ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ଅଦାଲତଙ୍କ ନୋଟିସ୍ ପରେ ଭୁଲ ସ୍ବୀକାର କଲା ଏସବିଆଇ

ନୂଆଦିଲ୍ଲୀ:ଭାରତୀୟ ଷ୍ଟେଟବ୍ୟାଙ୍କ(ଏସବିଆଇ)ଋଣ ପୈଠ କରି ନଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାକୁ ଦିଲ୍ଲୀର ଏକ ଅଦାଲତ ଖାରଜ କରି  ଦେଇଛନ୍ତି। କାରଣ ଯେଉଁ ବ୍ୟକ୍ତିଙ୍କ ବିରୋଧରେ ମାମଲା ଚାଲିଥିଲା ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଥିଲା। ଏହି…
ଅଧିକ ଖବର ଦେଖନ୍ତୁ...

ଲୁଟେରା ସକ୍ରିୟ: ବ୍ୟାଙ୍କରୁ ଟଙ୍କା ନେଇ ଘରକୁ ଆସୁଥିଲେ ବରିଷ୍ଠ ନାଗରିକ, ୧ ଲକ୍ଷ ୯୯ ହଜାର ଲୁଟିଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ମୁଖାପିନ୍ଧା ଦୁର୍ବୃତ୍ତ ପୁଣି ଥରେ ସକ୍ରିୟ ହୋଇଛନ୍ତି। କିଛି ଦିନ ନୀରବତା ପରେ ଲୁଟେରାମାନେ ଆଜି ଦିନ ଦ୍ବିପହରରେ ବଡ଼ଧରଣର ଲୁଟ୍‌ କରିଛନ୍ତି। ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ଜଣେ ବରିଷ୍ଠ ନାଗରିକଙ୍କୁ ଲୁଟେରାମାନେ ଟାର୍ଗେଟ…
ଅଧିକ ଖବର ଦେଖନ୍ତୁ...

ଦୁଇଥର ପୁଲିସ ଏନକାଉଣ୍ଟର‌ର ଶିକାର ହେଲେ ନକଲି ଇନ୍ସପେକ୍ଟର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ବସବାସ କରୁଥିବା ଜଣେ ବ୍ୟକ୍ତି ନିଜର ପରିଚୟ ଏସଟିଏଫର ଇନ୍ସପେକ୍ଟର ବୋଲି ସମସ୍ତଙ୍କୁ ଦେଇଥାଏ। ଏହି ବ୍ୟକ୍ତି ଜଣକ ନକଲି ଇନ୍ସପେକ୍ଟର ହୋଇ ଲୋକଙ୍କୁ ଭୁଆଁ ବୁଲାଇ ବେଆଇନ କାମରେ ଲିପ୍ତ ଥିଲା। ସୂଚନାଯୋଗ୍ୟ, ଉରଇ ପୁଲିସକୁ ବିଶେଷ ସୂତ୍ରରୁ ସୂଚନା…
ଅଧିକ ଖବର ଦେଖନ୍ତୁ...

ପୋଷା କୁକୁର ଆକ୍ରମଣ ଯୋଗୁଁ ମସ୍ତିଷ୍କରେ ଆଘାତ ପାଇଲା ୨ ବର୍ଷୀୟ ଝିଅ; ଜେଲ୍‌ ଗଲେ ବାପାମାଆ

ବ୍ରାଡ୍‌ଫୋର୍ଡ: କଥା ମାନୁ ନ ଥିବା ପୋଷା କୁକୁର ଆକ୍ରମଣରେ ୨ ବର୍ଷୀୟ ଝିଅ ମସ୍ତିଷ୍କ ଆଘାତ ପାଇବାରୁ ତା’ର ବାପାମାଆଙ୍କୁ ଜେଲ୍‌ ଦଣ୍ଡାଦେଶ ଦିଆଯାଇଥିବା କଥା ‘ବିବିସି’ ରିପୋର୍ଟ କରିଛି। ଘଟଣାଟି ଇଂଲଣ୍ଡ୍‌ର ବ୍ରାଡ୍‌ଫୋର୍ଡ ଅଞ୍ଚଳରେ ୨୦୧୮ ମସିହାରେ ଘଟିଥିଲା। ବାପାମାଆ ଉପର…
ଅଧିକ ଖବର ଦେଖନ୍ତୁ...

ନକଲି ବନ୍ଧୁକ ଦେଖାଇ ଭିଣୋଇର କାର ଲୁଟ୍: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ନକଲି ବନ୍ଧୁକ ଦେଖାଇ କାର ଲୁଟ୍ କରିଥିବା ଅଭିଯୁକ୍ତ ଗିରଫ ହୋଇଥିବାର ଖବର ମିଳିଛି। ଅଭିଯୁକ୍ତ ରୁଦ୍ର ପ୍ରସାଦ ମହାନ୍ତିକୁ ଗିରଫ କରିଛି ଏୟାରଫିଲଡ ପୁଲିସ। ଅଭିଯୁକ୍ତ ରୁଦ୍ର ପ୍ରସାଦ ମହାନ୍ତିକୁ ଗାଡ଼ି ଚଢ଼ିବାର ଏତେ ନିଶା ଘାରିଥିଲା ଯେ, ନିଜ ଭିଣୋଇଙ୍କ ଗାଡ଼ି ଲୁଟ କରିବା…
ଅଧିକ ଖବର ଦେଖନ୍ତୁ...

