ଅନୁସନ୍ଧାନ କରୁଥିବା ବର୍ଗ

କଟକ

ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ: ୧୦ ହଜାର ୫ ଶହ କ୍ଷୁଦ୍ର ଜମାକାରୀ ଚିହ୍ନଟ

କଟକ: ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ମଦନ ମୋହନ ଦାସ କମିସନ ୨୦ଟି ଚିଟଫଣ୍ଡ ସଂସ୍ଥାର ୧୦ ହଜାର ୫ ଶହରୁ ଅଧିକ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ଏଥି ମଧ୍ୟରେ ସାଇନ ଇଣ୍ଡିଆ ଗ୍ରୁପର ସର୍ବାଧିକ ୩ ହଜାର ୫୩୪ ଜଣ କ୍ଷୁଦ୍ର ଜମାକାରୀ ରହିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ମୁଣ୍ଡରେ ବନ୍ଧୁକ ଲଗାଇ ଭୁଜାଲିରେ ଆକ୍ରମଣ, ସ୍କୁଟି ଲୁଟ୍‌

ଫୁଲନଖରା: ଏକ ଦୈନିକ ଖବରକାଗଜରେ କାର୍ଯ୍ୟରତ ସଦର ଥାନା ଅନ୍ତର୍ଗତ ଉଷୁମା ଗ୍ରାମର ଚନ୍ଦ୍ରମଣି ପରିଡା (୪୫) ଆଜି ସକାଳେ ଘରକୁ ଫେରୁଥିବା ବେଳେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଳଗାଇ ଭୟଭୀତ କରିବା ସହ ଭୁଜାଲିରେ ଆକ୍ରମଣ କରି ତାଙ୍କ…
ଅଧିକ ଖବର ଦେଖନ୍ତୁ...

ନରସିଂହପୁର: ଚୋରି ଅଭିଯୋଗରେ ଅଭିଯୁକ୍ତଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ନରସିଂହପୁର: ନରସିଂହପୁର ଥାନା ଅନ୍ତର୍ଗତ ନଖିପଡ଼ା ଗ୍ରାମରେ ମଙ୍ଗଳବାର ଭୋର୍‌ ସମୟରେ ଚାରି ପାଞ୍ଚ ଜଣ ଦୁର୍ବୃତ୍ତ ମିଶି ଚୋରି କରିଥିବା ଅଭିଯୋଗ ହୋଇଛି। ଚୋରମାନେ ଗ୍ରାମର ଜଣକ ଘର ସହ ଏକ ଦୋକାନ ମଧ୍ୟରୁ ଚୋରି କରିଛନ୍ତି ବୋଲି ଗ୍ରାମବାସୀ ନରସିଂହପୁର ଥାନାରେ ଅଭିଯୋଗ କରିଛନ୍ତି। ସେମାନେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି ମାମଲା: ସତ୍ୟପାଠ ଦାଖଲ

କଟକ: ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି ମାମଲାରେ ସୋମବାର ଆବେଦନକାରୀଙ୍କ ପକ୍ଷରୁ ୧୦ଜଣ ଖେଳାଳିଙ୍କ ବୟସ ସମ୍ପର୍କିତ ପ୍ରମାଣ ସହ ସତ୍ୟପାଠକୁ ହାଇକୋର୍ଟରେ ଦାଖଲ କରାଯାଇଛି। ଓସିଏ ପକ୍ଷରୁ ବିଭିନ୍ନ ସମୟରେ ପ୍ରକାଶିତ ବିଜ୍ଞପ୍ତି, ଖେଳାଳିମାନଙ୍କର ଦୁଇ ଦୁଇଟି ଜନ୍ମ ପ୍ରମାଣପତ୍ର ଓ ପ୍ୟାନ୍‌…
ଅଧିକ ଖବର ଦେଖନ୍ତୁ...

ଜବରଦଖଲରେ ଜଗନ୍ନାଥଙ୍କ ଭୂ-ସଂପତ୍ତି: ଉଦ୍ଧାର ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: ପୁରୀ ଶ୍ରୀଜଗନ୍ନାଥଙ୍କ ଭୂସଂପତ୍ତି ଜବରଦଖଲ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଜଗନ୍ନାଥଙ୍କ ନାଁରେ ଥିବା ସଂପତ୍ତି ସଂପର୍କରେ ତଦନ୍ତ ସହିତ ଜବର ଦଖଲରେ ଥିବା ଜମି ଉଦ୍ଧାର ପାଇଁ ନିର୍ଦ୍ଦେଶ ପ୍ରାର୍ଥନା କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ସଭାପତି ସୁରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ହାଇକୋର୍ଟ ସଂଗ୍ରହାଳୟ ଲୋକାର୍ପିତ

