ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ପରିତ୍ୟକ୍ତ କୂଅରୁ ୪ ବଳଦ ଉଦ୍ଧାର

ଛେଣ୍ଡିପଦା: ଛେଣ୍ଡିପଦା ଥାନା କୁକୁରପେଟା ପଞ୍ଚାୟତ ଫୁଲଝରୀ ଗାଁର ଏକ ପରିତ୍ୟକ୍ତ କୂଅରୁ ଆଜି ଦୁଇଟି ମୃତ ଓ ଦୁଇଟି ଜୀବିତ ବଳଦ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ-ଛେଣ୍ଡିପଦା ରାସ୍ତା କଡ଼ରେ ଗାଁର ଗଗନ ବାଘଙ୍କ ଘରଠାରୁ ପ୍ରାୟ ୫ ଶହ ମିଟର ଦୂର ତାଙ୍କ ତଇଳାରେ ଏକ…
ଅଧିକ ଖବର ଦେଖନ୍ତୁ...

କଣ୍ଟାପାଳରେ ମଦ ବିରୋଧୀ ଶୋଭାଯାତ୍ରା

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ୍‌ କଣ୍ଟାପାଳ ଗ୍ରାମରେ ଆଜି ମଦ ବିରୋଧୀ ସଚେତନତା ସଭା ଓ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। କଣ୍ଟାପାଳ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପ୍ରଥମେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ଶତ୍ରୁଘ୍ନ ମହାଖୁଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ…
ଅଧିକ ଖବର ଦେଖନ୍ତୁ...

ବୋରେଓ୍ଵଲ୍‌ରେ ରାଧା ଖସିପଡ଼ିବା ଘଟଣା : କନିଷ୍ଠ ଯନ୍ତ୍ରୀ ସରୋଜ ମହାନ୍ତି ନିଲମ୍ବିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ ହଣ୍ଡପା ଥାନା ଜାମୁନାଳି ପଞ୍ଚାୟତ ଗୋଳାସର ଗାଁର ଶିଶୁକନ୍ୟା ରାଧାରାଣୀ ସାହୁ ୨୦ଫୁଟ୍‌ ଗଭୀର ବୋରେଓ୍ଵଲ୍‌ ଖାତରେ ପଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦେଶକ କାର୍ଯ୍ୟରେ ଅବହେଳା କରିଥିବା…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ଇନୋଭା- ଟ୍ରକ ଧକ୍କା, ଜଣେ ମୃତ, ୨ ଗୁରୁତର

ଅନୁଗୁଳ: ଆଜି ସକାଳେ ସମ୍ବଲପୁରରୁ ଜଣେ କ୍ୟାନସର ରୋଗୀଙ୍କୁ ନେଇ ଆସୁଥିବା ଏକ ଇନୋଭା ଗାଡ଼ି ସହିତ ଏକ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳଥିିବା ସୂଚନା ଅନୁଯାୟୀ, ସମ୍ବଲପୁରରୁ ଜଣେ…
ଅଧିକ ଖବର ଦେଖନ୍ତୁ...

ମୁକୁଳା ବୋରେଓ୍ଵଲ୍‌ ପାଇଁ ଯନ୍ତ୍ରୀ, ଠିକା ସଂସ୍ଥା ଦାୟୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ ହଣ୍ଡପା ଥାନା ଜାମୁନାଳି ପଞ୍ଚାୟତ ଗୋଳାସର ଗାଁର ୩ବର୍ଷର ଶିଶୁକନ୍ୟା ରାଧାରାଣୀ ସାହୁ ୨୦ଫୁଟ୍‌ ଗଭୀର ବୋରେଓ୍ଵଲ୍‌ ଖାତରେ ପଡ଼ିବା ଘଟଣାରେ ପ୍ରଶାସନିକ ଅବହେଳା ସାମ୍ନାକୁ ଆସିଛି। ଜିଲ୍ଳାପାଳ ଅନିଲ କୁମାର ସାମଲ ଆଜି ଏହି ଘଟଣାରେ ଅବହେଳା ପାଇଁ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁତ୍ୱ ବିବିଧତାକୁ ଯୋଡ଼େ: ମୋହନ ଭାଗବତ

