ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ଶୂନମୃତ୍ୟୁ ସପ୍ତାହ: ତୃତୀୟ ଦିନରେ ୬, ତିନି ଦିନରେ ୩୨ ମୃତ

ଭୁବନେଶ୍ବର/କୋମନା/ଲାଠିକଟା/ବାଲେଶ୍ବର/କଟକ-ସିଡିଏ/ନିମାପଡ଼ା: ଡିସେମ୍ବର ପ୍ରଥମ ସପ୍ତାହକୁ ଶୂନ ମୃତ୍ୟୁ ସପ୍ତାହ ଭାବେ ପାଳନ କରାଯାଉଛି। କିନ୍ତୁ ସାରା ଓଡ଼ିଶାରେ ପ୍ରତିଦିନ ଜାରି ରହିଛି ସିରିଜ୍ ଦୁର୍ଘଟଣା। ସପ୍ତାହର ପ୍ରଥମ ଦିନରେ ୨୦, ଦ୍ବିତୀୟ ଦିନରେ ୬ ସହ ବେସରକାରୀ ଭାବେ ୨୬ ଜଣଙ୍କ…
ଅଧିକ ଖବର ଦେଖନ୍ତୁ...

୫ ବର୍ଷ ଏକାଠି ରହିବା ପରେ ଧୋକା: ପ୍ରେମିକକୁ ଖୋଜିଖୋଜି ବାଲେଶ୍ବରରେ ବାଂଲାଦେଶୀ ଯୁବତୀ

ବାଲେଶ୍ବର: ପ୍ରେମିକଙ୍କୁ ଖୋଜି ଖୋଜି ପଡ଼ୋଶୀ ଦେଶ ବାଂଲାଦେଶରୁ ଆସି ବାଲେଶ୍ବରରେ ପହଞ୍ଚିଛନ୍ତି ଜଣେ ଯୁବତୀ। ତାଙ୍କ ନାଁ ରୁମା ମାରିୟମ୍‌ (୨୫)। ଘର ବାଂଲାଦେଶର ବର୍ଦ୍ଧନା ଜିଲ୍ଲା ଅନ୍ତର୍ଗତ ଆମତୋଲି ଅଞ୍ଚଳରେ। ଭିସା ମଞ୍ଜୁର ପରେ ଗତକାଲି ସେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ୍‌…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଆଘାତରେ ଦୁଇ ସ୍କୁଲ ଛାତ୍ର ଗୁରୁତର

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ ସବିରା ହାଇସ୍କୁଲର ଦୁଇଜଣ ଛାତ୍ର ବିଦ୍ୟୁତ ଆଘାତରେ ଗୁରୁତର ଆହତ ହୋଇ ସୋର ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ସ୍କୁଲରେ ଖେଳ ଚାଲିଥିବା ବେଳେ ନବମ ଶ୍ରେଣୀର ପଢ଼ୁଥିବା ମାନରଞ୍ଜନ ପାଣିଗ୍ରାହୀ ଓ ଅଷ୍ଟମ ଶ୍ରେଣୀରେ…
ଅଧିକ ଖବର ଦେଖନ୍ତୁ...

କାୟା ମେଲାଇଛି ପ୍ରାଣଘାତୀ ଏଚ୍‌ଆଇଭି: ବାଲେଶ୍ବର ଜିଲ୍ଲାରେ ୧୬୯୭ ଆକ୍ରାନ୍ତ, ସୋରରେ ସର୍ବାଧିକ

ବାଲେଶ୍ବର: ଡିସେମ୍ବର ୧ ଅର୍ଥାତ୍‌ ଆସନ୍ତାକାଲି(ଶୁକ୍ରବାର) ବିଶ୍ବ ଏଡ୍‌ସ ଦିବସ। ଚଳିତ ବର୍ଷ ନାକୋ ପକ୍ଷରୁ ‘ଗୋଷ୍ଠୀ ସମୂହକୁ ନେତୃତ୍ବ ଦିଅ’ ବାର୍ତ୍ତା ନେଇ ସବୁଠି ସଚେତନତା ସୃଷ୍ଠି କରାଯିବ। ତେବେ ଏଡ୍‌ସକୁ ନେଇ ବିଭିନ୍ନ ସରକାରୀ ଓ ଘରୋଇ ଅନୁଷ୍ଠାନ ପକ୍ଷରୁ ‌ଯେତେ ସଚେତନତା ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ଏକତରଫା ପ୍ରେମିକର ଉନ୍ମତ୍ତ କାଣ୍ଡ: ଭୁଜାଲି ଆକ୍ରମଣରେ ବାପ ଓ ନାବାଳିକା ଗୁରୁତର

ସୋର: ଏକତରଫା ପ୍ରେମକୁ ନେଇ ଜଣେ ଯୁବକର ଭୁଜାଲି ଆକ୍ରମଣରେ ବାପା ଓ ନାବାଳିକା ଝିଅ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ଗୋପାଳପୁର ଥାନା କଲ୍ୟାଣୀ ପଞ୍ଚାୟତ ଭିର୍ଲା ଗ୍ରାମର ଜଣେ ଝିଅ ନିକଟସ୍ଥ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢ଼ନ୍ତି। ଆଜି ସକାଳେ ସ୍କୁଲ…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀବାହୀ ବସକୁ ପଛରୁ ଧକ୍କା ଦେଲା ଟ୍ରକ୍

ବାହାନଗା/ସୋର: ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ବ୍ଲକ ନିକଟରେ ଆଜି ଏକ ଯାତ୍ରୀବାହୀ ବସକୁ ପଛରୁ ଏକ ମାଲ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା। ଆଜି ସକାଳେ ବନଦୁର୍ଗା ନାମକ ଏକ ବସ୍ ବାଲେଶ୍ଵରରୁ ଭୁବନେଶ୍ୱର ଯାଉଥିବା ବେଳେ ବାହାନଗା ବ୍ଲକ ଆଗରେ ପଛପଟୁ ଟ୍ରକ( ଏପି୧୬ଟି କ୍ୟୁ ୧୯୯୯) ଧକ୍କା…
ଅଧିକ ଖବର ଦେଖନ୍ତୁ...