କଟକ : ସଂଗ୍ରହାଳୟ ଇତିହାସର ଦର୍ପଣ। ଏହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ସୁପ୍ରିମ୍‌କୋର୍ଟର ପ୍ରଧାନବିିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର କହିଛନ୍ତି। ଓଡ଼ିଶା ହାଇକୋର୍ଟ ଉଦ୍ୟମରେ ବାରବାଟୀ ଦୁର୍ଗସ୍ଥିତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପୁରୁଣା ବାସଭବନରେ…
ଅଧିକ ଖବର ଦେଖନ୍ତୁ...

ପୁଲିସ ତଦନ୍ତ ଏମିତି : ବିନା ଦୋଷରେ ଜେଲ୍‌!

କଟକ/ଜଗତସିଂହପୁର : ଅଭିଯୁକ୍ତର ନାମ ଭାରତ ଭୂଷଣ ବାରିିକ । କିନ୍ତୁ ପୁଲିସ ଘରୁ ଉଠାଇ ଆଣି ଗିରଫ କଲା ଭରତ କୁମାର ବାରିକଙ୍କୁ। ଭରତଙ୍କ ପରିବାର ଲୋକେ ପୁଲିସକୁ କାକୁତି ମିନତି ହୋଇଥିଲେ ସୁଦ୍ଧା କେହି କିଛି ଶୁଣି ନଥିଲେ । ନିର୍ଦ୍ଦୋଷ କୁହାଯାଉଥିବା ଭରତ ଚୌଦ୍ୱାର ଜେଲ୍‌ରେ ବିଚାରାଧୀନ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନ ବିଚାରପତିଙ୍କୁ ହାଇକୋର୍ଟରେ ସମ୍ବର୍ଧନା

କଟକ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ସୁପ୍ରମା ମିଶ୍ରଙ୍କୁ ହାଇକୋର୍ଟରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ହାଇକୋର୍ଟ ସମ୍ବର୍ଦ୍ଧନା କକ୍ଷରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରନ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରେ ଅକ୍ସିଜେନ୍‌ ଫ୍ଲୋ ମିଟର ଫାଟିଗଲା

କଟକ : ଏସ୍‌ସିବି ମେଡିକାଲ୍‌ ପୁରୁଣା ମେଡିସିନ୍‌ର ତୃତୀୟ ମହଲା ମହିଳା ଓ୍ଵାର୍ଡରେ ଆଜି ଏକ ଅକ୍ସିଜେନ୍‌ ସିଲିଣ୍ଡରର ଫ୍ଲୋ ମିଟର ଫାଟିଯିବାରୁ ରୋଗୀ ସମ୍ପର୍କୀୟ ଆତଙ୍କିତ ହୋଇପଡ଼ିଥିଲେ। ଜଣେ ରୋଗୀ ଦେହରେ ଲାଗିବାକୁ ଆସିଥିବା ସିଲିଣ୍ଡରର ଫ୍ଲୋ ମିଟର ଫାଟିବା ପରେ ଅକ୍ସିଜେନ୍‌ ପ୍ରବଳ…
ଅଧିକ ଖବର ଦେଖନ୍ତୁ...

ପାରାଚ୍ୟୁଟ୍‌ ଡ୍ରପିଙ୍ଗ ପ୍ରଶିକ୍ଷଣ ବେଳେ ଅଘଟଣ : ବାୟୁସେନା ଯବାନଙ୍କ ମୃତ୍ୟୁ

ଚୌଦ୍ୱାର-ଗୁରୁଡିଝାଟିଆ : ଚୌଦ୍ୱାର ଚାରବାଟିଆସ୍ଥିତ ବିମାନ ଉଡାଣ ଗବେଷଣା କେନ୍ଦ୍ର (ଏଆର୍‌ସି) ଅଧୀନରେ ପାରାଚ୍ୟୁଟ୍‌ ଡ୍ରପିଙ୍ଗ୍‌ ପ୍ରଶିକ୍ଷଣ ଚାଲିଥିବା ବେଳେ ନିଖୋଜ ହୋଇଯାଇଥିବା ଜଣେ ବାୟୁସେନା ଯବାନଙ୍କ ମୃତଦେବ ଗଭୀର ପାଣି ମଧ୍ୟରୁ ଉଦ୍ଧାର କରାଯାଇଛି । ମୃତ ଯବାନ ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...