ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ଅର୍ଚ୍ଚନା ନାଗଙ୍କୁ ଜାମିନ: ଜେଲ୍‌ରୁ ବାହାରିବା ବାଟ ସଫା

କଟକ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ପୂର୍ବରୁ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାର ଦୁଇ ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳି ସାରିଥିବା ବେଳେ ଇଡି ମାମଲାରେ ଜାମିନ ମଞ୍ଜୁର ପରେ ଜେଲରୁ ବାହାରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଏଟିଏମ୍‌ରୁ ୧୪. ୮୦ ଲକ୍ଷ ଲୁଟ୍‌

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ମିସନଛକଠାରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ କାଟି ଦୁର୍ବୃତ୍ତମାନେ ୧୪ ଲକ୍ଷ ୮୦ ହଜାର ୫ଶହ ଟଙ୍କା ଲୁଟି ନେଇଛନ୍ତି। ଖଡ଼ିଆଳ ଏସ୍‌ବିଆଇର ଶାଖା ପରିଚାଳକଙ୍କ ଏତଲା ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି। ରବିବାର ରାତିରେ ଖଡ଼ିଆଳ ଥାନା…
ଅଧିକ ଖବର ଦେଖନ୍ତୁ...

ଦୋକାନରୁ ଲୁଟିନେଲେ ୨୨ ଲକ୍ଷର ମୋବାଇଲ; ସିସି କ୍ୟାମେରାରେ ୨ ଚୋର କଏଦ

ରାଉରକେଲା: କୋଏଲନଗର ଝିରପାଣି ମାର୍କେଟସ୍ଥ ଏକ ମୋବାଇଲ ଦୋକାନରୁ ବଡଧରଣର ଚୋରି ହୋଇଛି। ଦୁଇ ଚୋର ଭେଣ୍ଟିଲେଟର ଭାଙ୍ଗି ଦୋକାନରୁ ୧୦ଟି କି ୨୦ ଟି ମୋବାଇଲ ନୁ‌ହେଁ ନାମୀଦାମୀ କମ୍ପାନିର ୯୭ଟି ମୋବାଇଲ ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଦୁଇ ଚୋରଙ୍କ ଚୋରିର ଦୃଶ୍ୟ ଦୋକାନରେ…
ଅଧିକ ଖବର ଦେଖନ୍ତୁ...

ମଦ କିଣିବାକୁ ନେଇ ୧୦ ଟଙ୍କା ପାଇଁ ସେଲ୍ସମ୍ୟାନକୁ ପିଟିପିଟି ହତ୍ୟା, ଜେଲ ଗଲେ ୩ ଅଭିଯୁକ୍ତ

ପାଟଣାଗଡ଼: ମାତ୍ର ୧୦ ଟଙ୍କା ପାଇଁ ହତ୍ୟାକାଣ୍ଡ। ବଲାଙ୍ଗୀର ଜିଲ୍ଲା ଖପ୍ରଖୋଲ ଥାନା ଅଞ୍ଚଳରେ ମଦ କିଣିବାକୁ ନେଇ ୧୦ ଟଙ୍କା ପାଇଁ‌ ସେଲ୍ସମ୍ୟାନଙ୍କୁ ହତ୍ୟା କରାଯାଇଛି। ଏହି ମାମଲାରେ ପୁଲିସ ୩ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖରଖରା ଗ୍ରାମ ଯୋଗୀନ୍ଦ୍ର ବରିହା…
ଅଧିକ ଖବର ଦେଖନ୍ତୁ...

ଡିପଫେକ ହେତୁ ବୃଦ୍ଧି ପାଉଛି ପର୍ଣ୍ଣ ବ୍ୟବସାୟ

ନୂଆଦିଲ୍ଲୀ: ଇଣ୍ଟରନେଟରେ ପାଖାପାଖି ୧ଲକ୍ଷ ଡିପଫେକ ପର୍ଣ୍ଣ ଭିଡିଓ ମହଜୁଦ ରହିଥିବା ବେଳେ କିଛିଦିନ ହେବ ପ୍ରତିଦିନ ଶହେରୁ ଅଧିକ ପର୍ଣ୍ଣ ଭିଡିଓ କ୍ଲିପ ଇଣ୍ଟରନେଟରେ ଅପଲୋଡ କରାଯାଉଛି। କେବଳ ଏତିକି ନୁହେଁ, ଏମିତି କିଛି ପ୍ଲାଟଫର୍ମ ରହିଛି ଯାହାକି ମାତ୍ର ୪୦ଟଙ୍କାରେ ଡିପଫେକ ଭିଡିଓ…
ଅଧିକ ଖବର ଦେଖନ୍ତୁ...

