ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

୨୪ ଘଣ୍ଟା ନପୂରୁଣୁ ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜର ୩୦ ଫୁଟିଆ ୱାଲ୍‌

ନୀଳଗିରି: ନିର୍ମାଣର ୨୪ ଘଣ୍ଟା ନପୂରୁଣୁ ବ୍ରିଜ୍‌ ସୁରକ୍ଷା ପାଇଁ କରାଯାଇଥିବା ୱାଲ୍‌ ଧରାଶାୟୀ ହୋଇଛି। ନିମ୍ନମାନର କାର୍ଯ୍ୟ ପାଇଁ ନିର୍ମାଣାଧୀନ ବ୍ରିଜ ୱାଲ ଭୁଶୁଡ଼ି ପଡ଼ିଛି। ବାଲେଶ୍ବର ଜିଲ୍ଲା ନୀଳଗିରି ଦେଇ ଯାଉଥିବା ସାଳନ୍ଦୀ କେନାଲ ଯୋଜନା ସନ୍ତରାଗଡିଆର ଅସ୍ତିଆ ଗ୍ରାମ ନିକଟରେ…
ଅଧିକ ଖବର ଦେଖନ୍ତୁ...

ଚକଲେଟ ଦେବାର ପ୍ରଲୋଭନ ଦେଖାଇ ଶିଶୁକନ୍ୟାକୁ ଦୁଷ୍କର୍ମ କଲା ଯୁବକ: ବାନ୍ଧିଲା ସୋର ପୁଲିସ

ସୋର: ବାଲେଶ୍ବର ଜିଲ୍ଲା ସୋର ପୌରାଞ୍ଚଳ ଅଡଙ୍ଗବଜ଼ାର ଫକବାବୁ ହାଟ ନିକଟରେ ଜଣେ ତିନି ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକକୁ ଉତ୍ତମ ମଧ୍ୟମ ଦେଇ ପୁଲିସକୁ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ସୂଚନା ଅନୁସାରେ ଗ୍ରାମର ମହେଶ୍ବର ଧଡ଼ା (୨୧) ଆଜି ସକାଳେ ଘର ପାଖରେ ଥିବା ଜଣେ ତିନି…
ଅଧିକ ଖବର ଦେଖନ୍ତୁ...

କଲାମ୍‌ ଦ୍ବୀପରୁ ‘ଅଗ୍ନି-୧’ର ସଫଳ ପରୀକ୍ଷଣ

ବାଲେଶ୍ବର: ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ଆଜି ବ୍ୟାବହାରିକ ଉତ୍‌କ୍ଷେପଣ କରାଯାଇଛି। ଗୁରୁବାର ପୂର୍ବାହ୍ଣରେ ଭଦ୍ରକ ଧାମରାସ୍ଥିତ କଲାମ୍‌ ଦ୍ୱୀପରୁ ଡିଆରଡିଓର ପ୍ରତିରକ୍ଷା ବିଜ୍ଞାନୀ ଓ ଭାରତୀୟ ସେନା ଷ୍ଟ୍ରାଟେଜିକ୍‌ ଫୋର୍ସ…
ଅଧିକ ଖବର ଦେଖନ୍ତୁ...

ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ

ବାଲେଶ୍ବର: ଓଡ଼ିଶା ଉପକୂଳ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଆଜି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ ହୋଇଛି। ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଆଜି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ଆଦିବାସୀ ମହିଳାଙ୍କୁ ଗୁଳିମାଡ଼, ଦୁର୍ବୃତ୍ତ ଫେରାର

ନୀଳଗିରି: ବାଲେଶ୍ବର ଜିଲ୍ଲାର ନୀଳଗିରି ବ୍ଳକ ବରହମପୁର ଥାନା ଅଧୀନ ରାଇପାଳ ଗ୍ରାମରେ ଜଣେ ମହିଳାଙ୍କୁ ଗୁଳିମାଡ଼ ହୋଇଛି। ଉକ୍ତ ଗ୍ରାମର ରସିକ ମୁର୍ମୁଙ୍କ ସ୍ତ୍ରୀ ଲକ୍ଷ୍ମୀ ମୁର୍ମୁ ( ୫୦ ) ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଘରେ ପଶି ଅଚାନକ ତାଙ୍କୁ ଗୁଳିମାଡ଼ କରି ଚମ୍ପଟ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରୁ ପଡ଼ି ଶ୍ରମିକଙ୍କ ଦୁଇ ଗୋଡ଼ କଟିଲା, ଅଧା ରହିଗଲା ପ୍ରଥମାଷ୍ଟମୀ

ସୋର: ଆଜି ପ୍ରଥମାଷ୍ଟମୀ। ଘରଛାଡ଼ି ଅନ୍ୟତ୍ର କାମ କରୁଥିବା ଜଣେ ଶ୍ରମିକପ୍ରଥମାଷ୍ଟମୀ ପାଳିବାକୁ ଘରକୁ ଫେରୁଥିବା ବେଳେ ଟ୍ରେନ୍‌ରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ଫଳରେ ତାଙ୍କର ଦୁଇଟି ଯାକ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ଜୟଦେବ କସବା ଅଞ୍ଚଳର ମନୋଜ ନାୟକ (୪୦)…
ଅଧିକ ଖବର ଦେଖନ୍ତୁ...

