ଅନୁସନ୍ଧାନ କରୁଥିବା ବର୍ଗ

କଟକ

ଝାରସୁଗୁଡ଼ାରେ କଂଗ୍ରେସ ନିର୍ବାଚନ ଜିତିବାର ଆଶା କିଛି ଦଳୀୟ ନେତା ଧୂଳିସାତ କରିବାକୁ ଚେଷ୍ଟା କରିଛନ୍ତି: ସୁରେଶ…

କଟକ: କଂଗ୍ରେସ କନ୍ଦଳ କ୍ରମେ ତୀବ୍ର ହେବାରେ ଲାଗିଛି। ସୋମବାର ଜୟଦେବ ଭବନରେ କଂଗ୍ରେସର ଏକ ବୈଠକରେ କିଛି ଦଳୀୟ ନେତା ଖୋଦ୍ ନିଜ ଦଳର ଦୋଷ ଦୁର୍ବଳତାକୁ ସର୍ବସମ୍ମୁଖରେ ବଖାଣିବା ପରେ ଏହି ପ୍ରସଙ୍ଗରେ ଆଜି କଟକ ନଗର କଂଗ୍ରେସ୍ ଏକ ସାମ୍ୱାଦିକ ସମ୍ମିଳନୀ ଡାକି ବୈଠକଟି ସମ୍ପୂର୍ଣ୍ଣ ଭାବେ…
ଅଧିକ ଖବର ଦେଖନ୍ତୁ...

ହାତୀ ମୃତ୍ୟୁ ନେଇ ଉଦବେଗ ପ୍ରକାଶ କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ

କଟକ: ହାତୀ ମୃତ୍ୟୁ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଉଦବେଗ ପ୍ରକାଶ କରିଛନ୍ତି। ଜଏଣ୍ଟ ଟାସ୍କ ଫୋର୍ସ ରିପୋର୍ଟ ଉପରେ ଉଦବେଗ ପ୍ରକାଶ କରିବା ସହ ଆଗାମୀ ୨ ମାସ ଭିତରେ ଜଙ୍ଗଲରେ ବିକଳ୍ପ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ସୌରଶକ୍ତି ଚାଳିତ…
ଅଧିକ ଖବର ଦେଖନ୍ତୁ...

ଜୁଡିସିଆଲ୍‌ ଏକାଡେମି ଛକ ନୂଆ ରୂପ ପାଇବା ନେଇ ଦ୍ବନ୍ଦ୍ବ

କଟକ: ପୌର ନିଗମ ପକ୍ଷରୁ ବେଲ୍‌ଭ୍ୟୁ ଛକର ଚିତ୍ର ବଦଳାଇବା ପାଇଁ ଯୋଜନା ପ୍ରସ୍ତୁତ ହେଲା। ପ୍ରକଳ୍ପ ପାଇଁ ୮କୋଟି ୮୬ ଲକ୍ଷ ୪୮ ହଜାର ଟଙ୍କାର ବଜେଟ୍‌ କରାଯାଇ ନିଗମ ତରଫରୁ ଗତ ଫେବ୍ରୁଆରି ୪ ତାରିଖରେ ଶିଳାନ୍ୟାସ କରାଗଲା। ଓଡ଼ିଶା ରାଜ୍ୟ ପୁଲିସ ହାଉସିଂ ‌ୱେଲ୍‌ଫେୟାର୍‌ କର୍ପୋରେସନ୍‌କୁ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ହିଂସାକାଣ୍ଡ: ମାନବାଧିକାର କମିସନ ନୋଟିସର ଜବାବ ଦେଇ ନାହାନ୍ତି ଜିଲ୍ଲାପାଳ, ଏସ୍‌ପି

କଟକ : ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରୁ ସୃଷ୍ଟ ଗଣ୍ଡଗୋଳ ଓ ହିଂସାକାଣ୍ଡ ଘଟଣାରେ ରାଜ୍ୟ ମାନବାଧିକାର କମିସନଙ୍କ ନୋଟିସ୍ ପାଇବା ପରେ ବି ସମ୍ବଲପୁର ଜିଲ୍ଲାପାଳ ଓ ଏସ୍‌ପି ଜବାବ ଦାଖଲ କରି ନାହାନ୍ତି। ଆବେଦନକାରୀ ଆଇନଜୀବୀ ଶିବଶଙ୍କର ମହାନ୍ତି ଦର୍ଶାଇଥିଲେ ଯେ ଗୁଇନ୍ଦା…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡା ଉପନିର୍ବାଚନ ପାଇଁ ପୁଲିସ ଡିଜିଙ୍କ ସମୀକ୍ଷା

କଟକ : ଝାରସୁଗୁଡା ଉପନିର୍ବାଚକୁ ଅବାଧ, ନିରପେକ୍ଷ କରିବା ସହିତ ଏହାକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଆଚରଣ ବିଧି ପାଳନ…
ଅଧିକ ଖବର ଦେଖନ୍ତୁ...