ଡିଆର୍‌ଡିଓ-ଚାନ୍ଦିପୁର ରାସ୍ତାରେ ଯିବାକୁ ଡରିଲେଣି ଲୋକ: ଭୁଜାଲି ଧରି ମାଛ ବ୍ୟବସାୟୀଙ୍କୁ ଗୋଡ଼ାଇଲେ ଲୁଟେରା

ବାଲେଶ୍ବର/ଚାନ୍ଦିପୁର: ବାଲେଶ୍ବର ସହରରୁ ଚାନ୍ଦିପୁରକୁ ରାସ୍ତା ଜିଲ୍ଲାର ଅନ୍ୟତମ ବ୍ୟସ୍ତବହୁଳ ତଥା ଗୁରୁତ୍ବପୂର୍ଣ୍ଣ ରାସ୍ତା। କାରଣ ଏହି ରାସ୍ତାର ଶେଷ ଭାଗରେ ଭାରତୀୟ ପ୍ରତିରକ୍ଷା ବିଭାଗର ଡିଆରଡିଓ ରହିଥିବା ବେଳେ ଚାନ୍ଦିପୁର ବେଳାଭୂମି ଭଳି ପର୍ଯ୍ୟଟନ କ୍ଷେତ୍ର ଏବଂ ବଳରାମଗଡ଼ି ମାଛ…
ଅଧିକ ଖବର ଦେଖନ୍ତୁ...

ମାର ମୃତ୍ୟୁକୁ ନେଇ ଦୁଇପୁଅ ମଧ୍ୟରେ ଟଣାଓଟରା: ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ସୋର: ମାର ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦକୁ ନେଇ ଦୁଇପୁଅଙ୍କ ମଧ୍ୟରେ ଟଣାଓଟରା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ସୋର ଥାନା ବାଳଙ୍ଗ ପଂଚାୟତ ସିମୁଳିଆ ଗ୍ରାମରେ ମାଳତୀ ବାରିକଙ୍କର ଦୁଇ ପୁଅଙ୍କ ମଧ୍ୟରୁ ବଡ଼ ପୁଅ ନନ୍ଦକିଶୋର ବାରିକ ଘର ଠାରୁ ଅଲଗା ହୋଇ ରହୁଥିବା ବେଳେ ମାଳତୀ ଦୀର୍ଘବର୍ଷ…
ଅଧିକ ଖବର ଦେଖନ୍ତୁ...

ଇକୋ ସେନ୍‌ସିଟିଭ୍‌ ଜୋନ୍‌ରେ ଇଟାଭାଟି: ସଜବାଜ ହେଲେଣି ମାଲିକ ଓ ଶ୍ରମିକ

ନୀଳଗିରି: ୬ ମାସର ବ୍ୟବଧାନ ପରେ ଏବେ ପୁଣି ସଜବାଜ ହେଲେଣି ଇଟାଭାଟି ମାଲିକ। ମାଟି ସଂଗ୍ରହ କରି ଇଟା ତିଆରିରେ ଲାଗିପଡ଼ିଛନ୍ତି ଶ୍ରମିକ। ସେ ପୁଣି ଇକୋସେନ୍‌ସିଟିଭ୍‌ ଜୋନ୍‌ରେ। ପ୍ରଶାସନିକ ନିୟମକୁ ଦଳିମକଚି ନୀଳଗିରି ଅଞ୍ଚଳରେ ଥିବା ଜଙ୍ଗଲ ଜମିରେ ଚାଲିବ ବେଆଇନ୍‌ ଇଟାଭାଟି! ଗତ ମେ ୨୦…
ଅଧିକ ଖବର ଦେଖନ୍ତୁ...

ପ୍ରେରଣାଦାୟୀ ‘ପତି ସାର୍‌’: କେବଳ ଦକ୍ଷ ଶିକ୍ଷକ ନୁହଁନ୍ତି, ସମାଜସେବୀ ବି

ବସ୍ତା-୨/ଗାନ୍ଧିଛକ/ରୂପ୍‌ସା: ଜୀବନ ଏକ ଉପଲବ୍‌ଧି। ଯାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ ବେଣାପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସର୍ବେଶ୍ବର ପତି। ବୟସ ୭୫ ବର୍ଷ ହେବ। ସେ କେବଳ ଦକ୍ଷ ଶିକ୍ଷକ ନୁହଁନ୍ତି। ନିଜର ସମାଜସେବା ପାଇଁ ସ୍ଥାନୀୟ ଅଞ୍ଚଳରେ ପରିଚୟ…
ଅଧିକ ଖବର ଦେଖନ୍ତୁ...