ଅନୁସନ୍ଧାନ କରୁଥିବା ବର୍ଗ

କଟକ

ହାଇକୋର୍ଟରେ ଶିକ୍ଷା ସହାୟକ ନିଯୁକ୍ତି ମାମଲା: ସର୍ବାଧିକ ୩୨ ବର୍ଷ ବୟସସୀମା ନିଷ୍ପତ୍ତି କାଏମ୍‌

କଟକ: ଶିକ୍ଷା ସହାୟକ ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମା ୩୨ ରହିବ। ସରକାରଙ୍କ ନୀତିଗତ ନିଷ୍ପତ୍ତିରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ। ଅନ୍ୟପଟେ କିନ୍ତୁ ଶିକ୍ଷା ସହାୟକ ପାଇଁ ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ପ୍ରତିଶତ ନମ୍ବର ସଂପର୍କରେ କିନ୍ତୁ ସରକାର ସାନି ନିଷ୍ପତ୍ତି ନେବେ।…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରେ ଦୁର୍ଦ୍ଦାନ୍ତ କଏଦୀଙ୍କ ଦାଦାଗିରି: ବଟି ନଦେଲେ ନୂଆ କଏଦୀଙ୍କୁ ନିର୍ଯାତନା

କଟକ: ଜେଲ୍‌ରେ ବି ଆଦାୟ ହେଉଛି ବଟି। ଜେଲର କର୍ମଚାରୀ ନୁହନ୍ତି, ଜେଲରେ ରହୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ନୂଆ କଏଦୀଙ୍କୁ ବଟି ମାଗୁଛନ୍ତି। ବଟି ନଦେଲେ ଜେଲ୍‌ ଭିତରେ ନିର୍ଯାତନା ଦେଉଛନ୍ତି। ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିକଟରେ ଅଭିଯୋଗ ନ କରିବାକୁ ଧମକ ଦେଉଛନ୍ତି। ଚୌଦ୍ୱାର ଜେଲ୍‌ରେ…
ଅଧିକ ଖବର ଦେଖନ୍ତୁ...

ପୁରୀରେ ଆଇନଜୀବୀଙ୍କ ହତ୍ୟାର ପ୍ରତିବାଦ, ଆଜି ହାଇକୋର୍ଟ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ

କଟକ: ପୁରୀରେ ଆଇନଜୀବୀ ଲକ୍ଷ୍ମୀଧର ମହାପାତ୍ରଙ୍କ ହତ୍ୟାକାଣ୍ଡ ଘଟଣାର ପ୍ରତିବାଦରେ ହାଇକୋର୍ଟ ଆଇନଜୀବୀମାନେ ମଙ୍ଗଳବାର ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସାଧାରଣ ପରିଷଦ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

୧୧ ପୁଲିସ ଇନ୍‌ସ୍ପେକ୍ଟରଙ୍କ ବଦଳି

କଟକ: ରାଜ୍ୟ ପୁଲିସ ବିଭାଗରେ କାର୍ଯ୍ୟରତ ୧୧ ଜଣ ଇନ୍‌ସ୍ପେକ୍ଟରଙ୍କୁ ବଦଳି କରାଯାଇଛି । ଆଜି ଆୟୋଜିତ ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ ବୈଠକରେ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା । ବଦଳି ହୋଇଥିବା ପୁଲିସ ଇନ୍‌ସ୍ପେକ୍ଟରଙ୍କ ମଧ୍ୟରେ ବଇରୀ ପିଟିଆଇରେ କାର୍ଯ୍ୟରତ କାଳନ୍ଦୀ…
ଅଧିକ ଖବର ଦେଖନ୍ତୁ...

ଲୁଟ୍‌ ପରେ ଯୁବକଙ୍କୁ ଚଳନ୍ତା ଟ୍ରେନ୍‌ରୁ ଠେଲିି ଦେଲେ

ବାରଙ୍ଗ: ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକଙ୍କ ଠାରୁ ଲୁଟିବା ପରେ ତଳକୁ ଠେଲି ଦେଲେ ୪ ଜଣ କିନ୍ନର। ଏଭଳି ମର୍ମନ୍ତୁଦ ଘଟଣା ଆଜି ସକାଳେ ବାରଙ୍ଗର କଣ୍ଟାପାଟଣା ଗ୍ରାମ ନିକଟରେ ଘଟିଛି। ସକାଳେ ରେଳ ପୋଲ ପାଖରେ ଯୁବକ ଜଣକ ଗୁରୁତର ଅବସ୍ଥାରେ ପଡି ଛଟପଟ ହେଉଥିବାର କିଛି ଲୋକ ଦେଖିଥିଲେ। ତା…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରେ ଶୁଣାଣି ଆଜି

