ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ମିଥ୍ୟା ଅଭିଯୋଗରେ ଯୁବକ ଗିରଫ, ପ୍ରତିବାଦରେ ଗ୍ରାମବାସୀଙ୍କ ନାଲକୋ ଥାନା ଘେରାଉ

ନାଲକୋ ନଗର: ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମର ରବି ସ୍ୱାଇଁଙ୍କ ଘରୁ ମଙ୍ଗଳବାର ରାତିରେ ଡକାୟତି ହୋଇଛି ବୋଲି ନାଲକୋ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଦୁଇଦିନ ତଳେ ବଳରାମପ୍ରସାଦ ଗ୍ରାମର କଇଁଫୁଲିଆ ସାହିର ୩ଜଣ ଯୁବକ ରବି ସ୍ୱାଇଁଁଙ୍କ ଘରେ…
ଅଧିକ ଖବର ଦେଖନ୍ତୁ...

ସମ୍ମାନ ପାଇଁ ଶ୍ରଦ୍ଧାଭାଜନ ହେବାକୁ ଆହ୍ଵାନ

ତାଳଚେର : ଯେତେ ପାଠ ପଢ଼ିଲେ ବି ଜଣେ ସାମ୍ବାଦିକ ହୋଇପାରିବ ନାହିଁ। ଇଏ ଏକ ଭିନ୍ନଧରଣର ବୃତ୍ତି, ଯାହା ଅନ୍ୟ ବୃତ୍ତିଠାରୁ ସଂପୂର୍ଣ୍ଣ ଅଲଗା। ଏଥିପାଇଁ ବିଶେଷ ଗୁଣର ଆବଶ୍ୟକତା ରହିଛି। ଭାଷା ଉପରେ ଦଖଲ, ମାଟି ପ୍ରତି ମମତା ଆଉ ଲୋକଙ୍କ ବିଶ୍ୱାସ ଜିତିବା ହେଉଛି ଗୋଟିଏ ସାମ୍ବାଦିକର ପ୍ରଧାନ…
ଅଧିକ ଖବର ଦେଖନ୍ତୁ...

ମରୁଡ଼ିଠୁ ବଳିଯିବ ଲଗାଣ ବର୍ଷା ମାଡ଼ : ଚାଷୀଙ୍କୁ ଫିମ୍ପି, ଗଜା ବିପଦ!

ଅନୁଗୁଳ : ପ୍ରଥମେ ମରୁଡ଼ି ମାଡ଼; ପରେ ଚକଡ଼ା ପୋକ ଦାଉ ଆଉ ଏବେ ଲଘୁଚାପ ବର୍ଷା। ପ୍ରକୃତିର ଏଭଳି ପ୍ରକୋପ ଏବେ ଚାଷୀର ଶସ୍ୟଶ୍ୟାମଳା ସୁନା ଫସଲକୁ ନଷ୍ଟ କରିବାକୁ ବସିଛି। ମରୁଡ଼ି ଓ ଚକଡ଼ା ବିପତ୍ତିରେ ଅନୁଗୁଳ ଜିଲ୍ଲାରେ ଯେତିକି କ୍ଷତି ଘଟିନଥିଲା; ତା’ଠୁ ବଳିଗଲା ବର୍ଷା ମାଡ଼। ଗତକାଲି ରାତିରୁ…
ଅଧିକ ଖବର ଦେଖନ୍ତୁ...

ଓ୍ଵାକୋ ଓଡ଼ିଶା କିକ୍‌ବକ୍‌ସିଙ୍ଗ ଖେଳାଳିଙ୍କୁ ୩ଟି ସ୍ୱର୍ଣ୍ଣ ପଦକ

ନାଲକୋନଗର: ହଙ୍ଗେରୀର ବୁଡ଼ାପେଷ୍ଟଠାରେ ଚଳିତ ମାସ ୩ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୨ରେ ଶେଷ ହୋଇଥିବା ଓ୍ଵାକୋ କିକ୍‌ବକ୍‌ସିଙ୍ଗ ଚମ୍ପିଅନସିପ୍‌ରେ ଓଡ଼ିଶାର ଖେଳାଳି ୩ଟି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଭାରତରୁ ୧୩ଜଣ ଖେଳାଳି ଭାଗ ନେଇଥିବାଳେ ଓଡ଼ିଶାର ୪ଜଣ ସାମିଲ ଥିଲେ। ଏମାନଙ୍କ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ଜରାସିଂହାରୁ ୧୦୬ୟୁନିଟ୍‌ ରକ୍ତସଂଗ୍ରହ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଜରାସିଂହା ଗ୍ରାମସଭା ଓ ‘ସମ୍ବାଦ-ଆମଓଡ଼ିଶା’ ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଶିମିଳିସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ମୋଟ୍‌ ୧୦୬ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ…
ଅଧିକ ଖବର ଦେଖନ୍ତୁ...

