ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ସବୁବେଳେ ମାଡ଼ ମାରୁଥିଲେ ପତ୍ନୀ, ସିସିଟିଭି ଲଗାଇ ପ୍ରମାଣ ‌ଯୋଗାଡ଼ କଲେ ସ୍ବାମୀ

ନୂଆଦିଲ୍ଲୀ: ଘରୋଇ ନିର୍ଯାତନା ଆଜିକାଲି ଅତି ସାଧାରଣ ହୋଇଗଲାଣି। ପ୍ରତିଦିନ କେହି ନା କେହି ନିର୍ଯାତନାର ଶିକାର ହେଉଥିବାର ଖବର ମିଳେ। ପୂର୍ବରୁ କେବଳ ମହିଳାଙ୍କୁ ନିର୍ଯାତନା ଦିଆଯାଉଥିବାର ଖବର ମିଳୁଥିବା ବେଳେ ଏବେ ପୁରୁଷମାନେ ମଧ୍ୟ ନିର୍ଯାତନାର ଶିକାର ହେଉଛନ୍ତି। ଏବେ ସେଭଳି ଏକ ଖବର…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦୁଝର: କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି କେନ୍ଦୁଝର ସଦର ଥାନା ଉପରକାଇପୁର ଗ୍ରାମର ସଞ୍ଜୁ ଦେହୁରୀ (୩୦)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ…
ଅଧିକ ଖବର ଦେଖନ୍ତୁ...

ହତ୍ୟା ଉଦ୍ୟମକାରୀକୁ ଜେଲ୍‌ ଦଣ୍ଡାଦେଶ

ଧର୍ମଗଡ଼: ଦୁଇବର୍ଷ ତଳେ ଘଟିଥିବା ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଜଜ୍‌ ସୁରେଶ ଚନ୍ଦ୍ର ପ୍ରଧାନ ତାଙ୍କ ରାୟ ପ୍ରକାଶ କରିଛନ୍ତି। ମାମଲାର ଅଭିଯୁକ୍ତ ଜୟପାଟଣା ଆଦିବାସୀ ପଡ଼ାର ମୁନା ମାଝୀକୁ ଦୋଷୀ ସାବ୍ୟସ୍ତ କରି ତାକୁ ୩ ବର୍ଷ ସଶ୍ରମ…
ଅଧିକ ଖବର ଦେଖନ୍ତୁ...

ୟୁପିଆଇ ନେଣଦେଣର ନୂଆ ନିୟମ: ଅନ୍‌ଲାଇନ୍‌ ପେମେଣ୍ଟ୍‌ ପାଇଁ ଅପେକ୍ଷା କରିବାକୁ ହେବ ୪ ଘଣ୍ଟା

ମୁମ୍ବାଇ: ଅନଲାଇନ୍ ଠକେଇ ଆଜିକାଲି ଏକ ପ୍ରମୁଖ ସମସ୍ୟା ହୋଇ ରହିଛି। ପ୍ରତିଦିନ କେଉଁଠି ନା କେଉଁଠି ଅନ୍‌ଲାଇନ୍‌ ଠକାମୀରେ ଶିକାର ହେଉଛନ୍ତି ଲୋକ। ଏଥିରୁ ମୁକ୍ତି ପାଇବା ପାଇଁ ସରକାର ଅନେକ ଉଦ୍ୟମ କରୁଛନ୍ତି। ଅନଲାଇନ୍ ଠକାମୀକୁ ରୋକିବା ପାଇଁ ନୂତନ ନିୟମ ମଧ୍ୟ ପ୍ରସ୍ତୁତ କରାଯାଉଛି,…
ଅଧିକ ଖବର ଦେଖନ୍ତୁ...

୪ ରାଜ୍ୟର ଏକାଧିକ ସ୍ଥାନରେ ଚଢ଼ାଉ କରି ନକଲି ନୋଟ୍‌ କାରବାରର ପର୍ଦ୍ଦାଫାସ କଲା ତଦନ୍ତକାରୀ ସଂସ୍ଥା ଏନଆଇଏ

ମୁମ୍ବାଇ: ନକଲି ଭାରତୀୟ ନୋଟ୍‌ (ଏଫ୍‌ଆଇସିଏନ୍‌) ଉତ୍ପାଦନ ଓ ପ୍ରସାରଣରେ ସମ୍ପୃକ୍ତ ଏକ ନେଟୱାର୍କର ପର୍ଦ୍ଦାଫାସ କରି ଜାତୀୟ ତଦନ୍ତକାରୀ ଏଜେନ୍‌ସି (ଏନ୍‌ଆଇଏ) ଶନିବାର ୪ଟି ରାଜ୍ୟରେ ଚଢ଼ାଉ କରିଛି। ୬,୬୦୦ ଟଙ୍କାର ନକଲି ନୋଟ୍‌ (୫୦୦, ୨୦୦ ଓ ୧୦୦ ଟଙ୍କିଆ) ସହିତ ମୁଦ୍ରା ଛାପା କାଗଜ,…
ଅଧିକ ଖବର ଦେଖନ୍ତୁ...

