ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ନାଲକୋ ନଗରରେ ବସ-ବାଇକ ମୁହାଁ ମୁହିଁ ଧକା: ଜଣେ ମୃତ, ୧୨ ଘଣ୍ଟା ରାସ୍ତା ରୋକ

ନାଲକୋ ନଗର: ଅନଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ହିଙ୍ଗୁଳା ମନ୍ଦିର ନିକଟରେ ରବିବାର ଅନଗୁଳରୁ ତାଳଚେର ଅଭିମୁଖେ ଯାଉଥିବା ବସ ଓଆର୦୫ ଏଆର ୮୫୨୧ ଟେଣ୍ଟଇ ଗ୍ରାମର ରାଜକିଶୋର ନାୟକ (୨୮)ବାଇକ ଯୋଗେ ଓଆର ୧୯ଜି ୬୬୨୪ ନିଜ ବନ୍ଧୁଙ୍କ ସହ ବାଇକ ଯୋଗେ ଭୂଷଣପ୍ଲାଣ୍ଟକୁ…
ଅଧିକ ଖବର ଦେଖନ୍ତୁ...

ପ୍ରୋତ୍ସାହନ ଆଳରେ ପେଟକୁ ନାତ:ଲୋଭ ଦେଖାଇ ଠକିଲେ ଉଦ୍ୟାନ ଅଧିକାରୀ

ଆଠମଲ୍ଲିକ:ମାଗଣାରେ ଆମ୍ବ ଗଛ ଦେଲେ। ତିନି ବର୍ଷ ପାଇଁ ସାର, ବାଡ଼ ଓ ଅନ୍ୟାନ୍ୟ ଖର୍ଚ୍ଚ ଭରଣା କରିବାର ଲୋଭ ବି ଦେଖାଇଲେ। ଉଦ୍ୟାନ ବିଭାଗ ଅଧିକାରୀଙ୍କଠାରୁ ଏଭଳି ପ୍ରତିଶ୍ରୁତି ଆଉ ପ୍ରୋତ୍ସାହନ ମିଳିବା ପରେ ଚାଷୀ ଆମ୍ବ ଚାଷ କଲେ। କିନ୍ତୁ ଇତିମଧ୍ୟରେ ତିନି ବର୍ଷ ପୂରିିଲାଣି, ଚାଷୀଙ୍କୁ…
ଅଧିକ ଖବର ଦେଖନ୍ତୁ...

କୂଅରେ ଗଳି ପଡ଼ିଲା ହାତୀ 

କିଶୋରନଗର : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଦଳୀମୁଣ୍ଡା ପଞ୍ଚାୟତ କଂସାରୀକୁଦ ଗାଁର ରବୀନ୍ଦ୍ର ପ୍ରଧାନଙ୍କ ୨୦ ଫୁଟ୍‌ ଗଭୀରର ଖୋଲା ମାଟି କୂଅରେ ଏକ ମାଈ ହାତୀ ଗଳି ପଡ଼ିଥିଲା। ଦୀର୍ଘ ୧୨ ଘଣ୍ଟାର ପରିଶ୍ରମ ପରେ ଆଜି ସନ୍ଧ୍ୟାରେ ହାତୀଟିକୁ କୂଅରୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ତଳଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ୨୮ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗାଁରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ପୁଲିସ ଆଜି ୨୮ଜଣଙ୍କୁ ଗିରଫ କରିଛି। ଶନିବାର ତଳଗଡ଼ରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ଏହି ସଂଘର୍ଷ ଘଟିଥିଲା। ଏଥିରେ ୨୫ରୁ ଅଧିକ ଅସବର୍ଣ୍ଣଙ୍କ ଘର ଭାଂଗି ଦିଆଯାଇଥିଲା। ଏହି ଘଟଣାରେ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ଯୁବକଙ୍କୁ ହତ୍ୟା ଅଭିଯୋଗ

