ଅନୁସନ୍ଧାନ କରୁଥିବା ବର୍ଗ

କଟକ

‘ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଆଲୋଚନାଚକ୍ର ୮ରେ

କଟକ : କଂଗ୍ରେସ ଶାସନର ଏକ ଉଲ୍ଲେଖନୀୟ ସମୟଖଣ୍ଡକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଆସନ୍ତା ୮ତାରିଖରେ ଆୟୋଜିତ ହେବାକୁ ଯାଉଛି। ‘ଜାନକୀ ବାବୁ ଓ ବସନ୍ତ ବାବୁଙ୍କ ଯୋଡ଼ି: ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଏହି ଆଲୋଚନାର ଶୀର୍ଷକ ରଖାଯାଇଛି। ଆଲୋଚନାଟି ୮…
ଅଧିକ ଖବର ଦେଖନ୍ତୁ...

ନାଗରିକଙ୍କ ପାଖରେ ନ୍ୟାୟ ବ୍ୟବସ୍ଥା ପହଞ୍ଚିବ: ପ୍ରଧାନ ବିଚାରପତି

କଟକ : ‌ସବୁ ଲୋକଙ୍କ ପାଖରେ ନ୍ୟାୟ ବ୍ୟବସ୍ଥା ପହଞ୍ଚାଇବା ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଉଛି। ଲୋକମାନଙ୍କୁ ସୁଲଭ, ସୁଗମ, ସ୍ବଚ୍ଛ, ଉତ୍ତରଦାୟୀ ଓ କମ୍ ଖର୍ଚ୍ଚରେ ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରଦାନ କରିବା ହେଉଛି ଇ-କୋର୍ଟ ପ୍ରକଳ୍ପର ଲକ୍ଷ୍ୟ। ପୂର୍ବରୁ ରହିଥିବା ବ୍ୟବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ନାଗିରକଙ୍କ ପାଖରେ ନ୍ୟାୟ ବ୍ୟବସ୍ଥା ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଉଛି: ପ୍ରଧାନ ବିଚାରପତି

କଟକ: ‌ସବୁ ଲୋକମାନଙ୍କ ପାଖରେ ନ୍ୟାୟ ବ୍ୟବସ୍ଥା ପହଞ୍ଚାଇବା ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଉଛି। ଲୋକମାନଙ୍କୁ ସୁଲଭ, ସୁଗମ, ସ୍ବଚ୍ଛ, ଉତ୍ତରଦାୟୀ ଓ କମ୍ ଖର୍ଚ୍ଚରେ ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରଦାନ କରିବା ହେଉଛି ଇ-କୋର୍ଟ ପ୍ରକଳ୍ପର ଲକ୍ଷ୍ୟ। ପୂର୍ବରୁ ରହିଥିବା…
ଅଧିକ ଖବର ଦେଖନ୍ତୁ...

ଠକ ମୌଲାନାର ୯୫ ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍, ୬ଟି ଏତଲା ପଞ୍ଜୀକୃତ

କଟକ: ଗିରଫ ଠକ ମୌଲାନାର ରିମାଣ୍ଡ ଶେଷ ହୋଇଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ତନ୍ତ୍ରମନ୍ତ୍ର ନାଁରେ ଲୋକଙ୍କଠାରୁ କୈଫି ଖାନ୍ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଛି। ତା ନାଁରେ ୬ ଟି ଏତଲା ପଞ୍ଜୀକୃତ ହୋଇଛି। ଏଥିମଧ୍ୟରୁ ୫…
ଅଧିକ ଖବର ଦେଖନ୍ତୁ...

ଡରାଇଲେ ଓ ଭୁଲିଗଲେ: ୮ଲକ୍ଷ ଗାଡ଼ିରେ ଲାଗିନି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌

କଟକ : ଏବେ ବି ରାଜ୍ୟରେ ଲକ୍ଷାଧିକ ଗାଡ଼ିରେ ହାଇ ସିକ୍ୟୁରିଟ୍ ନମ୍ବର ପ୍ଲେଟ୍‌(ଏଚ୍‌ଏସ୍ଆର୍‌ପି) ନମ୍ବର ପ୍ଲେଟ୍ ଲଗାଯାଇନାହିଁ। ଭେଣ୍ଡର୍‌ ମଧ୍ୟ ଠିକଣା ସମୟରେ ନମ୍ବର୍‌ ପ୍ଲେଟ୍ ଯୋଗାଇ ପାରୁ ନାହିଁ। ଏ ପଟେ ରାଜ୍ୟରେ ଗାଡ଼ି ସଂଖ୍ୟା ଓ ଧାର୍ଯ୍ୟ ଲକ୍ଷ୍ୟ କେବେ ପୂରଣ ହେବ, ସେ ସଂପର୍କରେ…
ଅଧିକ ଖବର ଦେଖନ୍ତୁ...

