ଅନୁସନ୍ଧାନ କରୁଥିବା ବର୍ଗ

କଟକ

କଟକ: ପୁଲିସ୍ ହାଇସ୍କୁଲ୍‌ ପଡ଼ିଆ ସୌନ୍ଦର୍ଯ୍ୟୀକରଣ ଅଧାପନ୍ତରିଆ

କଟକ: ପଡ଼ିଆ ସୌନ୍ଦର୍ଯ୍ୟୀକରଣ କାମ ସରିଲାଣି। ବ୍ୟାଡ୍‌ମିଣ୍ଟନ କୋର୍ଟ ଓ ବାସ୍କେଟବଲ୍‌ କୋର୍ଟ ମଧ୍ୟ ସରିଛି। କିନ୍ତୁ ପଡ଼ିଆରୁ ଆବର୍ଜନା ଉଠି ନାହିଁ। ପଡ଼ିଆ ମଧ୍ୟରେ ଥିବା ଡ୍ରେନ୍ କାମ ମଧ୍ୟ ଅଧାରେ ଅଟକିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ଯେ, କାମ ସରିଥିଲେ ମଧ୍ୟ ସ୍କୁଲ…
ଅଧିକ ଖବର ଦେଖନ୍ତୁ...

ଜଗତପୁର ୬ ପୋଲିଆରୁ ରେଳ ଲାଇନ୍‌ ରାସ୍ତା ନିର୍ମାଣ କେବେ?

କଟକ-ଜଗତପୁର: ୪୮ ନଂ ୱାର୍ଡ ପୁରୁଣା ଜଗତପୁର ଗ୍ରାମର ଅନ୍ୟତମ ମୁଖ୍ୟ ପଟ୍ଟାମୁଣ୍ଡାଇ କେନାଲ୍‌ ରାସ୍ତା ଦୀର୍ଘବର୍ଷରୁ ବିପର୍ଯ୍ୟସ୍ତ ଏବଂ ବିପଦସଙ୍କୁଳ ଅବସ୍ଥାରେ ରହିଛି। ରକ୍ଷାଣବେକ୍ଷଣ ଓ ମରାମତି ଅଭାବରୁ ରାସ୍ତାଟି ସଂକୁଚିତ ହେବା ସହ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ…
ଅଧିକ ଖବର ଦେଖନ୍ତୁ...

ଠକ ତାନ୍ତ୍ରିକ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ: କୈଫି ଘରେ ପିଲାଦିନୁ ବଢ଼ିଛି ଗ୍ୟାଙ୍ଗଷ୍ଟର୍‌ ସକିଲ୍

କଟକ : କେଶରପୁରରେ ଠକ କୈଫ ଖାଁର ଘରେ ପିଲାଦିନୁ ରହିଆସୁଥିଲା ଗ୍ୟାଙ୍ଗଷ୍ଟର୍‌ ମହମ୍ମଦ ସକିଲ୍। ସକିଲ୍‌ର ମାମୁ ପୁଅ ଭାଇ ଥିଲା କୈଫି। ସେହି ସମ୍ପର୍କ ସୂତ୍ରରେ ସକିଲ ଗୋଟିଏ କୋଠାରେ ତା ବାପା, ମା, ଭାଇ ସହିତ ରହୁଥିଲା। ଚଳିତବର୍ଷ ସକିଲ ବିବାହ କରିବା ପରେ ପତ୍ନୀ ସହିତ ବି ସେଠାରେ…
ଅଧିକ ଖବର ଦେଖନ୍ତୁ...

ତ୍ରିଶୂଳିଆଠାରେ କାଠଯୋଡ଼ିରେ ହେବ ଦ୍ବିତୀୟ ସେତୁ

କଟକ ; କଟକ ସହର ବିକାଶରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। କଟକ ନେତାଜୀ ବସ୍ ଟର୍ମିନାଲ୍‌ (ସିଏନ୍‌ବିଟି) ନିର୍ମାଣ, ତାଳଦଣ୍ଡା କେନାଲ ସଂପ୍ରସାରଣ ଓ ଏସ୍‌ସିବି ଏମ୍‌ସ୍‌ ପ୍ଲସ୍ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବେଳେ ଏବେ କଟକ-ଭୁବନେଶ୍ବରକୁ ସଂଯୋଗ କରୁଥିବା କାଠଯୋଡିର…
ଅଧିକ ଖବର ଦେଖନ୍ତୁ...

‘ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଆଲୋଚନାଚକ୍ର ୮ରେ

କଟକ : କଂଗ୍ରେସ ଶାସନର ଏକ ଉଲ୍ଲେଖନୀୟ ସମୟଖଣ୍ଡକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଆସନ୍ତା ୮ତାରିଖରେ ଆୟୋଜିତ ହେବାକୁ ଯାଉଛି। ‘ଜାନକୀ ବାବୁ ଓ ବସନ୍ତ ବାବୁଙ୍କ ଯୋଡ଼ି: ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଏହି ଆଲୋଚନାର ଶୀର୍ଷକ ରଖାଯାଇଛି। ଆଲୋଚନାଟି ୮…
ଅଧିକ ଖବର ଦେଖନ୍ତୁ...

