ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ଗାଈ ଗୁହାଳଠାରୁ ହୀନ ‘ତରମନଟି ପ୍ରାଥମିକ ବିଦ୍ୟାଳୟ’ ବାଜିରେ ଲାଗିଛି ୫୧ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ନୀଳଗିରି: ‘ଭଲ ପାଠ ପଢ଼, ବଡ଼ ସ୍ବପ୍ନ ଦେଖି ତାକୁ ସାକାର କର’। ନୀଳଗିରି ବ୍ଲକ୍‌ ଧୋବଶିଳା ପଞ୍ଚାୟତ ତରମନଟି ପ୍ରାଥମିକ ବିଦ୍ୟାଳୟ କାନ୍ଥରେ ମୁଖ୍ୟମନ୍ତ୍ରୀଙ୍କ ଏମିତି କିଛି ବାର୍ତ୍ତା ଲେଖାଥିବା ଫଳକ ଲଗାଯାଇଛି। ହେଲେ ଏହା ଛାତ୍ରଛାତ୍ରୀଙ୍କ ପାଇଁ ଉପହାସ ହୋଇଛି। କାରଣ ସେମାନେ ପଢ଼ୁଥିବା…
ଅଧିକ ଖବର ଦେଖନ୍ତୁ...

ଅଘଟଣ, ଦୁର୍ଘଟଣା: ପାଣିରେ ବୁଡ଼ି ଦୁଇ ଛାତ୍ରୀ, ବିଷ ପିଇ ଦୁଇ ମୃତ

ବାଲେଶ୍ୱର/ବାହାନଗା/ଗୋପାଳପୁର: ବାଘା ଯତୀନ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବାଲେଶ୍ବର ସଦର ଥାନା ଓଡ଼ଙ୍ଗୀ ଗ୍ରାମର ବିଶ୍ୱଜିତ ଦାଶଙ୍କ ଝିଅ ତପସ୍ୱିନୀ (୧୩) ଏବଂ ପଞ୍ଚମ ଶ୍ରେଣୀରେ ପଢୁଥିବା ସନ୍ତୋଷ ଦାଶଙ୍କ ଝିଅ ତନୁଶ୍ରୀ (୧୨) ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ସକା​ଳ ପ୍ରାୟ ୯ଟା…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ସହ ୨୨ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ସଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଉତ୍ତର…
ଅଧିକ ଖବର ଦେଖନ୍ତୁ...

ନୀଳଗିରିରେ ୫-ଟି ପ୍ରହସନ: ୩୨ଟି ହାଇସ୍କୁଲ୍‌ର କାମ ସରିଛି, ସୁବିଧା ନାହିଁ

ରାଜବରହମପୁର (ଉମାକାନ୍ତ ରାଉତ): ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ଗୁଣାତ୍ମକ ମାନ ବଢ଼ାଇବା ପାଇଁ ୫-ଟି ଅଧୀନ ରୂପାନ୍ତର କାମ ହେଉଛି। ହେଲେ ପରିତାପର ବିଷୟ ଯେଉଁ କାମ କରାଯାଉଛି, ତାହା ନିମ୍ନମାନର। ସେହିପରି ଅନେକ ସ୍କୁଲ୍‌ ଉଦ୍‌ଘାଟିତ ହୋଇଯାଇଥିବା ବେଳେ ସେଠାରେ ଅନେକ କାମ ବାକି ପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଗାଧୋଇବା ବେଳେ ପାଣିରେ ବୁଡ଼ିଗଲେ ଦୁଇ ନାବାଳିକା ସାଙ୍ଗ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଓଡ଼ଙ୍ଗି ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସକାଳେ ସଦର ଥାନା ଓଡ଼ଙ୍ଗି ଗାଁ ପୋଖରୀକୁ ୨ ନାବାଳିକା ସାଙ୍ଗ ଗାଧୋଇବା ପାଇଁ ଯାଇଥିଲେ। ହେଲେ ଅସାବଧାନତାବଶତଃ ଦୁହେଁ ପୋଖରୀରେ ବେଳେ ବୁଡ଼ିଯାଇଥିଲେ। ପରେ ସେମାନଙ୍କୁ ସ୍ଥାନୀୟ ଲାେକେ…
ଅଧିକ ଖବର ଦେଖନ୍ତୁ...

ଛାଡ଼ିଦେଇଥିଲେ ସ୍ବାମୀ: ଏବେ ଝିଅକୁ ବଞ୍ଚାଇବା ପାଇଁ ଆକୁଳ ନିବେଦନ କଲେ ଶାନ୍ତିଲତା

ରାଜବରହମପୁର: ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍‌ଏସି ଅଧୀନ ୮ ନମ୍ବର ୱାର୍ଡ ଚିମିନିଭାଟି ଗ୍ରାମର ଫୁଲମଣି ବେହେରାଙ୍କ ଝିଅ ଶାନ୍ତିଲତା ବେହେରା ଖଇରା ବ୍ଲକ୍‌ ଫଗୁଣା ଗ୍ରାମର ଉତ୍ତମ କୁମାର ବେହେରାଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ କନ୍ୟାସନ୍ତାନ ଅଛନ୍ତି। ତେବେ ପରେ ଉତ୍ତମ ଅନ୍ୟଜଣେ…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ସୃଷ୍ଟିହେଲା ଘୂର୍ଣ୍ଣିବଳୟ: ୨୪ ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ମିଆଁମାର ଏବଂ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ସମୁଦ୍ର ପତ୍ତନ ଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଛାଡ଼ି କଂଗ୍ରେସରେ ଯୋଗଦେଲେ ୬୨ ପରିବାରର ଶତାଧିକ ଲୋକ

ବସ୍ତା: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀର କାଦରାୟାଁ ପଞ୍ଚାୟତର ବାବୁଲ ମିଆଁଙ୍କ ଘର ନିକଟରେ କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। କାଦରାୟାଁ ପଞ୍ଚାୟତରେ ୬୨ ପରିବାରର ଶତାଧିକ ଲୋକ ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସରେ ମିଶିବା ପରେ ନେତୃତ୍ବ…
ଅଧିକ ଖବର ଦେଖନ୍ତୁ...

ଜଳେଶ୍ଵର-ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥରେ ବସକୁ ଧକ୍ମା ଦେଲା ବାଇକ୍: ଆରୋହୀ ମୃତ, ଜଣେ ଗୁରୁତର

ଭୋଗରାଇ: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର-ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥର ମହାଗବଛକ ଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳେ ଜଳେଶ୍ବର ପଟୁ ସାହୁ ନାମକ ଏକ ଘରୋଇ ବସ ମହାଗବଛକ…
ଅଧିକ ଖବର ଦେଖନ୍ତୁ...

ରେଳଧାରଣାରେ ପଶିଗଲା କାର ବୋଝେଇ କଣ୍ଟେନର୍‌

ବାଲେଶ୍ବର: ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ବର ବାମପଦା ଛକ ନିକଟରେ ଆଜି ଏକ କାର୍‌ ବୋଝେଇ କଣ୍ଟେନର୍‌ ଗୋଟିଏ ସୁଜୁକି ଜିମି ଗାଡ଼ିକୁ ଧକ୍କା ଦେଇ ନିକଟସ୍ଥ ରେଳଧାରଣାକୁ ପଶିଯାଇଥିଲା। ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଟ୍ରାଫିକ୍‌ ଜାମ୍‌ ହେବା ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...