ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ଖୁସିରେ ଦୌଡ଼ି ଯାଉଥିବା ବେଳେ ଜେଜେବାପାଙ୍କ କାର ଚକା ତଳେ ଚାଲିଗଲା ନାତିର ଜୀବନ

ନୂଆଦିଲ୍ଲୀ: କେରଳର କାସରଗୋଡ଼ରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜେଜେବାପାଙ୍କ କାର ଚକା ତଳେ ନାତିର ଜୀବନ ଚାଲିଯାଇଛି। ମୃତ ନାତିର ବୟସ ୨ବର୍ଷ ଓ ନାମ ମସ୍ତୁଲ ଜିସାସ ବୋଲି ଜଣାପଡ଼ିଛି। ଏହି ଦୁଃଖଦ ଘଟଣାର ଏକ ଭିଡିଓ ବି ସାମାଜିକ ଗଣମାଧ୍ୟମରେ ସ‌ାମ୍ନାକୁ ଆସିଛି। ଯାହାକି ଘଟଣା…
ଅଧିକ ଖବର ଦେଖନ୍ତୁ...

କାରରେ ଆସି ଘର ବାହାରୁ ଫୁଲକୁଣ୍ଡ ନେଇଗଲେ ଦୁଇମହିଳା; ସିସିଟିଭିରେ କୈଦ ହେଲା ଚୋରି ଘଟଣା

ନୂଆଦିଲ୍ଲୀ: ଚୋରିର ବିଭିନ୍ନ ପ୍ରକାର ଘଟଣା ପ୍ରତିଦିନ ସାମ୍ନାକୁ ଆସିଥାଏ। ନିକଟରେ ଚୋରିର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଯେଉଁଥିରେ ଦୁଇଜଣ ମହିଳା ଚୋରି କରୁଥିବା ଦେଖିବାକୁ ମିଳୁଛି। ଏହି ଚୋରି ଘଟଣା ପଞ୍ଜାବର ମୋହାଲିରେ ଘଟିଥିବା ଜଣାପଡ଼ିଛି। ତେବେ ଏହି ଚୋରି କରିଥିବା…
ଅଧିକ ଖବର ଦେଖନ୍ତୁ...

ସେଲଫି ନେବାକୁ ଆସିଥିବା ପ୍ରଶଂସକଙ୍କୁ ଶକ୍ତଚାପୁଡ଼ା ମାରିଲେ ନାନା, ନିର୍ଦ୍ଦେଶକ ଦେଲେ ଏଭଳି ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ ଅଭିନେତା ନାନା ପାଟେକର ତାଙ୍କର ଦମଦାର ଅଭିନୟ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। ଏଥିସହିତ ନାନା ପ୍ରାୟତଃ ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ବି ଲାଇମଲାଇଟକୁ ଆସିଥାଆନ୍ତି ।  ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେଲଫି ନେବାକୁ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ବୀଭତ୍ସ ହତ୍ୟା: ରାସ୍ତାକଡ଼ରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ପ୍ରକଳ୍ପ କଲୋନି ରାସ୍ତାକଡ଼ରୁ ଆଜି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଏକ ମୃତଦେହ ଉଦ୍ଧାର କରିଛି ଖାତିଗୁଡା ପୁଲିସ। ମୃତକ ହେଲେ ଖାତିଗୁଡା ଗ୍ରାମର ପଦ୍ମନ ଦଳେଇଙ୍କ ପୁଅ ଟଙ୍କଧର ଦଳେଇ (୨୭)। ସୂଚନା ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ଐଶ୍ବର୍ଯ୍ୟାଙ୍କ ନାମ ନେଇ ଦେଇଥିବା ବିବାଦୀୟ ବୟାନ ପାକିସ୍ତାନୀ କ୍ରିକେଟରଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ ଗତମଙ୍ଗଳବାର ପାକିସ୍ତାନ କ୍ରିକେଟ ବୋର୍ଡର ନିୟମକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହି ସମୟରେ ସେ ବିୟୁଟି କୁଇନ ତଥା ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାଏଙ୍କ ନାମକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଏହି ବୟାନ ସୋସିଆଲ ମିଡିଆରେ…
ଅଧିକ ଖବର ଦେଖନ୍ତୁ...

ରଶ୍ମିକା ମନ୍ଦାନାଙ୍କ ‘ଡିପ୍‌ ଫେକ୍‌’ ଭିଡିଓ ମାମଲାରେ ବିହାରର ଜଣେ ଯୁବକଙ୍କୁ ଜେରା କଲା ପୁଲିସ୍‌

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବ୍ୟାପକ ଭାବେ ପ୍ରସାରିତ ହୋଇଥିବା ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ‘ଡିପ୍‌ ଫେକ୍‌’ ଭିଡିଓ ପ୍ରସଂଗରେ ଦିଲ୍ଲୀ ପୁଲିସ ବିହାରର ୧୯ ବର୍ଷ ବୟସ୍କ ଜଣେ ଯୁବକଙ୍କୁ ପଚରାଉଚରା କରିଛି ବୋଲି ଅଧିକାରୀମାନେ ବୁଧବାର ସୂଚନା ଦେଇଛନ୍ତି। ପୁଲିସ ସନ୍ଦେହ କରୁଛି ଯେ…
ଅଧିକ ଖବର ଦେଖନ୍ତୁ...

