ଅନୁସନ୍ଧାନ କରୁଥିବା ବର୍ଗ

କଟକ

ଆନ୍ଦୋଳନରୁ ଓହରିଲେ ହାଉସ ସର୍ଜନ

କଟକ : ଏସ୍‌ସିବି ହାଉସ ସର୍ଜନ ଛାତ୍ରଛାତ୍ରୀ ସାମୟିକ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରି ଯାଇଛନ୍ତି। ଦାବି ପୂରଣ ପାଇଁ ଡିଏମ୍‌ଇଟି ସରକାରଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରିଛନ୍ତି। ଅନ୍ୟପକ୍ଷରେ ବଡ଼ ମେଡିକାଲରେ…
ଅଧିକ ଖବର ଦେଖନ୍ତୁ...

ସିଡିଏରେ ଦେହବେପାର

୨୦ ବ୍ଲୁ ସିଡି, ଡିଭିଡି ପ୍ଲେୟାର, ପେନ୍‌ ଡ୍ରାଇଭ୍‌, ୧୭ ହଜାର ଟଙ୍କା ଜବତ କଟକ : ସ୍ୱାମୀ ପାନ ଦୋକାନୀ । ସ୍ତ୍ରୀ ଦେହବେପାରୀ । ସିଡିଏ ସେକ୍ଟର ୮ରେ ଚାଲିଥିଲା ଦେହବେପାର । ଗରାଖଙ୍କୁ ବ୍ଲୁ ଫିଲ୍ଲ ଦେଖାଇ ଚଳାଉ ଥିଲେ ବେପାର । ପ୍ରତି ସର୍ଟ ପିଛା ହଜାରରୁ ୧୫ ଶହ ଟଙ୍କା ଆଦାୟ…
ଅଧିକ ଖବର ଦେଖନ୍ତୁ...

ବାଙ୍କି ଭଗିପୁର ଅଶାନ୍ତ : କୋଠଘର ସଂପତ୍ତିକୁ ନେଇ ଗୋଷ୍ଠୀ ସଂଘର୍ଷ 

କଟକ/ବାଙ୍କୀ : କୋଠ ସଂପତ୍ତିକୁ କେନ୍ଦ୍ରକରି ଅଶାନ୍ତ ହୋଇପଡିଛି ବାଙ୍କୀ ଥାନାର ଭଗିପୁର ଗାଁ। ହିସାବ ମାଗିବାରୁ ଆରମ୍ଭ ହୋଇଥିଲା ବଚସା । ଶେଷରେ ପରିସ୍ଥିତି ଭୟଙ୍କର ରୂପ ନେଇଥିଲା। ଦୁଇ ଗୋଷ୍ଠୀ ମାରଣାସ୍ତ୍ର ଧରି ପରସ୍ପରକୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ଗୋଟିଏ ଗୋଷ୍ଠୀର ୪ ଜଣ…
ଅଧିକ ଖବର ଦେଖନ୍ତୁ...

ତିନି ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦେଶ

କଟକ : ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଖାଉଟି ସୁରକ୍ଷା ପରିଷଦ ଗଠନ ସଂପର୍କିତ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ୩ ସପ୍ତାହ ଭିତରେ ଅବଗତ କରିବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଉପଭୋକ୍ତା ସଂଘ ପକ୍ଷରୁ ରୁଜୁ ଅଦାଲତ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରେ ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ

