ଅନୁସନ୍ଧାନ କରୁଥିବା ବର୍ଗ

କଟକ

ଟ୍ରେନ୍‌ରେ ଛିନ୍‌ତାଇ ଘଟଣା : କ୍ୟାମେରାରୁ ଧରା ହେବେ ଫେରାର ପୁଲିସ

କଟକ : ଭୁବନେଶ୍ୱରରୁ ହାଓ୍ଵଡା ଯାଉଥିବା ସାଲିମାର୍‌ ଏକ୍ସପ୍ରେସ୍‌ରେ ତିନି କନେଷ୍ଟବଳ ଯାତ୍ରୀଙ୍କ ଟଙ୍କା ଛଡ଼ାଇବା ଘଟଣାକୁ ଗୁରୁତର ସହିତ ନେଇଛି ରେଳ ବିଭାଗ । ଗଲାକାଲି ଅଭିଯୁକ୍ତ କନେଷ୍ଟବଳଙ୍କୁ ଚାକିରିରୁ ନିଲମ୍ବନ କରିଥିବା ବେଳେ ସେମାନଙ୍କୁ କୈଫତ୍‌ ତଲବ କରାଯିବ । କେଉଁ ପରିସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ପୁଲିସ ସହିଦ ଦିବସ ପାଳିତ

କଟକ : ଚଳିତ ବର୍ଷ ଦେଶରେ ପୁଲିସ ବିଭାଗରେ ୩୭୯ ଜଣ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ୯ ଜଣ। ଏହି ବୀର ସହିଦ ମାନଙ୍କୁ ଆଜି ରାଜ୍ୟସ୍ତରୀୟ ପୁଲିସ ସହିଦ ଦିବସ ପାଳନ ଅବସରରେ ଶ୍ରଦ୍ଧାଞ୍ଜଳି ତଥା ସମ୍ମାନ ଜଣାଇଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ; ଅଭିଯୁକ୍ତ ଗିରଫ

ବଡ଼ମ୍ବା : ପ୍ରେମରେ ବିଫଳ ଜଣେ କଲେଜ୍‌ ଛାତ୍ର ସହପାଠିନୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଗିରଫ ହୋଇଛି। ଛାତ୍ରୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଆପତ୍ତିଜନକ ଫଟୋ ଉଠାଇ ତାହାକୁ ଭାଇରାଲ୍‌ କରିଥିବା ଏହି ଛାତ୍ରକୁ ପୁଲିସ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଏଭଳି ଏକ…
ଅଧିକ ଖବର ଦେଖନ୍ତୁ...

ପିପିଲି ବାଣ ବିସ୍ଫୋରଣ ଘଟଣା : ଏସ୍‌ସିବିରେ ଜଣଙ୍କର ମୃତ୍ୟୁ

କଟକ : ଦୀପାବଳି ପୂର୍ବରୁ ବାଣ ବିସ୍ଫୋରଣର ଶିକାର ହୋଇଥିବା ପିପିଲିର ବଚନ ବେହେରା (୧୮)ଙ୍କର ଆଜି କଟକ ବଡ଼ ମେଡିକାଲ୍‌ରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ବାଣ ବିସ୍ଫୋରଣରେ କଟକ ବଡ଼ ମେଡିକାଲ୍‌ରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ବାଲିପଡ଼ାର ବାସିନ୍ଦା ବଚନଙ୍କ ଶରୀର ପ୍ରାୟ ୮୦ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...

କମ୍ବିଂରେ ବାଧକ ବର୍ଷା; ଖସିଗଲେ ମାଓବାଦୀ

କଟକ/ନରସିଂହପୁର : ଉପକୂଳ ଓଡ଼ିଶା ବିଶେଷକରି କଟକ ଜିଲ୍ଲାରେ ପ୍ରଭାବ ବିସ୍ତାର ଯୋଜନା ଆରମ୍ଭ କରିଛି ଲାଲବାହିନୀ। କଟକ ଜିଲ୍ଲା ନରସିଂହପୁର ବ୍ଲକ୍‌ ସାତକୋଶିଆ ଅଭୟାରଣ୍ୟରେ ଥିବା କୁଶଖଳି ଗାଁରେ ମାଓବାଦୀଙ୍କ ଗ୍ରାମସଭା ପରେ ପୁଲିସ ଓ ସିଆରପିଏଫ୍‌ ପକ୍ଷରୁ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ୍‌।…
ଅଧିକ ଖବର ଦେଖନ୍ତୁ...

