ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ଛାଡ଼ିଦେଇଥିଲେ ସ୍ବାମୀ: ଏବେ ଝିଅକୁ ବଞ୍ଚାଇବା ପାଇଁ ଆକୁଳ ନିବେଦନ କଲେ ଶାନ୍ତିଲତା

ରାଜବରହମପୁର: ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍‌ଏସି ଅଧୀନ ୮ ନମ୍ବର ୱାର୍ଡ ଚିମିନିଭାଟି ଗ୍ରାମର ଫୁଲମଣି ବେହେରାଙ୍କ ଝିଅ ଶାନ୍ତିଲତା ବେହେରା ଖଇରା ବ୍ଲକ୍‌ ଫଗୁଣା ଗ୍ରାମର ଉତ୍ତମ କୁମାର ବେହେରାଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ କନ୍ୟାସନ୍ତାନ ଅଛନ୍ତି। ତେବେ ପରେ ଉତ୍ତମ ଅନ୍ୟଜଣେ…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ସୃଷ୍ଟିହେଲା ଘୂର୍ଣ୍ଣିବଳୟ: ୨୪ ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ମିଆଁମାର ଏବଂ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ସମୁଦ୍ର ପତ୍ତନ ଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଛାଡ଼ି କଂଗ୍ରେସରେ ଯୋଗଦେଲେ ୬୨ ପରିବାରର ଶତାଧିକ ଲୋକ

ବସ୍ତା: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀର କାଦରାୟାଁ ପଞ୍ଚାୟତର ବାବୁଲ ମିଆଁଙ୍କ ଘର ନିକଟରେ କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। କାଦରାୟାଁ ପଞ୍ଚାୟତରେ ୬୨ ପରିବାରର ଶତାଧିକ ଲୋକ ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସରେ ମିଶିବା ପରେ ନେତୃତ୍ବ…
ଅଧିକ ଖବର ଦେଖନ୍ତୁ...

ଜଳେଶ୍ଵର-ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥରେ ବସକୁ ଧକ୍ମା ଦେଲା ବାଇକ୍: ଆରୋହୀ ମୃତ, ଜଣେ ଗୁରୁତର

ଭୋଗରାଇ: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର-ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥର ମହାଗବଛକ ଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳେ ଜଳେଶ୍ବର ପଟୁ ସାହୁ ନାମକ ଏକ ଘରୋଇ ବସ ମହାଗବଛକ…
ଅଧିକ ଖବର ଦେଖନ୍ତୁ...

ରେଳଧାରଣାରେ ପଶିଗଲା କାର ବୋଝେଇ କଣ୍ଟେନର୍‌

ବାଲେଶ୍ବର: ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ବର ବାମପଦା ଛକ ନିକଟରେ ଆଜି ଏକ କାର୍‌ ବୋଝେଇ କଣ୍ଟେନର୍‌ ଗୋଟିଏ ସୁଜୁକି ଜିମି ଗାଡ଼ିକୁ ଧକ୍କା ଦେଇ ନିକଟସ୍ଥ ରେଳଧାରଣାକୁ ପଶିଯାଇଥିଲା। ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଟ୍ରାଫିକ୍‌ ଜାମ୍‌ ହେବା ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ଗାଡ଼ିକୁ ଧକ୍କା ଦେଇ ରେଳଟ୍ରାକ ଭିତରକୁ ଚାଲିଗଲା କଣ୍ଟେନର, ଅଳ୍ପକେ ବର୍ତ୍ତିଲେ ଲୋକେ

ବାଲେଶ୍ବର: ଆଜି ଅପରାହ୍ନରେ ବାଂପଦା ଛକ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି ଲୋକେ। ଏକ କାର ବୋଝେଇ କଣ୍ଟେନର ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତଗତିରେ ଯାଉଥିବା ବେଳେ ବାଂପଦ। ନିକଟରେ ଏକ ଗାଡ଼ିକୁ ଧକ୍କା ଦେଇ ଭ।ରସ।ମ୍ୟ ହରାଇ ରେଳ ଟ୍ରାକ ଭିତରକୁ…
ଅଧିକ ଖବର ଦେଖନ୍ତୁ...