କଟକ : ତିନି ଦଫା ଦାବି ନେଇ ଗତକାଲଠାରୁ ଆନ୍ଦୋଳନକୁ ଓହ୍ଲାଇଥିବା ଏସ୍‌ସିବି ମେଡିକାଲ୍‌ ହାଉସ ସର୍ଜନ ଛାତ୍ରଛାତ୍ରୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ମଧ୍ୟ ଜାରି ରହିଛି। କର୍ତ୍ତୃପକ୍ଷ କୌଣସି ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ହାଉସ ସର୍ଜନ ସଂଘ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଓପିଏସ୍‌ସିରେ ଅଚଳାବସ୍ଥା : ଅଧ୍ୟକ୍ଷ ଓ ଜଣେ ସଦସ୍ୟରେ ଚାଲିଛି ସଂସ୍ଥା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ରେ ଏବେ ଏକପ୍ରକାର ଅଚଳାବସ୍ଥା। ଅଧ୍ୟକ୍ଷଙ୍କ ସମେତ ଜଣେ ସଦସ୍ୟରେ ଚାଲିଛି ଏବେ କମିସନ। ଏଭଳି ସ୍ଥିତିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ଉପଯୁକ୍ତ ପରିଚାଳନା ବିଶେଷକରି ମୌଖିକ ପରୀକ୍ଷା କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି ହେବାକୁ ଯାଉଛି।…
ଅଧିକ ଖବର ଦେଖନ୍ତୁ...

ରୋଗୀ ମୃତ୍ୟୁ ନେଇ ବଡ଼ ମେଡିକାଲରେ ତୁମୁଳକାଣ୍ଡ

କଟକ : କଟକ ବଡ଼ ମେଡିକାଲରେ ଗତକାଲି ବିଳମ୍ବିତ ରାତିରେ ଜଣେ ରୋଗୀର ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଘଟିଛି। ମୃତ ରୋଗୀଙ୍କ ସଂପର୍କୀୟ ଏବଂ ଡ୍ୟୁଟି କରୁଥିବା ହାଉସ୍‌ ସର୍ଜନଙ୍କ ମଧ୍ୟରେ ହାତାହାତି ହୋଇଛି। ଘଟଣାକୁ ନେଇ ହାଉସ ସର୍ଜନ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଜୁନିଅର…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତିଙ୍କ ଜାମିନ ଶୁଣାଣି ଶେଷ

କଟକ : ନବଦିଗନ୍ତ କ୍ୟାପିଟାଲ ସର୍ଭିିସେସ୍‌ ଚିଟ୍‌ ଫଣ୍ଡ୍‌ ଠକେଇ ମାମଲାରେ ଛନ୍ଦି ହୋଇ ୨୦୧୪ରୁ ଜେଲରେ ଥିବା ପୂର୍ବତନ ବିଜେପି ବିଧାୟକ ହିତେଶ ବଗର୍ତ୍ତିଙ୍କ ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଶେଷ ହୋଇଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀ ବଗର୍ତ୍ତିଙ୍କ ଜାମିନର…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡି ଧକ୍କାରେ ବାବାଙ୍କ ମୃତ୍ୟୁ

ଚୌଦ୍ୱାର-ମଙ୍ଗୁଳି: ଚୌଦ୍ୱାର ଥାନା ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥର ନୁନ୍‌ଣ୍ଟିକିରି ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାବାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏହି ବାବା ହେଉଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାର ଖରିସାହି ସ୍ଥିତ ମର୍ଦ୍ଦରାଜପୁର ଆଶ୍ରମର ଶିଶିର ଦାସ…
ଅଧିକ ଖବର ଦେଖନ୍ତୁ...

ଭୁଲ୍‌ ଇଞ୍ଜେକ୍ସନ: ଛାତ୍ରଙ୍କ ହାତ ଅଚଳ 

କଟକ: ଜଣେ ଗରିବ ମେଧାବୀ ଛାତ୍ରଙ୍କ ପାଇଁ କାଳ ହୋଇଛି ଭୁଲ୍‌ ଇଞ୍ଜେକ୍ସନ। ସରକାରୀ ହସ୍‌ପିଟାଲ୍‌ରେ ଭୁଲ୍‌ ଇଞ୍ଜେକ୍ସନ ନେଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ଏହି ଛାତ୍ରଙ୍କର ଏବେ ହାତରୁ ମାଂସ କଟାଯାଇଛି। ହାତ ଏକ ପ୍ରକାର ଅଚଳ ସ୍ଥିତିରେ ଥିବାରୁ ଛାତ୍ରଙ୍କ ଭବିଷ୍ୟତକୁ ନେଇ ଆଶଙ୍କା ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...