ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

କୁଖ୍ୟାତ ନିଶା ମାଫିଆ ଗିରଫ: ୩୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଜଳେଶ୍ଵର: ଜଳେଶ୍ଵରରୁ ଖୋର୍ଦ୍ଧା ଯାଏଁ ନିଶା ସାମ୍ରାଜ୍ୟର ଚେର ଲମ୍ବାଇଥିବା କୁଖ୍ୟାତ ନିଶା ମାଫିଆ ଜଳେଶ୍ଵର ଶାସନବାଡ ଗ୍ରାମ ସେକ ଆଶିରୁଦ୍ଦିନ ଓରଫ ପୁସୁ (୩୦)କୁ ଜଳେଶ୍ଵର ପୁଲିସ ୩୩୮ ଗ୍ରାମ ବ୍ରାଉନସୁଗର ସହ ଗିରଫ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୩୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ…
ଅଧିକ ଖବର ଦେଖନ୍ତୁ...

ଧରମ ଝିଅକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଗିରଫ

ଜଳେଶ୍ଵର: ଜଳେଶ୍ଵର ପୁଲିସ ଗତକାଲି ରାତିରେ ଧରମ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ କମର୍ଦ୍ଦା ଥାନା ଉଲୁଡା ଗ୍ରାମର ଅନନ୍ତ ପ୍ରଧାନ (୫୨) ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। ବିବରଣୀରୁ ପ୍ରକାଶ ଯେ, ଭାରତୀ (ଛଦ୍ମନାମ)ବୟସ-୨୫…
ଅଧିକ ଖବର ଦେଖନ୍ତୁ...

ଗହୀରାଖାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ: ୮୨୩ ହେକ୍ଟର ଚାଷଜମିକୁ ମିଳୁନି ପାଣି, ମରାମତି ଓ ପୁନରୁଦ୍ଧାର ଦାବି

ଜଳେଶ୍ୱର (ସତ୍ୟବ୍ରତ ପ୍ରଧାନ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଅଧୀନ ଗହୀରାଖାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବେ ସଂକଟରେ। ଦିନକୁ ଦିନ ଜଳଭଣ୍ଡାରଟି ପୋତିଯାଉଛି। ଫଳରେ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇବା ସହ ଚାଷଜମିକୁ ଆବଶ୍ୟକ ପରିମାଣରେ ଜଳସେଚନ ହୋଇପାରୁନି। ପରିଣାମ ସ୍ବରୂପ ଚାଷ…
ଅଧିକ ଖବର ଦେଖନ୍ତୁ...

ଦିବଂଗତ ଝିଅଙ୍କ ପାଇଁ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ବାପା

ବାହାନଗା: ସ୍ମୃତିରକ୍ଷା ପାଇଁ ଜଣେ ବାପା ଦିବଂଗତ ଶିକ୍ଷୟିତ୍ରୀ ଝିଅଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ବାଲେଶ୍ୱର ସହର ଉପକଣ୍ଠ ବାରବାଟୀ ଅଞ୍ଚଳର ଶ୍ରୀନାଥ ରଣାଙ୍କର ୨ ଝିଅ। ବୈଶାଳୀ ସାନ। ସେ ବହୁ ପରିଶ୍ରମ କରି ପାଠ ପଢ଼ିବା ସହ ୨୦୧୩ ମସିହାରେ ଠିକା ଶିକ୍ଷକ ଭାବେ ନିଯୁକ୍ତି…
ଅଧିକ ଖବର ଦେଖନ୍ତୁ...

ଦାୟରେ ମତ୍ସ୍ୟଜୀବୀ ଓ ଡଙ୍ଗା କାରିଗରଙ୍କ ଜୀବିକା, କାମ ନପାଇ ଯାଉଛନ୍ତି ଦାଦନ

ବାହାନଗା(ଭଗବାନ ଚନ୍ଦ୍ର ଦାସ): ଆବଶ୍ୟକତା ଓ ଆଧୁନିକତା ଭିତରେ ହାତ ତିଆରି ଡଙ୍ଗା ଦ୍ବାରା ସମୁଦ୍ରରୁ ମାଛ ଧରୁଥିବା ମତ୍ସ୍ୟଜୀବୀ ଏବଂ ଡଙ୍ଗା କାରିଗରମାନେ ଚାପି ହୋଇଗଲେଣି। ନା ମତ୍ସ୍ୟଜୀବୀମାନେ ଜୀବିକା ବଞ୍ଚାଇ ପାରୁଛନ୍ତି ନା କାରିଗରମାନେ କାମ ପାଉଛନ୍ତି। ଏପରି ସ୍ଥିତି ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ବାପାକୁ ପିଟିପିଟି ମାରିଦେଲା ପୁଅ, ଅଭିଯୋଗ ଆଣିଲେ ଝିଅ

ନୀଳଗିରି: ବାପାକୁ ପିଟିପିଟି ମାରିଦେଲା ପୁଅ। ଝିଅଙ୍କ ଦ୍ବାରା ଏଭଳି ଅଭିଯୋଗ ଆସିବା ପରେ ବାଲେଶ୍ବର ଜିଲ୍ଲା ନୀଳଗିରି ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ‌ହୋଇଛି। ମୃତ ବ୍ୟକ୍ତି ହେଲେ ରାମଚନ୍ଦ୍ର ପଣ୍ଡା। ସୂଚନା ଅନୁସାରେ ନୀଳଗିରି ଥାନା ଅଧୀନ ଶ୍ୟାମସୁନ୍ଦରପୁର ଅଞ୍ଚଳର ଓତାସାହି…
ଅଧିକ ଖବର ଦେଖନ୍ତୁ...