ଘରେ କେହି ନଥିବା ବେଳେ ବୃଦ୍ଧାଙ୍କୁ ହାଣି ୭ ଲକ୍ଷ ଟଙ୍କା ସହ ସୁନାଗହଣା ନେଇ ଫେରାର୍‌ ହେଲେ ଦୁର୍ବୃତ୍ତ

ବାଲେଶ୍ବର: ଘରେ ଏକୁଟିଆ ବୃଦ୍ଧା ଥିବା ବେଳେ ବୃଦ୍ଧାଙ୍କୁ ହାଣି ୭ ଲକ୍ଷ ଟଙ୍କା ସହ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଲେ ଦୁର୍ବୁତ୍ତ। ସୂଚନା ଅନୁସାରେ, ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତ ଜୁଣିଆ ରାମ ମନ୍ଦିର ନିକଟରେ ରାଜକିଶୋର ଗୁପ୍ତା ଗତକାଲି ରାତି ୨ଟାରେ ବାଲେଶ୍ୱର ରେଳ ଷ୍ଟେସନକୁ ନିଜ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ପର୍ଯ୍ୟଟନ ଦିବସ ଆଜି: ଲବଣ ସତ୍ୟାଗ୍ରହର ମୂକସାକ୍ଷୀ ‘ଇଞ୍ଚୁଡ଼ି’ ଅବହେଳିତ

ଗୋପାଳପୁର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ ଇଞ୍ଚୁଡ଼ିଠାରେ ଥିବା ଲବଣ ସତ୍ୟାଗ୍ରହର ପ୍ରତୀକ ସ୍ମୃତିସ୍ତମ୍ଭ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଇଞ୍ଚୁଡ଼ିଠାରେ ଥିବା ଐତିହାସିକ ଲବଣ ସତ୍ୟାଗ୍ରହ ପୀଠ ଏବଂ ସ୍ମୃତିସ୍ତମ୍ଭ ଭାରତର ସ୍ବାଧୀନତା ବିପ୍ଳବର ଏକ ଅଂଶବିଶେଷ। ୧୯୩୦ ମସିହାର ଆଇନ…
ଅଧିକ ଖବର ଦେଖନ୍ତୁ...

ମାଛ ବଜାର ନିର୍ମାଣ ପାଇଁ ଖର୍ଚ୍ଚ ହେବ ୫୦ ଲକ୍ଷ ଟଙ୍କା: ବଜାର ପାଇଁ ଡିପିଆର୍‌ ପ୍ରସ୍ତୁତ

ଜଳେଶ୍ୱର: ଉତ୍ତର ବାଲେଶ୍ୱର ସହ ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଅଞ୍ଚଳବାସୀଙ୍କ ପାଇଁ ସବୁଠାରୁ ବଡ଼ ମାଛ ବଜାର କୁହାଯାଉଥିବା ଜଳେଶ୍ୱର ମାଛ ବଜାର ଏବେ ଦୟନୀୟ ଅବସ୍ଥାରେ। କିନ୍ତୁ ଖୁସି ଖବର ହେଲା, ସ୍ବତନ୍ତ୍ର ବଜାର ପ୍ରତିଷ୍ଠା ପାଇଁ ଡିପିଆର୍‌ ପ୍ରସ୍ତୁତ ଆରମ୍ଭ ହୋଇଛି। ଏନେଇ ପାଖାପାଖି…
ଅଧିକ ଖବର ଦେଖନ୍ତୁ...

ବସ୍‌ରେ ହେଉଛି ନିଶାଦ୍ରବ୍ୟ ଚାଲାଣ: ୩ ନିଶା ବେପାରୀ କୋର୍ଟ ଚାଲାଣ

ବାଲେଶ୍ୱର: ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବସ୍‌ରୁ ବିପୁଳ ଗଞ୍ଜେଇ ଓ ୪୮ ଲକ୍ଷରୁ ଅଧିକ ଟଙ୍କା ଜବତ ହେବା ସହ ୩ ଜଣ କୋର୍ଟ ଚାଲାଣ ହୋଇଛନ୍ତି। ବସ୍‌ରେ ଗଞ୍ଜେଇ ଚାଲାଣ ଖବର ମିଳିବା ପରେ ବାଲେଶ୍ବର ଜିଲ୍ଲା ଅବକାରୀ ଅଧୀକ୍ଷକ ସୁଶାନ୍ତ କୁମାର ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ଗତକାଲି…
ଅଧିକ ଖବର ଦେଖନ୍ତୁ...