ବନ୍ଧା ହେଲେ ୟେସ୍ ୱାର୍ଲ୍ଡ କ୍ରିପ୍ଟୋ ଟୋକନର ମୁଖ୍ୟଙ୍କ ସମେତ ୩ ସଦସ୍ୟ

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓ ଡବଲୁ) ଅନ୍ୟ ଏକ ବଡ଼ କ୍ରିପ୍ଟୋ-ପଂଜି ସ୍କାମର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି। ଇଓ ଡବଲୁ ୟେସ୍ ୱାର୍ଲ୍ଡ କ୍ରିପ୍ଟୋ ଟୋକନର ମୁଖ୍ୟ ସନ୍ଦୀପ ଚୌଧୁରୀଙ୍କୁ ଗିରଫ କରିଛି। ଯେତେବେଳେ ସେ ଭାରତରୁ ଦୁବାଇ ଖସି ପଳାଇବାକୁ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ଦଣ୍ଡାଦେଶ ରୋକିବା ପାଇଁ ଭାରତୀୟ ନର୍ସଙ୍କ ଆବେଦନକୁ ଖାରଜ କଲେ ୟେମେନ୍‌ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ମୃତ୍ୟୁ ଦଣ୍ଡାଦେଶ ରୋକିବା ପାଇଁ ନିଶିମା ପ୍ରିୟା ନାମ୍ନୀ କେରଳନିବାସୀ ଭାରତୀୟ ନର୍ସଙ୍କ ଆବେଦନକୁ ୟେମେନ୍‌ର ସୁପ୍ରିମ୍‌ କୋର୍ଟ ଖାରଜ କରି ଦେଇଥିବା କଥା ‘ଏନ୍‌ଡିଟିଭି’ ‌ରିପୋର୍ଟ କରିଛି। ୟେମେନ୍‌ର ଜଣେ ନାଗରିକଙ୍କୁ ହତ୍ୟା କରିଥିବା ଅପରାଧରେ ୨୦୧୭ ମସିହାରୁ ପ୍ରିୟା…
ଅଧିକ ଖବର ଦେଖନ୍ତୁ...

ଯୌତୁକ ନିର୍ଯାତନାରୁ ମହିଳାଙ୍କ ଆତ୍ମହତ୍ୟା ମାମଲା: ଶାଶୂ, ଶ୍ବଶୁର ଓ ନଣନ୍ଦ ଗିରଫ

ଭୁବନେଶ୍ବର: ଯୌତୁକ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଥିବା ପୁନାମା ଗେଟ୍‌ ଅଞ୍ଚଳର ପ୍ରିୟଙ୍କା ମିଶ୍ର ମାମଲାରେ ଆଜି ଏୟାର୍‌ଫିଲ୍ଡ ଥାନା ପୁଲିସ ଶାଶୂ, ଶ୍ବଶୁର ଓ ନଣନ୍ଦଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପିପିଲି ନୂଆଶାସନର ଶ୍ବଶୁର ପ୍ରଦୀପ ଦାଶ(୫୪), ଶାଶୂ ସଞ୍ଜୁଲତା…
ଅଧିକ ଖବର ଦେଖନ୍ତୁ...

ନକଲି ନୋଟ୍‌ ଦେଇ ଜିନିଷ କିଣୁଥିବା ବେଳେ ୩ଜଣଙ୍କୁ ମାଡ଼ିବସିଲା ପୁଲିସ

ବୋର୍ଡା: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ବୋର୍ଡା ଅଞ୍ଚଳରେ ଜାଲ୍‌ ନୋଟ୍‌ କାରବାର ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ବୋର୍ଡାର କାହ୍ନା ମହାପାତ୍ର (୨୨), ରୋଜାନାପୁରର ମଣ୍ଟୁ ଚନ୍ଦନ (୨୪) ଓ କୁସୁମଶିଳାର ସନ୍ତୋଷ ଭୋଇ (୨୬)। ଦୀପାବଳି…
ଅଧିକ ଖବର ଦେଖନ୍ତୁ...

ପଡ଼ୋଶୀଙ୍କ ଯୌନାଙ୍ଗ କାଟିଦେଲେ ମହିଳା

ପ୍ରୟାଗରାଜ: କୌଶାମ୍ବି ଜିଲ୍ଲାର ସରିଫପୁର ଗାଁରେ ମଙ୍ଗଳବାର ଅପରାହ୍ଣରେ ଜଣେ ୩୨ ବର୍ଷୀୟା ମହିଳା ତାଙ୍କ ପଡ଼ୋଶୀଙ୍କ ଯୌନାଙ୍ଗ କାଟି ଦେଇଛନ୍ତି। ପୁଲିସ ମହିଳାଙ୍କୁ ଅଟକ ରଖିବା ସହ ଏଥିରେ ବ୍ୟବହୃତ ଛୁରିକୁ ଜବତ କରିଛି। ଆକ୍ରମଣର ପ୍ରକୃତ କାରଣ ଜାଣିବା ପାଇଁ କୌଶାମ୍ବି ପୁଲିସ ତଦନ୍ତ ଜାରି…
ଅଧିକ ଖବର ଦେଖନ୍ତୁ...