ଆଜି ବିଶ୍ବ ଥାଲାସେମିଆ ଦିବସ: ରାଜ୍ୟରେ ୭ହଜାର ୫ଶହ ଥାଲାସେମି୍ଆ ରୋଗୀ, ଏସ୍‌ସିବିରେ ୧୫ଶହ

କଟକ : ସାରା ବିଶ୍ବରେ ଥାଲାସେମିଆ ରୋଗ ଏବେ ଚିନ୍ତାଜନକ ସ୍ଥିତିରେ। ରାଜ୍ୟରେ ବିଭିନ୍ନ ହସ୍ପିଟାଲ୍‌ରେ ବର୍ତ୍ତମାନ ୭ହଜାର ୫୦୦ ଥାଲାସେମିଆ ରୋଗୀ ଚିକିତ୍ସିତ ହେଉଥିବା ବେଳେ କଟକ ବଡ଼ଡାକ୍ତରଖାନାରେ ୧୫ଶହ ରୋଗୀ ନିୟମିତ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ବାହାରିଥିବା ଚିକିତ୍ସା ପଦ୍ଧତିରେ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିକୁ ଅସହାୟ ବୋଝ: ଅସହାୟ ରୋଗୀଙ୍କ ହାତରେ ବନ୍ଧାଗଲା ରିଷ୍ଟ ବ୍ୟାଣ୍ଡ

କଟକ : କଟକ ବଡ଼ଡାକ୍ତରଖାନା ପାଇଁ ଏବେ ବୋଝ ପାଲଟିଛନ୍ତି ଅସହାୟ ରୋଗୀ। ମେଡିସିନ୍‌, ସର୍ଜରି, ଅର୍ଥପେଡିକ୍‌ ଓ ମାନସିକ ରୋଗ ବିଭାଗରେ ପାଖାପାଖି ୨ଶହ ଅସହାୟ ରୋଗୀ ଚିକିତ୍ସିତ ହେଉଛନ୍ତି। ସ୍ଥିତି ଏମିତି ଯେ, ସେମାନଙ୍କ ଭିତରୁ ଅଧାରୁ ଅଧିକ ରୋଗୀ ନିଜ ପରିଚୟ ଖୋଜି ପାଉ ନାହାନ୍ତି।…
ଅଧିକ ଖବର ଦେଖନ୍ତୁ...

‌ଫୋନ୍‌-ଇନ୍‌-ପ୍ଲିଜ୍‌: ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ଏକ ଅକ୍ଷମଣୀୟ ତ୍ରୁଟି, ଓଡ଼ିଶା ପାଇଁ ଲଜ୍ଜାଜନକ ଘଟଣା

ଗତ ୬ ତାରିଖରେ କାର୍ଯ୍ୟକ୍ରମ ହେଉଛି- ମୟୂରଭଞ୍ଜ ଜିଲ୍ଲା ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ। ମଞ୍ଚରେ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବଂ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର…
ଅଧିକ ଖବର ଦେଖନ୍ତୁ...

ସମୁଦ୍ରରେ ପହଞ୍ଚିବନି ମହାନଦୀ ପାଣି, କ୍ଷେତ ପାଇଁ ସ୍ବପ୍ନ!

କଟକ : ମହାନଦୀ ସଙ୍କଟ ଏବେ ଜାତୀୟ ଟ୍ରିବ୍ୟୁନାଲ୍‌ରେ ବିଚାରାଧୀନ। ଛତିଶଗଡ଼-ଓଡ଼ିଶା ଜଳ ବିବାଦ ପରେ ମହାନଦୀରେ ପାଣି ପରିମାଣ କମି ଚାଲିଛି। ବର୍ଷକର ବର୍ଷା ଦୁଇ-ତିନି ମାସକୁ ବାଦ୍‌ ଦେଲେ ମହାନଦୀ ଓ ଏହାର ଶାଖା ନଦୀ ଅନ୍ୟ ସମୟରେ ଶୁଖିଲା ମରୁଭୂମି ପାଲଟୁଛି। ଦୀର୍ଘ ୯ମାସ କାଳ ନଦୀରେ ଜଳଧାର…
ଅଧିକ ଖବର ଦେଖନ୍ତୁ...

୩ ମାସରେ ଆଉ ୧୦୦ଟି ଅଦାଲତ ପେପରଲେସ୍ ହେବ

କଟକ : ‌ହାଇକୋର୍ଟ ଅନୁକୂଲ୍ୟରେ ଆୟୋଜିତ ଡିଜିଟାଇଜେସନ୍‌, ପେପରଲେସ୍‌ କୋର୍ଟ ଓ ଇ-ଇନିସିଏଟିଭ୍ ସଂପର୍କିତ ଦୁଇଦିନିଆ ଜାତୀୟ ସମ୍ମିଳନୀ ଉଦ୍‌ଯାପିତ ହୋଇଛି। ଏହି ସମ୍ମିଳନୀକୁ ଶନିବାର ଦିନ ଭାରତର ପ୍ରଧାନ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଧନଞ୍ଜୟ ୱାଇ. ଚନ୍ଦ୍ରଚୂଡ ଉଦ୍‌ଘାଟନ କରିଥିଲେ।…
ଅଧିକ ଖବର ଦେଖନ୍ତୁ...