‘ସପ୍ତଶରା’ ନଦୀର ଅକାଳ ମୃତ୍ୟୁ : ଧାନବିଲରେ ବିଲୀନ ହେବାକୁ ବସିଛି ଚିରସ୍ରୋତା

ବାଲେଶ୍ବର (ବିରଞ୍ଚି ନାରାୟଣ ଖୁଣ୍ଟିଆ): ବାଲେଶ୍ବର ଜିଲ୍ଲାର ରେମୁଣା ହେଉଛି ପୌରାଣିକ କିଂବଦନ୍ତିର ସ୍ଥାନ। ଆରାଧ୍ୟ ଦେବତା ତଥା ପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥ ଜିଉ ରେମୁଣାର ପରିଚୟ ହୋଇଥିଲେ ସୁଦ୍ଧା ଗୁପ୍ତ ବୃନ୍ଦାବନ, ଭକ୍ତ ମାଧବେନ୍ଦ୍ରପୁରୀ ମଠ, ରାମଚଣ୍ଡୀ ମନ୍ଦିର, ମାଧବେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

୨.୬୨ କୋଟିର ପାନୀୟଜଳ ପ୍ରକଳ୍ପ କାମ ଅଧପନ୍ତରିଆ: ଲୋକେ ହନ୍ତସନ୍ତ

ଜଳେଶ୍ୱର: ଦେଢ଼ କୋଟିରୁ ଅଧିକ ଟଙ୍କାର ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଛି। ହେଲେ ଦୀର୍ଘଦିନ ପରେ ବି କାମ ଅଧାପନ୍ତରିଆ ହୋଇ ପଡ଼ିଛି। ଫଳରେ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜଳେଶ୍ୱର ବ୍ଲକ୍‌ ସର୍ଦ୍ଦାରବନ୍ଧ ପଞ୍ଚାୟତ ରାଉତରାପୁର ପାନୀୟଜଳ ଯୋଗାଣ ପ୍ରକଳ୍ପରୁ ପଳାଶବଣି…
ଅଧିକ ଖବର ଦେଖନ୍ତୁ...

ପ୍ରତିଭାଧର ଦିବ୍ୟାଙ୍ଗଙ୍କ ସଫଳ କାହାଣୀ: ଜୀବନ ବାଜି ଜିଣିଯାଇଛନ୍ତି ଜୟନ୍ତ

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ର ଜୟନ୍ତ କୁମାର ପ୍ରଧାନ। ସେ ନିଜକୁ ଶିକ୍ଷକତା, ସଂଗୀତ, ଚିତ୍ରକଳା ଓ ତବଲା ବାଦନ କ୍ଷେତ୍ରରେ ଦକ୍ଷ କରିପାରିଛନ୍ତି। ସୋର ବ୍ଲକ୍‌ ଗୋପୀନାଥପୁର ପଞ୍ଚାୟତ ରଘୁନାଥପୁର ଗ୍ରାମର ବୈଷ୍ଣବ ପ୍ରଧାନଙ୍କ ବଡ଼ପୁଅ ଜୟନ୍ତ କୁମାର ପ୍ରଧାନ। ବୟସ ୪୬ ବର୍ଷ। ୮ ଭାଇ…
ଅଧିକ ଖବର ଦେଖନ୍ତୁ...

ସ୍ୱାଧୀନତାର ୭୭ ବର୍ଷ ପରେ ବି ଏମିତି ସ୍ଥିତି: ରେଳପଥ କଡ଼େ ଯାତାୟତ କରୁଛନ୍ତି ୩ ଗ୍ରାମବାସୀ

ବସ୍ତା-୨: ଏମିତି ୩ଟି ଗାଁ ଅଛି, ଯେଉଁଠିକୁ ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ରାସ୍ତା ନାହିଁ। ଫଳରେ ଲୋକମାନେ ନାନା ହଇରାଣ ହେଉଛନ୍ତି। କିଛି ଉପାୟ ନପାଇ ରେଳପଥ କଡ଼େ କଡ଼େ ହଜାର ହଜାର ଲୋକ ଯାତାୟତ କରୁଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍ ତଥା…
ଅଧିକ ଖବର ଦେଖନ୍ତୁ...