ଗବେଷକ ଡକ୍ଟର ସୁଧୀର ଚନ୍ଦ୍ର ମହାନ୍ତିଙ୍କ ପରଲୋକ

କଟକ : ଭଞ୍ଜ ସାହିତ୍ୟର ବିଶିଷ୍ଟ ଗବେଷକ ଅଧ୍ୟାପକ ଡକ୍ଟର ସୁଧୀର ଚନ୍ଦ୍ର ମହାନ୍ତି ଆଉ ନାହାନ୍ତି। ଶୁକ୍ରବାର ଦିନ ସାଢ଼େ ୨ଟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ତାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ହୋଇଥିଲା। ମୃତୁ ଶଯ୍ୟା ନିକଟରେ ପତ୍ନୀ ରାଜଲକ୍ଷ୍ମୀ ମହାନ୍ତି,…
ଅଧିକ ଖବର ଦେଖନ୍ତୁ...

ବୋର୍ଡର ପ୍ରଥମ ମହିଳା ସଭାପତି ଜାହାଁନାରା ବେଗମ୍‌ଙ୍କ ଦାୟିତ୍ୱ ଗ୍ରହଣ

କଟକ : ପ୍ରଫେସର ଡକ୍ଟର ଜାହାଁନାରା ବେଗମ୍‌ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ପ୍ରଥମ ମହିଳା ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ବୋର୍ଡର ୫୨ତମ ସଭାପତି ହୋଇଛନ୍ତି। ଆଜି ଅପରାହ୍‌ଣରେ ସେ ବୋର୍ଡ କାର୍ଯ୍ୟାଳୟରେ ସଂପାଦକ ରାମାଶିଷ ହାଜିରାଙ୍କଠାରୁ କାର୍ଯ୍ୟଭାର ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

କଟକ: କାରକୁ ଧକ୍କା ଦେଲା ଅଜଣା ଗାଡ଼ି, ୩ ମୃତ, ୨ ଗୁରୁତର

କଟକ: ଆଜି ଭୋର ଭୋରରୁ ଭୁବନେଶ୍ୱରରୁ କଟକ ଯାଉଥିବା ଏକ ଇଣ୍ଡିକା ଗାଡ଼ିକୁ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

‘କଟକ’ ଜିଲ୍ଲାରେ ପଶିଲେ ମାଓବାଦୀ

କଟକ/ନରସିଂହପୁର : କଟକ ଜିଲ୍ଲାରେ ପ୍ରଭାବ ବିସ୍ତାର ପାଇଁ ଯୋଜନା ଆରମ୍ଭ କରିଛି ଲାଲବାହିନୀ। ଆତଙ୍କ ସୃଷ୍ଟି କରିବା ପାଇଁ ଆରମ୍ଭ କରିଛି ପ୍ରୟାସ। ଗତକାଲି ରାତିରେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ନରସିଂହପୁର ବ୍ଲକ୍‌ ରେଗେଡ଼ା ପଞ୍ଚାୟତର କୁଶଖଳି ଗ୍ରାମରେ ଦୀର୍ଘ ୪ଘଣ୍ଟା ଧରି ଗ୍ରାମସଭା…
ଅଧିକ ଖବର ଦେଖନ୍ତୁ...

‘ଅନୁଭୂତିରୁ ସୃଷ୍ଟ ସାହିତ୍ୟ ପାଠକଙ୍କୁ ମୁଗ୍ଧ କରେ’

ସାଲେପୁର : ଶବ୍ଦ ଏକ ଶକ୍ତିଶାଳୀ ମାଧ୍ୟମ। ଶବ୍ଦ କେତେବେଳେ ମହୌଷଧି ଭଳି ଉପଶମ ଆଣିଥାଏ ତ, ପୁଣି କେବେ ଧ୍ୱଂସଳୀଳା ସାଧନ କରିଥାଏ। ଏଥିପାଇଁ ସାହିିତ୍ୟିକମାନେ ଶବ୍ଦ ବ୍ୟବହାର କରିବା ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ‘ସମ୍ବାଦ’ର ସଂପାଦକ (ଫିଚର) ତଥା କଥାକାର ଡକ୍ଟର…
ଅଧିକ ଖବର ଦେଖନ୍ତୁ...