ଅନୁସନ୍ଧାନ କରୁଥିବା ବର୍ଗ

କଟକ

ଅଭିଯୁକ୍ତକୁ ଧରିବାକୁ ଯାଇଥିବା ପୁଲିସକୁ ଆକ୍ରମଣ

ଚୌଦ୍ୱାର-ଗୁରୁଡ଼ିଝାଟିଆ : ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇ ମାଡ଼ ଖାଇ ଫେରିଛନ୍ତି ପୁଲିସ ଅଧିକାରୀ ଓ କର୍ମଚାରୀ। ଅଭିଯୁକ୍ତର ସମର୍ଥକ କୁହାଯାଉଥିବା କିଛି ପୁରୁଷ ଓ ମହିଳାଙ୍କ ଆକ୍ରମଣରେ ପୁଲିସ ଗାଡ଼ି ମଧ୍ୟ ଭାଙ୍ଗିଛି। ଏହି ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଅଭିଯୁକ୍ତ ଜଣକ ବି…
ଅଧିକ ଖବର ଦେଖନ୍ତୁ...

ପୁଣି ଜେଲ ଗଲେ ଉମାମଣି ହୋମ୍‌ କ୍ରିଏସନ ମୁଖ୍ୟ

କଟକ : ଉମାମଣି ହୋମ୍‌ କ୍ରିଏସନ୍‌ ପରିଚାଳନା ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ନାୟକଙ୍କୁ ପୁଣି ଜେଲ ଯିବାକୁ ପଡିଛି। ଅନ୍ତରୀଣ ଜାମିନ ମିଆଦ ସରିବା ପରେ ସେ ଆଜି କଟକ ସ୍ୱତନ୍ତ୍ର ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ଅଦାଲତ ତାଙ୍କୁ ଚୌଦ୍ୱାର ଜେଲ ହାଜତକୁ ପଠାଇ ଦେଇଛନ୍ତି। ୨୦୧୭, ଏପ୍ରିଲ ୧୧ରେ…
ଅଧିକ ଖବର ଦେଖନ୍ତୁ...

ସାଂସଦ ତାପସ ପାଲଙ୍କ ବିରୋଧରେ ଥିବା ତଥ୍ୟ ଦାଖଲ କରିବ ସିବିଆଇ

କଟକ : ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲଙ୍କ ବିରୋଧରେ ରୋଜଭ୍ୟାଲି ମାମଲାରେ ଯେଉଁ ନିର୍ଦ୍ଦିଷ୍ଟ ଅଭିଯୋଗ ରହିଛି ସେ ସଂପର୍କରେ ତଥ୍ୟ ଦାଖଲ କରିବ ସିବିଆଇ। ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଏ ପ୍ରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଜେରା ପାଇଁ ତାଙ୍କୁ ଆଉ ରିମାଣ୍ଡରେ ନେବା ଆବଶ୍ୟକ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜଗନ୍ନାଥ ମନ୍ଦିର ମରାମତି ମାମଲା : ବେହେରଣ ଦ୍ୱାର କାମ ୪ ମାସରେ ସରିବ

କଟକ : ପୁରୀ ଶ୍ରୀ ମନ୍ଦିର ପରିସରରେ ଥିବା ଅନ୍ୟ ମନ୍ଦିର ଗୁଡିକର ମରାମତି ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସଂପର୍କରେ ସତ୍ୟପାଠ ଦାଖଲ କରିବ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)। ଶ୍ରୀ ମନ୍ଦିର ମରାମତି ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଆଜି ଏ ପ୍ରକାର ନିର୍ଦ୍ଦେଶ…
ଅଧିକ ଖବର ଦେଖନ୍ତୁ...

ବିଜେଡି ହରତାଳ ବିରୋଧରେ ଦାୟର ଜନସ୍ୱାର୍ଥ ମାମଲା ପ୍ରତ୍ୟାହାର

କଟକ : ୨୦୧୭, ସେପ୍ଟେମ୍ବର ୧୮ ତାରିଖ ଦିନ ବିଜୁ ଜନତା ଦଳ ପକ୍ଷରୁ କରାଯାଇଥିବା ୫ ଘଣ୍ଟିଆ ହରତାଳ ସମୟରେ ହୋଇଥିବା କ୍ଷୟକ୍ଷତି ପାଇଁ ବିଜେଡି ଦଳ ନିକଟରୁ କ୍ଷତିପୂରଣ ଆଦାୟ କରାଯାଉ ଦର୍ଶାଇ ଦାଖଲ ଜନସ୍ୱାର୍ଥ ମାମଲାକୁ ପ୍ରତ୍ୟାହାର କରଯାଇଛି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ…
ଅଧିକ ଖବର ଦେଖନ୍ତୁ...