ନାଗରିକଙ୍କ ପାଖରେ ନ୍ୟାୟ ବ୍ୟବସ୍ଥା ପହଞ୍ଚିବ: ପ୍ରଧାନ ବିଚାରପତି

କଟକ : ‌ସବୁ ଲୋକଙ୍କ ପାଖରେ ନ୍ୟାୟ ବ୍ୟବସ୍ଥା ପହଞ୍ଚାଇବା ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଉଛି। ଲୋକମାନଙ୍କୁ ସୁଲଭ, ସୁଗମ, ସ୍ବଚ୍ଛ, ଉତ୍ତରଦାୟୀ ଓ କମ୍ ଖର୍ଚ୍ଚରେ ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରଦାନ କରିବା ହେଉଛି ଇ-କୋର୍ଟ ପ୍ରକଳ୍ପର ଲକ୍ଷ୍ୟ। ପୂର୍ବରୁ ରହିଥିବା ବ୍ୟବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ନାଗିରକଙ୍କ ପାଖରେ ନ୍ୟାୟ ବ୍ୟବସ୍ଥା ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଉଛି: ପ୍ରଧାନ ବିଚାରପତି

କଟକ: ‌ସବୁ ଲୋକମାନଙ୍କ ପାଖରେ ନ୍ୟାୟ ବ୍ୟବସ୍ଥା ପହଞ୍ଚାଇବା ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଉଛି। ଲୋକମାନଙ୍କୁ ସୁଲଭ, ସୁଗମ, ସ୍ବଚ୍ଛ, ଉତ୍ତରଦାୟୀ ଓ କମ୍ ଖର୍ଚ୍ଚରେ ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରଦାନ କରିବା ହେଉଛି ଇ-କୋର୍ଟ ପ୍ରକଳ୍ପର ଲକ୍ଷ୍ୟ। ପୂର୍ବରୁ ରହିଥିବା…
ଅଧିକ ଖବର ଦେଖନ୍ତୁ...

ଠକ ମୌଲାନାର ୯୫ ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍, ୬ଟି ଏତଲା ପଞ୍ଜୀକୃତ

କଟକ: ଗିରଫ ଠକ ମୌଲାନାର ରିମାଣ୍ଡ ଶେଷ ହୋଇଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ତନ୍ତ୍ରମନ୍ତ୍ର ନାଁରେ ଲୋକଙ୍କଠାରୁ କୈଫି ଖାନ୍ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଛି। ତା ନାଁରେ ୬ ଟି ଏତଲା ପଞ୍ଜୀକୃତ ହୋଇଛି। ଏଥିମଧ୍ୟରୁ ୫…
ଅଧିକ ଖବର ଦେଖନ୍ତୁ...

ଡରାଇଲେ ଓ ଭୁଲିଗଲେ: ୮ଲକ୍ଷ ଗାଡ଼ିରେ ଲାଗିନି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌

କଟକ : ଏବେ ବି ରାଜ୍ୟରେ ଲକ୍ଷାଧିକ ଗାଡ଼ିରେ ହାଇ ସିକ୍ୟୁରିଟ୍ ନମ୍ବର ପ୍ଲେଟ୍‌(ଏଚ୍‌ଏସ୍ଆର୍‌ପି) ନମ୍ବର ପ୍ଲେଟ୍ ଲଗାଯାଇନାହିଁ। ଭେଣ୍ଡର୍‌ ମଧ୍ୟ ଠିକଣା ସମୟରେ ନମ୍ବର୍‌ ପ୍ଲେଟ୍ ଯୋଗାଇ ପାରୁ ନାହିଁ। ଏ ପଟେ ରାଜ୍ୟରେ ଗାଡ଼ି ସଂଖ୍ୟା ଓ ଧାର୍ଯ୍ୟ ଲକ୍ଷ୍ୟ କେବେ ପୂରଣ ହେବ, ସେ ସଂପର୍କରେ…
ଅଧିକ ଖବର ଦେଖନ୍ତୁ...

ଥୋରିଆସାହିରେ ଏମିତି ଚାଲିଛି ସରକାରୀ ଅର୍ଥଶ୍ରାଦ୍ଧ

କଟକ: ପୂର୍ବରୁ ଥିବା ଦୁଇଟି ଅଙ୍ଗନବାଡି କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ପିଲା ନାହାନ୍ତି। ଏଠାରେ ଦରକାର ଥିବା ମୌଳିକ ସୁବିଧା ବି ଉପଲବ୍ଧ ନାହିଁ। ଏହା ସତ୍ତ୍ବେ ସେହି ସ୍ଥାନରେ, ସିଏମ୍‌ସି ୩୩ନଂ ୱାର୍ଡ ଅନ୍ତର୍ଗତ ଥୋରିଆସାହି ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ନିର୍ମାଣ ହେଉଛି ତୃତୀୟ…
ଅଧିକ ଖବର ଦେଖନ୍ତୁ...