ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ତାଳଚେର ରକ୍ତ ଭଣ୍ଡାରରେ ଲାଗିବ ସିସିଟିଭି

ଅନୁଗୁଳ: ତାଳଚେର ରକ୍ତ ଭଣ୍ଡାର ପରିଚାଳନା କମିଟିର ଏକ ବୈଠକ ବୁଧବାର ତାଳଚେର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ରକ୍ତ ଭଣ୍ଡାର ସଭାପତି ତଥା ତାଳଚେର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ବୈଠକରେ ଅଧ୍ୟକ୍ଷତା କରିଥିଲେ। ରକ୍ତ ଭଣ୍ଡାର ପାଇଁ ନୂତନ ଗୃହ ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ଅବକାରୀ କର୍ମଚାରୀ ନାଁରେ ଚାନ୍ଦା ଆଦାୟ

ବଇଣ୍ଡା: ହଣ୍ଡପା ଥାନା ଗୋବିନ୍ଦ ପୁର ଗାଁରେ ୨ ଜଣ ଯୁବକ ଘରକୁ ଘର ବୁଲି ଚାନ୍ଦା ମାଗୁଥିବା ଅଭିଯୋଗ ହୋଇଛି। ଗ୍ରାମ ସଭାପତି ସୁରମଣି ପ୍ରଧାନ ଏ ସଂପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ମଟରସାଇକେଲ୍‌ରେ ଆସୁଥିବା ଏହି ଯୁବକ ୨ ଜଣ ନିଜକୁ ଅବକାରୀ କର୍ମଚାରୀ କହୁଛନ୍ତି। ସେମାନଙ୍କୁ ଜଣେ…
ଅଧିକ ଖବର ଦେଖନ୍ତୁ...

କଣିହାଁରେ ମେଗା ରକ୍ତଦାନ ଶିବିର; ୧୬୫ ୟୁନିଟ୍‌ ସଂଗ୍ରହ

କଣିହାଁ : ‘ସମ୍ବାଦ-ଆମ ଓଡ଼ିଶା’, ଏନ୍‌ଟିପିସି କଣିହାଁ ସଚେତନ ନାଗରିକ ମଞ୍ଚ ଓ କଣିହାଁ ମହାବିଦ୍ୟାଳୟର ମିଳିତ ଉଦ୍ୟମରେ ଆଜି କଣିହାଁ ପ୍ରଜା ମଣ୍ଡଳ ଭବନରେ ଏକ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ୧୬୫ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। କଣିହାଁ ବିଡିଓ ରମେଶ…
ଅଧିକ ଖବର ଦେଖନ୍ତୁ...

ଦୁଇ କ୍ୟାଡ଼ର ମାଓବାଦୀଙ୍କ ଆତ୍ମସମର୍ପଣ

ଅନୁଗୁଳ ଜିଲ୍ଲାରେ କରୁଥିଲେ ମାଓ ସଙ୍ଗଠନ ସଭା ଅନୁଗୁଳ : ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଛୁଟ୍‌କେଇ ବିଟ୍‌ ହାଉସ୍‌ ଆକ୍ରମଣ, ଚୁଆଁରି ବିଟ୍‌ ହାଉସ୍‌ ପୋଡ଼ି ଏବଂ ବନ ବିଭାଗ ସମ୍ପତ୍ତି କ୍ଷୟକ୍ଷତି ଘଟଣାରେ ସମ୍ପୃକ୍ତ ଥିବା ଛତିଶଗଡ଼ କ୍ୟାଡ଼ରର ଦୁଇ ଜଣ ମାଓବାଦୀ ସୁକୁରାମ ପୂର୍ତ୍ତି (୧୮)…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କର ଷ୍ଟ୍ରଙ୍ଗରୁମ୍‌ କାଟି ନେଇଗଲେ ୭ ଲକ୍ଷ ୮୩ ହଜାର ଟଙ୍କା ଓ ସୁନାଗହଣା

ପାଳଲହଡ଼ା : ପାଳଲହଡ଼ା ଭଳି ଶାନ୍ତିପ୍ରିୟ ଅଞ୍ଚଳରେ ବି ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଲାଣି। ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ (ଏୟୁସିସି) ପାଳଲହଡ଼ା ଶାଖାରୁ ଦୁର୍ବୃତ୍ତମାନେ ୭ ଲକ୍ଷରୁ ଅଧିକ ଟଙ୍କା ଓ ସୁନାଗହଣା ଲୁଟି ନେବା ଘଟଣା ସାଧାରଣରେ…
ଅଧିକ ଖବର ଦେଖନ୍ତୁ...