ଅନୁଗୁଳ: ‘ହିନ୍ଦୁତ୍ୱ ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ବୁଝାଏ ନାହିଁ। ଏହା ଆମ ରାଷ୍ଟ୍ରୀୟତାର ପ୍ରତୀକ। ସବୁ ଧର୍ମ, ବର୍ଣ୍ଣ, ଜାତି ଓ ବିଚାରକୁ ସମ୍ମାନ ଦେବା ତଥା ଏକତା ସୂତ୍ରରେ ବାନ୍ଧି ରଖିବା ହେଉଛି ହିନ୍ଦୁତ୍ୱ। ବିବିଧତା ଭିତରେ ଏକତା ଆମ ଦେଶର ପରିଚୟ ହୋଇଥିବା ବେଳେ ଏହାକୁ ଯୋଡ଼ି…
ଅଧିକ ଖବର ଦେଖନ୍ତୁ...

ଦ୍ୱିତୀୟ ଜୀବନ ପାଇଲା ରାଧା, ୭ ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର 

ଅନୁଗୁଳ: ବୋରୱେଲ ଭିତରେ ପଡ଼ିଯାଇଥିବା ୪ ବର୍ଷର ଶିଶୁ ରାଧାକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଦୀର୍ଘ ୭ଘଣ୍ଟାର ଉଦ୍ୟମ ପରେ ଅଗ୍ନିଶମ ବିଭାଗର ଆଗ୍ନିକମାନେ ଶିଶୁଟିକୁ ଜୀବନ୍ତ ଉଦ୍ଧାର କରିଥିବା ଜଣାପଡ଼ିଛି। ଉଦ୍ଧାର ପରେ ରାଧାକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର…
ଅଧିକ ଖବର ଦେଖନ୍ତୁ...

ବୋରୱେଲରେ ପଡ଼ି ୩୦ ଫୁଟ ତଳୁ କାନ୍ଦୁଛି ରାଧା, ତ୍ୱରାନ୍ଵିତ ହୋଇ ପାରୁନି ଉଦ୍ଧାର କାର୍ଯ୍ୟ

ଅନୁଗୁଳ: ବୋରୱେଲରେ ପଡ଼ି ୩୦ ଫୁଟ ତଳୁ ରାଧା କାନ୍ଦୁଛି। ସମସ୍ତେ ଶୁଣୁଥିଲେ ବି ଉପାୟ ଶୂନ୍ୟ ହୋଇ ଯାଇଛନ୍ତି। ଏଭଳି ଅଭାବନୀୟ ଘଟଣାର ସମାଧାନ କରିବା ପାଇଁ ଆମ ରାଜ୍ୟରେ ଟେକନୋଲୋଜି ନାହିଁ। ପାରମ୍ପରିକ ଢଙ୍ଗରେ ରାଧାକୁ ଉଦ୍ଧାର କରିବା ପାଇଁ ଦମକଳ ବାହିନୀ ଲାଗିଛି। ରାଧାକୁ ଆଉ କେତେ ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ବୋରୱେଲ ଭିତରକୁ ଖସି ପଡ଼ିଛି ଶିଶୁ, ଶୁଭୁଛି କେବଳ ରାଧାର କାନ୍ଦଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଗୋଳାସର ଗ୍ରାମର ଜଣେ ୪ ବର୍ଷୀୟା ଝିଅ ଏକ ମୁହଁ ଖୋଲା ଥିବା ବୋରୱେଲ ମଧ୍ୟରେ ଖସିପଡ଼ିଛି। ଖବର ପାଇ ବାମୁର ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି କୁନି ଝିଅଟିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ଘରଭଡ଼ା ନେବା ଆଳରେ ଛୁରିରେ ଆକ୍ରମଣ କରି ଲୁଟ୍‌

ଅନୁଗୁଳ: ଆଜି ଦିନ ସାଢ଼େ ୧୧ଟା ବେଳେ ଘରଭଡ଼ା ନେବାକୁ ଆସି ଜଣେ ଯୁବକ ଘରର ମାଲିକାଣିଙ୍କୁ ଛୁରି ମାରି ଆହତ କରିବା ସହିତ ତାଙ୍କ ବେକରୁ ଏକ ସୁନା ଚେନ୍‌ ଲୁଟି ନେଇ ପଳାଇଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...