ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ଗୋଲାପ ଫୁଲ ନେଇ ଡିଏମଙ୍କ ନିକଟ‌ରେ ଛାତ୍ରମାନେ ପହଞ୍ଚି କଲେ ଏଭଳି ଅଭିଯୋଗ….

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାନ୍ଦାସ୍ଥିତ ମୁହଲ୍ଲେ ରାସ୍ତାରେ ପାଣି ଭର୍ତ୍ତି ହୋଇ ଦୁର୍ଗନ୍ଧ ବାହାରୁଛି। ଏହି କାରଣରୁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ଏଭଳି ଅସୁବିଧାର ସମାଧାନ ପାଇଁ  ଛାତ୍ରମାନେ ଏକାଠି ହୋଇ ଗୋଲାପ ଫୁଲ ଧରି ଡିଏମଙ୍କ ନିକଟରେ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

‘ସିଟ୍‌ବେଲ୍‌ଟ୍‌’ ବାନ୍ଧିଥିବା ସାଙ୍ଗକୁ ଚଳନ୍ତା କାର୍‌ରୁ ଠେଲିଦେଲେ ଦୁଇ ସାଙ୍ଗ; ୨୫କି.ମି. ଘୋଷାରି ହୋଇ ହେଲା…

ଭୋପାଳ: ୨ଜଣ ନିଶାସକ୍ତ ସାଙ୍ଗ ଦ୍ରୁତଗାମୀ କାର୍‌ରୁ ଆଉ ଜଣେ ନିଶାସକ୍ତ ସାଙ୍ଗକୁ ଠେଲିଦେଇ ପଳାଇ ଯାଉଥିବା ବେଳେ ରାସ୍ତାରେ ଘୋ‌ଷାରି ହୋଇ ତା’ର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ପୁଲିସ କହିଛି, ମଙ୍ଗଳବାର ରାତି ପ୍ରାୟ ୯.୩୦ରେ ଘଟଣାଟି ମଧ୍ୟପ୍ରଦେଶର ସୀହୋର୍‌ ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ଓ ପୁଅଝିଅଙ୍କୁ ହତ୍ୟା କରି ଫାଶୀ ଲଗାଇ ଜୀବନ ହାରିଲେ ଡାକ୍ତର

ରାଏବରେଲି: ଉତ୍ତର ପ୍ରଦେଶର ରାଏବରେଲି ଜିଲ୍ଲାରେ ସ୍ତ୍ରୀ ଓ ଦୁଇ ସନ୍ତାନଙ୍କୁ ହତ୍ୟା କରିବା ପରେ ଜଣେ ଡାକ୍ତର ଆତ୍ମହତ୍ୟା କରିଥିବା କଥା ମଙ୍ଗଳବାର ଦିନ ପୁଲିସ କହିଛି। ପୁଲିସ କହିଛି, ଏଭଳି କାର୍ଯ୍ୟ କରିଥିବା ଡାକ୍ତର ହେଉଛନ୍ତି, ରାଏବରେଲୀର ଲାଲ୍‌ଗଞ୍ଜରେ ଅବସ୍ଥିତ ‘ମଡର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ଆଦିବାସୀ ମହିଳାଙ୍କୁ ଗୁଳିମାଡ଼, ଦୁର୍ବୃତ୍ତ ଫେରାର

ନୀଳଗିରି: ବାଲେଶ୍ବର ଜିଲ୍ଲାର ନୀଳଗିରି ବ୍ଳକ ବରହମପୁର ଥାନା ଅଧୀନ ରାଇପାଳ ଗ୍ରାମରେ ଜଣେ ମହିଳାଙ୍କୁ ଗୁଳିମାଡ଼ ହୋଇଛି। ଉକ୍ତ ଗ୍ରାମର ରସିକ ମୁର୍ମୁଙ୍କ ସ୍ତ୍ରୀ ଲକ୍ଷ୍ମୀ ମୁର୍ମୁ ( ୫୦ ) ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଘରେ ପଶି ଅଚାନକ ତାଙ୍କୁ ଗୁଳିମାଡ଼ କରି ଚମ୍ପଟ…
ଅଧିକ ଖବର ଦେଖନ୍ତୁ...

ମରାମତି ପାଇଁ ରଖୁଥିବା ଫୋନ୍‌ଦ୍ବାରା ନାବାଳିକାଙ୍କ ସହିତ ଯୋଗାଯୋଗ କରି ଦୁଷ୍କର୍ମ କରୁଥିଲେ ମୋବାଇଲ୍‌ ମେକାନିକ୍‌

ଭାୟନ୍ଦର୍‌: ସାମାଜିକ ଗଣମାଧ୍ୟମରେ ନାବାଳିକାମାନଙ୍କ ସହିତ ବନ୍ଧୁତା କରି ପରେ ସେମାନଙ୍କ ସହିତ ଦୁଷ୍କର୍ମ କରୁଥିବା ମୁମ୍ବାଇର ଜଣେ ମୋବାଇଲ୍‌ ଫୋନ୍‌ ମେକାନିକ୍‌ଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି। ପୁଲିସ କହିଛି, ନିଜର ପରିଚୟ ଓ ଅବସ୍ଥିତି ଲୁଚାଇବା ଲାଗି ସେ ମରାମତି ପାଇଁ…
ଅଧିକ ଖବର ଦେଖନ୍ତୁ...

