ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ରାଜଧାନୀରେ ସେକ୍ସ ରାକେଟ ଠାବ: ଦୁଇ ଦଲାଲଙ୍କୁ ବାନ୍ଧିଲା ପୁଲିସ, ୪ ଯୁବତୀ ଓ ୨ ଯୁବକ ଅଟକ

ଭୁବନେଶ୍ୱର: ରାଜଧାନୀରେ ସେକ୍ସ ରାକେଟ ଠାବ ଘଟଣାରେ ଆଜି ଦୁଇ ଜଣ ଦଲାଲଙ୍କୁ ଗିରଫ କରିଛି ଖାରବେଳ ନଗର ଥାନା ପୁଲିସ। ଉଭୟଙ୍କୁ ଅପରାହ୍ନ ସୁଦ୍ଧା ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଆଗକୁ ଅନ୍ୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଗତକାଲି ରାଜଧାନୀର…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ବୈପାରିଗୁଡ଼ା ଥାନା ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କଲେ ପୁଲିସ ଡିଜି

କଟକ/ବୈପାରିଗୁଡ଼ା: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ ଚାକିରିରୁ ବହିଷ୍କୃତ ହୋଇଛନ୍ତି। ଆଇଆଇସି ସୁଶାନ୍ତ କୁମାର ଶତପଥୀଙ୍କୁ ଗିରଫ କରିବା ପରେ ଜୟପୁର ଭିଜିଲାନସ୍ ଏସପି…
ଅଧିକ ଖବର ଦେଖନ୍ତୁ...

୫୦ ମିଟର୍‌ ଉଚ୍ଚ ମୋବାଇଲ୍‌ ଟାୱାର୍‌ ଚୋରି ହୋଇ ନ ଥିବା ଜାଣିବା ପରେ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ

ପ୍ରୟାଗରାଜ: ମୋବାଇଲ୍‌ ଟାୱାର ଚୋରି ହୋଇଯାଇଛି ବୋଲି ଅନ୍‌ଲାଇନ୍‌ରେ ଏକ ପ୍ରାଇଭେଟ୍‌ କମ୍ପାନିର ଜଣେ ଟେକ୍ନିସିଆନ୍‌ଙ୍କଠାରୁ ଅନ୍‌ଲାଇନ୍‌ ‘ଏଫ୍‌ଆଇଆର୍‌’ ପାଇ ବିସ୍ମିତ ହୋଇଯାଇଥିବା ପୁଲିସ ଏବେ ସେ ଅଭିଯୋଗକାରୀଙ୍କୁ ଖୋଜୁଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ଭଙ୍ଗାକାଚରେ ଦୃଷ୍ଟିବାଧିତ ସଂଖ୍ୟାଲଘୁ ସମ୍ପ୍ରଦାୟ ବ୍ୟକ୍ତିଙ୍କ ଦାଢ଼ି କାଟି ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କଲେ…

କୋପ୍ପଲ: କର୍ଣ୍ଣାଟକର କୋପ୍ପଲ ଜିଲ୍ଲା ଅନ୍ତର୍ଗତ ଗଙ୍ଗାବତୀ ସହରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଦୃଷ୍ଟିବାଧିତ ୬୨ ବର୍ଷିୟ ବ୍ୟକ୍ତିଙ୍କ ଦାଢ଼ିକୁ ଭଙ୍ଗାକାଚରେ କାଟି ତାଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ମସ୍‌ଜିଦ୍‌ରେ ଭିକ୍ଷାବୃତ୍ତି କରି…
ଅଧିକ ଖବର ଦେଖନ୍ତୁ...

ମଥାରେ ବନ୍ଧୁକ, ଗଳାରେ ବରଣମାଳା: ସ୍କୁଲ୍‌ରୁ ଜବରଦସ୍ତି ଶିକ୍ଷକଙ୍କୁ ଉଠାଇ ଆଣି ବାହାଘର କଲେ କନ୍ୟାଘର

ପାଟନା: ଗୁଳି ମାରି ହତ୍ୟା କରିବେ ବୋଲି ଧମକ ଦେଇ ବୁଧବାର ଦିନ ବିହାରର ବୈଶାଳୀ ଜିଲ୍ଲାରେ ଜଣେ ସ୍କୁଲ୍‌ ଶିକ୍ଷକଙ୍କୁ ଅପହରଣ କରିନେଇ କନ୍ୟାଘର ଲୋକେ ବାହାଘର କରାଇଥିବା କଥା ପୁଲିସ କହିଛି। ପୁଲିସ କହିଛି, ଅପହୃତ ଯୁବକ ହେଉଛନ୍ତି ୧୨ ଦିନ ହେବ ‘ବିହାର ପବ୍ଲିକ୍‌ ସର୍ଭିସ୍‌…
ଅଧିକ ଖବର ଦେଖନ୍ତୁ...

ନବମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା: ଜେଲ୍ ଗଲେ କଳଙ୍କିତ ଗୁରୁ

ସମ୍ବଲପୁର: ଶେଷରେ ଯୌନ ନିର୍ଯାତନା ମାମଲାରେ ଜେଲ ଯାଇଛନ୍ତି କଳଙ୍କିତ ଗୁରୁ। ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧ ଇଂରାଜୀ ଶିକ୍ଷକ ଅରୁଣ ଯୋଷୀ(୫୪)ଙ୍କୁ ବରେଇପାଲି ଥାନା ପୁଲିସ କୋର୍ଟଚାଲାଣ କରିଛି। ନବମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ଥାନାରେ ଅଭିଯୋଗ ପରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଟ୍ରିପଲ୍‌ଆଇଟି ଛକରେ ମହିଳାଙ୍କୁ ହତ୍ୟା ମାମଲାର ପର୍ଦ୍ଦାଫାସ: ଘୁଗୁନି ଅପମାନର ପ୍ରତିଶୋଧ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ଗୋଠପାଟଣାସ୍ଥିତ ଟ୍ରିପଲ୍‌ଆଇଟି ଛକରେ ୩ ସପ୍ତାହ ତଳେ ଘଟିଥିବା ମହିଳା ଦୋକାନୀ ସସ୍ମିତା ବେହେରା ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି କମିସନରେଟ୍‌ ପୁଲିସ। ଗତକାଲି ରାତିରେ ସ୍ପେସାଲ୍‌ ସ୍କ୍ବାଡ୍‌ ଓ ଚନ୍ଦକା ଥାନା ପୁଲିସ ଗୋଠପାଟଣା ନିକଟ ଗଙ୍ଗାପାଟଣା…
ଅଧିକ ଖବର ଦେଖନ୍ତୁ...

ପୁଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ: ୧୫ ବାଇକ୍‌, ନକଲି କାଗଜପତ୍ର ଓ ନମ୍ବର ପ୍ଲେଟ ଜବତ

ଭୁବନେଶ୍ବର: ରାଜଧାନୀରୁ ବାଇକ୍‌ ଲୁଟ୍‌ କରି କମିସନରେଟ୍‌ ପୁଲିସ ନିଦ ହଜାଇଥିବା ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗକୁ କ୍ୟାପିଟାଲ୍‌ ଥାନା ପୁଲିସ ଠାବ କରିଛି। ଗ୍ୟାଙ୍ଗର ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ କଟକ ଜିଲ୍ଲା ବାଙ୍କି ଅଞ୍ଚଳର ପ୍ରଶାନ୍ତ ଲେଙ୍କା(୩୧) ଓ ଲକ୍ଷ୍ମୀସାଗର ଥାନା…
ଅଧିକ ଖବର ଦେଖନ୍ତୁ...

ଥାଇ ମସାଜ ସ୍ପା’ରେ ରାଜକୀୟ ମଉଜ: ଗ୍ରାହକଙ୍କ ପ୍ରଥମ ପସନ୍ଦ ଥାଇଲାଣ୍ଡ ଯୁବତୀ

ଭୁବନେଶ୍ୱର: ସତ୍ୟ ନଗର ଅଞ୍ଚଳରେ ଥିବା ‘ଭେଷ୍ଟେଜ୍‌ ସ୍ପା’ ବା ‘ଶିବାନୀ ୱେଲ୍‌ନେସ୍‌ ବିୟୁଟି ସ୍ପା ଆଣ୍ଡ ହମାମ’ରେ ଚଢ଼ଉ କରି ଖାରବେଳନଗର ଥାନା ପୁଲିସ ଯେଉଁସବୁ ତଥ୍ୟ ହାତେଇଛି, ଶୁଣିବା ଲୋକଙ୍କ ଆଖି ଟେରା ହେଇ ଯାଉଛି। ଦେଶର ବିଭିନ୍ନ ରାଜ୍ୟ ସମେତ ଥାଇଲ୍ୟାଣ୍ଡରୁ ଯୁବତୀମାନଙ୍କୁ ଆଣି…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ଦେଖାଇ ସ୍ତ୍ରୀକୁ ଛଡ଼ାଇ ନେଲେ: ସ୍ବାମୀ ଥାନାର ଦ୍ବାରସ୍ଥ

ଚାନ୍ଦୋଳ: ଡେରାବିଶ ଥାନା ଅଧୀନ ପଲେଇ ପଞ୍ଚାୟତ ଅନ୍ତର୍ଗତ ବିଶୋକ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଅଭିମନ୍ୟୁ ଲେଙ୍କାଙ୍କ ପତ୍ନୀଙ୍କୁ ତାଙ୍କ ବାପଘର ଲୋକେ ବନ୍ଧୁକ ଦେଖାଇ ଉଠାଇ ନେଇଥିବା ଅଭି‌ଯୋଗ ହୋଇଛି। ଅଭିମନ୍ୟୁ ଏ ନେଇ ଡେରାବିଶ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ…
ଅଧିକ ଖବର ଦେଖନ୍ତୁ...