ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଯୁବକଙ୍କୁ ମାଡ଼

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ତଳନଗର ପଞ୍ଚାୟତ ଭଡରାଗଡ଼ିଆ ଗ୍ରାମର ଜଣେ ଯୁବକଙ୍କୁ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ମାଡ଼ ମାରିବା ଫଳରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଯୁବକ ହେଲେ ଉମାକାନ୍ତ ବେହେରାଙ୍କ ପୁଅ ଅଭିମନ୍ୟୁ ବେହେରା (୨୧)। ଅଭିମନ୍ୟୁ ଗତ ଦୁଇବର୍ଷ ତଳେ ଗ୍ରାମର ଅଶୋକ…
ଅଧିକ ଖବର ଦେଖନ୍ତୁ...

ସମାନ କାମକୁ ସମାନ ଦରମା ଦାବିରେ ଡାକ କର୍ମଚାରୀଙ୍କ ଧାରଣା

ବସ୍ତା୨: ଆଜି ବସ୍ତା, ଅମର୍ଦ୍ଦାରୋଡ ମୁଖ୍ୟ ଡାକ କାର୍ଯ୍ୟାଳୟ ସମାନ କାମକୁ ସମାନ ଦରମା ଦାବିରେ ଗ୍ରାମୀଣ ଡାକ ସେବକମାନେ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସୂଚନାରୁ ପ୍ରକାଶ କେନ୍ଦ୍ର ସରକାର ଗ୍ରାମୀଣ ଡାକସେବା ଜରିଆରେ ସାଧାରଣ ଗ୍ରାମୀଣ ଲୋକଙ୍କୁ ଡିଜିଟାଲ ସେବା,…
ଅଧିକ ଖବର ଦେଖନ୍ତୁ...

ଶୀତ ପାଇଁ ଶେକ ନେଉଥିବା ବେଳେ ପୋଡ଼ିଯାଇ ମହିଳା ଗୁରୁତର

ସୋର: ସୋର ବ୍ଲକ ମଙ୍ଗଳପୁର ଉପରଗଡ଼ି ଗ୍ରାମର ଜଣେ ମହିଳା ନିଆଁ ପୋହୁଥିବା ବେଳେ ପୋଡ଼ି ଯାଇ ଗୁରୁତର ଆହତ ହୋଇଛନ୍ତି। ମହିଳା ଜଣଙ୍କ ହେଲେ ଗ୍ରାମର ଅନାମ ସିଂଙ୍କ ସ୍ତ୍ରୀ ସନ୍ଧ୍ୟା ସିଂ(୨୫)। ସନ୍ଧ୍ୟା ଆଜି ସକାଳେ ଶୀତ କାରଣରୁ ଘର ନିକଟରେ ନିଆଁ ଲଗାଇ ପାଖରେ ବସିଥିବା ବେଳେ ତାଙ୍କ ଶାଢୀରେ…
ଅଧିକ ଖବର ଦେଖନ୍ତୁ...

ବିଳମ୍ବିତ ରାତିରେ ମନ୍ଦିରରୁ କଳାକନା ବୁଲାଇଲେ ଦୁର୍ବୃତ୍ତ

ବସ୍ତା:ବାଲେଶ୍ବର ଜିଲ୍ଲା ବସ୍ତା ଥାନା ପାରବିଲା ଆଖଣ୍ଡଳମଣି ମନ୍ଦିରରୁ କଳାକନା ବୁଲାଇଲେ ଦୁର୍ବୃତ୍ତ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ପାରିଭିଲା ଗ୍ରାମରେ ଥିବା ବାବା ଆଖଣ୍ଡଳ ମଣି ମନ୍ଦିରରୁ ବିଳମ୍ବିତ କଳାକନା ବୁଲାଇଲେ ଦୁର୍ବୁତ୍ତ। ଆଜି ଥାନାରେ ଲିଖିତ ଅଭିଯୋଗ ହୋଇଥିବାର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ସାରସ୍ଵତ ଭଣ୍ଡାରକୁ ଦୀନକୃଷ୍ଣ ଓ ଫକୀରମୋହନଙ୍କ ଅବଦାନ ଅତୁଳନୀୟ

ଜଳେଶ୍ଵର: ଦୀନକୃଷ୍ଣ ଓ ଫକୀରମୋହନ ସାରସ୍ଵତ ଜଗତ ପାଇଁ ଚିର ନମସ୍ୟ। ସେମାନଙ୍କ ସାହିତ୍ୟକୃତି ପ୍ରତିଟି ଓଡ଼ିଆଙ୍କୁ ଗର୍ବ କରିଛି। ଭୋଗ ଓ ସ୍ବାର୍ଥ ସର୍ବସ୍ବ ତଥା ଅବକ୍ଷୟମୁଖୀ ଦୁନିଆରେ ଆମ ସାହିତ୍ୟ,ସଂସ୍କୃତି,ଐତିହ୍ୟ ଓ ପରମ୍ପରାକୁ ଆମକୁ ଉଜ୍ଜୀବିତ କରିବାକୁ ପଡିବ। ତାହା ହିଁ ଦୀନକୃଷ୍ଣ ଓ…
ଅଧିକ ଖବର ଦେଖନ୍ତୁ...