‘ମହାଦେବ ବେଟିଙ୍ଗ୍‌ ଆପ୍‌’ ଅଭିଯୁକ୍ତଙ୍କ ପିତୃବିୟୋଗ; ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୁଲିସ

ଦୁର୍ଗ: ‘ମହାଦେବ ବେଟିଙ୍ଗ୍‌ ଆପ୍‌’ ଦୁର୍ନୀତି ମାମଲାରେ ଅଭିଯୁକ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ବାପାଙ୍କୁ ମଙ୍ଗଳବାର ଦିନ ଛତିଶଗଡ଼ର ଦୁର୍ଗ ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ ସନ୍ଦେହଜନକ ପରିସ୍ଥିତିରେ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା କଥା ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସନ୍ଦେହ ବିଗାଡ଼ିଦେଲା ସମ୍ପର୍କ: ପ୍ରେମିକା ଘରେ ଫ୍ୟାନ୍‌ରେ ଝୁଲିପଡ଼ିଲେ ପ୍ରେମିକ

ଧଉଳି: ୫ ବର୍ଷର ପ୍ରେମ ସମ୍ପର୍କ। ସେଥିରେ ପୁଣି ୩ ବର୍ଷରୁ ଅଧିକ ସମୟ ବିତିଥିଲା ଲିଭ୍‌-ଇନ୍‌ରେ। କିନ୍ତୁ ଶେଷରେ ସନ୍ଦେହର ବିଷ ବିଗାଡ଼ିଦେଲା ସବୁ ମଧୁର ସମ୍ପର୍କ। ପ୍ରେମିକାଙ୍କ ଘରେ ପ୍ରେମିକାଙ୍କ ଓଢ଼ଣିକୁ ବେକରେ ବାନ୍ଧି ଫ୍ୟାନ୍‌ରେ ଝୁଲିପଡ଼ିଲେ ପ୍ରେମିକ। ଗତକାଲି ରାତିରେ ଧଉଳି…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀକୁ ମାଡ଼ ମାରି ବନ୍ଧା ହେଲା ସ୍ବାମୀ

ରେଢ଼ାଖୋଲ: ରେଢ଼ାଖୋଲ ଥାନା କୁକୁଡ଼ାବାହାଲି ପଞ୍ଚାୟତ ଖଜୁରୀଝରଣ ଗ୍ରାମରେ ସ୍ତ୍ରୀ’କୁ ମାରପିଟ କରି ସ୍ବାମୀ ଗିରଫ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ଗାଁ’ର ଯୁଧିଷ୍ଠିର ମିର୍ଦ୍ଧା (୩୮) ନିୟମିତ ଭାବେ ନିଜ ପତ୍ନୀ ମୁକ୍ତା ମିର୍ଦ୍ଧାଙ୍କୁ ମାରପିଟ କରିବା ସହ ନିର୍ଯାତନା ଦେଇ…
ଅଧିକ ଖବର ଦେଖନ୍ତୁ...

କରନୀ ସେନା ମୁଖ୍ୟ ସୁଖଦେବ ସିଂହଙ୍କୁ ଗୁଳିକରି ହତ୍ୟା: ଘରେ ପଶି ଆତତାୟୀଙ୍କ ଗୁଳିବର୍ଷା

ଜୟପୁର: ରାଷ୍ଟ୍ରୀୟ ରାଜପୁତ କରନୀ ସେନାର ସଭାପତି ସୁଖଦେବ ସିଂହ ଗୋଗାମେଡ଼ିଙ୍କୁ ଆଜି ଗୁଳିକରି ହତ୍ୟା କରାଯାଇଛି। ଦୁଇ ଜଣ ଆତତାୟୀ ଅପରାହ୍ନରେ ସିଂହଙ୍କୁ ତାଙ୍କ ବାସଭବନରେ ଅତି ନିକଟରୁ ଗୁଳି ମାରିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଦୁଇ ଆତତାୟୀ ପ୍ରଥମେ ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ଏନ୍‌ସିଆର୍‌ବିର ସାଂଘାତିକ ତଥ୍ୟ: ଦେଶରେ ଦିନକୁ ୪୬୮ ଆତ୍ମହତ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଆତ୍ମହତ୍ୟା ବୃଦ୍ଧି ପାଉଛି। ୨୦୨୨ ମସିହାରେ ଦେଶରେ ୧.୭ ଲକ୍ଷ ଲୋକ ଆତ୍ମହତ୍ୟା କରିଛନ୍ତି। ଅର୍ଥାତ୍ ଦିନକୁ ୪୬୮ ଜଣ। ଏମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକ ହେଉଛନ୍ତି ଦିନ ମଜୁରିଆ ଏବଂ କୃଷି ଶ୍ରମିକ ବୋଲି ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ…
ଅଧିକ ଖବର ଦେଖନ୍ତୁ...