ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ବନ୍ଧା ହେଲେ ୟେସ୍ ୱାର୍ଲ୍ଡ କ୍ରିପ୍ଟୋ ଟୋକନର ମୁଖ୍ୟଙ୍କ ସମେତ ୩ ସଦସ୍ୟ

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓ ଡବଲୁ) ଅନ୍ୟ ଏକ ବଡ଼ କ୍ରିପ୍ଟୋ-ପଂଜି ସ୍କାମର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି। ଇଓ ଡବଲୁ ୟେସ୍ ୱାର୍ଲ୍ଡ କ୍ରିପ୍ଟୋ ଟୋକନର ମୁଖ୍ୟ ସନ୍ଦୀପ ଚୌଧୁରୀଙ୍କୁ ଗିରଫ କରିଛି। ଯେତେବେଳେ ସେ ଭାରତରୁ ଦୁବାଇ ଖସି ପଳାଇବାକୁ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ଦଣ୍ଡାଦେଶ ରୋକିବା ପାଇଁ ଭାରତୀୟ ନର୍ସଙ୍କ ଆବେଦନକୁ ଖାରଜ କଲେ ୟେମେନ୍‌ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ମୃତ୍ୟୁ ଦଣ୍ଡାଦେଶ ରୋକିବା ପାଇଁ ନିଶିମା ପ୍ରିୟା ନାମ୍ନୀ କେରଳନିବାସୀ ଭାରତୀୟ ନର୍ସଙ୍କ ଆବେଦନକୁ ୟେମେନ୍‌ର ସୁପ୍ରିମ୍‌ କୋର୍ଟ ଖାରଜ କରି ଦେଇଥିବା କଥା ‘ଏନ୍‌ଡିଟିଭି’ ‌ରିପୋର୍ଟ କରିଛି। ୟେମେନ୍‌ର ଜଣେ ନାଗରିକଙ୍କୁ ହତ୍ୟା କରିଥିବା ଅପରାଧରେ ୨୦୧୭ ମସିହାରୁ ପ୍ରିୟା…
ଅଧିକ ଖବର ଦେଖନ୍ତୁ...

ଯୌତୁକ ନିର୍ଯାତନାରୁ ମହିଳାଙ୍କ ଆତ୍ମହତ୍ୟା ମାମଲା: ଶାଶୂ, ଶ୍ବଶୁର ଓ ନଣନ୍ଦ ଗିରଫ

ଭୁବନେଶ୍ବର: ଯୌତୁକ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଥିବା ପୁନାମା ଗେଟ୍‌ ଅଞ୍ଚଳର ପ୍ରିୟଙ୍କା ମିଶ୍ର ମାମଲାରେ ଆଜି ଏୟାର୍‌ଫିଲ୍ଡ ଥାନା ପୁଲିସ ଶାଶୂ, ଶ୍ବଶୁର ଓ ନଣନ୍ଦଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପିପିଲି ନୂଆଶାସନର ଶ୍ବଶୁର ପ୍ରଦୀପ ଦାଶ(୫୪), ଶାଶୂ ସଞ୍ଜୁଲତା…
ଅଧିକ ଖବର ଦେଖନ୍ତୁ...

ନକଲି ନୋଟ୍‌ ଦେଇ ଜିନିଷ କିଣୁଥିବା ବେଳେ ୩ଜଣଙ୍କୁ ମାଡ଼ିବସିଲା ପୁଲିସ

ବୋର୍ଡା: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ବୋର୍ଡା ଅଞ୍ଚଳରେ ଜାଲ୍‌ ନୋଟ୍‌ କାରବାର ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ବୋର୍ଡାର କାହ୍ନା ମହାପାତ୍ର (୨୨), ରୋଜାନାପୁରର ମଣ୍ଟୁ ଚନ୍ଦନ (୨୪) ଓ କୁସୁମଶିଳାର ସନ୍ତୋଷ ଭୋଇ (୨୬)। ଦୀପାବଳି…
ଅଧିକ ଖବର ଦେଖନ୍ତୁ...

ପଡ଼ୋଶୀଙ୍କ ଯୌନାଙ୍ଗ କାଟିଦେଲେ ମହିଳା

ପ୍ରୟାଗରାଜ: କୌଶାମ୍ବି ଜିଲ୍ଲାର ସରିଫପୁର ଗାଁରେ ମଙ୍ଗଳବାର ଅପରାହ୍ଣରେ ଜଣେ ୩୨ ବର୍ଷୀୟା ମହିଳା ତାଙ୍କ ପଡ଼ୋଶୀଙ୍କ ଯୌନାଙ୍ଗ କାଟି ଦେଇଛନ୍ତି। ପୁଲିସ ମହିଳାଙ୍କୁ ଅଟକ ରଖିବା ସହ ଏଥିରେ ବ୍ୟବହୃତ ଛୁରିକୁ ଜବତ କରିଛି। ଆକ୍ରମଣର ପ୍ରକୃତ କାରଣ ଜାଣିବା ପାଇଁ କୌଶାମ୍ବି ପୁଲିସ ତଦନ୍ତ ଜାରି…
ଅଧିକ ଖବର ଦେଖନ୍ତୁ...

