ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ସାଇବର ଠକ ଲୁଟିଲେ ୧୨ ଲକ୍ଷ

ଭୁବନେଶ୍ବର: ଜୁଆଖେଳ ଭଳି ଲୋଭ ଦେଖାଉଛନ୍ତି ସାଇବର ଠକ। ରାତାରାତି ଲକ୍ଷପତି ହେବାର ସ୍ବପ୍ନ ଦେଖାଇ ଲୋକଙ୍କୁ ଲୁଟୁଛନ୍ତି। ଘରେ ବସି ସହଜ ଉପାୟରେ ରୋଜଗାର ଆଶା ଦେଖାଇ ଟଙ୍କା ବିନିଯୋଗ ନାଁରେ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏମିତି ଅନେକ ଯୁବକ, ଯୁବତୀ ଠକେଇର ଶିକାର ହୋଇ ଥାନାର…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କୁ ପରପୁରୁଷ ସହ ଅସଂଯତ ଅବସ୍ଥାରେ ଦେଖି ହତ୍ୟାକାରୀ ସାଜିଲେ ସ୍ବାମୀ

ଫିରୋଜାବାଦ୍‌: ଉତ୍ତରପ୍ରଦେଶର ଫିରୋଜାବାଦ୍‌ରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ପତ୍ନୀ ପରପୁରୁଷ ସହ ସଂପର୍କ ରଖିବା ବେଳେ ସ୍ବାମୀ ଆଖିରେ ପଡ଼ିଯିବାରୁ ଘଟିଛି ହତ୍ୟାକାଣ୍ଡ। ପତ୍ନୀଙ୍କ ପ୍ରେମିକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ୍‌ ଏବେ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଦୁଇ ପୁତୁରା ଓ ପିଉସା ଗିରଫ, ମୁଖ୍ୟ ଅଭିଯୁକ୍ତ ନାବାଳିକାର ବାପା ଫେରାର

ନୂଆଗାଁ: ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡା ଗ୍ରାମର ନାବାଳିକା ମୃତ୍ୟୁ ଘଟଣାରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଏହି ଘଟଣାରେ ବ୍ୟବହୃତ ହୋଇଥିବା କାରକୁ ମଧ୍ୟ ଜବତ କରିଛି। ହେଲେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନାବାଳିକାର ବାପା ଫେରାର…
ଅଧିକ ଖବର ଦେଖନ୍ତୁ...

ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆସିଥିଲେ; କାର୍‌ ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଭୁବନେଶ୍ବର: ବେପରୁଆ ଗାଡ଼ି ଚାଳନା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ଲିଙ୍ଗରାଜ ମନ୍ଦିର ନିକଟରେ ଗତକାଲି ଏଭଳି ଦୁଃଖଦ ଘଟଣା ଘଟିଛି। ଦୁର୍ଘଟଣା ଘଟା‌ଇଥିବା ଗାଡ଼ି ଚାଳକ କୃଷ୍ଣଚନ୍ଦ୍ର ବେହେରାକୁ ଲିଙ୍ଗରାଜ ଥାନା ପୁଲିସ ଗିରଫ କରି କୋର୍ଟ…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀ-ଲେଖିକା ବିବାଦ: ବନସ୍ମିତାଙ୍କ ଅଭିଯୋଗ ପରେ ମୌସୁମୀ ନାୟକ ଗିରଫ

ଭୁବନେଶ୍ବର: ଲେଖିକାଙ୍କୁ ବ୍ଲାକମେଲିଂ କରିବା, ଟଙ୍କା ଦେବା ପାଇଁ ଧମକଚମକ ଦେବା; ଏମିତିକି ଲୋକ ଲଗାଇ ଗାଡ଼ିରେ ପିଛା କରିବା ଭଳି ସଂଗୀନ ଅଭିଯୋଗରେ ଇନ୍‌ଫୋସିଟି ଥାନା ପୁଲିସ ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ କମିଶନରେଟ ପୁଲିସ ମାମଲା ରୁଜୁ କରି…
ଅଧିକ ଖବର ଦେଖନ୍ତୁ...