ଚୌଦ୍ୱାର ଜେଲ୍‌ରେ ଭିଜିଲାନ୍ସ ଚଢ଼ଉ

ଚୌଦ୍ୱାର-ଗୁରୁଡିଝାଟିଆ : ବାଲେଶ୍ୱର ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଚୌଦ୍ୱାର ଜେଲ୍‌ ଉପରେ ଆଜି ସକାଳୁ ଚଢଉ କରାଯାଇଛି। ଭିଜିଲାନ୍ସ ଇନ୍‌ସପେକ୍ଟର ତପନ କୁମାର ଦାସ ଓ ଅନିରୁଦ୍ଧ ନାୟକଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍‌ ଏହି ଚଢଉରେ ସାମିଲ ହୋଇଥିଲେ। ଗତ କିଛିଦିନ ତଳେ ଭଦ୍ରକ ଜେଲର…
ଅଧିକ ଖବର ଦେଖନ୍ତୁ...

ଜଷ୍ଟିସ୍‌ ପୂଜାହାରୀଙ୍କ ମାଡ୍ରାସ ହାଇକୋର୍ଟକୁ ବଦଳି

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଶତ୍ରୁଘନ ପୂଜାହାରୀଙ୍କର ମାଡ୍ରାସ ହାଇକୋର୍ଟକୁ ବଦଳି ହୋଇଛି। ସେ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ୨୦୧୭, ନଭେମ୍ବର ୨୮ ତାରିଖ ସୁଦ୍ଧା ଯୋଗ ଦେବେ ବୋଲି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣା ପଡିଛି। ୧୯୬୦,…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଅଙ୍ଗନୱାଡି କର୍ମୀ ନିଯୁକ୍ତି ମାମଲାରେ ହାଇକେ।ର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ହାଜିରା ଲାଗି ନିର୍ଦ୍ଦେଶ ଦିଆଯାଇଛି। ନଭେମ୍ବର ୨୯ରେ ବଲାଙ୍ଗୀର ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ହାଜର ହୋଇ ଅଦାଲତଙ୍କ ପୂର୍ବ ଆଦେଶ କାହିଁକି କାର୍ଯ୍ୟକାରୀ…
ଅଧିକ ଖବର ଦେଖନ୍ତୁ...

ସାଇବର ଅପରାଧ ଥାନାରେ ନଚାପି ମାମଲା ରୁଜୁ କର: ଡିଜି

କଟକ: ନୂଆନୂଆ ଢଙ୍ଗରେ ସାଇବର୍‌ ଅପରାଧ ସାମନାକୁ ଆସୁଛି। ଏହାର ମୁକାବିଲା ଏବଂ ତଦନ୍ତ ପାଇଁ ପୁଲିସ ଅଧିକାରୀଙ୍କୁ ଉନ୍ନତ ପ୍ରଶିକ୍ଷଣ ଆବଶ୍ୟକ। କିନ୍ତୁ ଥାନାକୁ ଯାଉଥିବା ସାଇବର ଅପରାଧ ଅଭିଯୋଗକୁ ଚାପି ଦେଇ ଫେରାଇ ଦେବା ବଦଳରେ ମାମଲା ରୁଜୁ କରିବାକୁ ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ…
ଅଧିକ ଖବର ଦେଖନ୍ତୁ...

ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ: ୧୦ ହଜାର ୫ ଶହ କ୍ଷୁଦ୍ର ଜମାକାରୀ ଚିହ୍ନଟ

କଟକ: ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ମଦନ ମୋହନ ଦାସ କମିସନ ୨୦ଟି ଚିଟଫଣ୍ଡ ସଂସ୍ଥାର ୧୦ ହଜାର ୫ ଶହରୁ ଅଧିକ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ଏଥି ମଧ୍ୟରେ ସାଇନ ଇଣ୍ଡିଆ ଗ୍ରୁପର ସର୍ବାଧିକ ୩ ହଜାର ୫୩୪ ଜଣ କ୍ଷୁଦ୍ର ଜମାକାରୀ ରହିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...