ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ନୀଳଗିରି ନିର୍ବାଚନମଣ୍ଡଳୀ: ମଇଦାନରେ ମହିଳାଙ୍କ ମରୁଡ଼ି

ରୁଦ୍ରରଞ୍ଜନ ଶେଜପଡ଼ା ବାଲେଶ୍ବର: ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବା ନିମନ୍ତେ ସେପ୍ଟେମ୍ବର ୨୮ ତାରିଖରେ ସଂସଦରେ ମହିଳା ଆରକ୍ଷଣ ବିଲ୍‌ ପାରିତ ହୋଇଛି। ଏହା ପରେ ବାଲେଶ୍ବର ଜିଲ୍ଲା ନୀଳଗିରି ନିର୍ବାଚନମଣ୍ଡଳୀକୁ ନେଇ ଅଧିକ…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ବୃଦ୍ଧ ମୃତ୍ୟ ଅଭିଯୋଗ, ମୃତଦେହ ରଖି କ୍ଷତିପୂରଣ ଦାବି

ଔପଦା: ବାଲେଶ୍ବର ଜିଲ୍ଲା ଔପଦା ବନ ବିଭାଗ ଅଧିନ ଗଡ଼ସାହି ପଂଚାୟତ ଭରଡ଼ା ଭାଟି ଗ୍ରାମର ରତ୍ନାକର ଲେଙ୍କା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହେବା ସଂଗେ ଔପଦାରୁ ମୟୂରଭଞ୍ଜ ମୁଖ୍ୟ ରାସ୍ତାରେ ଶବକୁ ରଖି ସ୍ଥାନୀୟ ଅଂଚଳ ବାସୀ ଦାବି କରିଛନ୍ତି। ସ୍ଥାନୀୟ ଅଂଚଳରେ ଘଟଣାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ନାମଫଳକକୁ ନେଇ ହାଇଡ୍ରାମା, ବିଧାୟକ-ସରପଞ୍ଚ ମୁହାଁମୁହିଁ

ନୀଳଗିରି: ନାମଫଳକ ଉନ୍ମୋଚନକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଛି। ବିଧାୟକ ଓ ସରପଞ୍ଚ ମୁହାଁମୁହିଁ ହୋଇଛନ୍ତି। ନାମଫଳକ ଉପରେ ଚଢ଼ି ସରପଞ୍ଚ ହାଇଡ୍ରାମା କରିଛନ୍ତି। ମୋତେ କାହିଁକି ଡକାଗଲାନାହିଁ, ମୋତେ କାହିଁକି ଅବଗତ କଲେ ନାହିଁ। ମୁଁ ଏଠାରୁ ଯିବିନାହିଁ। ଯଦି ମତେ ମାରିବ ମାର ଏଭଳି…
ଅଧିକ ଖବର ଦେଖନ୍ତୁ...

୧୭ ଦଫା ଦାବି ନେଇ ଜାନୁଆରି ପହିଲାରୁ ରାଜ୍ୟବ୍ୟାପି ରାସନ୍ ବନ୍ଦ ଆନ୍ଦୋଳନ ଘୋଷଣା

ଜଳେଶ୍ଵର: ଅଲ ଇଣ୍ଡିଆ ଫେୟାର ପ୍ରାଇସ ସପ୍ ଡିଲର୍ସ ଫେଡରେସନ୍ ଓଡ଼ିଶା ଶାଖା ତରଫରୁ ଗୁରୁବାର ଦିନ ନୂଆବଜାରସ୍ଥିତ ଶୋଭା କଲ୍ୟାଣ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଫେଡରେସନ୍‌ର ରାଜ୍ୟ ସଭାପତି ନଗେନ୍ଦ୍ର ଜେନା ଅଧ୍ୟକ୍ଷତା କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ପ୍ରୟାସରେ ଓଜେଏସ୍‌ ଦ୍ୱିତୀୟ ଟପ୍ପର ହେଲେ ବାଲେଶ୍ଵରର ନୀଲିଶା

ବାଲେଶ୍ଵର: ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍‌) ପରୀକ୍ଷାଫଳ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଏହି ପରୀକ୍ଷାରେ ୫୫ ଜଣ ପ୍ରାର୍ଥୀ ସିଭିଲ ଜଜ୍ ପଦବିରେ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୯ ଜଣ ମହିଳା ଅଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମଶାରି ତଳେ ପରିବା ଚାଷ: ମାତ୍ର ୫୦ ଡିସିମିଲ ଜାଗାରେ ସୁନାର ଫସଲ