ଥୋରିଆସାହିରେ ଏମିତି ଚାଲିଛି ସରକାରୀ ଅର୍ଥଶ୍ରାଦ୍ଧ

କଟକ: ପୂର୍ବରୁ ଥିବା ଦୁଇଟି ଅଙ୍ଗନବାଡି କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ପିଲା ନାହାନ୍ତି। ଏଠାରେ ଦରକାର ଥିବା ମୌଳିକ ସୁବିଧା ବି ଉପଲବ୍ଧ ନାହିଁ। ଏହା ସତ୍ତ୍ବେ ସେହି ସ୍ଥାନରେ, ସିଏମ୍‌ସି ୩୩ନଂ ୱାର୍ଡ ଅନ୍ତର୍ଗତ ଥୋରିଆସାହି ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ନିର୍ମାଣ ହେଉଛି ତୃତୀୟ…
ଅଧିକ ଖବର ଦେଖନ୍ତୁ...

ଠକ ତାନ୍ତ୍ରିକ କୈଫିର ଅପରାଧ ପେଡ଼ି ଖୋଲିଲା: ସାହାରା ଇଣ୍ଡିଆରେ ୮୦ ଏଫ୍‌ଡି

କଟକ : ଠକ କୈଫି ଖାଁର ରିମାଣ୍ଡର ତୃତୀୟ ଦିନରେ ୮୦ଟି ଫିକ୍ସି ଡିପୋଜିଟ୍ (ଏଫ୍‌ଡି)ବା ସ୍ଥାୟୀ ଜମା ଖାତା ଦରଘାବଜାରରେ ଥିବା ସାହାରା ଇଣ୍ଡିଆ ଶାଖାରେ ଥିବା ଜଣାପଡ଼ିଛି। ଏଥିରେ ୧୬ ଲକ୍ଷ ୩୪ ହଜାର ଟଙ୍କା ଥିଲା। ସବୁ ଫିକ୍ସ ଡିପୋଜିଟ୍ ମାଚୁରିଟି ହୋଇଯାଇଛି। ୩ ଟି ଆର୍‌ଡି ବି ୨ ଲକ୍ଷ ଟଙ୍କାର…
ଅଧିକ ଖବର ଦେଖନ୍ତୁ...

ଯୋଜନାରେ ରହିଯିବ କର୍ମଜୀବୀ ମହିଳା ହଷ୍ଟେଲ୍‌!

କଟକ: ପୌର ନିଗମ ପକ୍ଷରୁ ସହରର ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ କାମ କରୁଥିବା ମହିଳାଙ୍କ ପାଇଁ ଏକ ସ୍ବତନ୍ତ୍ର ହଷ୍ଟେଲ ନିର୍ମାଣ ହେବ। ଏଥିପାଇଁ ଗତ ଫେବ୍ରୁଆରିରେ ନିଗମ ତରଫରୁ ୱାର୍ଡ ନମ୍ବର ୨୨ର ବେପାରୀସାହିରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପାଖାପାଖି ୪ କୋଟି…
ଅଧିକ ଖବର ଦେଖନ୍ତୁ...

ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ ପୁରସ୍କାର: ହାଇକୋର୍ଟ

କଟକ : ଓଡ଼ିଶା ସାହିତ୍ୟ ଏକାଡେମୀ ନୂଆ ନିୟମାବଳୀ ଆଧାରରେ ପୁରସ୍କାର ପ୍ରଦାନ ପ୍ରସଙ୍ଗରେ ଗ୍ରହଣ କରାଯାଉଥିବା ପଦକ୍ଷେପର ଭବିଷ୍ୟତ ବିଚାରାଧୀନ ମାମଲାର ଚୂଡ଼ାନ୍ତ ଫଳାଫଳ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ପୁଣିଥରେ ଦୋହରାଇଛନ୍ତି। ଏଥିସହିତ ପୁରସ୍କାର ପ୍ରଦାନ ପ୍ରକ୍ରିୟା ଉପରେ ଅନ୍ତରୀଣ…
ଅଧିକ ଖବର ଦେଖନ୍ତୁ...

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

କଟକ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ୍‌ ଭି. ନିରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଜେନାଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡ଼ିବାକୁ ନିମ୍ନ…
ଅଧିକ ଖବର ଦେଖନ୍ତୁ...