ଥାନାରେ ଅଭିଯୁକ୍ତକୁ ପିଟିପିଟି ହତ୍ୟା ଅଭିଯୋଗ: ସିବିଆଇ ତଦନ୍ତ ଦାବି କଲା ବିଜେପି

କୋଲକାତା: ଚୋରି ମୋବାଇଲ କିଣା ମାମଲାରେ ବୁଧବାର ସନ୍ଧ୍ୟାରେ ଉତ୍ତର କୋଲକାତାର ଥାନାରେ ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ପିଟିପିଟି ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଭାରତୀୟ ଜନତା ପାର୍ଟି ଦାବି କରିଛି ଯେ ମୃତ ଅଶୋକ ଶ’ ଜଣେ ବିଜେପି…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ସ୍କୁଲକିରାଣି, ୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ଯାଜପୁରଟାଉନ/ସଦର: ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ କାଗଜପତ୍ର କାମ କରିବାକୁ ୪ ହଜାର ଟଙ୍କା ଲାଞ୍ଚ ନେଇ ଯାଜପୁର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କବୀରପୁର ପୁରୁଷୋତ୍ତମ ଉଚ୍ଚବିଦ୍ୟାଳୟର କିରାଣି ମହେଶ୍ବର ସାମଲ। ମିଳିଥିବା ସୂଚନା ଅନୁସାରେ ଯାଜପୁର ବ୍ଲକ୍‌ କବୀରପୁର ପୁରୁପୋତ୍ତମପୁର…
ଅଧିକ ଖବର ଦେଖନ୍ତୁ...

ବ୍ରାଉନସୁଗାର କାରବାରରେ ଦାନ୍ତଡାକ୍ତର

ଯାଜପୁରଟାଉନ/ସଦର: ବ୍ରାଉନ ସୁଗାର କାରବାରରେ ଦାନ୍ତ ଡାକ୍ତର। ନିଜେ ଏହି ନିଷିଦ୍ଧ ନିଶା ସେବନ କରୁଥିଲେ, ଏଜେଣ୍ଟ ଜରିଆରେ ବିକ୍ରି ମଧ୍ୟ କରୁଥିଲେ। ବାଲେଶ୍ବର ଓ ଭୁବନେଶ୍ବରରୁ ସେ ବ୍ରାଉନସୁଗାର ମଗାଇ ବେପାର ଚଳାଇ ଆସିଥିଲେ। ଯାଜପୁର ଟାଉନ ପୁଲିସ ଆଜି ଏଭଳି ଜଣେ ନିଶା ବେପାରୀ ଦାନ୍ତ…
ଅଧିକ ଖବର ଦେଖନ୍ତୁ...

ନବ ଦାସ ହତ୍ୟା ମାମଲା: ଆଭାସିରେ ସାକ୍ଷ୍ୟଦେଲେ ବ୍ୟବଚ୍ଛେଦ କରିଥିବା ୨ ଡାକ୍ତର

ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ା ଏଡିଜେ କୋର୍ଟରେ ଗୁରୁବାର ଶୁଣାଣି ଥିଲା। କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ବରରେ ନବ ଦାସଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡା. ପି. କେ. ସାମନ୍ତରାୟ ଓ ଡା. ଲକ୍ଷ୍ମୀକାନ୍ତ ବେ‌ହେରାଙ୍କର ଆଭାସିରେ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଏହି ଅବସରରେ…
ଅଧିକ ଖବର ଦେଖନ୍ତୁ...

ଐଶ୍ବର୍ଯ୍ୟାଙ୍କ ପରେ ପୁଣିଜଣେ ଅଭିନେତ୍ରୀଙ୍କୁ ଥଟ୍ଟା କଲେ ପାକ କ୍ରିକେଟର

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ ଗତମଙ୍ଗଳବାର ପାକିସ୍ତାନ କ୍ରିକେଟ ବୋର୍ଡର ନିୟମକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହି ସମୟରେ ସେ ବିୟୁଟି କୁଇନ ତଥା ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାଏଙ୍କ ନାମକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଏହି ବୟାନ ସୋସିଆଲ ମିଡିଆରେ…
ଅଧିକ ଖବର ଦେଖନ୍ତୁ...