ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ଡିୟୁଟି‌ରେ ଥିବା କନଷ୍ଟେବଳଙ୍କୁ ଧକ୍କା ଦେଇ ଘୋଷାରି ନେଲେ ସେଲସ୍ସମ୍ୟାନ

ନୂଆଦିଲ୍ଲୀ: ଡିୟୁଟି କରୁଥିବା ସମୟରେ ଟ୍ରାଫିକ ପୁଲିସକୁ ଚାଳକମାନେ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଚାଳକଙ୍କ ଗାଡ଼ି ଧକ୍କାରେ ଅନେକ ପୁଲିସ କର୍ମଚାରୀ ଆହତ ହୋଇଥିବା ବି ଖବର ସାମ୍ନାକୁ ଆସିଛି। ନିକଟରେ ଏମିତି ଏକ ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ନୌରେ…
ଅଧିକ ଖବର ଦେଖନ୍ତୁ...

ମା’-ପୁଅଙ୍କୁ ମାରି ପୋଡ଼ିବା ଘଟଣା: ୮ ଦିନ ପରେ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା: ଗତ ୨୬ ନଭେମ୍ବର ରାତିରେ ଓଡ଼ିଶା-ଛତିଶଗଡ଼ ସୀମା ରାୟଗଡ଼ ଜିଲ୍ଲା ଜୁଟମିଲ୍‌ ଥାନା ନେତନାଗର ଗ୍ରାମରେ ଜଣେ ମହିଳା ଓ ନାବାଳକଙ୍କ ଶବ କାର୍‌ରେ ଆଣି ପାଳଗଦାରେ ପୋଡ଼ିଦେବା ଘଟଣାର ଆଜି ପର୍ଦ୍ଦାଫାସ ହୋଇଛି। ମୃତ ମହିଳାଙ୍କ ପୁରୁଷ ବନ୍ଧୁ ବିଳାସପୁର ଶାନ୍ତିନଗରର ସୂରଜ ଗୁପ୍ତାକୁ…
ଅଧିକ ଖବର ଦେଖନ୍ତୁ...

ମହିଳା ରେଳଯାତ୍ରୀଙ୍କ ଅଭିଯୋଗର ୧୨ ମିନିଟ ପରେ ଗିରଫ ହେଲେ ତିନିଜଣ ଯୁବକ

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ କ୍ରମାଗତ ଭାବେ ଉନ୍ନତୀକରଣ କରାଯାଉଛି। ଏମିତି କି ଯାତ୍ରା ସମୟରେ ଯାତ୍ରୀଙ୍କ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ବି ଦୃଷ୍ଟି ଦିଆଯାଉଛି। ନିକଟରେ ଜଣେ ମହିଳା ଯାତ୍ରୀଙ୍କ ଅଭିଯୋଗର ୧୨ ମିନିଟ ମଧ୍ୟରେ ୩ଜଣ ମଦ୍ୟପଙ୍କୁ ଟ୍ରେନରୁ ଗିରଫ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଆଣ୍ଡ୍ରଏଡ୍‌ ଫୋନ୍‌ ଚୋରାଇବାର କିଛି କ୍ଷଣ ମଧ୍ୟରେ ଫେରାଇଦେଲା ଚୋର, କାରଣ ଜାଣିଲେ ହସି ହସି ଗଡ଼ିଯିବେ

ନୂଆଦିଲ୍ଲୀ: ଚୋର କେବେ ଚୋରି କରି ନେଇଥିବା କୌଣସି ଜିନିଷକୁ ଫେରସ୍ତ କରିଥିବାର ଶୁଣିଛନ୍ତି? ହଁ ଶୁଣିଥିବେ ନିଶ୍ଚୟ, ପୂର୍ବରୁ ବିଭିନ୍ନ କାରଣକୁ ନେଇ ଚୋର ଚୋରି କରିବା ପରେ ଜିନିଷ ଫେରାଇ ଦେବା ପରି ମମଲା ଆମ ସାମ୍ନାକୁ ଆସିଛି। ହେଲେ ଏଥର ଯାହା ଘଟିଛି, ତାହା ଏକଦମ ନିଆରା। ଜଣେ ଚୋର…
ଅଧିକ ଖବର ଦେଖନ୍ତୁ...

ରାଜଙ୍କ ମାମଲାକୁ ନେଇ ଓକିଲ ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ: ପ୍ରତିଷ୍ଠିତ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ପତି ରାଜ କୁନ୍ଦ୍ରା ପର୍ଣ୍ଣଗ୍ରାଫି ଫିଲ୍ମ ନିର୍ମାଣ ମାମଲାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ମାମଲାକୁ ନେଇ ରାଜଙ୍କ ଓକିଲ ଏକ ବୟାନ ଦେଇଛନ୍ତି। ଓକିଲଙ୍କ ଏହି ବୟାନ ଚାଞ୍ଚଲ୍ୟ ଖେଳାଇ ଦେଇଛି।…
ଅଧିକ ଖବର ଦେଖନ୍ତୁ...