ଅସମୟରେ ଆଖି ବୁଜିଲେ ସ୍ବାମୀ: ଆବାସ ​ଘର ପାଇଁ ଗୁହାରି କରି କରି ଥକିଲେଣି ମଞ୍ଜୁଲତା

ବସ୍ତା-୨: ସରକାରୀ ଆବାସର ଅନେକ ଗୁମର କଥା ରହିଛି। ଯାହାଫଳରେ ଥିଲାବାଲାଙ୍କୁ ମିଳୁଛି, ନଥିଲାବାଲା ହତାଶ। ଏମିତି ବିଡ଼ମ୍ବିତ ଚିତ୍ର ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ ଭେଲୋରା ପଞ୍ଚାୟତ ବାଇତପଡ଼ା ଗ୍ରାମରୁ। ୨୦୨୨ ମସିହା ଜୁନ୍‌ ମାସ ୨୨ ତାରିଖ ଦିନ ଗ୍ରାମର ବଳରାମ ଦାସ…
ଅଧିକ ଖବର ଦେଖନ୍ତୁ...

ତାତିଲେ ଗ୍ରାମବାସୀ: ‘ପାଣି ଦିଅ, ନହେଲେ ଟାଙ୍କିରୁ ଡେଇଁ ମରିବୁ’

ବାହାନଗା: ‘ଭଲ ପାଣି ମୁନ୍ଦେ ପିଇବାକୁ ଦିଅ। ଗୋଳିଆ ପାଣି ପିଇ ପିଇ ଆମେ ମଲୁଣି। ନହେଲେ ଏହି ପାଣିଟାଙ୍କିରୁ ଡେଇଁକି ମରିବୁ’। ଏଭଳି ଧମକ ଦେଇ ଗାଁ’ରେ ଥିବା ବସୁଧା ଯୋଜନା ପାଣିଟାଙ୍କି ଉପରେ କିଛି ଗ୍ରାମବାସୀ ଚଢ଼ିଥିବା ବେଳେ ଶତାଧିକ ପୁରୁଷ ଓ ମହିଳା ପ୍ରକଳ୍ପ ଆଗରେ ହୋହଲ୍ଲା କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ସଙ୍ଗରୋଧ କେନ୍ଦ୍ରରୁ ନିଖୋଜ ସ୍ବାମୀ: ଅଢ଼େଇ ବର୍ଷ ‌ହେଲା ଫେରିବା ବାଟକୁ ଚାହିଁ ବସିଛନ୍ତି ସ୍ତ୍ରୀ

ଜଳେଶ୍ୱର: ଦୀର୍ଘ ଅଢ଼େଇ ବର୍ଷ ତଳେ କୋଭିଡରେ ଆକ୍ରାନ୍ତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ହେଲେ ସେବେଠାରୁ ଆଉ ଘରକୁ ଫେରିନାହାଁନ୍ତି, କିମ୍ବା କିଛି ଖୋଜଖବର ମଧ୍ୟ ନାହିଁ। ସ୍ବାମୀଙ୍କ ଫେରିବା ବାଟକୁ ଅନେଇ ଅନେଇ ଆଖିରୁ ପାଣିମଲାଣି ଅସହାୟ ସ୍ତ୍ରୀ’ଙ୍କ। ଏଭଳି ଏକ ଘଟଣା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବର ନିର୍ବାଚନମଣ୍ଡଳୀ: ବାବୁ ବନିଗଲେ ସଫଳ ରାଜନୀତିଜ୍ଞ

ବାଲେଶ୍ବର (ମନୋଜ ରାଉଳ) : ରାଜନୀତିରେ ଅନେକ ସରକାରୀ ଚାକିରିଆଙ୍କୁ ମିଳିଛି ଆଖିଦୃଶିଆ ସଫଳତା। ଚାକିରି ଛାଡ଼ିବା ପରେ ହେଉ, ବା ଅବସର; ରାଜନୀତି ମଇଦାନକୁ ଓହ୍ଲାଇ ଏମାନେ ଖାଲି ଜନସମର୍ଥନ ସାଉଁଟି ନାହାନ୍ତି, ନିଜ ଦଳର ସଂଗଠନକୁ ମଜବୁତ କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...