ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ଟିପିଏନଓଡିଏଲ ପକ୍ଷରୁ ମହିଳା ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ସାର୍ଟିଫିକେଟ ବଣ୍ଟନ

ବାଲେଶ୍ଵର: ଶିକ୍ଷା ଏକ ଜାତିର ଭାଗ୍ୟ ନିର୍ଦ୍ଧାରଣ କରେ। ଉତ୍ତମ ରାଷ୍ଟ୍ର ଗଠନ କ୍ଷେତ୍ରରେ ଶିକ୍ଷାର ମୌଳିକ ଆବଶ୍ୟକତା ରହିଛି। ତେଣୁ ନିରକ୍ଷର ମହିଳାମାନଙ୍କୁ ସାକ୍ଷରତା ଅଭିମୁଖେ ଏକ ପାଦ ନେବା ପାଇଁ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ଅଭିନବ ପଦକ୍ଷେପ…
ଅଧିକ ଖବର ଦେଖନ୍ତୁ...

ଚିତ୍ତରଞ୍ଜନଙ୍କ ହତ୍ୟା ପଛରେ ବ୍ୟାବସାୟିକ ଶତ୍ରୁତା ନା ପ୍ରେମଜନିତ ବ୍ୟାପାର? ୪ ଅଭିଯୁକ୍ତ ଚିହ୍ନଟ; ପୁଲିସ ହେପାଜତରେ…

କପ୍ତିପଦା: ବାଲେଶ୍ୱର ଜିଲ୍ଲା ରେମୁଣାର କଂଗ୍ରେସ ନେତା କହ୍ନେଇଚରଣ ବେହେରାଙ୍କ ସାନପୁଅ ଚିତ୍ତରଂଜନ ବେହେରା (୩୪)ଙ୍କୁ ଗଳା ଓ ଗୁପ୍ତାଙ୍ଗ କାଟି ବୀଭତ୍ସ ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କୁ କପ୍ତିପଦା ଥାନା ପୁଲିସ ଧରିବାରେ ସଫଳ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ରେମୁଣା ଅଞ୍ଚଳର ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ବିଲରୁ ଅମଳ ହେଲାଣି ଧାନ: ଡେରିରେ ଖୋଲିବ ମଣ୍ଡି, ଫାଇଦା ନେବେ ବେପାରୀ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲାର ଭାତହାଣ୍ଡି ଉତ୍ତର ବାଲେଶ୍ୱରରେ ଧାନ ଅମଳ ୨ ସପ୍ତାହ ହେଲା ଆରମ୍ଭ ହୋଇଯାଇଛି। ହେଲେ ମଣ୍ଡି ଖୋଲିବାକୁ ବିଳମ୍ବ ଅଛି। ଫଳରେ ପଶ୍ଚିମବଙ୍ଗ ବେପାରୀଙ୍କୁ ଏହା ସୁହାଇବ ବୋଲି କୁହାଯାଉଛି। ଦେଖାଯାଉଛି, ଏବେରୁ ସେମାନେ ଧାନ କିଣିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଡେରା…
ଅଧିକ ଖବର ଦେଖନ୍ତୁ...

ବର୍ଷେ ହେଲା ବାଲେଶ୍ବରରେ ଏଡ୍‌ସ ପରୀକ୍ଷା ବନ୍ଦ: ଡାକ୍ତରଖାନାରେ ମେସିନ୍ ଅଛି, କିଟ୍‌ ନାହିଁ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜିକୁ ବର୍ଷେରୁ ଅଧିକ ସମୟ ଧରି ଏଡ୍‌ସର ‘ସିଡି-୪ କାଉଣ୍ଟ’ ପରୀକ୍ଷା ବନ୍ଦ ରହିଛି। ଡାକ୍ତରଖାନାରେ ମେସିନ୍‌ ଥିଲେ ବି ଏହି ପରୀକ୍ଷା କାହିଁକି କରାଯାଉନାହିଁ, ତାର ଉତ୍ତର କାହା ପାଖରେ ନାହିଁ। ସାଧାରଣତଃ ଏଚ୍‌ଆଇଭି ପଜିଟିଭ୍‌ ବାହାରିବା…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ଲୋକସଭା ଆସନ: ଖାରବେଳଙ୍କ ବିଜୟଧାରାକୁ ରୋକିଥିଲେ ଅରୁଣ ଦେ

ବାଲେଶ୍ବର (ମନୋଜ ରାଉଳ): ବାଲେଶ୍ବର ଲୋକସଭା ଆସନରେ ଅତୀତରେ ଅନେକ ଉଲ୍ଲେଖନୀୟ ଘଟଣା ଦେଖିବାକୁ ମିଳିଛି। ସେଥିମଧ୍ୟରୁ ୨୦୦୯ ସାଧାରଣ ନିର୍ବାଚନ ଅନ୍ୟତମ। ପୂର୍ବରୁ ବିଜେପି ଟିକେଟ୍‌ରେ ତିନିଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇ ସାରିଥିବା ଖାରବେଳ ସ୍ବାଇଁଙ୍କ ବିଜୟରେ ସେଥର କଣ୍ଟା…
ଅଧିକ ଖବର ଦେଖନ୍ତୁ...