ଟିଟିଇଙ୍କ ଧକ୍କାରେ ଚଳନ୍ତା ଟ୍ରେନରୁ ଖସି ଯାତ୍ରୀ ମୃତ

ନୂଆଦିଲ୍ଲୀ: ବିହାରରେ ରେଳବାଇର ଟିଟିଇ ଜଣେ ଯାତ୍ରୀଙ୍କୁ ଧକ୍କା ଦେଇଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଟିଟିଇଙ୍କ ଧକ୍କ‌ାରେ ଯାତ୍ରୀ ଜଣକ ଟ୍ରେନରୁ ତଳକୁ ଖସି ପଡ଼ିଥିଲେ। ଫଳରେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସ୍ଥାନୀୟଲୋକେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ମାତିଛନ୍ତି ବାଇକ୍‌ ଲୁଟେରା: ୩ ଗିରଫ, ୨୩ ବାଇକ୍‌ ଜବତ

ଭୁବନେଶ୍ବର: ରାଜଧାନୀରେ ସକ୍ରିୟ ହୋଇଉଠିଛନ୍ତି ବାଇକ୍‌ ଲୁଟେରା ଗ୍ୟାଙ୍ଗ। ଆଖି ପିଛୁଳାକେ ବାଇକ୍‌ ତାଲା ଭାଙ୍ଗି ନେଇ ଫେରାର୍‌ ହୋଇଯାଉଛନ୍ତି। ଏଭଳି ଏକ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୁଲିସ ଠାବ କରିଛି। ଗ୍ୟାଙ୍ଗର ୩ଜଣଙ୍କୁ ପୁଲିସ ଗିରଫ କରିଛି। ସେମା‌ନେ ହେଲେ ନୟାଗଡ଼ ଜିଲ୍ଲା ରଣପୁର…
ଅଧିକ ଖବର ଦେଖନ୍ତୁ...

ଏନ୍‌ସିଆର୍‌ବି ରିପୋର୍ଟରେ ଓଡ଼ିଶା: ଶିଶୁ, ଅର୍ଥନୈତିକ ଅପରାଧ ଉପରମୁହାଁ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅପରାଧିକ ମାମଲା ବଢ଼ିବାରେ ଲାଗିଛି। ଜାତୀୟ ଅପରାଧ ନଥି ସଂସ୍ଥା (ଏନ୍‌ସିଆର୍‌ବି)ର ତଥ୍ୟ ମୁତାବକ ୨୦୨୧ରେ ୧ ଲକ୍ଷ ୫୫ ହଜାର ୪୨୦ଟି ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ ଲକ୍ଷ ୭୮ ହଜାର ୧୯୦ରେ ପହଞ୍ଚିଛି। ଅର୍ଥାତ୍‌ ଅପରାଧ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷାନୁଷ୍ଠାନରେ ବଢ଼ି ଚାଲିଛି ଆତ୍ମହତ୍ୟା: କଟକଣା ମାନୁନାହାନ୍ତି ଘରୋଇ ହଷ୍ଟେଲ

ଭୁବନେଶ୍ବର: ଆଖିରେ ଆଖିଏ ସ୍ବପ୍ନ ନେଇ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ ଭୁବନେଶ୍ବର ଆସୁଛନ୍ତି। ସେମାନଙ୍କ ଭିତରୁ କିଛି ବିଭିନ୍ନ କଲେଜରେ ପଢୁଛନ୍ତି, ଆଉକିଛି ପ୍ରବେଶିକା ବା ଚାକିରି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ଅନେକ କଲେଜର ନିଜସ୍ବ ହ‌ଷ୍ଟେଲ ଥିବାବେଳେ ରାଜଧାନୀର ଗଳିକନ୍ଦିରେ ଆହୁରି…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେଇ ଧରାପଡ଼ିଲେ କିରାଣି

ଅନୁଗୁଳ/କି‌ଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ର ବରିଷ୍ଠ ସହାୟକ ନିତ୍ୟାନନ୍ଦ ଗାଇଗରିଆ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଛି। ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ପରେ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ଉ କରାଯାଇଛି। ସୂଚନା ଅନୁସାରେ, ଅନୁଗୁଳ…
ଅଧିକ ଖବର ଦେଖନ୍ତୁ...