ଅମଳ ପୂର୍ବରୁ ବିଲରେ ଜଳିଗଲା ୨୫ ଏକରରୁ ଊର୍ଦ୍ଧ୍ବ ପାଚିଲା ଧାନ, ସର୍ବସ୍ବ ହରାଇଲେ ୨୦ରୁ ଅଧିକ ଚାଷୀ

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ଅଧିନସ୍ଥ ସୁଗୋ ପଞ୍ଚାୟତର ବାଣିଦା ଗାଁରେ ଧାନ ବିଲରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୨୫ ଏକରରୁ ଊର୍ଦ୍ଧ୍ବ ପାଚିଲା ଧାନ ଫସଲ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ଦିନ ଦେଢଟା ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିବା କେତେକ ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ନପୂରୁଣୁ ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜର ୩୦ ଫୁଟିଆ ୱାଲ୍‌

ନୀଳଗିରି: ନିର୍ମାଣର ୨୪ ଘଣ୍ଟା ନପୂରୁଣୁ ବ୍ରିଜ୍‌ ସୁରକ୍ଷା ପାଇଁ କରାଯାଇଥିବା ୱାଲ୍‌ ଧରାଶାୟୀ ହୋଇଛି। ନିମ୍ନମାନର କାର୍ଯ୍ୟ ପାଇଁ ନିର୍ମାଣାଧୀନ ବ୍ରିଜ ୱାଲ ଭୁଶୁଡ଼ି ପଡ଼ିଛି। ବାଲେଶ୍ବର ଜିଲ୍ଲା ନୀଳଗିରି ଦେଇ ଯାଉଥିବା ସାଳନ୍ଦୀ କେନାଲ ଯୋଜନା ସନ୍ତରାଗଡିଆର ଅସ୍ତିଆ ଗ୍ରାମ ନିକଟରେ…
ଅଧିକ ଖବର ଦେଖନ୍ତୁ...

ଚକଲେଟ ଦେବାର ପ୍ରଲୋଭନ ଦେଖାଇ ଶିଶୁକନ୍ୟାକୁ ଦୁଷ୍କର୍ମ କଲା ଯୁବକ: ବାନ୍ଧିଲା ସୋର ପୁଲିସ

ସୋର: ବାଲେଶ୍ବର ଜିଲ୍ଲା ସୋର ପୌରାଞ୍ଚଳ ଅଡଙ୍ଗବଜ଼ାର ଫକବାବୁ ହାଟ ନିକଟରେ ଜଣେ ତିନି ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକକୁ ଉତ୍ତମ ମଧ୍ୟମ ଦେଇ ପୁଲିସକୁ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ସୂଚନା ଅନୁସାରେ ଗ୍ରାମର ମହେଶ୍ବର ଧଡ଼ା (୨୧) ଆଜି ସକାଳେ ଘର ପାଖରେ ଥିବା ଜଣେ ତିନି…
ଅଧିକ ଖବର ଦେଖନ୍ତୁ...

କଲାମ୍‌ ଦ୍ବୀପରୁ ‘ଅଗ୍ନି-୧’ର ସଫଳ ପରୀକ୍ଷଣ

ବାଲେଶ୍ବର: ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ଆଜି ବ୍ୟାବହାରିକ ଉତ୍‌କ୍ଷେପଣ କରାଯାଇଛି। ଗୁରୁବାର ପୂର୍ବାହ୍ଣରେ ଭଦ୍ରକ ଧାମରାସ୍ଥିତ କଲାମ୍‌ ଦ୍ୱୀପରୁ ଡିଆରଡିଓର ପ୍ରତିରକ୍ଷା ବିଜ୍ଞାନୀ ଓ ଭାରତୀୟ ସେନା ଷ୍ଟ୍ରାଟେଜିକ୍‌ ଫୋର୍ସ…
ଅଧିକ ଖବର ଦେଖନ୍ତୁ...

ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ

ବାଲେଶ୍ବର: ଓଡ଼ିଶା ଉପକୂଳ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଆଜି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ ହୋଇଛି। ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଆଜି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର…
ଅଧିକ ଖବର ଦେଖନ୍ତୁ...