍ତି। କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ଏହି ନୂତନ ଗାଇଡଲାଇନ୍‌ କାର୍ଯ୍ୟକାରୀ ହେବ। ତେବେ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ନିୟମାବଳୀ ପୂର୍ବପରି କଡାକଡ଼ି ପାଳନ ହେବ। ଅନ୍‌ଲକ୍‌-୪ ଗାଇଡଲାଇନ୍‌ ଅନେକ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଆଜି ୫୦୫ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୩୪୫ ଜଣ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ୫୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୪୫ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ବିଏମ୍‌ସିର ସୂଚନା ଅନୁସାରେ ଭୁବନେଶ୍ୱରରେ…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲକ୍‌-୪ : କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିପାରିବେ ନାହିଁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାରି କରିଥିବା ‘ଅନ୍‌ଲକ୍‌-୪’ ଗାଇଡଲାଇନରେ ଅଧିକାଂଶ କୋହଳ କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ କାର୍ଯ୍ୟକାରୀ କରିଛନ୍ତି। କରୋନା ମହାମାରୀ ସଂକ୍ରମଣକୁ ନଜରରେ ରଖି କଣ୍ଟେନ୍‌ମେଣ୍ଟ ଜୋନ୍‌ରେ କଟକଣା କଡାକଡ଼ି ରଖାଯାଇଛି । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲକ୍ ୪.୦ରେ ଅନ୍ତଃରାଜ୍ୟ ଓ ଆନ୍ତଃରାଜ୍ୟ ଗମନାଗମନ ଉପରେ କଟକଣା ରହିବ ନାହିଁ

ନୂଆଦିଲ୍ଲୀ: ଅନ୍‌ଲକ୍ ୪.୦ ଲାଗି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଆଜି ଜାରି କରିଥିବା ନୂଆ ଗାଇଡ୍‌ଲାଇନ୍ ଅନୁସାରେ, ଲୋକମାନଙ୍କର ଅନ୍ତଃରାଜ୍ୟ ଓ ଆନ୍ତଃରାଜ୍ୟ ଗମନାଗମନ ଉପରେ କଟକଣା ରହିବ ନାହିଁ। ମାଲପତ୍ର ପରିବହନ ନିମନ୍ତେ ମଧ୍ୟ କୌଣସି କଟକଣା ରହିବ ନାହିଁ।  ଏଥିପାଇଁ ପୃଥକ୍…
ଅଧିକ ଖବର ଦେଖନ୍ତୁ...