କୁଖ୍ୟାତ ନିଶା ମାଫିଆ ଗିରଫ: ୩୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଜଳେଶ୍ଵର: ଜଳେଶ୍ଵରରୁ ଖୋର୍ଦ୍ଧା ଯାଏଁ ନିଶା ସାମ୍ରାଜ୍ୟର ଚେର ଲମ୍ବାଇଥିବା କୁଖ୍ୟାତ ନିଶା ମାଫିଆ ଜଳେଶ୍ଵର ଶାସନବାଡ ଗ୍ରାମ ସେକ ଆଶିରୁଦ୍ଦିନ ଓରଫ ପୁସୁ (୩୦)କୁ ଜଳେଶ୍ଵର ପୁଲିସ ୩୩୮ ଗ୍ରାମ ବ୍ରାଉନସୁଗର ସହ ଗିରଫ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୩୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ…
ଅଧିକ ଖବର ଦେଖନ୍ତୁ...

ଧରମ ଝିଅକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଗିରଫ

ଜଳେଶ୍ଵର: ଜଳେଶ୍ଵର ପୁଲିସ ଗତକାଲି ରାତିରେ ଧରମ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ କମର୍ଦ୍ଦା ଥାନା ଉଲୁଡା ଗ୍ରାମର ଅନନ୍ତ ପ୍ରଧାନ (୫୨) ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। ବିବରଣୀରୁ ପ୍ରକାଶ ଯେ, ଭାରତୀ (ଛଦ୍ମନାମ)ବୟସ-୨୫…
ଅଧିକ ଖବର ଦେଖନ୍ତୁ...

ଗହୀରାଖାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ: ୮୨୩ ହେକ୍ଟର ଚାଷଜମିକୁ ମିଳୁନି ପାଣି, ମରାମତି ଓ ପୁନରୁଦ୍ଧାର ଦାବି

ଜଳେଶ୍ୱର (ସତ୍ୟବ୍ରତ ପ୍ରଧାନ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଅଧୀନ ଗହୀରାଖାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବେ ସଂକଟରେ। ଦିନକୁ ଦିନ ଜଳଭଣ୍ଡାରଟି ପୋତିଯାଉଛି। ଫଳରେ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇବା ସହ ଚାଷଜମିକୁ ଆବଶ୍ୟକ ପରିମାଣରେ ଜଳସେଚନ ହୋଇପାରୁନି। ପରିଣାମ ସ୍ବରୂପ ଚାଷ…
ଅଧିକ ଖବର ଦେଖନ୍ତୁ...

ଦିବଂଗତ ଝିଅଙ୍କ ପାଇଁ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ବାପା

ବାହାନଗା: ସ୍ମୃତିରକ୍ଷା ପାଇଁ ଜଣେ ବାପା ଦିବଂଗତ ଶିକ୍ଷୟିତ୍ରୀ ଝିଅଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ବାଲେଶ୍ୱର ସହର ଉପକଣ୍ଠ ବାରବାଟୀ ଅଞ୍ଚଳର ଶ୍ରୀନାଥ ରଣାଙ୍କର ୨ ଝିଅ। ବୈଶାଳୀ ସାନ। ସେ ବହୁ ପରିଶ୍ରମ କରି ପାଠ ପଢ଼ିବା ସହ ୨୦୧୩ ମସିହାରେ ଠିକା ଶିକ୍ଷକ ଭାବେ ନିଯୁକ୍ତି…
ଅଧିକ ଖବର ଦେଖନ୍ତୁ...

ଦାୟରେ ମତ୍ସ୍ୟଜୀବୀ ଓ ଡଙ୍ଗା କାରିଗରଙ୍କ ଜୀବିକା, କାମ ନପାଇ ଯାଉଛନ୍ତି ଦାଦନ

ବାହାନଗା(ଭଗବାନ ଚନ୍ଦ୍ର ଦାସ): ଆବଶ୍ୟକତା ଓ ଆଧୁନିକତା ଭିତରେ ହାତ ତିଆରି ଡଙ୍ଗା ଦ୍ବାରା ସମୁଦ୍ରରୁ ମାଛ ଧରୁଥିବା ମତ୍ସ୍ୟଜୀବୀ ଏବଂ ଡଙ୍ଗା କାରିଗରମାନେ ଚାପି ହୋଇଗଲେଣି। ନା ମତ୍ସ୍ୟଜୀବୀମାନେ ଜୀବିକା ବଞ୍ଚାଇ ପାରୁଛନ୍ତି ନା କାରିଗରମାନେ କାମ ପାଉଛନ୍ତି। ଏପରି ସ୍ଥିତି ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...