ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ଫକୀରମୋହନ ଭେଷଜ ମହାବିଦ୍ୟାଳୟ ହାସପାତାଳ: ସପ୍ତାହେ ହେଲା ଏମ୍‌ଆରଆଇ ମେସିନ୍‌ ଅଚଳ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବାଲେଶ୍ବର: ବାଲେଶ୍ବର ସ୍ଥିତ ଫକୀରମୋହନ ଭେଷଜ ମହାବିଦ୍ୟାଳୟ ହାସପାତାଳରେ ଏମ୍‌ଆରଆଇ ସେବା ଗତ ସପ୍ତାହେ ହେଲା ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଚଳ ହୋଇପଡ଼ିଛି। ଫଳରେ ଏମ୍‌ଆର୍‌ଆଇ କରିବାକୁ ଆସୁଥିବା ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସେମାନେ ହସ୍‌ପିଟାଲ…
ଅଧିକ ଖବର ଦେଖନ୍ତୁ...

ଫକୀରମୋହନ ଭେଷଜ ମହାବିଦ୍ୟାଳୟ ଡାକ୍ତରଖାନା: ସପ୍ତାହେ ହେଲା ଏମ୍‌ଆର୍‌ଆଇ ମେସିନ୍‌ ଅଚଳ

ବାଲେଶ୍ବର: ବାଲେଶ୍ବରସ୍ଥିତ ଫକୀରମୋହନ ଭେଷଜ ମହାବିଦ୍ୟାଳୟ ଡାକ୍ତରଖାନାରେ ଏମ୍‌ଆରଆଇ ସେବା ଗତ ସପ୍ତାହେ ହେଲା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଚଳ ହୋଇପଡ଼ିଛି। ଫଳରେ ଏମ୍‌ଆର୍‌ଆଇ କରିବାକୁ ଆସୁଥିବା ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସେମାନେ ହାସପାତାଳ…
ଅଧିକ ଖବର ଦେଖନ୍ତୁ...

ପଞ୍ଚୁବିଶା ମୁହାଣ ପୁନରୁଦ୍ଧାର କାମ ଆରମ୍ଭ: ମତ୍ସ୍ୟଜୀବୀଙ୍କ ମୁହଁରେ ଫୁଟିଲା ହସ

ବାହାନଗା: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍‌ ଖରାସାହାପୁର ପଞ୍ଚାୟତ ଅଧୀନ ପଞ୍ଚୁବିଶା ମୁହାଣର ପୁନରୁଦ୍ଧାର (ପଙ୍କ ଉଦ୍ଧାର) କାମ ଆରମ୍ଭ ହୋଇଛି। ଫଳରେ ଯନ୍ତ୍ରଚାଳିତ ଡଙ୍ଗା ସାହାଯ୍ୟରେ ସମୁଦ୍ରକୁ ମାଛ ଧରି ଯିବାକୁ ସମସ୍ୟା ଭୋଗୁଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନେ ଖୁସି ବ୍ୟକ୍ତ…
ଅଧିକ ଖବର ଦେଖନ୍ତୁ...

ଅଜଣା କାର ଧକ୍କାରେ ସାଇକେଲ ଆରୋହୀ ମୃତ

ବସ୍ତା୨: ସିଂଲା ଥାନା ଗୁହାଳିପଦା ଠାରେ ଅଜଣା ଗାଡ଼ିଧକ୍କାରେ ଜଣେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି। ସୂଚନାରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ବସ୍ତା ଥାନା ମହାଦେବସରାଇ ଦଶରାପଦା ଗ୍ରାମର ବିରାମ ମୁର୍ମୁ ଙ୍କ ପୁଅ ନାଲୁ (୩୩) ଓ…
ଅଧିକ ଖବର ଦେଖନ୍ତୁ...

ଟିପିଏନ୍‌ଓଡିଏଲ୍‌ ପକ୍ଷରୁ ଶିଶୁ ଦିବସ ପାଳିତ, ‘ବଚ୍ଚା ପାର୍ଟି’ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ଵର: ଟାଟା ପାୱାର ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ଶିଶୁ ଦିବସ ଅବସରରେ ‘ବଚ୍ଚା ପାର୍ଟି’ କାର୍ଯ୍ୟକ୍ରମ ହର୍ଷଉଲ୍ଲାସର ସହ ଅନୁଷ୍ଠିତ ହୋଇଛି। ବାଲେଶ୍ଵର ସମେତ ବାରିପଦା, ଭଦ୍ରକ, କେନ୍ଦୁଝର ଓ ଯାଜପୁର ବୈଦୁତିକ ମଣ୍ଡଳରେ ଏହି କାର୍ଯ୍ୟକ୍ରମ…
ଅଧିକ ଖବର ଦେଖନ୍ତୁ...

