ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

୨୦୦ କୋଟି ନେଇ ୨ ଅର୍ଥଲଗାଣକାରୀ ସଂସ୍ଥା ଛୁ

ସୋର: ଅତୀତରେ ଏକାଧିକ ଅର୍ଥଲଗାଣକାରୀ ଚିଟ୍‌ଫଣ୍ଡ ସଂସ୍ଥା ବାଲେଶ୍ବର ଲୋକଙ୍କଠାରୁ ଶହ ଶହ କୋଟି ଟଙ୍କା ଠକି ନେଇଛନ୍ତି। ତଥାପି ଲୋକେ ଚେତିଲେନି। ସୋର ଅଞ୍ଚଳରେ ଗଢ଼ି ଉଠିଥିବା ଦୁଇଟି ସଂସ୍ଥା ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କଠୁ ପ୍ରାୟ ୨୦୦ କୋଟି ଟଙ୍କା ସଂଗ୍ରହ କରିଥିଲେ। ଯେଉଁ…
ଅଧିକ ଖବର ଦେଖନ୍ତୁ...

ବିକଶିତ ଭାରତ ଶୋଭାଯାତ୍ରା ସମୟରେ ବ୍ଲକ ଅଧ୍ୟକ୍ଷା ଓ ସରପଞ୍ଚଙ୍କ ମଧ୍ୟରେ କଥା କଟାକଟି

ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗରସଙ୍ଗ ପଞ୍ଚାୟତରେ ବିକଶିତ ଭାରତ ରଥକୁ ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର ଦାସ ଓ ପଞ୍ଚାୟତବାସୀମାନେ ସ୍ୱାଗତ ଜଣାଇ ଥିଲେ। ହେଲେ ଏହି ଅବସରରେ ଆୟୋଜିତ ସଭାରେ ବିଜେପି ନେତା ପଦ୍ମଲୋଚନ ପଣ୍ଡା ଅତିଥି ଭାବେ ଯୋଗ ଦେବା ଓ ଝିଙ୍କିରିଆ ପଞ୍ଚାୟତ ସରପଞ୍ଚ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ଜିଲ୍ଲାରୁ ତୀର୍ଥଯାତ୍ରାରେ ବାହାରିଲେ ୨୨୬ ଜଣ ବରିଷ୍ଠ ନାଗରିକ

ଜଳେଶ୍ୱର: ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗୁରୁବାର ବାଲେଶ୍ଵର ଜିଲ୍ଲାର ୨୨୬ ଜଣ ସାମିଲ ହୋଇ ଉଜୈନ ଓଁକାରେଶ୍ବରକୁ ଯାତ୍ରା ଆରମ୍ଭ କରିଛନ୍ତି। ଏହି ୨୨୬ ଜଣ ବରିଷ୍ଠ ନାଗରିକ ବିଭିନ୍ନ ବ୍ଲକ ଓ ପୌର ପ୍ରଶାସନ ସହାୟତାରେ ଗୁରୁବାର…
ଅଧିକ ଖବର ଦେଖନ୍ତୁ...

ଭୟଙ୍କର ହେଲାଣି ବାୟୁ ପ୍ରଦୂଷଣ: ଦିଲ୍ଲୀକୁ ଟପିଲା ଅନୁଗୁଳ

ଭୁବନେଶ୍ବର: ଦେଶର ୧୯ଟି ସହରର ବାୟୁ ପ୍ରଦୂଷଣ ମାତ୍ରା ଅତି ସାଂଘାତିକ ସ୍ତରରେ ପହଞ୍ଚିଛି। ଯେଉଁଥିରେ ଓଡ଼ିଶାର ୩ଟି ସହର ଅନୁଗୁଳ, ବାଲେଶ୍ବର ଓ କଟକ ରହିଛି। ଭୁବନେଶ୍ବର ସମେତ କେନ୍ଦୁଝର, ତାଳଚେର, ବାରିପଦା, ରାଇରଙ୍ଗପୁରର ବାୟୁ ସାଂଘାତିକ ସ୍ତରରେ ପହଞ୍ଚିଲାଣି। ଗୋଟିଏ ମାସ ବ୍ୟବଧାନରେ…
ଅଧିକ ଖବର ଦେଖନ୍ତୁ...

ନୀଳଗିରିରେ ଭାଲୁ ଆତଙ୍କ; ଗାଁରେ ପଶିଲା, ଗୋଡାଇ ଗୋଡାଇ କାମୁଡିଲା

ନୀଳଗିରି: ଦିବାଲୋକରେ ଗାଁରେ ପସିଲା ଭାଲୁ। ଗୋଡେଇ ଗୋଡେଇ ଲୋକଙ୍କୁ କାମୁଡିଲା। ଗାଁରେ ଖେଳିଯାଇଛି ଭାଲୁ ଆତଙ୍କ। ଭୟରେ ଘରୁ ବାହାରୁନାହାନ୍ତି ଲୋକେ।ଭାଲୁ ଭୟରେ ଗାଁରେ ସବୁ ତାଟି କବାଟ ବନ୍ଦ। ସୂଚନା ମୁତାବକ ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଞ୍ଚାୟତର ଟଣକା ଓ…
ଅଧିକ ଖବର ଦେଖନ୍ତୁ...