କାର୍‌ ଭିତରେ ସଂଘବଦ୍ଧ ଆକ୍ରମଣ

ଅନୁଗୁଳ : ଅନୁଗୁଳ ବଜାରପଡ଼ା ବାସିନ୍ଦା ସନ୍ତୋଷ ମୋଦିଙ୍କ ପୁଅ ସୌରଭ ମୋଦିଙ୍କୁ ଆଜି ସକାଳେ ଦୁର୍ବୃତ୍ତମାନେ କାର୍‌ ଭିତରେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତମାନଙ୍କ ଖଣ୍ଡା, ଛୁରି ଆକ୍ରମଣରେ ଶ୍ରୀ ମୋଦିଙ୍କ ଶରୀରର ୩୦ରୁ ଅଧିକ ସ୍ଥାନରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ସାଉଥବଲଣ୍ଡାରେ ଆମ ଓଡିଶା ରକ୍ତଦାନ ଶିବିର; ୧୦୧ ୟୁନିଟ୍‌ ରକ୍ତ ସଂଗ୍ରହ

ସାଉଥବଲଣ୍ଡା : ତାଳଚେର ବ୍ଲକ୍‌ ସାଉଥବଲଣ୍ଡା ବଣିକ ସଂଘ, ଅନୁଗୁଳ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ଉଦ୍ୟମରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସାଉଥବଲଣ୍ଡା ଲକ୍ଷ୍ମୀପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ୧୦୧ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ଟଙ୍କା ପଡ଼ିଗଲା କହି ଦୁର୍ବୃତ୍ତ ବ୍ୟାଙ୍କ ଭିତରୁ ନଗଦ ୧ଲକ୍ଷ,୬୦ହଜାର ଟଙ୍କା ନେଇ ଚମ୍ପଟ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରୁ ଜଣେ ବ୍ୟକ୍ତିଙ୍କ ଠାରୁ ଜଣେ ଦୁର୍ବୃତ୍ତ ସୋମବାର ନଗଦ ୧ଲକ୍ଷ,୬୦ହଜାର ଟଙ୍କା ନେଇ ଚମ୍ପଟ ମାରିଛି। ସୂଚନାଯୋଗ୍ୟ, ସୋମବାର ରାଜନୀକାନ୍ତ ରାଉତ ଟଙ୍କା ଜମା କରିବା ପାଇଁ ଅନୁଗୁଳ ଜିଲ୍ଲାପାଳ…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କ ନାଁରେ ଋଣ ଚଳୁ : ଘର ଘର ବୁଲି ଫେରାଉଛନ୍ତି ଟଙ୍କା

ଅନୁଗୁଳ/ଛେଣ୍ଡିପଦା : ଋଣ ଟଙ୍କା ଖାଇ ବସି ଯାଇଥିଲେ। ଚାଷୀଙ୍କୁ ପାସ୍‌ବୁକ୍‌ କିମ୍ବା ଚେକ୍‌ ବହି ଦେଉନଥିଲେ। କିନ୍ତୁ ଏ ଜାଲିଆତି ଧରାପଡ଼ିଯିବା ପରେ ଏବେ ଡଙ୍ଗାପାଳ ସମବାୟ ସମିତି କର୍ତ୍ତୃପକ୍ଷଙ୍କ ଅକଲଗୁଡୁମ୍‌ ହୋଇଯାଇଛି। ଘଟଣାକୁ ସଂପୂର୍ଣ୍ଣ ଭାବେ ଚାପି ଦେବା ପାଇଁ ଏବେ ଚାଷୀମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

‘ଚାଷୀଙ୍କ କଟା ଘା’ରେ ଆଉ ଚୂନ ମାରନି’

ଅନୁଗୁଳ : ରାଜ୍ୟରେ ଚଳିତବର୍ଷ ମରୁଡ଼ି ସାଂଗକୁ ଚକଡ଼ା ପୋକ ଚାଷୀକୂଳର ଚିନ୍ତା ବଢ଼ାଇ ଦେଇଛି। ଏହାକୁ ନେଇ କେଉଁଠି ଚାଷୀ ଧାନ କ୍ଷେତରେ ନିଆଁ ଲଗାଉଛି ତ, କେଉଁଠି କ୍ଷେତରେ ନିଆଁ ଲଗାଇ ବିଷ ପିଇ ଆତ୍ମହତ୍ୟା କଲା ଭଳି ଚରମ ପଦକ୍ଷେପ ନେଉଛି। ଏହି ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ରାଜନୈତିକ…
ଅଧିକ ଖବର ଦେଖନ୍ତୁ...