ଅଭୟ କୁମାର ପତ୍ରୀ ସୋର: ନିଜ ବୁଦ୍ଧିକୁ କାମରେ ପ୍ରୟୋଗ କରି ସଫଳତା ସାଉଁଟିଛନ୍ତି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ମାଣତ୍ରୀ ପଞ୍ଚାୟତ ଗୋପାଳପୁର ଗାଁର ଯୁବଚାଷୀ ହୃଷୀକେଶ ବାରିକ (୫୦)। କୃଷି କର୍ମଣ ପାଇଁ ହୃଷୀକେଶ ଯେଉଁ ନିଆରା କୌଶଳଟି ଆପଣେଇଛନ୍ତି, ତହିଁରେ ସେମିତି କିଛି ଉନ୍ନତ କୃଷି…
ଅଧିକ ଖବର ଦେଖନ୍ତୁ...

କାଲି ରାତିରେ ଘରକୁ ଫେରିନଥିଲେ ଯୁବକ: ଆଜି ବିଲରୁ ମିଳିଲା ମୃତଦେହ

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅଧୀନସ୍ଥ ନହରା ପଞ୍ଚାୟତର କଣ୍ଠାଳିଆ ଗାଁ ନିକଟରେ ବିଲ ଭିତରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ଜଣକ ସେହି କଣ୍ଠାଳିଆ ଗ୍ରାମର କାର୍ତ୍ତିକ ପଢିଆରୀଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଲ୍ କାଗଜପତ୍ରରେ ଫସଲବୀମା ରାଶି ହଡ଼ପ: ଅଡିଟ୍‌ ରିପୋର୍ଟରେ ଧରାପଡ଼ିଲା ଲକ୍ଷାଧିକ ଟଙ୍କାର ଦୁର୍ନୀତି

ବାଲେଶ୍ୱର/ସିମୁଳିଆ: ବୀମାଭୁକ୍ତ ହୋଇ ନଥିଲେ ମଧ୍ୟ ଜାଲ କାଗଜପତ୍ରରେ ଚାଷୀଙ୍କ ସଂଖ୍ୟା ଅଧିକ ଦର୍ଶାଇ ଫସଲବୀମା ରାଶି ବାବଦରେ ଲକ୍ଷାଧିକ ଟଙ୍କା ହଡ଼ପ କରି ନିଆଯାଇଛି। ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍‌ ଅନ୍ତରା ସେବା ସମବାୟ ସମିତି ବିରୋଧରେ ଏମିତି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଚାଷୀ।…
ଅଧିକ ଖବର ଦେଖନ୍ତୁ...

ଦୁଇ କାର ମୁହାଁମୁହିଁ ଧକ୍କା; ବାଲେଶ୍ବରରେ ୫ ବଙ୍ଗୀୟ ପର୍ଯ୍ୟଟକ ଗୁରୁତର

ନୀଳଗିରି: ବଡ଼ଦିନରେ ବୁଲିବାକୁ ଆସି ବଙ୍ଗୀୟ ପର୍ଯ୍ୟଟକଙ୍କ ଗାଡ଼ି ଓଡ଼ିଶାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ନୀଳଗିରି ଉଦଳା ରାସ୍ତା ୧୯ ନଂ ରାଜ୍ୟ ରାଜପଥର କଳାକାଦ ଛକ ନିକଟରେ ଦୁଇ କାର ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ବଙ୍ଗୀୟ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି। ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିଲ ଭିତରେ ଓଲଟିପଡ଼ିଲା ଏସିଡ ଟ୍ୟାଙ୍କର: ଗ୍ୟାସ୍ ଲିକ୍ କରୁଥିବା ହେତୁ ଲୋକେ ଭୟଭୀତ

ସୋର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଭଗତପୁର ନିକଟରେ ବିଲ ଭିତରେ ଏସିଡ ଟ୍ୟାଙ୍କର ଓଲଟିପଡ଼ିଥିବା ଜଣାଯାଇଛି। ଏହି ଏସିଡ ଟ୍ୟାଙ୍କରଟି ଭଗତପୁର ଗାଁରେ ଥିବା ଏକ ଚିଙ୍ଗୁଡ଼ି ପ୍ଲାଣ୍ଟକୁ ଯାଉଥିଲା। ଏହି ଟ୍ୟାଙ୍କରଟି ଗଞ୍ଜାମରୁ ନାଟନୋଭ ବାୟୁସାଇନ୍ସ ନାମକ ଏକ ଚିଙ୍ଗୁଡ଼ି କମ୍ପାନିକୁ…
ଅଧିକ ଖବର ଦେଖନ୍ତୁ...