ପାଇକସାହି( ଅନୁଗୁଳ): ଆଜି ସକାଳେ ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ସାନଓଲା-ପାଇକସାହିର ରାସ୍ତାର ବରହମ ଗାଁ ନିକଟରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୁଲିସ ଜବତ କରିଛି। ଯୁବକଙ୍କ ନାମ ଗୋପାଳ ନାୟକ(୪୫ ବର୍ଷ) ଓ ତାଙ୍କର ଘର ବନଦାଦର ଗ୍ରାମରେ। ଗୋପାଳଙ୍କୁ ପିଟିପିଟି ହତ୍ୟା…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଆମ୍ବୁଲାନ୍‌ସରେ ଦୁଷ୍କର୍ମ ଉଦ୍ୟମ

୪ ଜଣଙ୍କୁ ନିସ୍ତୁକ ମାଡ଼, ମହୀଧରପୁର-ଅନୁଗୁଳ ରାସ୍ତାରୋକ ବଅଁରପାଳ : ଜୀବନ ସହ ସଂଘର୍ଷ କରୁଥିବା ଭଉଣୀକୁ ନେଇ ମେଡିକାଲ୍‌ ଯାଇଥିଲେ। କିନ୍ତୁ ଘରକୁ ଫେରିଲା ବେଳକୁ ନିଜ ଜୀବନ ପଡ଼ିଗଲା ସଂକଟରେ। ଯାହା କେବେ କଳ୍ପନା କରିନଥିଲେ, ତାହା ହିଁ ଘଟିଲା। ଜୀବନ-ମୃତ୍ୟୁ ସଂଘର୍ଷର ସବୁଠୁ ସୁରକ୍ଷିତ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଗଣଦୁଷ୍କର୍ମ

ଛେଣ୍ଡିପଦା : ଜରପଡ଼ା ଥାନା ଅଞ୍ଚଳରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଆଉ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ପୀଡ଼ିତାର ବାପା ଗତକାଲି ଥାନାରେ ଏ ସଂପର୍କରେ ଲିଖିତ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଅମାନୁଷିକତା: ଆମ୍ବୁଲାନ୍ସ ଭିତରେ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ, ତିନି ଅଟକ !

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଭଉଣୀକୁ କଟକର ଏକ ଘରୋଇ ଡାକ୍ତରଖାନାକୁ ଭର୍ତ୍ତି କରିବାକୁ ଆଣିଥିବା ଯୁବତୀଙ୍କୁ ତିନିଜଣ ଯୁବକ ଆମ୍ବୁଲାନ୍ସ ଭିତରେ ଅସଦାଚରଣ କରିବାକୁ ଉଦ୍ୟମ କରିଥିବା ନେଇ ଶନିବାର ଅଭିଯୋଗ ହୋଇଛି। ଜରପଡ଼ା ଥାନା କୁଶକିଳା ଗ୍ରାମରେ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ଜରପଡ଼ା ଥାନା ଅଞ୍ଚଳର ଜଣେ ୫ମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଛାତ୍ରୀଙ୍କ ବାପା ଏ ସଂପର୍କରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଅନୀଲ ଦାସ(୨୫ ବର୍ଷ)ଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ନାଲକୋନଗର: ଭାରସାମ୍ୟ ହରାଇ କାର୍‌ ଦୁର୍ଘଟଣା ଗ୍ରସ୍ତ

ନାଲକୋନଗର: ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ମେଡିକାଲ ଛକ ନିକଟରେ ଶୁକ୍ରବାର ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୂଚନା ଅନୁସାରେ ଟାଉନସିପ ଅଞ୍ଚଳରୁ ଡାକ୍ତରଖାନା ଅଭିମୁଖେ ଆସୁଥିବା ମାରୁତି କାର(ଓଡି୧୯ଜି ୯୦୮୯) ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ…
ଅଧିକ ଖବର ଦେଖନ୍ତୁ...