ଋଣ ଠକେଇ ମାମଲା: ଆନ୍ଧ୍ର ଓ ତେଲେଙ୍ଗାନାର ୬ଟି ସ୍ଥାନରେ ଚଢ଼ାଉ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ: ମାଛ ଚାଷ ନିମନ୍ତେ ଟାଙ୍କି ନିର୍ମାଣ ପାଇଁ କୃଷକମାନଙ୍କୁ କିଷାନ କ୍ରେଡିଟ୍‌ କାର୍ଡ (କେସିସି) ଜରିଆରେ ଋଣ ମଞ୍ଜୁର କରିବାରେ ହୋଇଥିବା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର 6ଟି ସ୍ଥାନରେ ଚଢ଼ାଉ କରିଛି। ରିପୋର୍ଟରୁ ପ୍ରକାଶ,…
ଅଧିକ ଖବର ଦେଖନ୍ତୁ...

୨୦ ଲକ୍ଷ ଟଙ୍କା ‘ଲାଞ୍ଚ’ ନେଉଥିବା ବେଳେ ଧରାପଡ଼ିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ

ଚେନ୍ନାଇ/ ନୂଆଦିଲ୍ଲୀ: ତାମିଲନାଡୁର ଦିଣ୍ଡିଗୁଲରେ ଜଣେ ସରକାରୀ କର୍ମଚାରୀଙ୍କଠାରୁ ନଗଦ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ଅଧିକାରୀଙ୍କୁ ଗିରଫ କରାଯାଇଛି। ତାଙ୍କୁ ରାଜ୍ୟ ଭିଜିଲାନ୍‌ସ ଓ ଦୁର୍ନୀତି ନିବାରଣ ବିଭାଗ ଗିରଫ…
ଅଧିକ ଖବର ଦେଖନ୍ତୁ...

ମେକ୍ସିକୋ ମହିଳା ଡିଜେଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ମୁମ୍ବାଇ: ଜଣେ ୩୧ ବର୍ଷୀୟା ମେକ୍ସିକୋ ମହିଳା ଡିସ୍କ ଜକି (ଡିଜେ)ଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି। ବାନ୍ଦ୍ରା ପୁଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ଗତ ସପ୍ତାହରେ ପୀଡ଼ିତା ଅଭିଯୁକ୍ତଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀର ନୂତନ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଚାର୍ଜସିଟ୍‌ ଦାଖଲ କରିଛି। ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ)ର ବିଭିନ୍ନ ଧାରା…
ଅଧିକ ଖବର ଦେଖନ୍ତୁ...

୧୭ ବର୍ଷୀୟ ବାଳିକା ସହିତ ମିତ୍ରତା କରି ଦୁଷ୍କର୍ମ କଲା ୨୩ ବର୍ଷିୟ ଯୁବକ; ଫାଶୀଦେଇ ମଲା ଅନ୍ତଃସତ୍ତ୍ବା ବାଳିକା

ଥାନେ: ଦୁଷ୍କର୍ମ କରି ଜଣେ ୧୭ ବର୍ଷୀୟ ବାଳିକାକୁ ଅନ୍ତଃସତ୍ତ୍ବା କରିବା ଓ ତାକୁ ଜୀବନ ହାରିବା ପାଇଁ ବିବଶ କରିଥିବା ଜଣେ ୨୩ ବର୍ଷିୟ ଯୁବକଙ୍କୁ ମୁମ୍ବାଇ ଉପନଗରୀରୁ ଗିରଫ କରାଯାଇଥିବା କଥା ଆଜି ପୁଲିସ କହିଛି। ବାଳିକାର ମାଆ କରିଥିବା ଅଭିଯୋଗ ଆଧାରରେ ଶୁକ୍ରବାର ଦିନ ପୁଲିସ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...