କଟକ : ପ୍ରାୟ ୫୦ ଦିନ ହେବ ଅଚଳ ହୋଇପଡିଛି ସବରେଜିଷ୍ଟ୍ରାର ଅଫିସ । ଅଫିସ ଖୋଲା ଅଛି, ଅଫିସର ଆସୁଛନ୍ତି, ହେଲେ ସରକାରୀ କଟକଣା ଯୋଗୁ କାମ ଆଗେଇ ପାରୁନାହିଁ । କ୍ୟାସ୍‌ଲେସ ବ୍ୟବସ୍ଥାକୁ ନେଇ ଦୀର୍ଘ ୫୦ ଦିନ ଧରି ଏପରି ଅଚଳାବସ୍ଥା ସୃଷ୍ଟି ହୋଇଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରେ ଛିନ୍‌ତାଇ ଘଟଣା : କ୍ୟାମେରାରୁ ଧରା ହେବେ ଫେରାର ପୁଲିସ

କଟକ : ଭୁବନେଶ୍ୱରରୁ ହାଓ୍ଵଡା ଯାଉଥିବା ସାଲିମାର୍‌ ଏକ୍ସପ୍ରେସ୍‌ରେ ତିନି କନେଷ୍ଟବଳ ଯାତ୍ରୀଙ୍କ ଟଙ୍କା ଛଡ଼ାଇବା ଘଟଣାକୁ ଗୁରୁତର ସହିତ ନେଇଛି ରେଳ ବିଭାଗ । ଗଲାକାଲି ଅଭିଯୁକ୍ତ କନେଷ୍ଟବଳଙ୍କୁ ଚାକିରିରୁ ନିଲମ୍ବନ କରିଥିବା ବେଳେ ସେମାନଙ୍କୁ କୈଫତ୍‌ ତଲବ କରାଯିବ । କେଉଁ ପରିସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ପୁଲିସ ସହିଦ ଦିବସ ପାଳିତ

କଟକ : ଚଳିତ ବର୍ଷ ଦେଶରେ ପୁଲିସ ବିଭାଗରେ ୩୭୯ ଜଣ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ୯ ଜଣ। ଏହି ବୀର ସହିଦ ମାନଙ୍କୁ ଆଜି ରାଜ୍ୟସ୍ତରୀୟ ପୁଲିସ ସହିଦ ଦିବସ ପାଳନ ଅବସରରେ ଶ୍ରଦ୍ଧାଞ୍ଜଳି ତଥା ସମ୍ମାନ ଜଣାଇଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ; ଅଭିଯୁକ୍ତ ଗିରଫ

ବଡ଼ମ୍ବା : ପ୍ରେମରେ ବିଫଳ ଜଣେ କଲେଜ୍‌ ଛାତ୍ର ସହପାଠିନୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଗିରଫ ହୋଇଛି। ଛାତ୍ରୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଆପତ୍ତିଜନକ ଫଟୋ ଉଠାଇ ତାହାକୁ ଭାଇରାଲ୍‌ କରିଥିବା ଏହି ଛାତ୍ରକୁ ପୁଲିସ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଏଭଳି ଏକ…
ଅଧିକ ଖବର ଦେଖନ୍ତୁ...

ପିପିଲି ବାଣ ବିସ୍ଫୋରଣ ଘଟଣା : ଏସ୍‌ସିବିରେ ଜଣଙ୍କର ମୃତ୍ୟୁ

କଟକ : ଦୀପାବଳି ପୂର୍ବରୁ ବାଣ ବିସ୍ଫୋରଣର ଶିକାର ହୋଇଥିବା ପିପିଲିର ବଚନ ବେହେରା (୧୮)ଙ୍କର ଆଜି କଟକ ବଡ଼ ମେଡିକାଲ୍‌ରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ବାଣ ବିସ୍ଫୋରଣରେ କଟକ ବଡ଼ ମେଡିକାଲ୍‌ରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ବାଲିପଡ଼ାର ବାସିନ୍ଦା ବଚନଙ୍କ ଶରୀର ପ୍ରାୟ ୮୦ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...