ଅନୁସନ୍ଧାନ କରୁଥିବା ବର୍ଗ

କଟକ

ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ପ୍ରଦୀପ ସେଠୀଙ୍କ ଆବେଦନ: ନିମ୍ନ ଅଦାଲତ ନେବେ ନିଷ୍ପତ୍ତି

କଟକ: ନିଜ ଖର୍ଚ୍ଚରେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ପ୍ରସଂଗରେ ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀ ସମ୍ବଲପୁର ନିମ୍ନ ଅଦାଲତରେ ଆବେଦନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିଜ ସ୍ୱାସ୍ଥ୍ୟାବସ୍ଥା ସଂପର୍କିତ ସମସ୍ତ ରେକର୍ଡ ସହିତ ପ୍ରଦୀପ ସମ୍ବଲପୁର ସିଜେଏମ୍‌ ଅଦାଲତରେ…
ଅଧିକ ଖବର ଦେଖନ୍ତୁ...

ବିଚାରବିଭାଗୀୟ ତଦନ୍ତ, କ୍ଷତିପୂରଣ ପାଇଁ ଜନସ୍ୱାର୍ଥ ମାମଲା

କଟକ : ରାଜ୍ୟରେ ଚାଷୀ ଆତ୍ମହତ୍ୟା, କୀଟନାଶକ ଔଷଧ ଯୋଗାଣ କ୍ଷେତ୍ରରେ କେଳେଙ୍କାରୀ ଓ ଅନ୍ୟାନ୍ୟ ପ୍ରସଂଗର ବିଚାରବିଭାଗୀୟ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଦାୟର କରିଥିବା ଆବେଦନରେ ଦର୍ଶାଯାଇଛି…
ଅଧିକ ଖବର ଦେଖନ୍ତୁ...

ସିଟି ହସ୍‌ପିଟାଲ୍‌ରେ ମିଳିବ କେମୋ ଥେରାପି

କଟକ : ଏଣିକି ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ କର୍ଟକ ରୋଗୀଙ୍କୁ କେମୋ ଥେରାପି ନେବାକୁ ଧାଡ଼ି ବାନ୍ଧିବାକୁ ପଡ଼ିବ ନାହିଁ । ସେମାନେ କଟକ ସିଟି ହସ୍‌ପିଟାଲ୍‌ରେ ମାଗଣାରେ କେମୋ ନେଇପାରିବେ । ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ଏ ନେଇ ସମସ୍ତ ପ୍ରସ୍ତୁତି ପର୍ବ ଶେଷ କରିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ସେଲ୍ସ ଟ୍ୟାକ୍ସ୍‍ ଚଢ଼ଉ ନାଁରେ ଲୁଟ୍‌ : ମାମଲା ରୁଜୁ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ମହର୍ଷି ପତଞ୍ଜଳି ଯୋଗ ସେବା ଟ୍ରଷ୍ଟ ଉପରେ ମିଛ ସେଲ୍ସ ଟ୍ୟାକ୍ସ ଚଢାଉ ନେଇ ହୋଇଥିବା ଅଭିଯୋଗକୁ ଏତଲା ଭାବେ ଗ୍ରହଣ କରିବା ପାଇଁ ଏୟାର ଫିଲ୍ଡ ଥାନାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଏ ସଂପର୍କିତ ଲିଖିତ ଅଭିଯୋଗ ମିଳିବା ପରେ ପୁଲିସ ଏତଲା ରୁଜୁ କରି ଘଟଣାର…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଖୋଜିବେ ତହସିଲଦାର, ଆର୍‌ଆଇ 

କଟକ  : ସିସୋର ଓ ରୋଜ୍‌ଭ୍ୟାଲି ଗ୍ରୁପର କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକରୀଙ୍କୁ ଚିହ୍ନଟ କରି ତୁରନ୍ତ ସେମାନଙ୍କ ଜମା ଟଙ୍କା ଫେରସ୍ତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ମାସ ଭିତରେ ସମସ୍ତ ପ୍ରକ୍ରିୟା ଶେଷ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ସହିତ ଚିଟ୍‌ଫଣ୍ଡ…
ଅଧିକ ଖବର ଦେଖନ୍ତୁ...

କଟକ ବାଲିଯାତ୍ରା ଉଦ୍‌ଘାଟିତ

କଟକ : ଐତିହାସିକ କଟକ ବାଲିଯାତ୍ରା ଆଜି ଉଦ୍‌ଘାଟିତ ହୋଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ପ୍ରାଥମିକ ଭାବେ ଆସନ୍ତା ୧୦ ତାରିଖ ଶୁକ୍ରବାର ଦିନ ଶେଷ ହେବାକୁ ଥିବା ବେଳେ ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ଗୋଟିଏ ଦିନ ବୃଦ୍ଧି କରାଗଲା ବୋଲି ଘୋଷଣା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଇ-ରେଜିଷ୍ଟ୍ରେସନ୍‌ରେ ଘରୋଇ ସଂସ୍ଥା ପ୍ରୀତି  

କଟକ : ଜମିଜମା ଇ-ରେଜିଷ୍ଟ୍ରେସନ୍‌ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ମିଳିଥିବା ତଥ୍ୟ ଏବେ ସଂପୂର୍ଣ୍ଣ ପ୍ରକ୍ରିୟାକୁ ସନ୍ଦେହଜନକ ତଥା ବିବାଦୀୟ କରିଛି। ରାଜ୍ୟ ସରକାର ଯେଉଁ ଘରୋଇ ସଂସ୍ଥା ସହ ଚୁକ୍ତି କରିଥିବା ବାବଦରେ ୨୦୧୫ରେ ଆରଟିଆଇରେ ତଥ୍ୟ ଦେଇଥିଲେ, ସେଭଳି କୌଣସି…
ଅଧିକ ଖବର ଦେଖନ୍ତୁ...

ତଦନ୍ତ ସ୍ଥିତି ସଂପର୍କରେ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

କଟକ : କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ତଦନ୍ତ ସ୍ଥିତି ସଂପର୍କରେ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ…
ଅଧିକ ଖବର ଦେଖନ୍ତୁ...

ନାମ ଲେଖାଇବା ସୁଯୋଗ ଦେବାକୁ ନିର୍ଦ୍ଦେଶ

କଟକ : ୨୦୧୭-୧୮ ଶିକ୍ଷା ବର୍ଷରେ କଳା ଇତିହାସ ବିଭାଗର ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ଜଣେ ଆବେଦନକାରିଣୀଙ୍କୁ ସୁଯୋଗ ଦେବା ଲାଗି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆବେଦନକାରିଣୀଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସର…
ଅଧିକ ଖବର ଦେଖନ୍ତୁ...

ପ୍ରମାଣ ସହ ସତ୍ୟପାଠ ଦାଖଲ ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ

କଟକ : ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି ଘଟଣାରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ହାଇକୋର୍ଟରେ ପ୍ରାରମ୍ଭିକ ଶୁଣାଣି ହୋଇଛି। ଯେଉଁ ଖେଳାଳିମାନଙ୍କୁ ପକ୍ଷଭୁକ୍ତ କରାଯାଇଛି ସେମାନଙ୍କ ଜାଲିଆତି ସମ୍ପର୍କରେ ସବିଶେଷ ପ୍ରମାଣ ସହ ସତ୍ୟପାଠ ଜରିଆରେ କୋର୍ଟଙ୍କୁ ଜଣାଇବାକୁ ଆବେଦନକାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...