ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ଟ୍ରକକୁ ପଛରୁ ପିଟିଲା ତୀର୍ଥଯାତ୍ରୀ ବସ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ଜଣେ ଗୁରୁତର

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ସକାଳେ ଏକ ଦୁର୍ଘଟଣା ଘଟିଛି। ସେଠାରେ ତୀର୍ଥଯାତ୍ରୀ ବସ ଆଗରେ ଛିଡା ହୋଇଥିବା ଏକ ଟ୍ରକକୁ ଧକା ଦେବା ଫଳରେ ୨୧ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଗତ ସେପ୍ଟେମ୍ବର ୨୭ ତାରିଖରେ ନେପାଳ…
ଅଧିକ ଖବର ଦେଖନ୍ତୁ...

ଭିକ ମାଗୁଛନ୍ତି କାଉନ୍‌ସିଲର୍‌ : ଦୁଇଟି ଛୋଟଛୋଟ ପିଲାଙ୍କୁ ଧରି ଘରଘର ବୁଲି ହାତ ପାତୁଛନ୍ତି

ସୋର: ଯିଏ ଲୋକଙ୍କ ପାଇଁ ସରକାରଙ୍କଠାରେ ଦାବି ଉପସ୍ଥାପନ କରିବା କଥା, ସିଏ ନିଜେ ଆଜି ଭୋକ ଉପାସରେ ଛଟପଟ। ଦାରିଦ୍ର୍ୟ ତାଙ୍କ ପାଇଁ ଅଭିଶାପ ପାଲଟିଥିବା ବେଳେ ନିଜର ଦୁଇଟି ଛୋଟଛୋଟ ପିଲାଙ୍କୁ ଧରି ଘରଘର ବୁଲି ଭିକ ମାଗୁଛନ୍ତି। ଇଏ ହେଉଛନ୍ତି ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ୭ ନମ୍ବର…
ଅଧିକ ଖବର ଦେଖନ୍ତୁ...

‘ମୋ ଘର’ ଯୋଜନାକୁ ନେଇ ଉଠିଲାଣି ପ୍ରଶ୍ନ: ଆବେଦନ କରିଛନ୍ତି ୧୫୩୫, ଜଣଙ୍କୁ ବି ମିଳିନି ଋଣ

ଜଳେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରୁ ବାଦ୍‌ ପଡ଼ିଥିବା ନିମ୍ନ ମଧ୍ୟବିତ୍ତ ପରିବାରଗୁଡ଼ିକର ପକ୍କାଘର ସ୍ବପ୍ନ ପୂରଣ ପାଇଁ ଗତ ମେ ମାସ ୨୯ ତାରିଖରେ ରାଜ୍ୟ ସରକାର ଘୋଷଣା କରିଥିଲେ ‘ମୋ ଘର’ ଯୋଜନା। ଜୁନ୍‌ ମାସ ୧୬ ତାରିଖରୁ ଏହି ଯୋଜନା ପାଇଁ ସରକାରୀ…
ଅଧିକ ଖବର ଦେଖନ୍ତୁ...

ମନ୍ମଥ-ମନୋଜ ସ୍ମାରକୀ ପୀଠ ଅନୁଧ୍ୟାନ କଲା ସିଏମ୍‌ଓ

ଚନ୍ଦନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଥାକାର ପଦ୍ମଭୂଷଣ ମନୋଜ ଦାସ ଏବଂ ଐତିହାସିକ ଡ. ମନ୍ମଥ ନାଥ ଦାସଙ୍କ ଜନ୍ମମାଟି ବାଲେଶ୍ୱର ଜିଲ୍ଲା ଶଙ୍ଖାରୀଠାରେ ନିର୍ମାଣାଧୀନ ମନ୍ମଥ-ମନୋଜ ସ୍ମାରକୀ ପୀଠରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏକ ୫ ଜଣିଆ ଟିମ୍‌ ପହଞ୍ଚି କାର୍ଯ୍ୟ ଅନୁଧ୍ୟାନ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ନଥିବାରୁ ସ୍ତ୍ରୀ ଶବକୁ ୫ କିମି ଟ୍ରଲିରେ ବୋହିଲେ ସ୍ୱାମୀ

ସୋର: ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଚିତ୍ର ଦେଖିବାକୁ ମିଳିଛି ସୋର ଡାକ୍ତରଖାନାରେ। ଜଣେ ଆଦିବାସୀ ବ୍ୟକ୍ତି ଟଙ୍କା ଦେଇ ନପାରିବାରୁ ନିଜ ସ୍ତ୍ରୀର ଶବକୁ ୫ କିଲୋମିଟର ପର୍ଯ୍ୟନ୍ତ ଟ୍ରଲିରେ ବୋହିଛନ୍ତି। ସୂଚନା ମୁତାବକ ସୋର ବ୍ଲକ୍‌ ଦହିସଡ଼ା ପଞ୍ଚାୟତ ଛପୁଲିଆ ଗ୍ରାମର ଗୁରୁବା ସିଂଙ୍କ…
ଅଧିକ ଖବର ଦେଖନ୍ତୁ...