କେବିସିରୁ ୨୫ ଲକ୍ଷ ଟଙ୍କା ଜିତିଲେ ବସ୍ତାର ଅଜମତ

ବସ୍ତା-୨/ରୂପ୍ସା: କୌନ୍ ବନେଗା କରୋଡପତି (କେବିସି) କରାଇଛି ଲକ୍ଷପତି। ସୋନି ଟିଭିର ଏହି ଲୋକପ୍ରିୟ ରିଆଲିଟି ସୋ’ରେ ଭାଗନେଇ ସଫଳ ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ରାଇସୁଆଁ ପଞ୍ଚାୟତ ସିଙ୍ଗାରପୁର ଗ୍ରାମର ସେକ ଅଜମତ। ସ୍ଥାନୀୟ ଅଞ୍ଚଳରେ ସେକ ସାର୍ ନାମରେ ପରିଚିତ ଅଜମତ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ମହିଳା କ୍ରିକେଟ୍‌ ଦଳରେ ନୀଳଗିରି ଝିଅ: ବାପାଙ୍କ ସ୍ବପ୍ନ ପୂରଣ ପାଇଁ ଧରିଲେ ବ୍ୟାଟ୍‌

ବାଲେଶ୍ବର/ନୀଳଗିରି: ଦିନେ ବାପା ଜଣେ ପ୍ରତିଷ୍ଠିତ କ୍ରିକେଟର୍‌ ହେବାକୁ ଲକ୍ଷ୍ୟ ରଖିଥିଲେ। ମାତ୍ର ପରିବାରର ଆର୍ଥିକ ଦୁରବସ୍ଥା ବାଧକ ସାଜିଲା। ଦୀର୍ଘ ୧୩ ବର୍ଷ ପରେ ଏନେଇ ଜାଣିବା ପରେ ବାପାଙ୍କ ସ୍ବପ୍ନକୁ ପୂରଣ କରିବାକୁ ଝିଅ ଅଣ୍ଟା ଭିଡ଼ିଲେ। କଠିନ ପରିଶ୍ରମ ବଳରେ ଲକ୍ଷ୍ୟ ହାସଲ କଲେ। ଏବେ…
ଅଧିକ ଖବର ଦେଖନ୍ତୁ...

ଏଥର ଜମିରୁ ନିଷ୍କାସନ ହେବ ପାଣି: ମିଳିଲା ୧୦୦ କୋଟି ଟଙ୍କା ଅନୁଦାନ

ଭୋଗରାଇ/ଚନ୍ଦନେଶ୍ବର: ଚାଷଜମିରେ ପାଣି ଜମି ରହୁଛି। ଫଳରେ ଧାନଚାଷ ଉଜୁଡ଼ିଯାଉଛି। ଜଳ ନିଷ୍କାସନ ବ୍ୟବସ୍ଥା କରି ଚାଷକୁ ବଞ୍ଚାଇବାକୁ ଚାଷୀମାନେ ଦୀର୍ଘଦିନ ହେଲା ଦାବି କରି ଆସୁଥିଲେ। ତେବେ ଦାବିକୁ ଗ୍ରହଣ କରି ପାଣି ନିଷ୍କାସନ ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏନେଇ…
ଅଧିକ ଖବର ଦେଖନ୍ତୁ...

ନେତାଙ୍କ ପାଇଁ ଲାଭ​ରେ ଖେଳାଳି: ଫାଟିଲା ଗୋଟିଏ, ମିଳିଲା ୩ଟି

ନୀଳଗିରି: ନୀଳଗିରିରେ ଏବେ ଭଲିବଲ୍‌କୁ ନେଇ ଚର୍ଚ୍ଚା। ୩ ଜଣ ରାଜନେତାଙ୍କ ପାଇଁ କିଛି ଖେଳାଳି ଲାଭବାନ ହୋଇଛନ୍ତି। ଜଣେ ନେତାଙ୍କ କାର୍‌ ଚକ ତଳେ ପଶି ଗୋଟିଏ ବଲ୍‌ ଫାଟି ଯାଇଥିବା ଜାଣିବା ପରେ ଅନ୍ୟ ଦୁଇ ନେତା ସଂପୃକ୍ତ ଖେଳାଳିଙ୍କ ପାଖକୁ ଯାଇ ବଲ୍‌ ବାବଦ ଟଙ୍କା ସହିତ ୨ଟି ବଲ୍‌ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

‘ଭଲ କବିତାର ଖୋଜ୍‌’ର ୭୪ତମ ଆସର

ବାଲେଶ୍ବର: ‘ଭଲ କବିତାର ଖୋଜ୍’ର ୭୪ତମ ଆସର ଶନିବାର ସ୍ଥାନୀୟ ବିବେକାନନ୍ଦ ମାର୍ଗ ସ୍ଥିତ ଶାନ୍ତି ଗେଷ୍ଟ ହାଉସରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି କବି ତଥା ଔପନ୍ୟାସିକ ଭାବେ ବିରଜା ବଳ ଯୋଗ ଦେଇ କବିତାର ଯୁଗୋପଯୋଗିତା ଓ କାଳଜୟୀତାକୁ ନେଇ ନିଜର ଅଭିବ୍ୟକ୍ତି ପ୍ରକାଶ କରିଥିଲେ।…
ଅଧିକ ଖବର ଦେଖନ୍ତୁ...