ପ୍ରକାଶ ପାଇଲା ଏନସିଆରବି ରିପୋର୍ଟ: ଓଡ଼ିଶାରେ ବଢ଼ୁଛି ଅପରାଧିକ ମାମଲା

ଭୁବନେଶ୍ବର: ୨୦୨୨ ଏନସିଆରବି ରିପୋର୍ଟ ପ୍ରକାଶ ପାଇଛି। ୨୦୨୧ ତୁଳନାରେ ଦେଶରେ ମହିଳା ବିରୋଧୀ ଅପରାଧ ୪% ବଢ଼ିଥିବା ବେଳେ ଶିଶୁ ବିରୋଧୀ ଅପରାଧ ୮.୭% ବଢ଼ିଛି। ତେବେ ଅର୍ଥନୈତିକ ଅପରାଧ, ଦୁର୍ନୀତି ଓ ସାଇବର ଅପରାଧ ଚିନ୍ତା ବଢ଼ାଇଛି। ୨୦୨୧ ତୁଳନାରେ ୨୦୨୨ରେ ଦେଶରେ ସାଇବର ଅପରାଧ ୨୪.୪%…
ଅଧିକ ଖବର ଦେଖନ୍ତୁ...

ଆନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତକୁ ଏନ୍‌କାଉଣ୍ଟର୍‌: ବାଲେଶ୍ବରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଅପରାଧ…

କଟକ/ନିଶ୍ଚିନ୍ତକୋଇଲି: ଅନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଓରଫ୍‌ ଲିପୁ(୩୨)କୁ ଗତକାଲି ରାତିରେ କଟକ ଗ୍ରାମାଞ୍ଚଳ ପୁଲିସ ଏନ୍‌କାଉଣ୍ଟର୍‌ କରିଛି। ଲିପୁର ବାମଗୋଡ଼ରେ ଗୁଳି ବାଜିଛି। ତାକୁ ଚିକିତ୍ସା ପାଇଁ ପ୍ରଥମେ ନିଶ୍ଚିନ୍ତକୋଇଲି ଓ ପରେ କଟକ ବଡ଼ ଡାକ୍ତରଖାନାକୁ…
ଅଧିକ ଖବର ଦେଖନ୍ତୁ...

୫ ବର୍ଷ ଏକାଠି ରହିବା ପରେ ଧୋକା: ପ୍ରେମିକକୁ ଖୋଜିଖୋଜି ବାଲେଶ୍ବରରେ ବାଂଲାଦେଶୀ ଯୁବତୀ

ବାଲେଶ୍ବର: ପ୍ରେମିକଙ୍କୁ ଖୋଜି ଖୋଜି ପଡ଼ୋଶୀ ଦେଶ ବାଂଲାଦେଶରୁ ଆସି ବାଲେଶ୍ବରରେ ପହଞ୍ଚିଛନ୍ତି ଜଣେ ଯୁବତୀ। ତାଙ୍କ ନାଁ ରୁମା ମାରିୟମ୍‌ (୨୫)। ଘର ବାଂଲାଦେଶର ବର୍ଦ୍ଧନା ଜିଲ୍ଲା ଅନ୍ତର୍ଗତ ଆମତୋଲି ଅଞ୍ଚଳରେ। ଭିସା ମଞ୍ଜୁର ପରେ ଗତକାଲି ସେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ୍‌…
ଅଧିକ ଖବର ଦେଖନ୍ତୁ...

ଯୁବ କଂଗ୍ରେସ ନେତାଙ୍କୁ ନିର୍ମମ ହତ୍ୟା: ଭଡ଼ାଘର ଭିତରୁ କ୍ଷତାକ୍ତ ଶବ ଉଦ୍ଧାର, ୨ ସହ‌ଯୋଗୀ ଫେରାର

ଗୋପାଳପୁର/ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ଗୋପାଳପୁର ସହର ରେଉ ସାହିରେ ଏକ ଭଡ଼ାଘରୁ ଆଜି ସୋରଡ଼ା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସର ପ୍ରାକ୍ତନ ସଭାପତି ଜଗନ୍ନାଥ ନାୟକ (୩୪)ଙ୍କ କ୍ଷତାକ୍ତ ଶବ ଉଦ୍ଧାର ହୋଇଛି। ବେଲଗୁଣ୍ଠା ବ୍ଲକ୍ ଓ ଗାଙ୍ଗପୁର ଥାନା ଅଧୀନ ଖଇରପୁଟି ଗ୍ରାମ ଭରତପୁର ସାହିର…
ଅଧିକ ଖବର ଦେଖନ୍ତୁ...

ଭୋଟ ଗଣତି ସମୟରେ କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିବା ଡିଜିପିଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ଭାରତ ରାଷ୍ଟ୍ର ସମିତି (ବିଆରଏସ)କୁ ହରାଇ ସରକାର ଗଢିବାକୁ ଯାଉଛି । ୩ଟି ରାଜ୍ୟରେ ହାରିଥିବା କଂଗ୍ରେସ ପାଇଁ ଏହା ଏକମାତ୍ର ସାନ୍ତ୍ବନା ରହିଛି ବୋଲି ଚର୍ଚ୍ଚା ହେଉଛି। ଏହି ବିଜୟ ପରେ କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...