ନିଆଁ ଲଗାଇ ଦେବୁ: ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଭାରତ-ନ୍ୟୁଜିଲାଣ୍ଡ୍‌ ମ୍ୟାଚ୍‌ ପୂର୍ବରୁ ଆସିଲା ଧମକ ବାର୍ତ୍ତା

ମୁମ୍ବାଇ: ଆଜି ମହାରାଷ୍ଟ୍ରର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ କ୍ରିକେଟ୍‌ ବିଶ୍ବକପ୍‌ ସେମି-ଫାଇନାଲ୍‌ ମ୍ୟାଚ୍‌ ହେବା ପୂର୍ବରୁ ‘ଏକ୍ସ୍‌’ରେ ମୁମ୍ବାଇ ପୁଲିସ ନିକଟକୁ ଧମକ ବାର୍ତ୍ତା ଆସିଥିବା କଥା ‘ଟାଇମ୍‌ସ୍‌ ନାଓଁ’ ରିପୋର୍ଟ କରିଛି। ଗୋଟାଏ ପିସ୍ତଲ,…
ଅଧିକ ଖବର ଦେଖନ୍ତୁ...

ସଫେଇ ହେଉଥିଲା ଫ୍ଲାଟ୍‌; ସିମେଣ୍ଟ୍‌ ଦେଇ ବନ୍ଦ କରାଯାଇଥିବା ପ୍ଲାଷ୍ଟିକ୍‌ ଡ୍ରମ୍‌ରୁ ବାହାରିଲା ନରକଙ୍କାଳ

କୋଲ୍‌କାତା: ପଶ୍ଚିମବଙ୍ଗର ବାଗୁଇଆଟୀ ଅଞ୍ଚଳରେ ୨ ବର୍ଷ ହେବ ବନ୍ଦ ଥିବା ଗୋଟାଏ ‘ୱାନ୍‌ ବିଏଚ୍‌କେ’ ଫ୍ଲାଟ୍‌ରେ ସଫେଇ ଓ ମରାମତି କାର୍ଯ୍ୟ ଚାଲିଥିବା ବ‌େଳେ ମଙ୍ଗଳବାର ଦିନ ବଡ଼ ପ୍ଲାଷ୍ଟିକ୍‌ ଡ୍ରମ୍‌ରୁ ନରକଙ୍କାଳଟିଏ ବାହାରିଛି। ଚାରି ତାଲା ଅଟ୍ଟାଳିକାର ସବା ଉପର ମହଲାରେ ଥିବା ସେ…
ଅଧିକ ଖବର ଦେଖନ୍ତୁ...

ଖେଳନା ବନ୍ଧୁକ ଦେଖାଇ ‘ଫ୍ଲିପ୍‌କାର୍ଟ’ ଅଫିସ୍‌ରୁ ୨୧ ଲକ୍ଷ ଟଙ୍କା ଲୁଟି ନେଲେ ମାସେ ତଳେ ବହିଷ୍କାର ହୋଇଥିବା…

ସୋନିପତ୍‌: ଖେଳନା ବନ୍ଧୁକ ଦେଖାଇବା ସହିତ ଗୁଳି ମାରିଦେବୁ ବୋଲି ଧମକ ଦେଇ ହରିୟାଣା ଅନ୍ତର୍ଗତ ସୋନିପତସ୍ଥିତ ‘ଫ୍ଲିପ୍‌କାର୍ଟ’ ଅଫିସ୍‌ରୁ ୨୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ମଙ୍ଗଳବାର ଦିନ ଗୋହାନା ପୁଲିସ ୨ଜଣଙ୍କୁ ଗିରଫ କରିଛି। ଏହି ଡକାୟତିରେ ସମ୍ପୃକ୍ତ ୩ୟ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ଯାଞ୍ଚ କରୁଥିବା ବେଳେ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କ ଉପରେ ଚଢ଼ିଗଲା ବାଲି ମାଫିଆଙ୍କ ଟ୍ରାକ୍ଟର୍‌

ପାଟନା: ବାଲି ଚୋରା ଚାଲାଣକାରୀଙ୍କର ଟ୍ରାକ୍ଟର୍‌ ଚଢ଼ିଯିବାରୁ ମଙ୍ଗଳବାର ଦିନ ଗାଡ଼ି ଯାଞ୍ଚ କରୁଥିବା ବିହାରର ଜଣେ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କର ମୃତ୍ୟୁ ଘଟିଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ସଂଗୃହୀତ ସୂଚନା ଅନୁସାରେ, ରାଜ୍ୟର ଜାମୁଇ ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...