କଲାମ୍ ଦ୍ୱୀପରୁ ଯୁଦ୍ଧପୋତ ବିଧ୍ୱଂସକାରୀ କ୍ଷେପଣାସ୍ତ୍ର ପରୀକ୍ଷା

ବାଲେଶ୍ବର: ଭଦ୍ରକ ଧାମରାସ୍ଥିତ ଅବଦୁଲ କଲାମ୍‌ ଦ୍ବୀପରୁ ଶୁକ୍ରବାର ବହୁ ଦୂରଗାମୀ ଯୁଦ୍ଧପୋତ ବିଧ୍ୱଂସକାରୀ କ୍ଷେପଣାସ୍ତ୍ର (ଏଲ୍‌ଆର୍‌ଏଏସ୍‌ଏମ୍‌)ର ସଫଳ ପରୀକ୍ଷଣ ହୋଇଛି। ଡିଆରଡିଓର ବରିଷ୍ଠ ଅଧିକାରୀ ଓ ପ୍ରତିରକ୍ଷା ବୈଜ୍ଞାନିକଙ୍କ ଉପସ୍ଥିତିରେ ପୂର୍ବାହ୍ନ ୧୦ଟାରେ ଏହି…
ଅଧିକ ଖବର ଦେଖନ୍ତୁ...

ରେଳବାଇରେ ଚାକିରି କରାଇ ଦେବେ କହି ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ: ଥାନାରେ ହେଲାଣି ୭ ଅଭିଯୋଗ

ଜଳେଶ୍ଵର: ରେଳବାଇରେ ଚାକିରି କରାଇଦେବା ନାଁରେ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଗତ ୪ ଦିନ ଭିତରେ ଜଳେଶ୍ଵର ଥାନାରେ ୭ରୁ ଉର୍ଦ୍ଧ୍ବ ଅଭିଯୋଗ ହୋଇଥିବା ଜଣା ପଡିଛି। ଅଭିଯୋଗ ପାଇବା ପରେ ଜଳେଶ୍ଵର ପୁଲିସ ତଦନ୍ତ ଆରମ୍ଭ କରିଛି। ସିଙ୍ଗଲା ଥାନା ଦୁନ୍ଦକୁଟ…
ଅଧିକ ଖବର ଦେଖନ୍ତୁ...

ପ୍ରତିକୂଳ ପାଗ ଯୋଗୁଁ ଚିନ୍ତାରେ ଚାଷୀ: ଏବେ ପାଣିରେ ବୁଡ଼ି ରହିଛି ୯୧୮ ହେକ୍ଟର ଜମିର ଫସଲ

ଜଳେଶ୍ଵର: ପ୍ରତିକୂଳ ପାଗ ଯୋଗୁଁ ଚିନ୍ତାରେ ଜଳେଶ୍ଵର ଚାଷୀ। ଗତ ଜୁଲାଇ ମାସରେ ଚାଷକାମ ପାଇଁ ୩୧୭ ଏମଏମ ବର୍ଷାର ଆବଶ୍ୟକତା ଥିବାବେଳେ ମାତ୍ର ୧୮୮ ଏମଏମ ବର୍ଷା ହୋଇଥିଲା। ଅଗଷ୍ଟ ମାସରେ ୩୪୮ ଏମଏମ ବର୍ଷା ର ଆବଶ୍ୟକତା ଥିବାବେଳେ ୧୬୯ ଏମଏମ ବର୍ଷା ହୋଇଥିଲା। ସେପ୍ଟେମ୍ବର ମାସରେ ୩୨୮ ଏମଏମ…
ଅଧିକ ଖବର ଦେଖନ୍ତୁ...

୩୦ ଘଣ୍ଟା ପରେ ସରିଲା ରେଳ ଧାରଣା ମରାମତି କାମ: ଦ୍ୱିତୀୟ ଦିନରେ ବାତିଲ ହେଲା ୨୩ ଟ୍ରେନ୍‌

ବାଲେଶ୍ବର: ଦକ୍ଷିଣପୂର୍ବ ରେଳପଥର ବାଲେଶ୍ବର-ହଳଦୀପଦା ଅମରାପୋଲ ନିକଟରେ ମାଟି ଧସି ପ୍ରଭାବିତ ହୋଇଥିବା ରେଳ ଧାରଣା ମରାମତି କାମ ୩୦ ଘଣ୍ଟା ପରେ ଆଜି ପୂର୍ବାହ୍ନ ୧୧ଟା ୪୫ରେ ଶେଷ ହୋଇଛି। ପ୍ରଥମେ ଏହି ଟ୍ରାକ୍‌ରେ ଏର୍ଣ୍ଣାକୁଲମ୍‌-ପାଟନା ଏକ୍ସପ୍ରେସ୍‌ ଅତିକ୍ରମ କରିଛି। ନୂଆ କାମ…
ଅଧିକ ଖବର ଦେଖନ୍ତୁ...

ଉପେନ୍ଦ୍ରନାଥ ପ୍ରଧାନ ଜଣେ ସ୍ମରଣୀୟ ବ୍ୟକ୍ତିତ୍ୱ: ଅସିତ ମହାନ୍ତି

ସୋର: ବାଲେଶ୍ବର ଜିଲ୍ଲା ସୋର ଉପେନ୍ଦ୍ରନାଥ ପ୍ରଧାନ ସ୍ମୃତି ପରିଷଦ ଆନୁକୂଲ୍ୟରେ ଶିକ୍ଷାଗୁରୁ ଉପେନ୍ଦ୍ରନାଥଙ୍କ ରଚନାବଳୀ ‘ଉପେନ୍ଦ୍ର ଅନ୍ତଃସ୍ୱର’ ପୁସ୍ତକର ଲୋକାର୍ପଣ ଉତ୍ସବ ଟ୍ରେଜେରି କଲୋନିସ୍ଥିତ ଶିକ୍ଷକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ମନୀନ୍ଦ୍ର ଦୀକ୍ଷିତଙ୍କ…
ଅଧିକ ଖବର ଦେଖନ୍ତୁ...