ହାଣ୍ଡି ଓ ବାଉଁଶ ଭେଳା​ରେ ନୌବିହାର ବେଳେ ଅଘଟଣ, ବନ୍ଦ ହେଲା ‘କୁମ୍ଭକ୍ଷେତ୍ର’

ନୀଳଗିରି: ନୀଳଗିରି ବ୍ଲକ୍‌ ସିଆଡ଼ିମାଳ ପଞ୍ଚାୟତ ବାବନ୍ଧ ଗ୍ରାମର ବୁଗାଳି ବନ୍ଧରେ ବେଆଇନ ଭାବରେ ଚାଲିଥିବା କୁମ୍ଭକ୍ଷେତ୍ର ବନ୍ଦ କରିବାକୁ ସ୍ଥାନୀୟ ତହସିଲଦାର ଦୀପ୍ତିମୟୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ନବବର୍ଷ ଉପଲକ୍ଷେ ହାଣ୍ଡି ଓ ବାଉଁଶ ଭେଳାରେ ନୌବିହାର ଚାଲିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଗଡ଼ିଆରୁ ମିଳିଲା ଶିଶୁପୁତ୍ରର କ୍ଷତାକ୍ତ ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୋର: ନିଖୋଜ ଥିବା​ ଜଣେ ଶିଶୁପୁତ୍ରର ମୃତଦେହ ଗୋଟିଏ ଦିନ ପରେ ଆଜି ଗାଁର ଏକ ଗଡ଼ିଆରୁ ଉଦ୍ଧାର ହୋଇଛି। ପାଣିରେ ବୁଡ଼ିଯାଇ ଶିଶୁଟି ଆଖି ବୁଜିଥିବା ସଂଦେହ କରାଯାଉଥିବା ବେଳେ ପରିବାର ଲୋକ କିନ୍ତୁ ହତ୍ୟା ଅଭିଯୋଗ ଆଣିଛନ୍ତି। ବାଲେଶ୍ବର ଜିଲ୍ଲା ସୋର ପୌରାଞ୍ଚଳ ଅଧୀନ ରାଇପୁର ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ସୋରରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର: ବେକରେ କ୍ଷତ ଚିହ୍ନ, ହତ୍ୟା ସନ୍ଦେହ

ସୋର: ବାଲେଶ୍ବର ଜିଲ୍ଲା ସୋର ପୌରାଞ୍ଚଳ ରାଇପୁର ଗ୍ରାମରୁ ନିଖୋଜ ଅଢେ଼ଇ ବର୍ଷର ଶିଶୁ ଶୁଭମର ମୃତଦେହ ପାଖାପାଖି ୨୪ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ଆଜି ସକାଳୁ ଘର ନିକଟରେ ଥିବା ପୋଖରୀକୁ ଶୁଖାଯାଉଥିଲା। ହେଲେ ସେଠାରୁ ତାର ପତ୍ତା ମିଳି ନଥିଲା। ହେଲେ ପାଖରେ ଥିବା ଅନ୍ୟ ଏକ ଗଡ଼ିଆ ଭିତରୁ…
ଅଧିକ ଖବର ଦେଖନ୍ତୁ...

୨୦ ଘଣ୍ଟା ପରେ ବି ପୁଲିସର ହାତ ଖାଲି: ମିଳିନି ନିଖୋଜ ଶିଶୁପୁତ୍ର

ସୋର:ବାଲେଶ୍ବର ଜିଲ୍ଲା ସୋର ପୌରାଞ୍ଚଳ ରାଇପୁର ଗ୍ରାମରୁ ନିଖୋଜ ଅଢେ଼ଇ ବର୍ଷର ଶିଶୁକୁ ପାଖାପାଖି ୨୦ ଘଣ୍ଟା ପରେ ବି ଉଦ୍ଧାର କରାଯାଇପାରିନାହିଁ। ଆଜି ସକାଳୁ ଘର ନିକଟରେ ଥିବା ପୋଖରୀକୁ ଶୁଖାଯାଉଛି। ସୂଚନାଯୋଗ୍ୟ, ଗତକାଲି ମଧ୍ୟାହ୍ନରେ ରାଇପୁର ଗ୍ରାମର ମୋହନ ସାହୁଙ୍କ ଅଢେ଼ଇ ବର୍ଷର…
ଅଧିକ ଖବର ଦେଖନ୍ତୁ...

ବିଜେଡି କର୍ମୀଙ୍କୁ ବିଚ ରାସ୍ତାରେ ଛୁରାମାଡ଼

ବାଲେଶ୍ଵର: ବାଲେଶ୍ୱର ସହର ସହଦେବଖୁଣ୍ଟା ଥାନା ଅଧୀନ ତେଲେଙ୍ଗାସାହିରେ ଜଣେ ଯୁବକକୁ ଅଚାନକ ଛୁରାମାଡ଼ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ରଣସାହି ଗ୍ରାମର ତନ୍ମୟ ମହାନ୍ତି(୩୩)। ସେ ବିଜେଡିର ଜଣେ ସକ୍ରିୟ କର୍ମୀ ଅଟନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ…
ଅଧିକ ଖବର ଦେଖନ୍ତୁ...