ସତ୍ୟେନ୍ଦ୍ରଙ୍କ ବିରୋଧରେ ଏଫଆଇଆର ପାଇଁ ଏଲ୍‌ଜିଙ୍କ ଅନୁମତି ମାଗିଲା ସିବିଆଇ

ନୂଆଦିଲ୍ଲୀ: ଜେଲରେ ଆରାମଦାୟକ ଜୀବନ ଯାପନ କରିବା ବଦଳରେ ଠକ ସୁକେଶ ଚନ୍ଦ୍ରଶେଖର ସମେତ ବହୁ ଚର୍ଚ୍ଚିତ କଏଦୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ ଅଭିଯୋଗରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ପୂର୍ବତନ ଜେଲ୍ ମହାନିର୍ଦ୍ଦେଶକ ସନ୍ଦୀପ ଗୋୟଲଙ୍କ ବିରୋଧରେ ଏଫ୍ଆଇଆର୍…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକରେ ପରିବାରର ୪ ଜଣଙ୍କୁ ଛୁରି ଭୁସି ହତ୍ୟା

ଉଡ଼ୁପି: ରବିବାର ସକାଳେ କର୍ଣ୍ଣାଟକ ଉଡୁପି ଜିଲ୍ଲାର କେମନ୍ନୁଠାରେ ଜଣେ ଅଜଣା ଆକ୍ରମଣକାରୀ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କୁ ଛୁରି ଭୁସି ହତ୍ୟା କରିଛି। ଜଣେ ମୁଖାପିନ୍ଧା ଲୋକ ଜୋରଜବରଦସ୍ତ ଘରେ ପଶି ହସିନା (୪୬) ଓ ତାଙ୍କର ୨୩, ୨୧ ଓ ୧୨ ବର୍ଷର ତିନି ସନ୍ତାନଙ୍କୁ ଅତି ନିର୍ମମ ଭାବେ…
ଅଧିକ ଖବର ଦେଖନ୍ତୁ...

ଉଦୟପୁର ଦରଜୀଙ୍କ ହତ୍ୟାକାରୀ ବିଜେପି ଲୋକ: ଗେହଲଟ

ଯୋଧପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉଦୟପୁର ଦରଜୀ କହ୍ନେୟା ଲାଲ ତେଲିଙ୍କ ହତ୍ୟାକାରୀ ବିଜେପି ସହ ସଂପୃକ୍ତ ଥିବା ଅଭିଯୋଗ କରି କହିଛନ୍ତି ଯେ, ନଭେମ୍ବର ୨୫ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଛି।…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାକୁ କେନ୍ଦ୍ରକରି କଟକରୁ ଯୁବକଙ୍କୁ ଅପହରଣ: ଢେଙ୍କାନାଳରୁ ଉଦ୍ଧାର, ୨ ଗିରଫ

ଢେଙ୍କାନାଳ: କଟକ ମର୍କତନଗର ଥାନା ବାଲିକୁଦା ରାସ୍ତାର ବେଲ୍‌ଭିଉ ଛକରେ ଏକ ଇନୋଭା ପଛରେ ଜଣେ ବାଇକ୍ ଆରୋହୀ ପିଟି ହୋଇଯାଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଉଚ୍ଚବାଚ ପରେ ଇନୋଭା ମାଲିକ ବାଇକ୍ ଆରୋହୀ ଯୁବକଙ୍କୁ ମାଡ଼ମାରି ନିଜ ଗାଡ଼ିରେ ଅପହରଣ କରି ଆଣିଥିଲେ। ଖବରପାଇ ଢେଙ୍କାନାଳ ସଦର ଥାନା…
ଅଧିକ ଖବର ଦେଖନ୍ତୁ...

ଘର ବାହାରେ ଶିକ୍ଷୟିତ୍ରୀ ପରିସ୍ରା କରିବା ନେଇ ମିଥ୍ୟା ଅଭିଯୋଗ କରି ପୁଅକୁ ଲଗାଇ ମାଡ଼ ମାରିଲେ ପଡ଼ିଶା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଲାତୁରରେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିବା ଘଟଣା ସାମ୍ନାକୁ ଆସିଛି। ପୁଲିସ ସୂତ୍ରରୁ ପ୍ରକାଶ, ମହିଳା ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା କି, ଉକ୍ତ ଶିକ୍ଷୟିତ୍ରୀ ଜଣକ ଘର ବ‌ାହାରେ ପରିସ୍ରା କରିଥିଲେ। ଏହାକୁ କେନ୍ଦ୍ର କରି ପଡ଼ିଶାରେ…
ଅଧିକ ଖବର ଦେଖନ୍ତୁ...