ଅନୁସନ୍ଧାନ କରୁଥିବା ବର୍ଗ

କଟକ

ସ୍ଥିତାବସ୍ଥା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଟକରୁ ଉଠିବ ନାହିଁ ଭେଟନାରି ଓ ଫିସରି ନିର୍ଦ୍ଦେଶାଳୟ। କଟକର ମଙ୍ଗଳାବାଗ ଓ ଯୋବ୍ରା ଅଞ୍ଚଳରେ ଥିବା ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟକୁ ଭୁବନେଶ୍ୱର ଉଠାଇ ନେବା ସଂପର୍କରେ ହୋଇଥିବା ଯୋଜନା ଉପରେ ଅଙ୍କୁଶ ଲଗାଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ୨୩କୁ ଘୁଞ୍ଚିଲା ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଶୁଣାଣି

କଟକ : ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ୨୦୧୭, ନଭେମ୍ବର ୨୩ରେ କରାଯିବ। ଆଜି ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ଜାମିନ ଆବେଦନର…
ଅଧିକ ଖବର ଦେଖନ୍ତୁ...

ବାଲିଯାତ୍ରା ଉତ୍ସବରେ ଅତିଥି ପ୍ରଭାତ ବିଶ୍ୱାଳ 

କଟକ : କଟକର ଐତିହାସିକ ବାଲିଯାତ୍ରାର ଉଦ୍‌ଘାଟନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ। ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବଣ୍ଟା ଯାଇଥିବା ନିମନ୍ତ୍ରଣ ପତ୍ର ଏଭଳି ସୂଚନା ଦେଉଛି। ଚିଟ୍‌ଫଣ୍ଡ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବି ମେଡିକାଲ୍‌ରେ ଦରମା ଫିକ୍ସିଂ: ଭିଜିଲାନ୍ସ ରୁଜୁ କଲା ମାମଲା

କଟକ : କଟକ ବଡ଼ ମେଡିକାଲ୍‌ରେ ଦରମା ଫିକ୍ସିଂ ଘଟଣାକୁ ନେଇ ଭିଜିଲାନ୍ସରେ ରୁଜୁ ହୋଇଛି ମାମଲା। ବର୍ଷବର୍ଷ ଧରି ନିର୍ଦ୍ଦିଷ୍ଟ କିଛି କର୍ମଚାରୀ ଏଭଳି କେଳେଙ୍କାରୀ କରି ଚାଲିଥିବା ବେଳେ ଏବେ ଏହାର ତଦନ୍ତ ହେବାକୁ ଯାଉଛି। ଗଲା କିଛି ବର୍ଷ ମଧ୍ୟରେ କର୍ମଚାରୀମାନେ କ୍ୟାଡର ନିୟମ ଓ ଗ୍ରେଡେସେନ୍‌…
ଅଧିକ ଖବର ଦେଖନ୍ତୁ...

ସାରଦା ଗ୍ରୁପ୍‌ର ୩୭୯୮ କ୍ଷୁଦ୍ର ଜମାକାରୀ ଚିହ୍ନଟ

କଟକ : ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ମଦନ ମୋହନ ଦାସ କମିସନ ସାରଦା ଗ୍ରୁପ ଅଫ୍‌ କମ୍ପାନିଜର ୩ ହଜାର ୭୯୮ ଜଣ କ୍ଷୁଦ୍ର ଜମାକରୀଙ୍କୁ ଚତୁର୍ଥ ପର୍ଯ୍ୟାୟରେ ଚିହ୍ନଟ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ପରେ କୋଲକାତାର ଅଲ୍ଲୀପୁର ଜେଲରେ ଥିବା ସାରଦା…
ଅଧିକ ଖବର ଦେଖନ୍ତୁ...

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଆରମ୍ଭ ହେଲା ଡିଏମ୍‌ଏଲ୍‌ଟି ପାଠପଢ଼ା

କଟକ : ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚକିତ୍ସା କେନ୍ଦ୍ରରେ ବୁଧବାରଠୁ ଡିଏମ୍‌ଏଲ୍‌ଟି ପାଠପଢା ଆରମ୍ଭ ହୋଇଛି। ୨୦ଜଣ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମ ପାଇଁ ନାମ ଲେଖାଇଛନ୍ତି। କେନ୍ଦ୍ରର ପାଥୋଲୋଜି ବିଭାଗ ଡାକ୍ତରମାନେ ଏମାନଙ୍କୁ ପାଠ ପଢାଇବେ। ବିଭାଗୀୟ ମୁଖ୍ୟ ତଥା ଆସୋସିଏଟ୍‌…
ଅଧିକ ଖବର ଦେଖନ୍ତୁ...

ବିଧାୟକ ପ୍ରଭାତଙ୍କୁ ଏସ୍‌ସିବିରେ ଚିକିତ୍ସା ପ୍ରସଂଗ: ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ : ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ଏସସିବି ଆଇସିୟୁରେ ଭର୍ତ୍ତି ହେବା ଘଟଣାର ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଶ୍ରୀ ବିଶ୍ୱାଳ ଜେଲ୍‌ ବାହାରେ ରହିବା…
ଅଧିକ ଖବର ଦେଖନ୍ତୁ...

ସବ୍‌-ରେଜିଷ୍ଟ୍ରାର ଅଫିସ୍‌ରେ କାରବାର ହେବ ନଗଦ ଟଙ୍କା

କଟକ : ସରକାରୀ ରେଜିଷ୍ଟ୍ରେସନ୍‌ ଫି, ଦଲିଲ ଦସ୍ତାବିଜ ନକଲ ଫି, ବିବାହ ପଞ୍ଜୀକରଣ ଫି ଓ ଅନ୍ୟାନ୍ୟ ସରକାରୀ ଦେୟ ପଇଠ ପାଇଁ ରାଜ୍ୟର ସମସ୍ତ ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ କ୍ୟାସ୍‌ଲେସ୍‌ ବ୍ୟବସ୍ଥା ସହିିତ ପୂର୍ବଭଳି ନଗଦ ଅର୍ଥ ପଇଠ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯିବ।…
ଅଧିକ ଖବର ଦେଖନ୍ତୁ...

ଟାଙ୍ଗୀ: ପର୍ଯ୍ୟଟକ ବସ ଦୁର୍ଘଟଣାଗ୍ରସ୍ତ, ୧୫ ଆହତ

ଟାଙ୍ଗୀ: କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥର ରଥ ପେଟ୍ରୋଲ ପମ୍ପ ନିକଟରେ ଏକ ପର୍ଯ୍ୟଟକ ବସ ସହିତ ଏକ ପିକ୍‌ଅପ୍‌ ଭ୍ୟାନ୍‌ର ଧକ୍କା ହେବା ଫଳରେ ୧୫ରୁ ଊର୍ଧ୍ୱ ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି…
ଅଧିକ ଖବର ଦେଖନ୍ତୁ...

କଟକ: ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

କଟକ:ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ କଟକ-ଟାଙ୍ଗୀ ରାସ୍ତାର କହ୍ନେଇପୁର ପଞ୍ଚାୟତର ଆଞ୍ଚୁଆ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଏକ ବୋଲୋରୋ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୃତ…
ଅଧିକ ଖବର ଦେଖନ୍ତୁ...