ମହିଳା ଓ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ଖମାର : ପାଳଲହଡ଼ା ବ୍ଳକ୍‌ ଖମାର ଅଞ୍ଚଳରେ ଏକ ଗୋଠଛଡ଼ା ଦନ୍ତାହାତୀ ଆତଙ୍କ ଖେଳାଇଛି। ଗତ ସୋମବାର ଦନ୍ତା ଜଣେ ଲୋକକୁ ମାରିଥିବା ବେଳେ ଆଜି ଦୁଇଜଣଙ୍କର ଜୀବନ ନେଇଛି। ଖମାର ରେଞ୍ଜର୍‌ ସୁକେଶ ଚନ୍ଦ୍ର ଶତ୍ରୁଶଲ୍ୟଙ୍କ ସୂଚନା ଅନୁଯାୟୀ, ଆଜି ଭୋର ସାଢ଼େ ୪ଟା ବେଳେ ଶଙ୍ଖମୁର ଗାଁ ତଇଳା ସାହିର…
ଅଧିକ ଖବର ଦେଖନ୍ତୁ...

ପାଳଲହଡ଼ାରେ ବସ-ଟ୍ରକ ମୁହାଁମୁହିଁ ଧକ୍କା, ମହିଳା ଯାତ୍ରୀଙ୍କ ମୃତ୍ୟୁ, ୧୫ ହସ୍ପିଟାଲରେ ଭର୍ତ୍ତି

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଦେଇ ଯାଇଥିବା ଜାତୀୟ ରାଜପଥ ନମ୍ବର-୪୯ରେ ଶୁକ୍ରବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ବାଙ୍କଦର ନିକଟସ୍ଥ ମୁକ୍ତାପୁର ପେଟ୍ରୋଲ ପମ୍ପ ସମ୍ମୁଖରେ ଅନୁଗୁଳରୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଯାଉଥିବା ଏକ ଘରୋଇ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: କନିଅର ଫଳ ଖାଇ ୧୬ ସ୍କୁଲ ପିଲା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅନନ୍ତପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୬ ଜଣ ଛାତ୍ରଛାତ୍ରୀ ଗୁରୁବାର ଅପରାହ୍ନରେ କନିଅର ଫଳ ଖାଇ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି। କନିଅର ଫଳ ଖାଇବାର କିଛି ସମୟ ପରେ ପିଲାମାନଙ୍କର ମୁଣ୍ଡ ବୁଲାଇ ଥିଲା। ଦେଖୁ ଦେଖୁ ଜଣେ ପରେ ଜଣେ ଅସୁସ୍ଥ ହେବାରେ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ଏଟିଏମ ତାଡ଼ି ଲୁଟ୍‌

ଅନୁଗୁଳ: ଗତକାଲି ରାତିରେ ଅନୁଗୁଳ ସହରର ଅମଲା ପଡ଼ା ଠାରେ ଥିବା ଆଇ ଡି ବି ଆଇ ବ୍ୟାଙ୍କର ଏକ ଏଟିଏମ୍‌ ଲୁଟ୍‌ ହୋଇଛି। ସିକ୍ୟୁରିଟି ଗାର୍ଡ ନ ଥିବା ଏହି ଏଟିଏମ ଭିତରେ ପଶି କେତେକ ଦୁର୍ବୃତ୍ତ ଶାବଳରେ ଏଟିଏମକୁ ତାଡ଼ି ଲୁଟ୍‌ କରିଛନ୍ତି। ଦୁର୍ବୃତ୍ତମାନେ କେତେ ଟଙ୍କା ଲୁଟ୍‌ କରିଛନ୍ତି ତାହା…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ପ୍ରେମ  ବିବାହର ୬ ଦିନ ନ ପୂରୁଣୁ  ନବବଧୁଙ୍କ  ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ରେଳଲାଇନ୍‌ରୁ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଟାଉନ୍‌ ଥାନା ଅନ୍ତର୍ଗତ  ଜରାସିଂହା ଗ୍ରାମ ନିକଟରେ ଟ୍ରେନ୍‌ ଲାଇନ୍‌ରେ କଟି ଜଣେ ନବବଧୂଙ୍କର ମୃତ୍ୟୁ ଘଟିଛି। ନବ ବଧୂଜଣକ ହେଉଛନ୍ତି ହେମାନୀ ସାହୁ।  ଝରାସିଂହ ଗ୍ରାମର ସୁବର୍ଣ୍ଣ ସାହୁଙ୍କ ପୁଅ ଲୁଲୁ ସାହୁଙ୍କୁ ଗତ ଗୁରୁ ବାର ( ୭ ତାରିଖ) ଦିନ ହେମାନୀ ଏକ…
ଅଧିକ ଖବର ଦେଖନ୍ତୁ...